Excuse Me Odisha

ଯାହା କହିବୁ ସତ କହିବୁ

ସମସ୍ୟାରେ ଅଛନ୍ତି ଯଦି ଗୋଟିଏ ଥର ନିଶ୍ଚିତ ପଢନ୍ତୁ, ସମାଧାନ ପାଇଯିବେ

ସେୟାର୍ କରନ୍ତୁ

ଏହି ଜୀବନ ଗୋଟିଏ ଷ୍ଟେ-ସ-ନ ହୋଇ ଗଲାଣି। ଏଠାରେ ଲୋକେ ଅଧିକ କିନ୍ତୁ ନିଜର କେହି ନୁହେଁ। ଏଥିପାଇଁ ନିଜ କାମରେ ଧ୍ୟାନ ଦିଅନ୍ତୁ ଏବଂ ନିଜ କାମକୁ ନୀରବରେ କରନ୍ତୁ। କାରଣ ନିଜ ଗ-ଳିରେ କୁକୁର ମଧ୍ୟ ସିଂହ ହୋଇଥାନ୍ତି। ଯଦି ସତ କହିବେ ତାହେଲେ ଲୋକଙ୍କୁ କଠିନ ଲାଗିବ ଓ ଯଦି ଯଦି ମିଠା କଥା କହିବେ ତାହେଲେ ଲୋକଙ୍କୁ ମି-ଛ ଲାଗିବ। ସେଥିପାଇଁ ଯେପରି ଅଛନ୍ତି ସେହିପରି ରୁହନ୍ତୁ। କାହିଁକି ନା ଲୋକେ ତାହା ଶୁଣି ଥାଆନ୍ତି, ଯାହା ସେମାନେ ଶୁଣିବାକୁ ପସନ୍ଦ କରିଥାନ୍ତି। ଯେତେ ପର୍ଯ୍ୟନ୍ତ ଆପଣ ଚୁପ୍ ରହିଥିଲେ ଜୀବନ ନୀରବରେ ଚାଲୁ ଥିଲା, କଣ ଦୁଇଟି ଶବ୍ଦ କହିଲେ ବୋବାଲ ହୋଇଗଲା। କାହାକୁ ସଫେଇ ଦେବା ପାଇଁ ଆପଣ ସମୟ ନ-ଷ୍ଟ କରନ୍ତୁ ନାହିଁ। ଆପଣ ଅଲଗା ଅଟନ୍ତି। ଏହା ଦୁନିଆର ଅତୁଟ ସତ୍ୟ ଅଟେ। ଆପଣ ହୁଏତ ଭଲ କାମ କରନ୍ତୁ,ପ୍ରଶଂସା ସବୁବେଳେ ଶ୍ମ-ଶା-ନରେ ହିଁ ହେବ। ଜୀବନ ଜିଇଁବା ଚଢ଼େଇ ଠାରୁ ଶିଖନ୍ତୁ। ଯେଉଁଠି ପୋଲରେ ପଡ଼ିଥିବା ଚାଉଳର ଦାନା ଚଢ଼େଇ ଖୋଜି ନିଅନ୍ତି। କିଛି ଲୋକ ମଶା ପରି ହୋଇଥାନ୍ତି, ଗୁଣୁଗୁଣୁ ହୋଇ ଆସି ଥାଆନ୍ତି ଓ କାଟିକରି ଚାଲି ଯାଇଥାନ୍ତି। କିଛି ଲୋକ କହନ୍ତି ଆମେ ସେହି ଲୋକ ଉପରେ ବିଶ୍ୱାସ କରୁ ଯାହା ଉପରେ ଆମେ ଆଖି ବନ୍ଦ କରି ଭରସା କରି ଯାଉ। ଏହି ଦୁନିଆ ଲୋକ ମଧ୍ୟ ବହୁତ ଅ-ଦ୍ଭୁ-ତ ହୋଇଥାନ୍ତି , କଷ୍ଟ ଯଦି ଆଖିରୁ ବାହାରି ଆସିଲା ତାହେଲେ ଭ-ୟାଳୁ କହିଥାନ୍ତି। ଯଦି ଶବ୍ଦରେ ବାହାରି ଆସେ ତାହେଲେ ସାୟେରୀ କହିଥାନ୍ତି। ବର୍ଷ ତ ବଦଳି ଗଲା କିନ୍ତୁ ଜୀବନର ଅବସ୍ଥା ବଦଳିଲା ନାହିଁ। ତେବେ ଏହି କଥା ଗଣ୍ଠି ବା-ନ୍ଧି ନିଅନ୍ତୁ।ଲକ୍ଷ୍ୟ କେତେ ବଡ଼ ହେଉନା କାହିଁକି ତାକୁ ପୂରଣ କରିବା ପାଇଁ ଜିଦି କରିବା ଦରକାର। ଯଦି ଜୀବନରେ ଦୁଃ-ଖ ଆସେ ତାହେଲେ ଅଟକି ଯାଅନାହିଁ। ଯଦି ସୁଖ ଆସେ ତାହେଲେ ତାହେଲେ ଭଟକି ଯାଅନାହିଁ। ଅନ୍ୟମାନଙ୍କ ଭରସାରେ ବସନ୍ତୁ ନାହିଁ। କାହିଁକି ନା ଆ-ଶ୍ଵାସ-ନା ସମସ୍ତେ ଦେଇ ଦେବେ କିନ୍ତୁ ସେଥିରେ କେହି ରହିବେ ନାହିଁ।

Google

ମଣିଷର ପ୍ରକୃତି ବଡ଼ ଅଜବ ଅଟେ। ଗୋଇଠା ମା-ରି-ବାର ଅଭ୍ୟାସ ତ ଶିଶୁକୁ ମାଆର ପେଟରୁ ମିଳିଥାଏ। ଭଗବାନଙ୍କୁ ସମସ୍ତେ ମାନି ଥାନ୍ତି କିନ୍ତୁ ଭଗବାନଙ୍କ କଥାକୁ କେହି ମାନି ନଥାନ୍ତି। କିଛି ଲୋକ ନିଜର ଭୁଲକୁ ମାନନ୍ତି ନାହିଁ। କିନ୍ତୁ ସମୟ ପୁରା ହିସାବ ନେଇ ଥାଏ, ଲୋକେ ଏହା ଜାଣନ୍ତି ନାହିଁ। ଯେତେବେଳେ ମଣିଷର ଦରକାର ବଦଳି ଯାଏ ସେତେବେଳେ ମଣିଷର କଥା କହିବାର ଶୈଳୀ ବଦଳି ଯାଏ। ଏଥିପାଇଁ ଅନ୍ୟ ମାନଙ୍କ ଠାରେ ଆଶା ରଖନ୍ତୁ ନାହିଁ।କିନ୍ତୁ ନିଜେ ଅନ୍ୟର ଆଶାର କାରଣ ନିତାନ୍ତ ହୁଅନ୍ତୁ। ଯେପର୍ଯ୍ୟନ୍ତ କେହି ଡାକୁ ନାହାଁନ୍ତି ସେତେ ପର୍ଯ୍ୟନ୍ତ କାହା ପାଖକୁ ଯାଆନ୍ତୁ ନାହିଁ। କିନ୍ତୁ ଯେତେବେଳେ କେହି ସମସ୍ୟାରେ ଅଛି ତ ତାକୁ ଡାକିବାର ଅପେକ୍ଷା କରନ୍ତୁ ନାହିଁ ଏବଂ ଖୋଲା ମନରେ ସାହାଯ୍ୟ କରନ୍ତୁ। ଏହା ଜାଣିବା ପରେ ମଧ୍ୟ ଥରୁଟିଏ ସାହାଯ୍ୟ ନକଲେ ସେହି ମଣିଷ ପ୍ରଥମରୁ କରିଥିବା ସମସ୍ତ ସାହାଯ୍ୟ ଭୁଲିଯିବ। ଶେଷରେ ଏତିକି କହିବାକୁ ଚାହୁଁଛି କେବେ ନିଜର ବଡ଼ ବଡ଼ ସ୍ୱପ୍ନର ଚର୍ଚ୍ଚା ଛୋଟ ଚିନ୍ତାର ଲୋକଙ୍କ ସହିତ କରନ୍ତୁ ନାହିଁ, ଯାହାର ସାମର୍ଥ୍ୟ ନାହିଁ ଆପଣଙ୍କ ସ୍ବପ୍ନକୁ ବୁଝିବା ପାଇଁ। ସେ ଆପଣଙ୍କ ସେଥିରେ କିପରି ରହି ପାରିବ। ଏଥିପାଇଁ ଜୀବନରେ ଆଗକୁ ବଢନ୍ତୁ ଏବଂ ନିଜର କାହାଣୀ ଲେଖନ୍ତୁ। କୌଣସି ଫରକ ପଡେନାହିଁ ମଣିଷ ଛୋଟ ଅଟେ ନା ବଡ଼। କିନ୍ତୁ ତାର କାହାଣୀ ବଡ଼ ହେବା ଦରକାର।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *