Excuse Me Odisha

ଯାହା କହିବୁ ସତ କହିବୁ

ଆଜିଠାରୁ ରାଜାଙ୍କ ଭଳି ଜୀବନ କାଟିବେ ଏହି ରାଶିମାନେ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ରର ସେହି ଭାଗ୍ୟଶାଳୀ ରାଶି ଗୁଡିକର ବିଷୟରେ କହିବା ପାଇଁ ଯାଉଛି ଯାହାର ଉପରେ ମା ଲକ୍ଷ୍ମୀଙ୍କର କୃପା ସର୍ବଦା ଲାଗିରହିବ। ସେହି ରାଶିର ଭାଗ୍ୟ ୨୦୨୦ ଠାରୁ ଆରମ୍ଭ କରି ୨୦୪୦ ପର୍ଯ୍ୟନ୍ତ ଅତ୍ୟନ୍ତ ଖୁସି ପ୍ରାପ୍ତ କରିବ। କହି ଦେଉଛୁ ଯେ ଏହି ରାଶିକୁ ନିଜର ଜୀବନରେ ବହୁତ ବଡ଼ ବଡ଼ ସଫଳତା ମିଳିବା ପାଇଁ ଯାଉଛି। ଏହାର କୁଣ୍ଡଳୀରେ ୫୦ ବର୍ଷ ପରେ ରାଜଯୋଗ ବନୁଛି। ତେଣୁ ବନ୍ଧୁଗଣ ଆସନ୍ତୁ ଜାଣିନେବା କଣ ସେହି ରାଶି ଗୁଡିକ ଏବଂ ଏହି ରାଶି ମାନଙ୍କୁ କଣ ସବୁ ଲାଭ ମିଳିବା ପାଇଁ ଯାଉଛି। ତେଣୁ ବନ୍ଧୁଗଣ କହି ରଖୁଛୁ ଯେ ଏହି ରାଶି ମାନଙ୍କ ଭକ୍ତିରେ ମା ଲକ୍ଷ୍ମୀ ବହୁତ ପ୍ରସନ୍ନ ରହିଛନ୍ତି। ଯାହା ଫଳରେ ଏହି ଲୋକମାନେ ନୂଆ ନୂଆ କୀର୍ତ୍ତି ମାନ ସ୍ଥାପନା କରିବା ସହିତ ନିଜର ଅଲଗା ପରିଚୟ ସୃଷ୍ଟି କରିବେ। ନୂଆ ନୂଆ ସଫଳତା ହାସଲ କରିବେ। ଏହି ରାଶିମାନେ ଦିନକୁ ଦିନ ଉନ୍ନତି ଓ ସଫଳତା ହାସଲ କରିବାର ସମୟ ଏବେ ପାଖେଇ ପାଖେଇ ଆସୁଛି। ଜୀବନରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କର ପାଇଁ ବହୁତ ଖାସ ହେବ। ଶିକ୍ଷା ଚାକିରୀ ପ୍ରେମ ଓ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କୁ ବହୁତ ଶୀଘ୍ର ନୂଆ ଖୁସି ଖବର ମିଳିବାର ସମ୍ଭାବନା ନଜର ଆସୁଛି। କୌଣସି ଲୋକର କଥାର ପଡି ଆପଣ କୌଣସି ମହତ୍ୱପୂର୍ଣ ନିଷ୍ପତି ନିଅନ୍ତୁ ନାହିଁ। ଏବଂ ଯାହାବି କରୁଛନ୍ତି ଭାବି ଚିନ୍ତି କରନ୍ତୁ।ନିଜର ବିବେକ ବିଚାର ସହିତ କାର୍ଯ୍ୟ କରିବାର ଆପଣଙ୍କୁ ଆବଶ୍ୟକତା ରହିଛି।

କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଆପଣଙ୍କ ଭାଗ୍ୟର ସମ୍ପୂର୍ଣ ସହଯୋଗ ମିଳିବା ପାଇଁ ଯାଉଛି। ଆପଣଙ୍କର ଲଟେରୀ ମଧ୍ୟ ଲାଗିବାର ସମ୍ଭାବନା ବନୁଛି।ସମାଜରେ ଆପଣଙ୍କର ମାନ ସମ୍ମାନ ଅଧିକରୁ ଅଧିକ ବଢିଯିବ। ଆପଣଙ୍କ ବୈବାହିକ ଜୀବନରେ ଖୁସି ଆସିବାର ଦେଖାଯାଉଛି। ସନ୍ତାନ ମାନଙ୍କର ତରଫରୁ କୌଣସି ଉପହାର ମଧ୍ୟ ମିଳିପାରେ। ଭାଗ୍ୟ ଚମକିବା କାରଣରୁ ଆପଣଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ। ସମାଜରେ ଆପଣଙ୍କର ମାନ ସମ୍ମାନ ମଧ୍ୟ ବଢିଯିବ। ଯେଉଁମାନେ ଅବିବାହିତ ରହିଛନ୍ତି ସେମାନଙ୍କର ବିବାହର ଯୋଗ ଏହି ବର୍ଷରେ ବନୁଛି। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ପଦଉନ୍ନତି ପ୍ରାପ୍ତ ହେବ। ବ୍ୟାପାରରେ ଚାଲିଆସୁଥିବା ସମସ୍ୟା ଦୂର ହେବ। ଆୟ କରିବାର ନୂଆ ଦିଗ ଖୋଲିବା ପାଇଁ ଯାଉଛି।ଆଗାମୀ ପରୀକ୍ଷାରେ ମଧ୍ୟ ଆପଣଙ୍କୁ ସଫଳତା ହାସଲ ହେବା ପାଇଁ ଯାଉଛି।

ତେବେ ବନ୍ଧୁଗଣ ଯେଉଁ ଭାଗ୍ୟଶାଳୀ ରାଶି ମାନଙ୍କର ବିଷୟରେ ଆମେ କହୁଥିଲେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି କୁମ୍ଭ ରାଶି, ମକର ରାଶି, ସିଂହ ରାଶି, ମେଷ ରାଶି, କନ୍ୟା ରାଶି ଏବଂ ତୁଳା ରାଶି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *