Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ ଟି ରାଶି ଉପରେ ଆସନ୍ତା କାଲି ଠାରୁ ଟଙ୍କା ବର୍ଷିବ।ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଯେତେବେଳେ କୌଣସି ଗ୍ରହର ଦଶା ଦିଶାରେ ଅଦଳ ବଦଳ ହୋଇଥାଏ ତେବେ ନିଶ୍ଚିତ ଭାବରେ ତାହାର ପ୍ରଭାବ ମନୁଷ୍ୟର ଜୀବନ ଉପରେ ପଡିଥାଏ। କିନ୍ତୁ ଆମେ ଏହି ପ୍ରଭାବକୁ ବୁଝି ପାରିନଥାଉ। ଯାହା ଫଳରେ ଆମ ସହିତ କିଛି ଘଟଣା ଘଟି ଯାଇଥାଏ। କିନ୍ତୁ ଏହିଠାରେ ଆମେ ଜଣେଇ ଦେଉଛୁ ଯେ ପ୍ରତ୍ୟକ ଗ୍ରହର ପ୍ରଭାବ ଆମର ଜୀବନ ଉପରେ ପଡିଥାଏ। ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଶନି ଗ୍ରହ ବିଷୟରେ ଜଣେଇବାକୁ ଯାଉଛୁ। ତେବେ ବନ୍ଧୁଗଣ ଆମର ହିନ୍ଦୁଧର୍ମରେ ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଶନିଦେବ ଯେତେବେଳେ କାହାର ଉପରେ ଖୁସି ହୁଅନ୍ତି ତେବେ ସେହି ମନୁଷ୍ୟର ସମୟ ବହୁତ ଅଧିକ ଭଲ ହେବା ଆରମ୍ଭ ହୋଇଯାଏ। ଶନିଦେବଙ୍କର ପ୍ରକୋପ ଯେତେ ଅଧିକ ପଡିଥାଏ ତାହା ଠାରୁ ଅଧିକ ସେହି ଲୋକ ମାନଙ୍କୁ ଖୁସି ଦେଇଥାନ୍ତି। ଭଗବାନ ଶନିଦେବ କାହାର ଶତ୍ରୁ ନୁହଁନ୍ତି ବରଂ ମିତ୍ର ଅଟନ୍ତି। ଶନିଦେବ ଜଣେ ନ୍ୟାୟ ପ୍ରିୟ ଗ୍ରହ ଅଟନ୍ତି। ଯିଏକି ପ୍ରତ୍ୟକ ପ୍ରାଣୀ ସହିତ ନ୍ୟାୟ କରିଥାନ୍ତି। କିନ୍ତୁ ଯେଉଁଲୋକମାନେ ଅନୈତିକ ଓ ଭୁଲ କାର୍ଯ୍ୟ କରନ୍ତି ସେମାନଙ୍କୁ ଭଗବାନ ଶନିଦେବଙ୍କର ଦଣ୍ଡ ଭୋଗିବାକୁ ପଡିଥାଏ। ଆପଣଙ୍କୁ କହିଦେଉଛୁ ଯେ ଯେତେବେଳେ ଶନିଦେବ ନିଜର ଚଳନ ବଦାଳିନ୍ତି ତେବେ ସେ ରାଶି ମାନଙ୍କର ଅନୁସାରେ କାହାର ଉପରେ ଭାରି ପଡ଼ନ୍ତି ତ କାହାର ଉପରେ ଖୁସି ହୁଅନ୍ତି। ଏମିତିରେ ସବୁ ୧୨ ରାଶି ମାନଙ୍କର ଉପରେ ଶନିଦେବଙ୍କର ପ୍ରଭାବ ରହିଥାଏ। କିନ୍ତୁ ଏହି ମାସରେ ଜ୍ୟୋତିଷଙ୍କ ଅନୁସାରେ ଏମିତି କିଛି ରାଶି ରହିଛି ଯାହାର ଉପରେ ଭଗବାନ ଶନିଦେବଙ୍କର ଆଗାମୀ ୨୧ ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ଖୁସିପୁର୍ଣ ରହିବେ ବୋଲି କୁହାଯାଇଛି। ତେବେ ଆସନ୍ତୁ ଜାଣିବା କଣ ସେହି ରାଶି ଗୁଡିକ।

ମେଷ ରାଶି:-

ଏହି ରାଶି ଉପରେ ଶନିଦେବ ଖୁସିରେ ରହିବେ। ଏବଂ ଏହି ରାଶିକୁ ଚିନ୍ତା କରିବାର ଏବେ ଆଉ କୌଣସି ଆବଶ୍ୟକତା ନାହିଁ। ଏହି ରାଶି ଉପରେ ପ୍ରଭୁ ଶନିଦେବଙ୍କର ଅସୀମ କୃପା ହେବ। ଏବଂ ଏହା ପୁଣି ସମ୍ପୂର୍ଣ ୨୧ ବର୍ଷ ପର୍ଯ୍ୟନ୍ତ। ଏହାର ମଝିରେ ଏହି ରାଶିର ଲୋକମାନଙ୍କୁ ଧନର କୌଣସି ଅଭାବ ରହିବ ନାହିଁ। ଏମାନଙ୍କର ସବୁ ମନସ୍କାମନା ପ୍ରଭୁ ଶନିଦେବ ପୂରଣ କରିଦେବେ। କିନ୍ତୁ ଏଥିରେ କେବଳ ଗୋଟିଏ ସର୍ତ୍ତ ଯେ ଏବଂ ତାହା ହେଉଛି ଏମାନଙ୍କୁ ଭଗବାନ ଶନିଦେବଙ୍କର ଉପରେ ସମ୍ପୂର୍ଣ ଭରସା ଓ ବିଶ୍ୱାସ କରିବା ନିହାତି ଦରକାର।

ସିଂହ ରାଶି:-

ଶନିଦେବଙ୍କର କୃପା ଏହି ସିଂହ ରାଶି ଉପରେ ମଧ୍ୟ ବର୍ଷିବ। ଏବଂ ଏମାନଙ୍କ ଭିତରେ କୌଣସି ପ୍ରକାରର ଆତ୍ମବିଶ୍ୱାସର ଅଭାବ ଆଉ ରହିବ ନାହିଁ। ଏମାନଙ୍କର ସବୁ ମନସ୍କାମନା ଭଗବାନ ଶନିଦେବଙ୍କର ଦ୍ୱାରା ପୂରଣ ହୋଇଯିବ।କିନ୍ତୁ ଗୋଟିଏ କଥାର ଧ୍ୟାନ ରଖନ୍ତୁ ଯେ ଆପଣଙ୍କୁ ସମ୍ପୂର୍ଣ ପରିଶ୍ରମ ଏବଂ ମନ ଧ୍ୟାନ ଦେଇ ନିଜର କାର୍ଯ୍ୟ ଉପରେ ଧ୍ୟାନ ଦେବା ନିହାତି ଦରକାର।

କନ୍ୟା ରାଶି:-

ଆପଣଙ୍କର ଉଦ୍ଧାର ଶନିମହାରାଜ ମଧ୍ୟ କରିବେ। କିନ୍ତୁ ଗୋଟିଏ ସର୍ତ୍ତ ରହିଛି ଯେ ଆପଣଙ୍କୁ ନିଜର ସମୟ ନିଜର ଜୀବନସାଥୀଙ୍କ ସହିତ କାଟିବାକୁ ପଡିବ। ତେବେଯାଇ ଭଗବାନ ଶନିଦେବଙ୍କର କୃପା ଦ୍ୱାରା ଆପଣଙ୍କର ସାରାଜୀବନ ସୁଖମୟ ରହିବ ଏବଂ ଆପଣଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇଯିବ। ଯଦି ଆପଣଙ୍କର ଏବେ ପର୍ଯ୍ୟନ୍ତ ବିବାହ ହୋଇନାହିଁ ତେବେ ଆପଣ ଆପଣଙ୍କର ମାତା ପିତାଙ୍କର ସହିତ ଅଧିକ ସମୟ କାଟିବାକୁ ଚେଷ୍ଟା କରନ୍ତୁ।

ତୁଳା ରାଶି:-

ସଫଳତା ଆପଣଙ୍କ କବାଟ ସାମ୍ନାରେ ଛିଡା ହୋଇଛି। ହଁ ବନ୍ଧୁଗଣ ଆପଣଙ୍କୁ କେବଳ ଏତିକି କରିବାକୁ ପଡିବ ଯେ କୌଣସି ଝିଝଣ୍ଟ ବା କଳି ଝଗଡା ଠାରୁ ଆପଣ ଦୁରେଇ ରୁହନ୍ତୁ। ତେବେଯାଇ ଆପଣଙ୍କର ଘର ପରିବାରରେ ସୁଖଶାନ୍ତି ଲାଗିରହିବ।ଶନିଦେବଙ୍କର କୃପାରୁ ବ୍ୟର୍ଥ କାମରୁ ନିବୃତ ହୋଇ ନିଜର କାର୍ଯ୍ୟ ଉପରେ ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ। ଶନିଦେବଙ୍କର କୃପାରୁ ସମ୍ପୂର୍ଣ ୨୧ ବର୍ଷ ପର୍ଯ୍ୟନ୍ତ ଆପଣଙ୍କର ଜୀବନରେ ସବୁ ପ୍ରକାରର ସୁଖ ଲାଗିରହିବ।

କର୍କଟ ରାଶି:-

ଏହି ରାଶି ଉପରେ ଶନିଦେବ ଖୁସିରେ ରହିବେ। ଏମାନଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏହି ରାଶି ଉପରେ ପ୍ରଭୁ ଶନିଦେବଙ୍କର କୃପା ଅସୀମ କୃପା ହେବ। ଏବଂ ତାହା ପୁଣି ସମ୍ପୂର୍ଣ ୨୧ ବର୍ଷ ପର୍ଯ୍ୟନ୍ତ। ତେବେ ଏହାର ମଝିରେ ମଝିରେ ଏହି ରାଶିର ଲୋକମାନଙ୍କୁ ଧନର କୌଣସି ଅଭାବ ରହିବ ନାହିଁ। ଏବଂ ଏମାନଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ଜୋରସୋରରେ ଚାଲୁହେବ।

କୁମ୍ଭ ରାଶି:-

ଶନିଦେବଙ୍କର କୃପାରୁ ଆପଣଙ୍କର ଜୀବନସାଥୀଙ୍କର ସହିତ ଆପଣଙ୍କର ସମ୍ବଦ୍ଧ ବହୁତ ମଜଭୁତ ରହିବ। ଏବଂ ଏହି ବର୍ଷ ଆପଣ ନୂଆ ବାହନ କିଣିବାର ମନ ବଳାଇ ପାରନ୍ତି। ଏହି ବର୍ଷ ଧାର୍ମିକ ଯାତ୍ରା କରିବାର ଯୋଗ ମଧ୍ୟ ରହିଛି।ଭଗବାନ ଶନିଦେବଙ୍କର କୃପାରୁ ଆପଣଙ୍କର ଘର ଉପରେ ସର୍ବଦା ସୁଖଶାନ୍ତି ଓ ସମୃଦ୍ଧି ଲାଗିରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *