Excuse Me Odisha

ଯାହା କହିବୁ ସତ କହିବୁ

ପିଜୁଳି ପତ୍ର ଖାଆନ୍ତୁ ଆଉ 16ଟି ରୋଗକୁ ବାଏ ବାଏ କୁହନ୍ତୁ, ଆଜି ଜାଣି ନିଅନ୍ତୁ ପିଜୁଳି ପତ୍ର ଖାଇବାର ଲାଭ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ଜାଣି ଆ-ଶ୍ଚର୍ଯ୍ୟ ହେବେକି ପିଜୁଳି ପତ୍ର ଅଧିକରୁ ଅଧିକ ରୋଗ ଠିକ୍ କରିଥାଏ। ଯେଉଁଥିରେ ଦାନ୍ତରେ କଷ୍ଟ, ଗଳାରେ କଷ୍ଟ, ମାଢିରେ କଷ୍ଟ , ବ୍ରଣ ଏବଂ ମଧୁମେହ ରୋଗ ଭଳି ଅନେକ ରୋଗରୁ ଏହି ପତ୍ର ଆମକୁ ବଞ୍ଚାଇ ଥାଏ।

ପ୍ରଥମତଃ ଯେଉଁ ଲୋକଙ୍କୁ ବହୁତ ଦିନରୁ ଗଣ୍ଠି ବିନ୍ଧା ହେଉଛି, ସେହି ଲୋକମାନଙ୍କ ପାଇଁ ଏହାର ପତ୍ର ବହୁତ ଲାଭଦାୟକ ହୋଇଥାଏ। ଏଥିପାଇଁ ଆପଣ ପିଜୁଳି ପତ୍ରକୁ ବାଟି ତାହାକୁ ଗରମ କରି ଗଣ୍ଠି ବିନ୍ଧୁଥିବା ସ୍ଥାନରେ ଲଗାନ୍ତୁ, ଏହାଦ୍ବାରା ଆରାମ ମିଳିଥାଏ। ଆପଣଙ୍କ କଷ୍ଟ ମଧ୍ୟ ଦୂର ହୋଇଥାଏ।

ଦ୍ଵିତୀୟରେ ହେଉଛି ପିଜୁଳି ପତ୍ରର ସେବନ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସେବନ କରି ପାରିବେ। ଏହାଦ୍ବାରା ପେଟ ରୋଗ ଭଲ ହୋଇ ଯାଇଥାଏ। ଯେଉଁ ଲୋକ ମାନଙ୍କୁ ଡାଇରିଆ ସମସ୍ୟା ରହିଛି , ସେପରି ଲୋକମାନଙ୍କ ପାଇଁ ପିଜୁଳି ପତ୍ର ବହୁତ ଲାଭଦାୟକ ହୋଇଥାଏ। ଏଥିପାଇଁ ପିଜୁଳି ପତ୍ରକୁ ଏକ କପ୍ ପାଣିରେ ଫୁଟାନ୍ତୁ ଏବଂ ସେହି ପାଣିକୁ ଭଲଭାବରେ ଛାଣି ଥଣ୍ଡାକରି ପିଇ ନିଅନ୍ତୁ।

ତୃତୀୟରେ ହେଉଛି ବନ୍ଧୁଗଣ ବହୁତ ଲୋକଙ୍କୁ ସ୍ବପ୍ନ ଦୋଷ ହୋଇଥାଏ।ସେହିଭଳି ଲୋକଙ୍କୁ ପିଜୁଳି ପତ୍ର ରସ ସେବନ କରିବା ଆବଶ୍ୟକ। ଏଥିପାଇଁ ପିଜୁଳି ପତ୍ରରୁ ରସ ବାହାର କରି ସେଥିରେ ମହୁ ମିଶାନ୍ତୁ ଏବଂ ପ୍ରତିଦିନ ନିୟମିତ ରୂପରେ ସେବନ କରନ୍ତୁ, ଏହାଦ୍ବାରା ସ୍ବପ୍ନ ଦୋଷ ଆପଣଙ୍କର ବହୁତ ଶୀଘ୍ର ଭଲ ହୋଇଯିବ।

Google

ଚତୁର୍ଥରେ ମୋଟାପଣ ଦୂର କରିଥାଏ। ପିଜୁଳି ପତ୍ର ରସ ଷ୍ଟାର୍ଚକୁ ସୁଗାରରେ ପରିଣତ ହେବାକୁ ରୋକି ଥାଏ। ଏହାଦ୍ବାରା ଶରୀରର ଓଜନ କମ କରିବାରେ ସହାୟତା ମିଳିଥାଏ।

ପଞ୍ଚମରେ କୋଷ୍ଠ କାଠିନ୍ୟ ଭଲ କରି ଦେଇଥାଏ। ପିଜୁଳି ପତ୍ର ରସ ସେବନ କରିବା ଦ୍ଵାରା କୋଷ୍ଠ କାଠିନ୍ୟରୁ ମୁକ୍ତି ମିଳିଥାଏ।

ଷଷ୍ଠରେ ଦୁର୍ବଳତା ଦୂର କରିଥାଏ। ପିଜୁଳି ପତ୍ରକୁ ପେଶି ସେଥିରୁ ରସ ବାହାର କରି ସେଥିରେ ସ୍ବାଦ ଅନୁସାରେ ଚିନି ମିଶାଇ ତାହାର ସେବନ କରିବା ଦ୍ଵାରା ଶରୀରରେ ଦୁର୍ବଳତା ଦୂର ହୋଇଥାଏ ।

ସପ୍ତମରେ କଲେଷ୍ଟ୍ରଲ ନିୟନ୍ତ୍ରଣ ରଖିଥାଏ।ପିଜୁଳି ପତ୍ରର ଯୁସ ଲିଭରରୁ ଖରାପ ପଦାର୍ଥ କାଢ଼ିବାରେ ସାହାଯ୍ୟ କରିଥାଏ। ଏହା ଖରାପ କଲେଷ୍ଟ୍ରାଲକୁ ନଗର କରି ଦେଇଥାଏ।

ଅଷ୍ଟମରେ ପାଚନ ତନ୍ତ୍ରକୁ ଠିକ୍ ରଖିଥାଏ। ପିଜୁଳି ରସ ସେବନ କଲେ ଆପଣ ନିଜର ପାଚନ ତନ୍ତ୍ରକୁ ଠିକ୍ କରି ପାରିବେ। ଏହାଦ୍ବାରା ଫୁଡ଼ ପଏଯନ ହୋଇ ନଥାଏ।

ନବମ ହେଉଛି ଦାନ୍ତ କଷ୍ଟ, ଗଳା କଷ୍ଟ, ଦାନ୍ତ ମାଢି ବିନ୍ଧିବା ଜଣା ପଡ଼ୁଛି ତାହେଲେ ରାତିରେ ପିଜୁଳି ପତ୍ର ରସ ସେବନ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

Google

ଦଶମରେ ଡେଙ୍ଗୁ ଜ୍ଵର। ଡେଙ୍ଗୁ ଜ୍ଵର ହେଲେ ଆପଣ ପିଜୁଳି ପତ୍ର ରସ ସେବନ କରନ୍ତୁ। ଏହା ଡେଙ୍ଗୁ ଜ୍ଵର ସଂକ୍ରମଣ କମ୍ କରିବାରେ ବହୁତ ସହାୟକ ହୋଇଥାଏ। ଏହାପରେ ହେଉଛି ଆଲାର୍ଜୀ। ପିଜୁଳି ପତ୍ର ରସ କୌଣସି ପ୍ରକାରର ଆଲାର୍ଜୀକୁ ଦୂର କରିପାରେ। ଏହା ସେହି ଭାଇରସକୁ ଦୂର କରିଥାଏ ଯାହାଦ୍ଵାରା ଆଲାର୍ଜୀ ଉତ୍ପନ୍ନ ହୋଇଥାଏ। ଏହାପରେ ହେଉଛି ପାଟି ତୁଣ୍ଡୁକା। ପିଜୁଳି ପତ୍ର ଚୋବାଇବା ଦ୍ଵାରା ପାଟି ତୁଣ୍ଡୁକା ଭଳି ସମସ୍ୟା ଭଲ ହୋଇ ଯାଇଥାଏ। ତାପରେ ହେଉଛି ବ୍ରଣ। ଏହା ଏକ ଆଣ୍ଟି ସେପଟିକ ପତ୍ର ହୋଇଥାଏ। ଯାହାକି ବ୍ୟାକ୍ଟେରିଆ କୁ ଶେଷ କରି ଦେଇଥାଏ। ଏଥିପାଇଁ ତାଜା ପିଜୁଳି ପତ୍ରକୁ ପେଶି ବ୍ରଣ ହୋଇଥିବା ଦାଗରେ ଲଗାଇ ଦିଅନ୍ତୁ। ଏପରି କରିବା ଦ୍ବାରା ବ୍ରଣ ଖୁବ୍ ଶୀଘ୍ର ଶେଷ ହୋଇ ଯାଇଥାଏ। ତାପରେ ହେଉଛି କେଶ। ଏହି ପତ୍ରରେ ଅଧିକ ପୋଷଣ ତତ୍ତ୍ଵ ଏବଂ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ। ଏହା କେଶର ବୃଦ୍ଧି ହେବା ପାଇଁ ଲାଭଦାୟକ ହୋଇଥାଏ। ତାପରେ ମଧୁମେହ ରୋଗ। ଅନେକ ସୂତ୍ରରୁ ଜଣା ପଡ଼ିଛି ପିଜୁଳି ପତ୍ର ଆଲ୍ଫା ଗ୍ଲୁକୋସାଇଡ଼ିଷ୍ଟ ଏଞ୍ଜାଇମ କ୍ରିୟା ଦ୍ଵାରା ରକ୍ତ ସର୍କରାକୁ କମ୍ କରିଥାଏ। ଦ୍ଵିତୀୟ ପଟେ ସୁକ୍ରୋଜ ଓ ଲାକ୍ଟୋଜକୁ ଶୁଖିବାରୁ ଶରୀରରୁ ଅଟକେଇ ଥାଏ। ଯେଉଁଥିରେ ଶୁଗାରର ସ୍ତର ନିୟନ୍ତ୍ରଣ ରହିଥାଏ। ତାପରେ ହେଉଛି ମୁଣ୍ଡ ବିନ୍ଧା ବା ଅଧା କପାଳ ବିନ୍ଧା ପାଇଁ ସୂର୍ଯ୍ୟୋଦୟ ପୂର୍ବରୁ ପିଜୁଳି ପତ୍ର ନେଇ ତାହାର ଲେପ ପ୍ରସ୍ତୁତ କରନ୍ତୁ। ତାହାକୁ ମୁଣ୍ଡରେ ଲଗାନ୍ତୁ।କିଛି ଦିନ ପର୍ଯ୍ୟନ୍ତ ଏଭଳି ପ୍ରୟୋଗ କରିବା ଦ୍ୱାରା ଆପଣଙ୍କୁ ବହୁତ ଅଧିକ ଆରାମ ମିଳିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *