Excuse Me Odisha

ଯାହା କହିବୁ ସତ କହିବୁ

ସୁନ୍ଦରୀ ସ୍ତ୍ରୀଙ୍କୁ କେବେବି ବିବାହ କରନ୍ତୁ ନାହିଁ, ବିବାହ ପୂର୍ବରୁ ଧ୍ୟାନ ଦିଅନ୍ତୁ ।

ସେୟାର୍ କରନ୍ତୁ

ବନ୍ଧୁଗଣ ବିବାହକୁ ହିନ୍ଦୁଧର୍ମରେ ଷୋହଳ ସଂସ୍କାର ମଧ୍ୟରୁ ଗୋଟିଏ ସଂସ୍କାର ମନାଯାଏ। ଆଜିର ଆଧୁନିକ ସମାଜରେ ବିବାହକୁ ନେଇ ଅନେକ ସମସ୍ୟା ତଥା ପାରିବାରିକ ଅଶାନ୍ତି ବହୁଳ ଭାବରେ ଦେଖିବାକୁ ମିଳୁଛି। ଏହାର ପ୍ରଧାନ କାରଣ ବିବାହ କରୁଥିବା ବ୍ୟକ୍ତି ବିବାହ ପୂର୍ବରୁ କେତୋଟି ଜାଣିବା ଯୋଗ୍ୟ ବିଚାରକୁ ଧ୍ୟାନ ଦେଇନଥାନ୍ତି। ଆସନ୍ତୁ ଜାଣିବା ସେହି ଜାଣିବା କଥା ଗୁଡିକ ଯାହା ଆଚାର୍ଯ୍ୟ ଚାଣକ୍ୟ କହିଯାଇଛନ୍ତି। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ସ୍ତ୍ରୀର ସୁନ୍ଦରତା ହିଁ ସବୁକିଛି ହୋଇନଥାଏ। ପତିର ସର୍ବଦା ତ୍ୟାଗ କରିବା ଦରକାର।ଅତ୍ୟଧିକ ସୁନ୍ଦର କାରଣରୁ ମା ସୀତାଙ୍କର ହରଣ ହୋଇଥିଲା,ଅତ୍ୟଧିକ ଗର୍ବରୁ ରାବଣର ମୃ-ତ୍ୟୁ ହୋଇଥିଲା, ଅତ୍ୟଧିକ ଦାନ ଦେବାରୁ ରାଜା ବଳିଙ୍କୁ ପାତାଳରେ ଚାପିଦିଆଯାଇଥିଲା। ବିବାହ ନିମନ୍ତେ ସ୍ତ୍ରୀର ସଂସ୍କାର ତାର ତା’ର ସ୍ୱଭାବ ଲକ୍ଷଣ ତା’ର ଗୁଣ-ଅବଗୁଣର ସଠିକ ପରୀକ୍ଷା କରିବା ଦରକାର। ଏସବୁର ବିଚାର କରିବା ପରେ ସ୍ତ୍ରୀ ର ବିବାହ ନିମନ୍ତେ ପସନ୍ଦ କରିବା ଦରକାର। ଅନ୍ୟ କାହାର ସୁନ୍ଦରତା ଆଧାରରେ ଭୁଲ ନିର୍ଣ୍ଣୟରେ ବିବାହ ଜୀବନ ଦୁଃଖପୁର୍ଣ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ ସ୍ତ୍ରୀଙ୍କର ସଂସ୍କାରକୁ ଗୁରୁତ୍ୱ ଦେଇଛନ୍ତି। ଭଲ ସଂସ୍କାରର ସ୍ତ୍ରୀ ଘରକୁ ସ୍ୱର୍ଗ କରିଦିଏ, ସେ ପତି ଏବଂ ସମ୍ପୂର୍ଣ ପରିବାରର ଦାୟିତ୍ୱ ରଖିଥାଏ। କିନ୍ତୁ,ଖରାପ ସଂସ୍କାରର ସ୍ତ୍ରୀ ସବୁକିଛି ନଷ୍ଟ କରିଦିଏ। ଯେଉଁ ସ୍ତ୍ରୀ ଅଧାର୍ମିକ ଅଟେ ସେ ପାରିବାରିକ ସମ୍ପର୍କକୁ ବିଶ୍ୱାସ କରେ ନାହିଁ। ଏବଂ ସେ କ୍ଷଣ କ୍ଷଣରେ ସେ ଭାଙ୍ଗିବାକୁ ଚେଷ୍ଟା କରେ। ଏପରି ସ୍ତ୍ରୀ ପରିବାରର ସୁଖ ଏବଂ ସମ୍ମାନର ବିଚାର କରେନାହିଁ କିନ୍ତୁ ସମସ୍ତଙ୍କୁ ଦୁଃଖ ଦେଇଥାଏ। ଏପରି ଚରିତ୍ରର ସ୍ତ୍ରୀ କେବଳ ବିବାହ ସମ୍ପର୍କକୁ ଖରାପ କରନ୍ତି ନାହିଁ ପୂରା କୂଳର ନାଶ କରିଥାନ୍ତି।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ସୁନ୍ଦର ଦେଖାଯାଉଥିବା ସ୍ତ୍ରୀ ଚାଲାକି କିମ୍ବା ଧୋକାବାଜ ହୋଇଥାଏ। ବହୁତ ସୁନ୍ଦର ଦେଖାଯାଉଥିବା ଝିଅ ହୃଦୟରେ ସେତିକି ସୁନ୍ଦର ହୋଇନଥାନ୍ତି। ଏଥିପାଇଁ ଯଦି ସ୍ତ୍ରୀ ସୁନ୍ଦର ନୁହେଁ ତାର ସଂସ୍କାର ଭଲ ତେବେ ପୁରୁଷ ତାକୁ ବିବାହ କରିବା ଦରକାର। କାହିଁକିନା ଏପରି ସ୍ତ୍ରୀ ତାର ଭବିଷ୍ୟତକୁ ସୁଖୀ କରିଥାଏ ଏବଂ ସେ ଏକ ଶ୍ରେଷ୍ଠ ପରିବାର ଦେଇଥାଏ। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯଦି ସ୍ତ୍ରୀ ସୁନ୍ଦର ଅଟେ ସଂସ୍କାରି ଅଟେ ଏବଂ ହୃଦୟରେ ଭଲପାଉଥାଏ ତେବେ ସେ ଆପଣଙ୍କୁ ପୃଥିବୀର ସ୍ୱର୍ଗର ଅନୁଭବ ଦେଇପାରିବ। ଯଦି ସ୍ତ୍ରୀ ଖରାପ ସ୍ୱଭାବର ସଂସ୍କାର ହୀନ ଅଟେ ତେବେ ସେ କେତେବି ସୁନ୍ଦର ହେଉନା କାହିଁକି ସେ ଆପଣଙ୍କ ଜୀବନକୁ ନର୍କ କରି ଦେଇଥାଏ। ଏଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ବିବାହ ନିମନ୍ତେ ସଦାସର୍ଵଦା ସଂସ୍କାରୀ ସ୍ତ୍ରୀ ନିର୍ଣ୍ଣୟ କରିବା ବୁଦ୍ଧିମାନ ଅଟେ। ସୁନ୍ଦରତା ମନର ଦେଖିବା ଦରକାର, ଶରୀରର ନୁହେଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *