Excuse Me Odisha

ଯାହା କହିବୁ ସତ କହିବୁ

ସନ୍ଧ୍ୟା ସମୟରେ ଶୋଉଥିବା ମହିଳା କିପରି ହୋଇଥାନ୍ତି, ଜାଣିଲେ ଆ-ଶ୍ଚର୍ଯ୍ୟ ହୋଇଯିବେ।

ସେୟାର୍ କରନ୍ତୁ

ବନ୍ଧୁଗଣ ପ୍ରତ୍ୟକ ବ୍ୟକ୍ତି ଏହା ଚାହାଁନ୍ତି କି ଧନର ଦେବୀ ମା ଲକ୍ଷ୍ମୀ ସ୍ଥାୟୀ ରୂପେ ତାଙ୍କ ଘରେ ରୁହନ୍ତୁ। ଏବଂ ମା ଲକ୍ଷ୍ମୀ ମଧ୍ୟ ନିଜର ପ୍ରତ୍ୟକ ଭକ୍ତର ନିଜର ସମ୍ପୂର୍ଣ୍ଣ କୃପା ଦେବାକୁ ଚେଷ୍ଟା କରନ୍ତି। ଏବଂ ତାଙ୍କ ଘରେ ନିବାସ କରିବାକୁ ଇଛା ରଖନ୍ତି। କିନ୍ତୁ କେତେଥର କିଛି ଭକ୍ତ ଏହା ଭାବି ଚିନ୍ତିତ ହୁଅନ୍ତି କି ମା ଲକ୍ଷ୍ମୀଙ୍କୁ ଭଲ ଭାବରେ ପୂଜା କରିବା ପରେ ବି ପ୍ରସନ୍ନ ହେଉନାହାନ୍ତି। ଏବଂ ନା ହିଁ ଘରକୁ ନାଁ ହିଁ ଜୀବନରେ ସୁଖ ସମୃଦ୍ଧି ଆସୁଛି। ତ ଏହାର କାରଣ ଏହାକି ଇଶ୍ଵର କିଏ ବି ହୁଅନ୍ତୁ ତାଙ୍କର ଭକ୍ତି ଏବଂ ପୂଜା ପାଠରେ କିଛି ନିୟମ ଥାଏ। ଆଉ ଆମେ ସେହି ନି-ୟ-ମକୁ ଧ୍ୟାନରେ ରଖି ଆମର ଇଷ୍ଟଦେବଙ୍କର ଆରୋଧନା କରିବା ଉଚିତ। ନଚେତ ଆମକୁ କୌଣସି ବି ଫଳ ମିଳିବ ନାହିଁ। ଏଥିପାଇଁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ ଘରକୁ ଆଣିବା ପାଇଁ ଆପଣଙ୍କୁ ବି ତାଙ୍କ ସହ ଯୋଡି ହୋଇଥିବା କିଛି ମହତ୍ୱପୂର୍ଣ କଥାକୁ ଧ୍ୟାନରେ ରଖିବା ଆବଶ୍ୟକ। କଣ ଆପଣ ଜାଣନ୍ତି କି ସୌଭାଗ୍ୟର ଦେବୀ ମା ଲକ୍ଷ୍ମୀ ଏବଂ ତାଙ୍କର ଭଉଣୀମାନେ ଦୁର୍ଭାଗ୍ୟର ଦେବୀ ଅଲକ୍ଷ୍ମୀ ଦୁହେଁ ସାଥୀ ହୋଇ ଦିନରେ ଏକ ସମୟରେ ଭ୍ରମଣରେ ବାହାରିଛନ୍ତି। ଆପଣ ଜାଣି ନାହାନ୍ତି ଯଦି ତାହେଲେ ଭଲ ଭାବରେ ଜାଣିନିଅନ୍ତୁ କି ମା ଲକ୍ଷ୍ମୀ ଓ ଅଲକ୍ଷ୍ମୀ ଦୁହିଁଙ୍କର ଭ୍ରମଣର ସମୟ ସକାଳ ୫.୩୦ ରୁ ୭.୩୦ ଏବଂ ସନ୍ଧ୍ୟା ୫.୩୦ ରୁ ୭.୩୦ ହୋଇଥାଏ। ଏହି ସମୟରେ ମା ଲକ୍ଷ୍ମୀଙ୍କୁ ଯେଉଁ ଘର ପସନ୍ଦ ଆସେ ସେ ସେହି ଘରେ ପ୍ରବେଶ କରନ୍ତି। ଏବଂ ଏହିପରି ଅଲକ୍ଷ୍ମୀଙ୍କୁ ମଧ୍ୟ ଯେଉଁ ଘର ପସନ୍ଦ ଆସେ ସେ ସେହି ଘରେ ପ୍ରବେଶ କରନ୍ତି। ଏଥିପାଇଁ ଏହି ବିଶିଷ୍ଟ ସମୟରେ ଆମେ ଚେଷ୍ଟା କରିବା ଉଚିତ କି ମା ଲକ୍ଷ୍ମୀ ହିଁ ଆମର ଘରକୁ ଆକର୍ଷିତ ହୁଅନ୍ତୁ। ଏବଂ ଆମର ଘରେ ପ୍ରବେଶ କରନ୍ତୁ ଏବଂ ଅଲକ୍ଷ୍ମୀ ଆମର ଘର ଠାରୁ ଦୂରରେ ରୁହନ୍ତୁ। ତେବେ ଆସନ୍ତୁ ଆଜି ଆମେ ଜାଣିବା ସକାଳ ଏବଂ ସନ୍ଧ୍ୟାର ୫.୩୦ ରୁ ୭.୩୦ ଏହି ୨ଘଣ୍ଟା ବିଶେଷ ସମୟରେ ଆମେ କେଉଁ କଥାର ଧ୍ୟାନ ରଖିବା ଉଚିତ। ଯେଉଁଥିରେ ମା ଲକ୍ଷ୍ମୀ ଆମର ଘରେ ପ୍ରବେଶ କରିବେ ଏବଂ ଅଲକ୍ଷ୍ମୀ ଆମର ଘରଠାରୁ ଦୂରରେ ରହିବେ। ତା ସହିତ ଆମେ ଏହା ମଧ୍ୟ ଜାଣିବା କି ନିତିଦିନିଆ ଜୀବନରେ ଆମେ କେଉଁ କଥାର ଧ୍ୟାନ ରଖିବା ଉଚିତ। ଯେଉଁଥିରେ ଆମର ଘର ପରିବାରର ସବୁ ସଂ-କ-ଟ ଦୂରରେ ରହିବ। ଖୁସି ସୁଖ ଶାନ୍ତି ଆସିବ। ଓ ଆସନ୍ତୁ ଜାଣିବା ସକାଳ ଏବଂ ସନ୍ଧ୍ୟାର ଗୋଟେ ଘଣ୍ଟା ଆମର ଜୀବନରେ କିପରି ଖୁସି ନେଇଆସିବ।

ପ୍ରଥମ କଥା। ଏହା ଧ୍ୟାନରେ ରଖନ୍ତୁ କି ମା ଲକ୍ଷ୍ମୀଙ୍କୁ ଗନ୍ଧିଆ ଅ-ପସ-ନ୍ଦ ଅଟେ ତେଣୁ ସବୁବେଳେ ଖାସ କରି ସକାଳ ଏବଂ ସନ୍ଧ୍ୟାକୁ ୫.୩୦ ରୁ ୭.୩୦ ରେ ଆମର ଘରର ମୁଖ୍ୟ ଦ୍ୱାରରେ କୌଣସି ବି ପ୍ରକାରର ଗନ୍ଧିଆ ଆବର୍ଜନା ନହୋଇ ନହେଲେ ମା ଲକ୍ଷ୍ମୀ ଆପଣଙ୍କ ଘରର ଦ୍ୱାର ସାମ୍ନାରୁ ହିଁ ଫେରିଯିବେ।ଏବଂ ଗନ୍ଧିଆ ଆବର୍ଜନାକୁ ପସନ୍ଦ କରୁଥିବା ଅଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିବେ। ଯେଉଁଥିରେ ଆପଣଙ୍କ ଘରେ ଦୁ-ର୍ଭା-ଗ୍ୟ ବନି ରହିବ।

ଏବେ ଆସନ୍ତୁ ଜାଣିବା ଘରେ କେଉଁ ପ୍ରକାରର ବାତାବରଣ ରହିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ଖୁସି ଖୁସିରେ ପ୍ରବେଶ କରିବେ।

ପ୍ରଥମ କଥା। ଆମ ଘରର ଦ୍ୱାରରେ କିମ୍ବା ମୁଖ୍ୟ ଦ୍ୱାରରେ ରଙ୍ଗଲି କିମ୍ବା କିଛି ଶୁଭ ଚିହ୍ନକୁ ଆଙ୍କିକି ରଖନ୍ତୁ। କିମ୍ବା ଦୀପ ଜଳାଇ ରଖନ୍ତୁ। ଯାହା ଦ୍ୱାରା ମା ଲକ୍ଷ୍ମୀଙ୍କର ସ୍ୱାଗତ କରିବାର ପ୍ରତିତ ହେବ।

ଦ୍ୱିତୀୟ କଥା। ଗୋଟିଏ ଘଣ୍ଟାର ଏହି ବିଶେଷ ସମୟରେ ଆପଣଙ୍କ ଘରର ମନ୍ଦିରରେ କିମ୍ବା କାର୍ଯ୍ୟ କ୍ଷେତ୍ରରେ କିମ୍ବା ଦୋକାନ ଓ ଅଫିସରେ ରହୁଥିବା ଭଗବାନଙ୍କର ପୂଜା ଅବଶ୍ୟ କରନ୍ତୁ। ଧୂପକାଠି ଜ-ଳା-ନ୍ତୁ କି କିମ୍ବା ଦୀପ ଜ-ଳା-ନ୍ତୁ ଏବଂ କୌଣସି ବି ମିଠା ଜିନିଷର ଭୋଗ ଲଗାନ୍ତୁ। ଏହି ପ୍ରସାଦକୁ ଗ୍ରହଣ କରି ବାକି ସମସ୍ତଙ୍କୁ ବାଣ୍ଟି ଦିଅନ୍ତୁ। ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ।

ତୃତୀୟ କଥା। ୫.୩୦ ରୁ ୭.୩୦ ମଧ୍ୟରେ ଆପଣ ଆପଣଙ୍କ ଘରେ କୌଣସି ଦ୍ୱାର ବଂ-ଦ୍ଧ ଉପରେ କିମ୍ବା ମୁଖ୍ୟ ଦ୍ୱାରରେ ବସନ୍ତୁ ନାହିଁ। ଗଣେଶଙ୍କର ମୂର୍ତି କିମ୍ବା ଫୋଟ ଅବଶ୍ୟ ଲଗାନ୍ତୁ। ରାତିରେ ଘରର ଅଗଣାରେ ତୁଳସୀ ଗଛ ପାଖରେ ଦୀପ ଜ-ଳା-ନ୍ତୁ।

ଚତୁର୍ଥ କଥା। ଏହି ୧ ଘଣ୍ଟାରେ ଚେଷ୍ଟା କରନ୍ତୁ କୌଣସି ବି ଜିନିଷ ଖାଆନ୍ତୁ ନାହିଁ।ଇଶ୍ୱରଙ୍କ ପୂଜା କରିବା ପରେ ହିଁ ଭୋଜନ କରନ୍ତୁ। ଏହି ସମୟରେ ଅପଶବ୍ଦ ମୁହଁରେ କୁହନ୍ତୁ ନାହିଁ। ଲ-ଢେ-ଇ ଝ-ଗ-ଡା କରନ୍ତୁ ନାହିଁ। ମହିଳା କନ୍ୟାଙ୍କୁ ଅ-ପମା-ନିତ କରନ୍ତୁ ନାହିଁ। କାହାର ଖରାପ ଏବଂ ମଜାକ କରନ୍ତୁ ନାହିଁ। ଘରେ ଅଶାନ୍ତି ଏବଂ କ-ଳ-ହର ପରିସ୍ଥିତି ହୋଇଯାଏ ତ ମା ଲକ୍ଷ୍ମୀ ଏପରି ଘରେ ପ୍ରବେଶ କରନ୍ତି ନାହିଁ। ଏପରି ଘରେ ଅଲକ୍ଷ୍ମୀ ପ୍ରବେଶ କରନ୍ତି।

ପଞ୍ଚମ କଥା। ୧ ଘଣ୍ଟାର ଏହି ବିଶେଷ ସମୟରେ ଘରେ ଝାଡୁ ଏବଂ ପୋଛା କରନ୍ତୁ ନାହିଁ। ବାସନ କିମ୍ବା ପୋଷାକ ଧୁଅନ୍ତୁ ନାହିଁ। ପ୍ରଥମେ ହିଁ ଘରକୁ ସଫା ସୁତରା କରି ରଖନ୍ତୁ। ଏବଂ ମା ଲକ୍ଷ୍ମୀଙ୍କର ସ୍ୱାଗତ କରନ୍ତୁ।

ଷଷ୍ଠ କଥା। ଏହି ସମୟରେ କୌଣସି ବି ଆର୍ଥିକ ବ୍ୟବହାର କରନ୍ତୁ ନାହିଁ। ନାଁ ହିଁ କୌଣସି ପ୍ରକାର ଅ-ନ୍ୟା-ୟ କାର୍ଯ୍ୟ କରିବା ଉଚିତ। ନହେଲେ ବଡ଼ ଅସୁବିଧାରେ ଆପଣ ଫ-ସି ଯାଇପାରନ୍ତି।

ସପ୍ତମ କଥା। ଏହି ସମୟରେ ଗାଧୋଇବା ଉଚିତ ନୁହେଁ। ଏବଂ ନଖ ମଧ୍ୟ କା-ଟିବା ଉଚିତ ନୁହେଁ।

ଅଷ୍ଟମ କଥା। ସନ୍ଧ୍ୟା ସମୟରେ ମହିଳାଙ୍କୁ ଏବଂ ପୁରୁଷଙ୍କୁ ଦୁହିଁଙ୍କୁ ଶୋଇବା ଉଚିତ ନୁହେଁ। ଏହାକୁ ଅଶୁଭ ମାନାଯାଏ। ଯେଉଁ ଘରର ମହିଳା ୫.୩୦ ରୁ ୭.୩୦ ଭିତରେ ଶୁଅନ୍ତି ତ ଏପରି ଘରେ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ। ବରଂ ଅଲକ୍ଷ୍ମୀ ପ୍ରବେଶ କରିଥାନ୍ତି। କାରଣ ଅଲକ୍ଷ୍ମୀଙ୍କୁ ଆଳସ୍ୟ ଖରାପ କଥା କହୁଥିବା ଗାଧୋଇ ନଥିବା ମହିଳା ହିଁ ପସନ୍ଦ ଲାଗନ୍ତି ସମସ୍ତେ ମିଶି ସକାଳ ଏବଂ ସନ୍ଧ୍ୟା ୫.୩୦ ରୁ ୭.୩୦ରେ ଏହି ବିଶେଷ ସମୟରେ ଆମକୁ ଆମର ଘରର ପରିସ୍ଥିତିକୁ ସ୍ୱଚ୍ଛ ସୁନ୍ଦର ଶୁଦ୍ଧ ପବିତ୍ରତା ରଖିବା ଉଚିତ। ଯାହା ଦ୍ୱାରା ମା ଲକ୍ଷ୍ମୀ ଘରେ ପ୍ରବେଶ କରିବେ। କିନ୍ତୁ କିଛି ଲୋକ ପାନ ଗୁଟକା ଆଦି ଖାଇ ଏପଟେ ସେପଟେ ଛିପ ପକେଇବାର ଅଭ୍ୟାସ ଥାଏ ଏହି ଅଭ୍ୟାସ ଖରାପ ଅଟେ ଏବଂ ସ୍ୱାସ୍ଥ୍ୟ ପାଇଁ ହା-ନିକା-ରକ ଅଟେ। ଏପରି ଘରେ ମଧ୍ୟ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ। ରୋଷେଇ ଘର ଏବଂ ସ୍ନାନ ଘରର ଅସ୍ୱଚ୍ଛତା ବି ମା ଲକ୍ଷ୍ମୀଙ୍କୁ ଆପଣଙ୍କ ଘର ଠାରୁ ଦୂରେଇ ରଖିପାରେ। ଏଥିପାଇଁ ଏହି ଦୁଇଟି ସ୍ଥାନକୁ ନିୟମିତ ଭାବରେ ସଫା କରନ୍ତୁ। ସନ୍ଧ୍ୟା କିମ୍ବା ରାତି ସମୟରେ କୌଣସି ବାହାର ବ୍ୟକ୍ତିକୁ ଲୁଣ କିମ୍ବା ଦହି ଉଧାରରେ ଦିଅନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *