Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ ଟି ଘରକୁ କେବେବି ମା ଲକ୍ଷ୍ମୀ ଯାଆନ୍ତି ନାହିଁ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ମା ଲକ୍ଷ୍ମୀ ଭୁଲରେ ବି ଏପରି ଲୋକଙ୍କ ଘରକୁ ଯାଆନ୍ତି ନାହିଁ। ଆପଣ ଯାହାବି କରନ୍ତୁ ନାଁ କାହିଁକି ଏପରି ଘରକୁ ମା ଲକ୍ଷ୍ମୀ ଯାଆନ୍ତି ନାହିଁ। ଘରର ସୁଖ ସମୃଦ୍ଧି ଅଧିକ ମାତ୍ରାରେ ଘରର ସ୍ତ୍ରୀ ଲୋକଙ୍କ ଉପରେ ନିର୍ଭର କରିଥାଏ। ସେଥିପାଇଁ କିଛି ଏପରି କାମ ରହିଛି ଯାହାକୁ ମହିଳା ମାନଙ୍କୁ କରିବା ଉଚିତ ନୁହେଁ। କାରଣ ଏପରି କରିବା ଦ୍ୱାରା ଘରକୁ ମା ଲକ୍ଷ୍ମୀ କେବେବି ଆସି ନଥାନ୍ତି। ମା ଲକ୍ଷ୍ମୀ ଏପରି ଲୋକଙ୍କ ଘର ଉପରେ ସବୁବେଳେ କ୍ରୋଧିତ ରହିଥାନ୍ତି। ବନ୍ଧୁଗଣ ତେବେ ଆସନ୍ତୁ ଜାଣିବା ସେହି ବିଷୟରେ।

ଯେଉଁ ମହିଳା ସବୁବେଳେ ବାସନାରେ ଡୁବି ରହିଥାନ୍ତି। ସବୁବେଳେ ଅନ୍ୟ ଲୋକର ଚୁଗୁଲି କରିଥାନ୍ତି। ସେଠାରେ ଧନହାନି ନିଶ୍ଚୟ ଘଟିଥାଏ। ପରିବାରରେ ଦୁଃଖ ଆସିଥାଏ।ଗରୁଡ଼ ପୁରାଣ ଅନୁସାରେ ଏପରି ମନୁଷ୍ୟ ସବୁ ପ୍ରକାରର ସୁଖ ଧନ ଦୌଲତରୁ ବଞ୍ଚିତ ରହିଥାଏ। ମା ଲକ୍ଷ୍ମୀ ଏପରି ଘରଠାରୁ ଦୂରେଇ ରହିଥାନ୍ତି।

ଯେଉଁ ଘରର ମହିଳାମାନେ ଝାଡୁରେ ପାଦ ଲଗାଇଥାନ୍ତି କିମ୍ବା ଝାଡୁକୁ ପାଦରେ ଲାତ ମାରିଥାନ୍ତି ସେହିଭଳି ଘରେ କେବେ ମା ଲକ୍ଷ୍ମୀ ବାସ କରିନଥାନ୍ତି। ଏପରି ଘର ଜୀବନସାରା ଗରିବ ରହିଥାଏ। ଏପରି ମାନାଯାଏ କି ଝାଡୁରେ ଦେବୀ ଲକ୍ଷ୍ମୀ ବାସ କରନ୍ତି।

ଘରର ମହିଳା ଯଦି ରାତିରେ ଅଇଁଠା ବାସନ ରଖି ଶୋଇଯାଉଛନ୍ତି ତେବେତେବେ ଏପରି ଘରକୁ ମା ଲକ୍ଷ୍ମୀ କେବେବି ଆସନ୍ତି ନାହିଁ।ଏହା ଗରିବୀ ଓ ଦୁଃଖର କାରଣ ହୋଇଥାଏ।କାରଣ ଏପରି ଅଇଁଠା ବାସନ ଅଭିଶାପ ଦେଇଥାନ୍ତି ସେଥିପାଇଁ ରାତିରେ ଚୁଲା ଉପରେ ଓ ରୋଷେଇ ଘରେ ଅଇଁଠା ବାସନ ରଖି ଶୁଅନ୍ତୁ ନାହିଁ।

ଯେଉଁ ଘରର ଲୋକମାନେ ପାଦରେ ଘରର ଦ୍ୱାର ଖୋଲନ୍ତି ସେଠାରୁ ଘରର ଲକ୍ଷ୍ମୀ ରାଗି ଘରୁ ପଳାଇ ଥାନ୍ତି। ସେଥିପାଇଁ ଯଦି ଆପଣଙ୍କ ଘରେ ଏପରି ହେଉଥାଏ ତେବେ ଏହାକୁ ତୁରନ୍ତ ବନ୍ଦ କରିଦିଅନ୍ତୁ।

ଯଦି ଆପଣ ଘରର ମୁଖ୍ୟ ଦ୍ୱାର ବା ବନ୍ଧ ଉପରେ ବସି ଭୋଜନ କରୁଛନ୍ତି ତେବେ ସେ ଘର ବର୍ବାଦ ହୋଇଯାଇଥାଏ। ହିନ୍ଦୁ ଶାସ୍ତ୍ରରେ ଏହାକୁ ବହୁତ ଅଶୁଭ ବୋଲି ମାନାଯାଇଥାଏ।

ବନ୍ଧୁଗଣ ଅତି କମରେ ସପ୍ତାହରେ ଥରେ ଲୁଣ ମିଶା ପାଣିରେ ଘର ପୋଛିବା ଉଚିତ। ଏପରି କରିବା ବହୁତ ଶୁଭ ହୋଇଥାଏ। ଏପରି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ବନିରହିଥାଏ। ବନ୍ଧୁଗଣ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ମହିଳା ସନ୍ଧ୍ୟା ପରେ ଓ ରାତିରେ ଘର ଝାଡୁ କରିଥାନ୍ତି ସେହି ଘରକୁ କାଙ୍ଗାଳୀ ଗରିବୀ ଅବଶ୍ୟ ଆସିଥାଏ।ସେଥିପାଇଁ ଏହି ଖରାପ ଅଭ୍ୟାସକୁ ଛାଡି ଦିଅନ୍ତୁ।ବନ୍ଧୁଗଣ ଏହିସବୁ କଥାର ବିଶେଷ ଧ୍ୟାନ ଦିଅନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *