Excuse Me Odisha

ଯାହା କହିବୁ ସତ କହିବୁ

ଜୁଲାଇ ମାସରେ ୬ ଟି ରାଶି ହେବେ ଭାଗ୍ୟଶାଳୀ, ରହିବ ଶନିଦେବଙ୍କ କୃପା

ସେୟାର୍ କରନ୍ତୁ

ବନ୍ଧୁଗଣ ଏହି ୬ ଟି ରାଶିକୁ ମିଳିବାକୁ ଯାଉଛି ସୌଭାଗ୍ୟ। ଏମାନଙ୍କର ଭାଗ୍ୟ ଉଜ୍ଵଳ ହେବାକୁ ଯାଉଛି। ଅତ୍ୟନ୍ତ ଶୁଭ ହେବାକୁ ଯାଉଛି। ଏମାନେ ରାଜାଙ୍କ ଭଳି ଜୀବନ କାଟିବେ। ତେବେ ଆସନ୍ତୁ ବନ୍ଧୁଗଣ ସେହି ରାଶି ମାନଙ୍କ ବିଷୟରେ ଜାଣିବା। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ଯେତେବେଳେ କୌଣସି ଗ୍ରହର ଦେଶାଦିଶର ଅଦଳ ବଦଳ ହୋଇଥାଏ ତେବେ ନିଶ୍ଚିତ ଭାବରେ ତାହାର ପ୍ରଭାବ ମନୁଷ୍ୟର ଜୀବନ ଉପରେ ପଡିଥାଏ। କିନ୍ତୁ ଆମେ ଏହି ପ୍ରଭାବକୁ ବୁଝି ପାରିନଥାଉ। ଯାହା ଫଳରେ ଆମ ସହିତ କିଛି ଘଟଣା ଘଟି ଯାଇଥାଏ। କିନ୍ତୁ ଏହିଠାରେ ଆମେ ଜଣେଇ ଦେଉଛୁ ଯେ ପ୍ରତ୍ୟକ ଗ୍ରହର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ। ତେବେ ଏହି ୬ ଟି ରାଶିର ଲୋକଙ୍କ ଉପରେ ଶନିଦେବଙ୍କ କୃପା ପଡ଼ିବାକୁ ଯାଉଛି। ଏମାନଙ୍କୁ ଖୁସି ମିଳିବା ସହିତ ସମସ୍ତ କାର୍ଯ୍ୟରେ ସେମାନେ ମଧ୍ୟ ସଫଳ ହେବେ। ତେବେ ଆସନ୍ତୁ ବନ୍ଧୁଗଣ ସେହି ରାଶି ମାନଙ୍କ ବିଷୟରେ ଜାଣିବା।

ବୃଷ ରାଶି:-

ଏହି ରାଶି ଉପରେ ଶନିଦେବ ଖୁସିରେ ରହିବେ। ଏବଂ ଏହି ରାଶିକୁ ଚିନ୍ତା କରିବାର ଆଉ ଏବେ କୌଣସି ଆବଶ୍ୟକତା ନାହିଁ। ଏହି ରାଶି ଉପରେ ପ୍ରଭୁ ଶନିଦେବଙ୍କର ଅସୀମ କୃପା ହେବ। ଏବଂ ଏହା ପୁଣି ସମ୍ପୂର୍ଣ ୨୧ ବର୍ଷ ପର୍ଯ୍ୟନ୍ତ ରହୁବ। ଏହାର ମଝିରେ ଏହି ରାଶିର ଲୋକମାନଙ୍କୁ ଧନର କୌଣସି ଅଭାବ ରହିବ ନାହିଁ। ଏମାନଙ୍କର ସବୁ ମନସ୍କାମନା ପ୍ରଭୁ ଶନିଦେବ ପୂରଣ କରିବେ।କିନ୍ତୁ ଏଥିରେ କେବଳ ଗୋଟିଏ ସର୍ତ୍ତ ଯେ ଏବଂ ତାହା ହେଉଛି ଏମାନଙ୍କୁ ଭଗବାନ ଶନିଦେବଙ୍କର ଉପରେ ସମ୍ପୂର୍ଣ ଭରସା ଓ ବିଶ୍ୱାସ କରିବା ନିହାତି ଆବଶ୍ୟକ।

ସିଂହ ରାଶି:-

ଶନିଦେବଙ୍କର କୃପା ଏହି ସିଂହ ରାଶି ଉପରେ ମଧ୍ୟ ବର୍ଷିବ। ଏବଂ ଏମାନଙ୍କ ଭିତରେ କୌଣସି ପ୍ରକାରର ଆତ୍ମବିଶ୍ୱାସର ଅଭାବ ଆଉ ରହିବ ନାହିଁ। ଏମାନଙ୍କର ସବୁ ମନସ୍କାମନା ଭଗବାନ ଶନିଦେବଙ୍କର ଦ୍ୱାରା ପୂରଣ ହୋଇଯିବ।କିନ୍ତୁ ଗୋଟିଏ କଥାର ଧ୍ୟାନ ରଖନ୍ତୁ ଯେ ଆପଣଙ୍କୁ ସମ୍ପୂର୍ଣ ପରିଶ୍ରମ ଏବଂ ମନ ଧ୍ୟାନ ଦେଇ ନିଜର କାର୍ଯ୍ୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ। ତେବେ ଏହିର ରାଶିର ଲୋକଙ୍କ ପାଇଁ ଜୁଲାଇ ମାସଟି ବହୁତ ଭଲରେ କଟିବ।

କନ୍ୟା ରାଶି:-

ଜୁଲାଇ ମାସରେ ଆପଣଙ୍କର ଉଦ୍ଧାର ଶନିମହାରାଜ ମଧ୍ୟ କରିବେ। କିନ୍ତୁ ଗୋଟିଏ ସର୍ତ୍ତ ରହିଛି ଯେ ଆପଣଙ୍କର ସମୟ ନିଜର ଜୀବନସାଥୀଙ୍କ ସହିତ କାଟିବାକୁ ପଡିବ। ତେବେଯାଇ ଭଗବାନ ଶନିଦେବଙ୍କର କୃପା ଦ୍ୱାରା ଆପଣଙ୍କର ସାରାଜୀବନ ସୁଖମୟ ରହିବ ଏବଂ ଆପଣଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ଏହି ମାସରେ ପୂରଣ ହୋଇଯିବ। ଯଦି ଆପଣଙ୍କର ଏବେ ପର୍ଯ୍ୟନ୍ତ ବିବାହ ହୋଇନାହିଁ ତେବେ ଆପଣ ଆପଣଙ୍କର ମାତା ପିତାଙ୍କର ସହିତ ଅଧିକ ସମୟ କାଟିବାକୁ ଚେଷ୍ଟା କରନ୍ତୁ। ଦେଖିବେ ନିଶ୍ଚିତ ଭାବରେ ବିବାହ ହୋଇଯିବ।

ତୁଳା ରାଶି:-

ସଫଳତା ଆପଣଙ୍କ କବାଟ ସାମ୍ନାରେ ଛିଡା ହୋଇଛି। ହଁ ବନ୍ଧୁଗଣ ଆପଣଙ୍କୁ କେବଳ ଏତିକି କରିବାକୁ ପଡିବ ଯେ କୌଣସି ଝିଝଣ୍ଟ ବା କଳି ଝଗଡା ଠାରୁ ଆପଣ ଦୁରେଇ ରୁହନ୍ତୁ। ତେବେଯାଇ ଆପଣଙ୍କର ଘର ପରିବାରରେ ସୁଖଶାନ୍ତି ଲାଗିରହିବ। ଶନିଦେବଙ୍କର କୃପାରୁ ବ୍ୟର୍ଥ କାମରୁ ନିବୃତ ହୋଇ ନିଜର କାର୍ଯ୍ୟ ଉପରେ ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ। ଶନିଦେବଙ୍କର କୃପାରୁ ସମ୍ପୂର୍ଣ ୨୧ ବର୍ଷ ପର୍ଯ୍ୟନ୍ତ ଆପଣଙ୍କର ଜୀବନରେ ସବୁ ପ୍ରକାରର ସୁଖ ଲାଗିରହିବ।

କର୍କଟ ରାଶି:-

ଏହି ରାଶି ଉପରେ ଶନିଦେବ ଖୁସିରେ ରହିବେ। ଏମାନଙ୍କୁ ଏହି ମାସରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏହି ରାଶି ଉପରେ ପ୍ରଭୁ ଶନିଦେବଙ୍କର କୃପା ଅସୀମ କୃପା ହେବ। ଏବଂ ତାହା ପୁଣି ସମ୍ପୂର୍ଣ ୨୧ ବର୍ଷ ପର୍ଯ୍ୟନ୍ତ। ତେବେ ଏହାର ମଝିରେ ମଝିରେ ଏହି ରାଶିର ଲୋକମାନଙ୍କୁ ଧନର କୌଣସି ଅଭାବ ରହିବ ନାହିଁ। ଏବଂ ଏମାନଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ଜୋରସୋରରେ ଚାଲୁହେବ।

କୁମ୍ଭ ରାଶି:-

ଶନିଦେବଙ୍କର କୃପାରୁ ଆପଣଙ୍କର ଜୀବନସାଥୀଙ୍କର ସହିତ ଆପଣଙ୍କର ସମ୍ବଦ୍ଧ ବହୁତ ମଜଭୁତ ରହିବ। ଏବଂ ଏହି ବର୍ଷ ଆପଣ ନୂଆ ବାହନ କିଣିବାର ମନ ବଳାଇ ପାରନ୍ତି। ଏହି ବର୍ଷ ଧାର୍ମିକ ଯାତ୍ରା କରିବାର ଯୋଗ ମଧ୍ୟ ରହିଛି।ଭଗବାନ ଶନିଦେବଙ୍କର କୃପାରୁ ଆପଣଙ୍କର ଘର ଉପରେ ସର୍ବଦା ସୁଖଶାନ୍ତି ଓ ସମୃଦ୍ଧି ଲାଗିରହିବ।

ତେବେ ବନ୍ଧୁଗଣ ଏହା ଥିଲା ସେହି ୬ ଟି ଭାଗ୍ୟଶାଳୀ ରାଶି। ସେମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି ଜୁଲାଇ ମାସରେ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *