Excuse Me Odisha

ଯାହା କହିବୁ ସତ କହିବୁ

ଝିଅ ମାନଙ୍କୁ ଧ-ର୍ଷ-ଣ ଓ ବ-ଳାତ୍କା-ର କରିଥିବା ବ୍ୟକ୍ତି ମୃ-ତ୍ୟୁ ପରେ କେଉଁ ଦ-ଣ୍ଡ ପାଇଥାଏ। ଜାଣିଲେ ଆ-ଶ୍ଚ-ର୍ଯ୍ୟ ହୋଇଯିବେ।

ସେୟାର୍ କରନ୍ତୁ

ବନ୍ଧୁଗଣ ହିନ୍ଦୁଧର୍ମ ଶାସ୍ତ୍ରରେ ସବୁଠାରୁ ମହାନ ଗ୍ରନ୍ଥ ହେଉଛି ଭଗବତ ଗୀତା। ଯାହାକୁ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁ-ଦ୍ଧର ବର୍ଣ୍ଣନା କରିଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ଭାଗବତ ଗୀତାର ସବୁଠାରୁ ଶ୍ରେଷ୍ଠ ବାଣୀ ହେଉଛି ଯତ୍ର ନାରେସ୍ତୁ ପୂଜ୍ୟତେ ରମନ୍ତ ତତ୍ର ଦେବତା ଅର୍ଥାତ ଯେବେଯେବେ ଏବଂ ଯେଉଁଠାରେ ନାରୀମାନଙ୍କର ପୂଜା କରାଯାଏ ସେଠାରେ ସ୍ଵୟଂ ଭଗବାନ ବାସ କରିଥାନ୍ତି। ବନ୍ଧୁଗଣ ଆମ ପୌରାଣିକ କାଳରୁ ହିଁ ନାରୀମାନଙ୍କୁ ପୂଜନୀୟ ବୋଲି ମାନାଯାଇଅଛି। କିନ୍ତୁ ଏହା ମଧ୍ୟ ସତ୍ୟ ଅଟେକି ପ୍ରତ୍ୟକ ଯୁଗରେ ମହିଳା ମାନଙ୍କ ସହ ଅ-ନ୍ୟା-ୟ ଓ ଅ-ତ୍ୟାଚା-ର ଆଦି ହୋଇଛି। କିନ୍ତୁ ଯଦି ଆମେ କଳିଯୁଗର କଥା ହେବା ତ ତେବେ ଏହି କଳିଯୁଗରେ ଅଧିକାଂଶ ପୁରୁଷ ମହିଳା ମାନଙ୍କୁ ଏକ ଉପଭୋଗର ପାତ୍ର ବୋଲି ମାନିଥାନ୍ତି। ସେଥିପାଇଁ ତ ପ୍ରତ୍ୟକ ଦିନ ହଜାର ହଜାର ସ୍ତ୍ରୀ ଝିଅ ମାନଙ୍କର ବ-ଳା-ତ୍କା-ର ଭଳି କୁ-କର୍ମ କରାଯାଉଅଛି। ତେବେ ବନ୍ଧୁଗଣ ଆଜି ଆମେ ଏହି ପୋଷ୍ଟରେ ଜଣେଇବୁ ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ଯେଉଁ ପୁରୁଷ ସ୍ତ୍ରୀ ମାନଙ୍କର ଇ-ଜ-ତ ସହ ଖେଳିଥାଏ କିମ୍ବା ସେମାନଙ୍କର ବ-ଳା-ତ୍କାର ଭଳି ଜ-ଘ-ନ୍ୟ କୁ-କର୍ମ କରିଥାଏ ସେମାନଙ୍କୁ ମୃ-ତ୍ୟୁ ପରେ କେଉଁ କେଉଁ ଦ-ଣ୍ଡ ପ୍ରାପ୍ତ ହୋଇଥାଏ।

Google

ବନ୍ଧୁଗଣ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଯେଉଁ ପୁରୁଷ ମହିଳା ମାନଙ୍କ ଇ-ଜ୍ଜ-ତ ସହ ଖେଳିଥାଏ ଅର୍ଥାତ ବ-ଳା-ତ୍କା-ର ଭଳି କୁ-କ-ର୍ମ କରିଥାଏ ସେମାନଙ୍କର ମୃ-ତ୍ୟୁ ବହୁତ ଶୀଘ୍ର ହୋଇଯାଇଥାଏ। ଏବଂ ମୃ-ତ୍ୟୁ ପୂର୍ବରୁ ଏବଂ ମୃ-ତ୍ୟୁ ପରେ ସେମାନଙ୍କୁ ବହୁତ ପ୍ରକାରର କଷ୍ଟ ସହିବାକୁ ପଡିଥାଏ। ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ଯେଉଁ ପୁରୁଷ ନିଜର ପୁରୁଷାର୍ଥକୁ ଏକ ଉପାଧି ମନେ କରିଥାନ୍ତି ଏବଂ ନିଜର ପୁରୁଷାର୍ଥର ସମସ୍ତ ବଳ ଓ ଶକ୍ତିକୁ କୌଣସି ଦୁ-ର୍ବଳ ଓ ଅ-ସହା-ୟ ସ୍ତ୍ରୀ ଉପରେ କାମନା ବାସନାର ଲାଳସାର ପୂରଣ ନିମନ୍ତେ ଚେଷ୍ଟା କରିଥାଏ ସେହି ପୁରୁଷର ମୃ-ତ୍ୟୁ ହିଁ ଉଚିତ ଦ-ଣ୍ଡ ହୋଇଥାଏ। ବାସ୍ତବରେ ଆମ ସାଂସାରିକ ରୀତି ନି-ୟ-ମ ଅନୁସାରେ ସ୍ତ୍ରୀକୁ ସର୍ବଦା ନିର୍ବଳ ଏବଂ ସହନଶୀଳର ପ୍ରତୀକ ବୋଲି ମନାଯାଏ। ଏବଂ ସେମାନଙ୍କୁ କେବଳ ଅନ୍ୟର ଆ-ଦେଶ ପାଳନ କରିବା ପାଇଁ ବୁଝାଇ ଦିଆଯାଇଥାଏ। କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ଏହା କେବେବି ଉଚିତ ହୋଇନଥାଏ। କାରଣ ଯେବେ ମହାଭାରତରେ ଦ୍ରୌପତି ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ ହେ ଗୋବିନ୍ଦ ଯେଉଁମାନେ ରାଜସଭାରେ ମୋର ଚି-ରହ-ରଣ କରିଥିଲେ ଏବଂ ମତେ କଟୁ ଶ-ବ୍ଦ କହି ମୋର ଅ-ପମା-ନ କରିଥିଲେ ସେମାନଙ୍କୁ କଣ ଦ-ଣ୍ଡ ମିଳିବ। ନାଁ ମୁକ୍ତି ମିଳିବ। ଏହାର ଉତ୍ତରରେ ଭଗବାନ ଶ୍ରୀକୃଷ୍ଣ କହିଥିଲେ ହେ ସଖୀ ହସ୍ତିନାପୁର ରାଜସଭାରେ କେବଳ ତୁମର ଅ-ପମା-ନ ହୋଇନାହିଁ ତୁମ ସହ ସମ୍ପୂର୍ଣ ନାରିଜାତିର ଅ-ପମା-ନ ହୋଇଛି। ଯାହାର ପରିଣାମ ସ୍ୱରୂପ ସେହି କୁ-କ-ର୍ମରେ ଯେଉଁ ଯେଉଁ ବ୍ୟକ୍ତି ଭାଗିଦାରୀ ଅଛନ୍ତି ସେ ସମସ୍ତଙ୍କୁ ମୃ-ତ୍ୟୁଦ-ଣ୍ଡ ପ୍ରାପ୍ତ ହେବ। ଏବଂ ଏହା କେବଳ ଆଜି କିମ୍ବା ଏହି ଯୁଗରେ ନୁହେଁ ଯେବେ ଯେବେ ଏବଂ ଯେଉଁଠାରେ ନାରୀମାନଙ୍କ ସହ ଅ-ତ୍ୟାଚା-ର ଓ ଅ-ନ୍ୟା-ୟ ହେବ ତେବେ ସେଠାରେ ମଧ୍ୟ ସମସ୍ତ ଅଧର୍ମ ମାନଙ୍କୁ ସେମାନଙ୍କର ଦ-ଣ୍ଡ ନିଶ୍ଚିତ ପ୍ରାପ୍ତ ହେବ। ବନ୍ଧୁଗଣ ଆମ ଭାଗବତ ଗୀତାର ଦ୍ୱିତୀୟ ଅଧ୍ୟାୟର ୪୭ ତମ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ କହିଥିଲେ ହେ ମନୁଷ୍ୟ କର୍ମ କରିବାର କ୍ଷମତା ତୁମ ମାନଙ୍କ ହାତରେ ରହିଥାଏ। କିନ୍ତୁ ସେହି କର୍ମର ଫଳ ତୁମ ହାତରେ ନଥାଏ। ଏଣୁ କର୍ମର ଅଧିକାରୀ ହୁଅ। ମାତ୍ର ଫଳକୁ ଆଶା କର ନାହିଁ। ଏବଂ ଅ-କ-ର୍ମରେ ମଧ୍ୟ ଆ-ସ-କ୍ତ ହୁଅ ନାହିଁ। ତେବେ ତୁମକୁ ସୁଫଳ ନିଶ୍ଚିତ ପ୍ରାପ୍ତ ହେବ। ତେବେ ବନ୍ଧୁଗଣ ଶେଷରେ ଏତିକି ଜଣାଇବା ପାଇଁ ଚାହୁଁଛୁ ଯେ ଗୋଟେ ନାରୀ ସର୍ବଦା ଗୋଟେ ପୁରୁଷ ଜୀବନରେ କେବେ ମା ରୂପରେ ତ କେବେ ସ୍ତ୍ରୀ ରୂପରେ କେବେ ଭଉଣୀ ରୂପରେ ତ କେବେ ପୁତ୍ରୀ ରୂପରେ ଆସିଥାନ୍ତି ଓ ପୁରୁଷ ମାନଙ୍କର ପୁରୁଷାର୍ଥକୁ ଗୌରବ ପ୍ରଦାନ କରିଥାନ୍ତି। ଏଣୁ ଏପରି ନାରୀଙ୍କୁ ସମ୍ମାନ କରନ୍ତୁ। ପାରୁଛନ୍ତି ତ ନିଜର ସମସ୍ତ ପୁରୁଷାର୍ଥକୁ ନାରୀମାନଙ୍କର କଲ୍ୟାଣ ଉଦେଶ୍ୟରେ କାର୍ଯ୍ୟ କରନ୍ତୁ। ଦେଖିବେ ଆପଣ ଓ ଆପଣଙ୍କ ପରିବାର ସର୍ବଦା ହସ ଖୁସିରେ ବାସ କରିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *