Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ ସଫଳ ହେବା ପାଇଁ ୬ ଟି ନିୟମ ପାଳନ କରନ୍ତୁ।ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ଜୀବନରେ ୯୦% ଲୋକ ଏଥିପାଇଁ ଫେଲ ହୁଅନ୍ତି ନାହିଁ କି ସେମାନେ ବଡ଼ ଚିନ୍ତା କରିଥିଲେ ଓ ତାକୁ ହାସଲ କରିପାରିଲେ ନାହିଁ। ସେମାନେ ଏଥିପାଇଁ ଫେଲ ହୋଇଥାନ୍ତି କାହିଁକିନା ବହୁତ ଛୋଟ ଚିନ୍ତା ଚିନ୍ତା କରିଥାନ୍ତି ଓ ତାକୁ ପାଇଯାଇଥାନ୍ତି।

ପ୍ରତ୍ୟକ ମଣିଷ ଠାରେ କିଛି ନାଁ କିଛି ପ୍ରତିଭା ନିତାନ୍ତ ହୋଇଥାଏ। କିନ୍ତୁ ଲୋକେ ସବୁବେଳେ ଏହାକୁ ଅନ୍ୟ ଯେପରି ହେବା ପାଇଁ ନଷ୍ଟ କରି ଦେଇଥାନ୍ତି।

ମାଇକ୍ରୋସଫ୍ଟକୁ ୬ ବର୍ଷ ଲାଗିଥିଲା I B M ର କଣ୍ଟ୍ରାକ୍ଟ ନେବାପାଇଁ ଓ ଗୁଗୁଲକୁ ୮ ବର୍ଷ ଲାଗିଥିଲା ତେବେ ଯାଇ ଲୋକଙ୍କୁ ତାହା ବାବଦରେ ଜଣାପଡିଲା।

ରାତା ରାତି ସଫଳତା ହେବା ଗୋଟିଏ ମିଥ୍ୟା ଅଟେ ଏଥିରେ ଭରସା କରନ୍ତୁ ନାହିଁ। ସଫଳତା ପରିଶ୍ରମ ମାଗିଥାଏ।

ଲଗାତାର ଚେଷ୍ଟା କରିବା ଦ୍ୱାରା ସଫଳତା ମିଳିଥାଏ ଅଟକି ଯାଇଥିବା ପାଣି ବି ସଢ଼ିବାକୁ ଲାଗିଥାଏ।

ଆମକୁ ସବୁବେଳେ ଅନୁଭବ ହୋଇଥାଏ ଅନ୍ୟର ଜୀବନ ଆମଠାରୁ ଭଲ ଅଟେ। କିନ୍ତୁ ସବୁବେଳେ ଆମେ ଭୁଲିଯାଉ କି ତାଙ୍କ ପାଇଁ ଆମେ ବି ଅନ୍ୟର ଅଟେ।

ଯଦି ସଫଳତା ଦରକାର ତେବେ ଏହି ୬ ଟି କାମ ନିତାନ୍ତ କରନ୍ତୁ।

୧-ଆବଶ୍ୟକତା ଠାରୁ ଅଧିକ ପରିଶ୍ରମ।

୨- ଖରାପ ଅଭ୍ୟାସର ତ୍ୟାଗ।

୩- ସଂଘର୍ଷ କରିବାର ଶକ୍ତି।

Google

୪- ନିଜ କାମରେ ବିଶ୍ୱାସ ରଖନ୍ତୁ।

୫- ଧର୍ଯ୍ୟ ରଖିବାର ସାମର୍ଥ୍ୟ।

୬- ନିଜ କାମ ପ୍ରତି ସୁଦୃଢ଼।

ଜିଦ କରିବା ଶିଖ ଯାହା ଲେଖାନାହିଁ ଭାଗ୍ୟରେ ତାକୁ ହାସଲ କରିବା ଶିଖ।

୧- ଉଠ ତ ଶୀଘ୍ର।

୨- କୁହ ତ ଆରାମରେ କୁହ।

୩- ପିଦ୍ଧ ତ ଭଲ ପିଦ୍ଧ।

୪- ଖାଅ ତ ଆବଶ୍ୟକତା ଅନୁସାରେ।

୫- ନିଶ୍ୱାସ ନିଅ ତ ଲମ୍ବା ନିଶ୍ୱାସ ନିଅ।

୬- ଚିନ୍ତା କର ତ କ୍ରିଏଟିଭିଟି ଚିନ୍ତା କର।

୭- ବଞ୍ଚନ୍ତୁ ତ ଖୁସିରେ ବଞ୍ଚନ୍ତୁ।

୮- କାମ କର ତ ଶାନ୍ତିରେ କର।

୯- କମାଅ ତ ନ୍ୟାୟରେ କମାଅ।

୧୦- ଖର୍ଚ୍ଚ କର ତ ମିତବ୍ୟୟତାରେ କର।

Google

ଯଦି ଏହି ସବୁ ଗୁଣ ଆପଣଙ୍କ ଠାରେ ଆସିଗଲା ତ ଆପଣ କେବେବି କାହାଠାରୁ ପଛରେ ରହିବେ ନାହିଁ।

ଏ ଦୁନିଆ ବଡ଼ ଅଜବ ଅଟେ ଯେକେହି ଠାରେ ନିଜ ନିଜର ବିଚାର ଧାରା ଅଟେ।

ନିଜକୁ ଛାଡିକରି କେବଳ ଅନ୍ୟ ପାଇଁ ସବୁ ଦର୍ପଣ ଅଟେ।କେବଳ ଟଙ୍କା ପଛରେ ଦୌଡ଼ିବା ବୁଦ୍ଧିମାନ ନୁହେଁ। ପୋଷ୍ଟ ଶେଷରେ ଏତିକି କହୁଛୁ ଦୋଷକୁ ଖୋଜିବାରେ କୌଣସି ଅସୁବିଧା ନୁହେଁ କେବଳ ଆରମ୍ଭ ନିଜ ଠାରୁ କରନ୍ତୁ।

ବଦଳି ଗଲାଣି ରଙ୍ଗ ଜୀବନରେ ଆଜିକାଲି ସେହି ଲୋକ ଅଜଣା ହୋଇଥାନ୍ତି ଯିଏ ସବୁକିଛି ଜାଣିଥାନ୍ତି। ଜୀବନରେ ସବୁବେଳେ ନିଜ ହିସାବରେ ଚାଲନ୍ତୁ। କାହିଁକିନା ନିଜ ହିସାବରେ ଚାଲିଲେ ଏତେ ଭୁଲ ହେବ ନାହିଁ। ଯେତିକି ଦୁନିଆର ଦାୟିତ୍ୱ ରଖିକରି ଚାଲିବାରେ ହୋଇଥାଏ।ମନେରଖନ୍ତୁ ତ୍ୟାଗ ବିନା କିଛି ବି ପାଇବା ସମ୍ଭବ ନୁହେଁ।କାହିଁକିନା ନିଶ୍ୱାସ ନେବା ପାଇଁ ବି ପ୍ରଥମେ ଶ୍ୱାସ ଛାଡିବାକୁ ପଡିଥାଏ।

ଜେବେବି ଆପଣ କୌଣସି ଭଲ କାମ କରିବେ ତାର ବିରୋଧ ନିତାନ୍ତ ହେବ। କିନ୍ତୁ ଆପଣ ଟଳମଳ ହୁଅନ୍ତୁ ନାହିଁ। ପ୍ରଥମେ ପ୍ରତ୍ୟକ ଭଲ କାମରେ ମଜା କରାଯାଇଥାଏ। ପୁଣି ତାର ବିରୋଧ ହୋଇଥାଏ, ପୁଣି ତାକୁ ଶେଷରେ ସ୍ୱୀକାର କରାଯାଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *