Excuse Me Odisha

ଯାହା କହିବୁ ସତ କହିବୁ

ଏହି ୧୦ ଜଣଙ୍କ ଠାରୁ ଦୁରେଇ ରୁହନ୍ତୁ, ନଚେତ ବ-ର୍ବା-ଦ ହୋଇ ଯିବି

ସେୟାର୍ କରନ୍ତୁ

ବନ୍ଧୁଗଣ ଜୀବନରେ ଯଦି ଗୋଟିଏ ଭଲ ମଣିଷଟିଏ ଆସିଯାଏ ତ ଜୀବନକୁ ଉନ୍ନତ କରିଦେବ। ଜୀବନର ଭଲ ଲୋକଙ୍କର ସାଥୀ ମିଳିଗଲେ ଜୀବନ ବହୁତ ସୁନ୍ଦର ହୋଇଯାଏ। ଯଦି ଜୀବନରେ ଖରାପ ବ୍ୟକ୍ତି ଆସିଯାଏ ବା ଭୁଲ ବ୍ୟକ୍ତି ଆସିଯାଏ ଜୀବନ ଦୁଃ-ଖ ଏବଂ ସମସ୍ୟାରେ ଭରିଯାଏ। ଜୀବନରେ ଯଦି ସବୁବେଳେ ଖୁସି ରହିବାକୁ ଚାହୁଁଛନ୍ତି ଏହି ୧୦ ପ୍ରକାରର ଲୋକଙ୍କ ଠାରୁ ସବୁବେଳେ ଦୂରେଇ ରୁହନ୍ତୁ।

ଯିଏ କଥା କଥାରେ ମି-ଛ କହେ ଏପରି ତ ଅଳ୍ପ ବହୁତ ମିଛ ସମସ୍ତେ କହିଥାନ୍ତି ଓ ଯାହାର ମିଛ ପାଇଁ ଆପଣଙ୍କ ଜୀବନରେ ବାରମ୍ବାର ଦୁଃଖ ଆସିଯାଏ। ଆପଣଙ୍କ ହୃଦୟ ଭା-ଙ୍ଗିଯାଏ। ଏପରି ମଣିଷ ଠାରୁ ଆପଣ ସ-ର୍ବଦା ଦୂରରେ ରୁହନ୍ତୁ।

ଯିଏ ଆପଣଙ୍କୁ କେବେ ଧୋ-କା ଦେଇଅଛି ଲୋକ କହିଥାନ୍ତି ଯଦି କେହି ଧୋ-କା ଦେଇ ପରେ ଭୁଲ ମାଗିଥାଏ କଣ ଆମେ ତା ସହିତ ସମ୍ପର୍କ ରଖିବା ନାହିଁ ନାଁ କ୍ଷ-ମା କରିବା ନାହିଁ ଆପଣ ହୁଏତ କ୍ଷ-ମା କରିପାରନ୍ତି କିନ୍ତୁ ଆଉ ଥରେ ତା ଉପରେ ବିଶ୍ୱାସ କରିବେ ତ ପୁଣି ଆପଣଙ୍କୁ ଦୁଃ-ଖ ହିଁ ମିଳିବ।

ନି-ଶାଗ୍ରତ ବ୍ୟକ୍ତି। କୌଣସି ନି-ଶାରେ ଆ-ସ-କ୍ତ ବ୍ୟକ୍ତି ନି-ଶାଦ୍ର-ବ୍ୟ ସେ-ବନ କରିଥିବା ବ୍ୟକ୍ତି ଏପରି ଲୋକଙ୍କର ସ-ଙ୍ଗତି କେବେ କରନ୍ତୁ ନାହିଁ। କାହିଁକିନା ସେମାନଙ୍କ ସାଙ୍ଗରେ ରହି ରହି ଆଜି ନୁହେଁ ତ କାଲି ଆପଣଙ୍କୁ ସେହି ଖରାପ ଅଭ୍ୟାସ ଲାଗିଯିବ।

ଯେଉଁ ଲୋକ ଡାଇରେକ୍ଟଲି ବା ଇଣ୍ଡାଇରେକ୍ଟଲି କୌଣସି କ୍ରି-ମିନା-ଲ ଗତିବିଧି ସହିତ ସାମିଲ ଅଛନ୍ତି ଏପରି ଗତିବିଧିର ଲୋକଙ୍କ ସହିତ ମି-ତ୍ର-ତା ଆପଣଙ୍କୁ କେବେବି ସମସ୍ୟାରେ ପକାଇପାରେ।

ସ୍ୱାର୍ଥୀ ବ୍ୟକ୍ତି। ଯିଏ ନିଜ ବାବଦରେ ଚିନ୍ତା କରିଥାନ୍ତି ଯେଉଁଲୋକ ଆପଣଙ୍କୁ ବାରମ୍ବାର ବ୍ୟବହାର କରିଥାଆନ୍ତି ଆପଣଙ୍କ ଠାରୁ କେବଳ ନିଜର କାମ ବାହାର କରିବାକୁ ସମ୍ପର୍କ ରଖିଥାନ୍ତି ଏପରି ଲୋକଙ୍କ ସହିତ କେବେବି ସାଥୀ ହୁଅନ୍ତୁ ନାହିଁ।କାହିଁକିନା ଏହି ଲୋକ ଆପଣଙ୍କୁ ସବୁବେଳେ କ୍ଷ-ତିରେ ପହଞ୍ଚାଇଥାନ୍ତି।

Google

ସପନ ଭା-ଙ୍ଗି-ବା ଲୋକ। ଯେଉଁଲୋକ ନିଜ କଥାକୁ ମି-ଛ କରିଦିଅନ୍ତି ଯେଉଁଲୋକ ନିଜେ ଦେଇଥିବା ବଡ଼ ବଡ଼ ସର୍ତ୍ତକୁ ଭା-ଙ୍ଗି ଦିଅନ୍ତି ଏପରି ଲୋକଙ୍କୁ ସାଥୀ କେବେବି କରନ୍ତୁ ନାହିଁ। ଆପଣ ସେମାନଙ୍କ ସର୍ତରେ ବିଶ୍ୱାସ କରି ମାନିନେଇ ନିଜର ସବୁକିଛି ହରାଇ ଦିଅନ୍ତି କିନ୍ତୁ ସେମାନଙ୍କୁ କୌଣସି ଫରକ ପଡେନାହିଁ। ଯେଉଁଲୋକ ନିଜ ସ-ର୍ତରେ ପକା ନାହିଁ ସେ ଆପଣଙ୍କର ସ-ର୍ତ କିପରି ରଖିପାରିବ। ତ ଏପରି ମଣିଷ ଠାରେ ସଂଗତି କେବେ କରନ୍ତୁ ନାହିଁ।

ଯିଏ ବାରମ୍ବାର ବଦଳିଯାଆନ୍ତି। କୌଣସି ନୂଆ ଜାଗାକୁ ଗଲେ ବଦଳି ଯାନ୍ତି କୌଣସି ନୂଆ ମଣିଷ ସହିତ ମିସିଲେ ବଦଳି ଯାନ୍ତି ପରିସ୍ଥିତି ଆସିଲେ ବଦଳି ଯାନ୍ତି ଯେଉଁ ମଣିଷର ସ୍ଵଭାବ ଯେଉଁ ମଣିଷର ରଙ୍ଗ ବାରମ୍ବାର ବଦଳିଯାଏ ଆପଣ କିପରି ବିଶ୍ୱାସ କରିପାରିବେ। ଯେଉଁ ମଣିଷ ବହୁତ ଅଧିକ ବଦଳିଥାଏ ସେ ମଣିଷ ଆପଣଙ୍କୁ କେବେ ଖୁସି ଦେଇପାରିବ ନାହିଁ। ଆପଣ କେବେ ତାକୁ ବିଶ୍ୱାସ କରିପାରିବେ ନାହିଁ।

ଯେଉଁ ମଣିଷ ସବୁବେଳେ ନେଗେଟିଭ ଚିନ୍ତା କରିଥାଏ ସେ ମଣିଷ ଠାରୁ ସର୍ବଦା ଦୂରରେ ରୁହନ୍ତୁ। କାହିଁକିନା ସେହି ବ୍ୟକ୍ତି ପ୍ରତ୍ୟକ ଜିନିଷ ପାଇଁ ଏତେ ନେଗେଟିଭ ଚିନ୍ତା କରିଥାଏ ଯଦି ଭୁଲ ଚିନ୍ତା କରିଥାଏ ଯେ ତାକୁ କୌଣସି ଭଲ ଦେଖା ହିଁ ଯାଏନାହିଁ ଓ ଧୀରେ ଧୀରେ ତା ସହିତ ରହି ରହି ଆପଣଙ୍କୁ ନିଜେ ଯେପରି କରିଦେଇଥାଏ। ଏବଂ ଆପଣ ପ୍ରତ୍ୟକ ଜିନିଷକୁ ନେଗେଟିଭଲି ଦେଖିବାକୁ ଲାଗିଥାନ୍ତି। ଆପଣଙ୍କୁ ଲାଗିଥାଏ କି ସବୁକିଛି ଭୁଲ ଅଟେ। ତ ଏପରି ମଣିଷ ଠାରୁ ନିଜକୁ ଦୂରରେ ରଖନ୍ତୁ। ଯିଏ ସବୁବେଳେ ନେଗେଟିଭ ଚିନ୍ତା କରିଥାଏ।

ଯିଏ ସବୁବେଳେ ଅନ୍ୟର ଖରାପ କରିଥାଏ। ଏପରି ମଣିଷ ସହିତ କେବେ ରୁହନ୍ତୁ ନାହିଁ। ଯେଉଁ ମଣିଷ ଆପଣଙ୍କ ଠାରେ ଅନ୍ୟର ଖରାପ ଚର୍ଚ୍ଚା କରିଥାଏ ଓ ନିତାନ୍ତ ଅନ୍ୟ ଠାରେ ଆପଣଙ୍କର ଖରାପ ଚର୍ଚ୍ଚା କରେ ଯାହାକୁ ସବୁବେଳେ ଖରାପ ଦେଖାଯିବ ତାକୁ ଆପଣଙ୍କ ଠାରେ ବି ଖରାପ ଦେଖାଯିବ। ତା ସହିତ ରହୁ ରହୁ ଆପଣଙ୍କୁ ବି ସବୁ ଖରାପ ହିଁ ଦେଖାଯିବାକୁ ଲାଗିବ। ତ ଏପରି ମଣିଷ ଠାରୁ ସବୁବେଳେ ଦୂରରେ ରୁହନ୍ତୁ।

ସେହିଲୋକ ଯାହା ପାଇଁ ଆପଣଙ୍କ ଭିତରୁ ସ୍ୱର ଆସିଥାଏ। ସେହି ବ୍ୟକ୍ତି ଖରାପ ଅଟେ। ଏ ମଣିଷ ମତେ ଦୁଃଖ ଦେଉଅଛି। ଏ ମଣିଷ ମୋ ପାଇଁ ଠିକ ନୁହେଁ। ତ ନିଜ ଆତ୍ମାର ସ୍ୱରକୁ କେବେ ଅଣଦେଖା କରନ୍ତୁ ନାହିଁ। ଯାହା ପାଇଁ ଆପଣଙ୍କ ଅନ୍ତରଆତ୍ମା ସ୍ୱର ଦେଉଅଛି କି ଏହି ମଣିଷ ଭୁଲ ଅଟେ। ତ ସେହି ମଣିଷ ଠାରୁ ନିଜକୁ ସୁ-ରକ୍ଷି-ତ ରଖନ୍ତୁ। ସେହି ମଣିଷକୁ ନିଜ ଠାରୁ ଦୂରେଇ ରଖନ୍ତୁ। ଯଦି ଆପଣ ଏହିପରି ଲୋକଙ୍କୁ ନିଜ ଠାରୁ ଦୂରରେ ରଖିବେ ତ ଆପଣ ନିଜ ଜୀବନରେ ଭଲ ଶକ୍ତି ଭଲ ଲୋକଙ୍କୁ ଆକର୍ଷିତ କରିପାରିବେ ଓ ଜୀବନରେ ଆପଣଙ୍କୁ ଭଲ ମିତ୍ର ହିଁ ମିଳିବେ। ଯଦି ଆପଣଙ୍କ ମିତ୍ର ଭଲ ହୋଇଥାନ୍ତି ତ ଆପଣ ଭଲ ସଂଗତିରେ ରହିଥାନ୍ତି ଓ ଆପଣ ଖୁସି ରହିଥାନ୍ତି। ଆପଣଙ୍କ ହୃଦୟ ବି ଖୁସି ରହିଥାଏ। ଖରାପ ବ୍ୟକ୍ତିଙ୍କ ଗହଣରେ ଆପଣଙ୍କ ଜୀବନରେ କେବେବି ଖୁସି ଆସିପାରିବ ନାହିଁ। ଯଦି ଆପଣଙ୍କ ଜୀବନରେ ଭଲ ମଣିଷ ରହିଥାନ୍ତି ତ ଆପଣଙ୍କ ଜୀବନ ବହୁତ ଭଲ ହୋଇଯାଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *