Excuse Me Odisha

ଯାହା କହିବୁ ସତ କହିବୁ

ଜାଣନ୍ତୁ କିପରି ହୋଇଥାଏ ଏକାକ୍ଷୀ ନଡ଼ିଆ, ଏହି ଉପାୟ କରିବା ଦ୍ଵାରା ଆପଣ ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ନଡ଼ିଆର ଅନେକ ମହତ୍ୱ ରହିଛି। ପୂଜାପାଠ ବା କୌଣସି ଶୁଭ କାର୍ଯ୍ୟରେ ନଡ଼ିଆର ଉପଯୋଗ କରାଯାଇଥାଏ। କିନ୍ତୁ ଆପଣଙ୍କୁ କହି ରଖୁଛୁ ନଡ଼ିଆକୁ ଶ୍ରୀଫଳ କୁହାଯାଏ ନାହିଁ। ପୂଜା ସରିଗଲା ପରେ ନଡ଼ିଆକୁ ଭୋଗ ରୂପରେ ବଣ୍ଟନ କରାଯାଇଥାଏ। କିନ୍ତୁ କଣ ସୋନଙ୍କୁ ଜଣାଅଛି ନଡ଼ିଆ ମଧ୍ୟରେ ଏକାକ୍ଷୀ ନଡ଼ିଆକୁ ଶୁଭ ମାନା ଯାଇଛି।

ଲକ୍ଷ୍ମୀଙ୍କ ରୂପ ମାନା ଯାଇଥାଏ ଏକାକ୍ଷୀ ନଡ଼ିଆ :-

ଏକାକ୍ଷୀ ନଡ଼ିଆକୁ ଦେବୀ ଲକ୍ଷ୍ମୀଙ୍କ ରୂପ ମାନା ଯାଇଥାଏ। କୁହାଯାଏ କି ଏହା ବହୁତ ଦୁର୍ଲଭ ହୋଇଥାଏ ଏବଂ ଭାଗ୍ୟବାନ ଲୋକଙ୍କୁ ଏହି ନଡ଼ିଆ ମିଳିଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ପାଖରେ ଏକାକ୍ଷୀ ନଡ଼ିଆ, ତାଙ୍କ ଉପରେ ସର୍ବଦା ଦେବୀ ଲକ୍ଷ୍ମୀଙ୍କ କୃପା ରହିଥାଏ। କେବେବି ଜୀବନରେ ଆର୍ଥିକ ସଙ୍କଟ ଆସିଥାଏ। ଏକାକ୍ଷୀ ନଡ଼ିଆକୁ ଭାଙ୍ଗିବା ଅଶୁଭ ମାନା ଯାଇଥାଏ।

Google

ଏକାକ୍ଷୀ ନଡ଼ିଆକୁ ଏଭଳି ଚିହ୍ନଟ କରନ୍ତୁ –

ସାଧାରଣତଃ କହିବାକୁ ଗଲେ ନଡ଼ିଆରେ ତିନୋଟି ଛିଦ୍ର ରହିଛି। ଯେଉଁଥିରେ ଦୁଇଟି ଆଖି ଓ ଗୋଟେ ମୁହଁ ହୋଇଥାଏ। ନଡ଼ିଆରେ ତିନୋଟି ରେଖା ରହିଛି କିନ୍ତୁ ଏକାକ୍ଷୀ ନଡ଼ିଆରେ ଦୁଇଟି ଛିଦ୍ର ରହିଛି ଯାହା ମୂଖ ଓ ଆଖି ହୋଇଥାଏ। ଏଥିରେ କେବଳ ଦୁଇଟି ରେଖା ରହିଛି।

ଏକାକ୍ଷୀ ନଡ଼ିଆର ଉପାୟ –

ଏକାକ୍ଷୀ ନଡ଼ିଆକୁ ଭଙ୍ଗା ଯାଇ ନଥାଏ, କିନ୍ତୁ ଏହାର ପ୍ରୟୋଗ ବହୁତ ଲାଭ ଦେଇଥାଏ। ଏହାକୁ ବିଶେଷ ମୁହୂର୍ତ୍ତ ଯେପରି ରବି ପୁଣ୍ୟ, ଗୁରୁ ପୁଷ୍ୟ, ଗ୍ରହଣ କାଳ ଆଦିରେ ଏକ ନରମ କପଡ଼ା ନିଅନ୍ତୁ ଏକାକ୍ଷୀ ନଡ଼ିଆକୁ ସେହି କପଡ଼ାରେ ବାନ୍ଧି ଦିଅନ୍ତୁ। ଏହାକୁ ନିଜ ଧନ ଭଣ୍ଡାର ବା ପୂଜା ଘରେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ନିଜର କୃପା ବଜାୟ ରଖିଥାନ୍ତି। ଏକାକ୍ଷୀ ନଡ଼ିଆରେ ଧନ ଆକର୍ଷଣ କରିବାର ଅଦ୍ଭୁତ କ୍ଷମତା ରହିଛି ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *