Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ କିଛି ସତ୍ୟ କଥା କହିବୁ, ନିଶ୍ଚିତ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ତୋର ଦୃଷ୍ଟି ମୋର ଦୃଷ୍ଟିଠାରୁ ଅଲଗା ଥିଲା ହୁଏତ ତତେ ସମୟ କାଟିବାକୁ ଥିଲା ଏବଂ ମୋତେ ଜୀବନସାରା କାଟିବାକୁ ପଡିଲା।

ଯଦି ଜୀବନରେ ଖୁସି ରହିବାକୁ ଚାହୁଁଛନ୍ତି ତ ପ୍ରଥମେ ସବୁଠାରୁ ତାଙ୍କୁ ଭୁଲିଯାଅନ୍ତୁ ଯିଏ ଆପଣଙ୍କୁ ଭୁଲିଯାଇଛନ୍ତି।

କାହାକୁ କଣ କହିବା କି କେତେ ଅସହାୟ ଅଟେ ମୁଁ କେବଳ ତୁମକୁ ଚାହିଁଲି ଏବଂ ତୁମ ଠାରୁ ଦୂର ଅଟେ ମୁଁ।

କେବେ କେବେ ଚିନ୍ତା କରିଥାଏ କି ତୋର ହୃଦୟରେ ପଶି ଦେଖିବି କି କିଏ ଅଛି ତୋର ହୃଦୟରେ ଯିଏ ମତେ ବସିବାକୁ ଦିଏନାହିଁ।

ସବୁବେଳେ ଭାଙ୍ଗିବାର ଅର୍ଥ ଶେଷ ହୋଇଯିବା ହୁଏ ନାହିଁ। କେବେ କେବେ ଭାଙ୍ଗିଗଲା ପରେ ଜୀବନର ଆରମ୍ଭ ହୋଇଥାଏ।

ଜୀବନର ସବୁଠାରୁ ଅଧିକ ଦୁଃଖ ହୃଦୟ ଭାଙ୍ଗିଗଲେ ହୁଏ ନାହିଁ କିନ୍ତୁ ଭରସା ଭାଙ୍ଗିଗଲେ ହୋଇଥାଏ, କାହିଁକିନା ଭରସା କରି ହିଁ କାହା ସହିତ ହୃଦୟ ଲଗାଇ ଥାନ୍ତି।

ଆପଣଙ୍କୁ ନିଜର ଯୁ-ଦ୍ଧ ନିଜେ ହିଁ ଲ-ଢ଼ିବାକୁ ହେବ, କାହିଁକିନା, ଲୋକ ଜ୍ଞାନ ତ ଦେଇଥାନ୍ତି କିନ୍ତୁ ସାଥି କେହି ଦିଅନ୍ତି ନାହିଁ।

କିଛି ଲୋକ ଜୀବନରେ ଏତେ ଦୁଃଖ ଦେଖି ନିଅନ୍ତି କି ତାଙ୍କୁ ଦୁଃଖ ହେବା ହିଁ ବନ୍ଦ ହୋଇଯାଏ।

Google

ଜୀବନରେ ଏପରି ବ୍ୟକ୍ତି ସହିତ ମିଳାଇଥାଏ,ଯିଏ ଆମର ବହୁତ ଭଲ ଜୀବନର ସତ୍ୟନାଶ କରି ଦିଅନ୍ତି।

ତୀର ଯେପରି କାଟିଥାଏ ବହୁତ କିଛି ମୋତେ, କିନ୍ତୁ ତଥାପି ମୁଁ ନିରବ ଅଟେ, ନିଜର ଭାଗ୍ୟ ନିମନ୍ତେ।

ଯିଏ ବଦଳି ଯାଏ ସେ ସାଥି କିପରି ଯେ ଛାଡିଯାଏ ସେ ମିତ୍ର କିପରି।

ଲୋକ କହିଥାନ୍ତି ତୋତେ ପୁଣିଥରେ ପ୍ରେମ ହୋଇଯିବ,କିନ୍ତୁ ଯାହା ପୁଣି ଥରେ ହୋଇଯାଏ ସେ ପ୍ରେମ କିପରି।

ସେହି ମଣିଷକୁ କେହି ବଦଳାଇ ପାରିବେ ନାହିଁ, ଯେଉଁ ମଣିଷକୁ ନିଜର ଭୁଲ ଦେଖାଯାଏ ନାହିଁ।

ଦୁନିଆରେ ସମୟ କହିବା ଲୋକ ତ ବହୁତ ଅଟନ୍ତି କିନ୍ତୁ ଠିକ ସମୟରେ କାମରେ ଆସିବା ଲୋକ ବହୁତ କମ ହୋଇଥାନ୍ତି।

ସବୁବେଳେ ସେହି ଲୋକ ଆମ କଥାରେ ମଜା କରିଥାନ୍ତି ଯାହାକୁ ଆମେ ସବୁଠାରୁ ନିଜର ମାନିକରି ବସିଥାଉ।

ଦୁନିଆର ସବୁଠାରୁ ସସ୍ତା ଜିନିଷ ପରାମର୍ଶ ଗୋଟିଏ ମାଗ ତ ହଜାର ଦେଇଦିଅନ୍ତି ଓ ସବୁଠାରୁ ମହଙ୍ଗା ଜିନିଷ ସାହାର୍ଯ୍ୟ। ହଜାରଙ୍କୁ ମାଗ ତ କେହି ଜଣେ ଦେଇଥାଏ।

ଯଦି ଜୀବନରେ କିଛି ଖରାପ ହେଉଅଛି ତ ଅଳ୍ପ  ଧର୍ଯ୍ୟ ରଖନ୍ତୁ,କାହିଁକିନା କାନ୍ଦିକରି ପୁଣି ହସିବାର ମଜା କିଛି ଅଲଗା ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *