Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଏହାକୁ ପିଅନ୍ତୁ ୯୦% ହାର୍ଟ ବ୍ଲକେଜ ଖୋଲି ଯିବ, ଆଜି ହିଁ ଜାଣି ନିଅନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ଏକ ଉତ୍ତମ ଘରୋଇ ଉପଚାର କହିବାକୁ ଯାଉଛି, ଯାହା ଆପଣଙ୍କ ହାର୍ଟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହା ହାର୍ଟକୁ ସର୍ବଦା ସଫା ରଖିଥାଏ। ଏହାଦ୍ବାରା ବାଇପାସ ବା ଏଞ୍ଜୀଓ ପ୍ଲାଷ୍ଟିକ ସର୍ଜରୀ କରିବାକୁ ପଡ଼ିନଥାଏ। ଏହା ଆପଣଙ୍କ ରକ୍ତକୁ ପତଳା କରିଥାଏ ଏବଂ ଆପଣଙ୍କୁ ଜୀବନରେ କେବେବି ହାର୍ଟ ବ୍ଲକେଜ, ହୃଦଘାତ ଭଳି ସମସ୍ତ ହୋଇ ନଥାଏ। ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ହାର୍ଟର ପ୍ରାକୃତିକ ବୟସ ୪୦୦ ବର୍ଷ ହୋଇଥାଏ। ଆପଣ ହାର୍ଟର କୌଣସି ସର୍ଜରୀ କରନ୍ତୁ ତଥାପି ହାର୍ଟ ବୟସ ବଢି ଯାଇଥାଏ। ସେଥିପାଇଁ ଆପଣ ପ୍ରାଣାୟାମ କରନ୍ତୁ। ବ୍ୟାୟାମ କରିବା ସହିତ ଆଜି ମୁଁ ଆପଣଙ୍କୁ ଏକ ଉପଚାର କହିବି ଯାହା ଆପଣଙ୍କ ହାର୍ଟକୁ ୧୦୦ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ରଖିବ। ଏବେ ଆସନ୍ତୁ ଜାଣିବା ଏହାକୁ ଆପଣ କିପରି ବନେଇବେ ଏବଂ କିପରି ସେବନ କରିବେ।

Google

ସେଥିପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ଦରକାର ରସୁଣ ଜୁସ। କିଛି ରସୁଣ ପାଖୁଡ଼ା ନେଇ ଚୋପା ଛଡେଇ କିଛି ପାଣି ମିଶେଇ ଗ୍ରାଇଣ୍ଡିଂ କରି ନିଅନ୍ତୁ। ଏବେ ଏହାକୁ କପଡ଼ା ସାହାଯ୍ୟରେ ଛାଣି ନିଅନ୍ତୁ। ଆପଣଙ୍କର ରସୁଣ ଜୁସ ପ୍ରସ୍ତୁତ ହୋଇଯିବ। ଏବେ ଆପଣ ଅଧା ରସୁଣ ରସ ନିଅନ୍ତୁ। ଏଥିପାଇଁ ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ତାହା ହେଉଛି ଅଦା ରସ । ଏହାକୁ ମଧ୍ୟ ଆପଣଙ୍କୁ ଠିକ୍ ରସୁଣ ରସ ପ୍ରସ୍ତୁତ କଲା ଭଳି କରିବାକୁ ପଡ଼ିବ। ଆପଣ ଅଳ୍ପ ଅଦା ନିଅନ୍ତୁ ଏବଂ ଏହାର ଚୋପା ଛେଲି ଦିଅନ୍ତୁ। ଏବେ ଆପଣ ଏଥିରେ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡିଂ କରି ନିଅନ୍ତୁ। ଅଧା କପ୍ ଅଦା ରସ ଆପଣ ଏଥିପାଇଁ ନିଅନ୍ତୁ। ଆପଣଙ୍କୁ ତୃତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ଲେମ୍ବୁ ରସ। ଅଧା କପ୍ ଲେମ୍ବୁ ରସ ଆପଣଙ୍କୁ ଏଥିପାଇଁ ଆବଶ୍ୟକତା ପଡ଼ିବ। ଲେମ୍ବୁ ଚିପୁଡ଼ି ସେଥି ରସ ବାହାର କରି ମଞ୍ଜି ଅଲଗା କରି ଦିଅନ୍ତୁ। ପ୍ରଥମେ ଆପଣ ଏହା ପ୍ୟାନ ନିଅନ୍ତୁ ସେଥିରେ ଆପଣ ଏହି ସମସ୍ତ ଜିନିଷ ଗୁଡ଼ିକୁ ଢ଼ାଳି ଦିଅନ୍ତୁ। ଏବେ ଆପଣଙ୍କୁ ଚତୁର୍ଥ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ହେଉଛି ଆପେଲ ସାଇଡର ଭିନେଗାର। ଏହା ଆପଣଙ୍କୁ ନିଜ ପାଖ ଦୋକାନରୁ ସହଜରେ ମିଳିଯିବ। ଏବେ ଆମେ ଏଥିରେ ଅଧା କପ୍ ଆପେଲ ସାଇଡର ଭିନେଗାର ମିଶେଇ ଦେବା। ଏବେ ଏହାକୁ ଚାମୋଚ ସାହାଯ୍ୟରେ ମିଶେଇ ଦିଅନ୍ତୁ। ଏବେ ଆପଣ ଏହାକୁ ଗ୍ୟସରେ ଅଳ୍ପ ଆଞ୍ଚ ଦେଇ ବସାନ୍ତୁ। ତିନିଭାଗରୁ ଗୋଟେ ଭାଗ ହେବା ପର୍ଯ୍ୟନ୍ତ ଆପଣ ଏହାକୁ ଫୁଟାନ୍ତୁ। ୪୫ ମିନିଟ ପର୍ଯ୍ୟନ୍ତ ଏହାକୁ ଏପରି ଫୁଟାଇବା ପରେ ଏହା ବହଳିଆ ହୋଇଯିବ। ଏବେ ଆପଣ ଏହାକୁ ସମ୍ପର୍ଣ୍ଣ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ବନ୍ଧୁଗଣ ଏହା ସମ୍ପୂର୍ଣ୍ଣ ଥଣ୍ଡା ହୋଇ ସାରିବା ପରେ ଏଥିରେ ପଞ୍ଚମ ଓ ଶେଷ ସାମଗ୍ରୀ ମିଶେଇବା ତାହା ଅଟେ ମହୁ। ଅଧା କପ୍ ମହୁ ଆପଣ ଏଥିରେ ମିଶେଇ ଗୋଳେଇ ଦିଅନ୍ତୁ। ଏବେ ଆପଣ ଏହାକୁ ଚାମୋଚ ସାହାଯ୍ୟରେ ମିଶେଇ ଦିଅନ୍ତୁ। ଏହାକୁ ଭଲଭାବରେ ମିଶେଇ ଦିଅନ୍ତୁ। କାରଣ ମହୁ ଏଥିରେ ଭଲଭାବରେ ମିଶି ନଥାଏ। ଦେଖିବେ ଏହାର ରଙ୍ଗ ପରିବର୍ତନ ହୋଇଯିବ। ଏବେ ଏହାକୁ ଆପଣ ଗୋଟେ ଗ୍ଲାସକୁ କାଢି ନିଅନ୍ତୁ।

Google

ଏବେ ଜାଣିବା ଏହାକୁ ଆପଣ କିପରି ସେବନ କରିବେ। ଏହାକୁ ଆପଣ ସକାଳେ ଖାଇବା ପୂର୍ବରୁ ଗୋଟେ ଚାମୋଚ ଲେଖାଏଁ ସେବନ କରନ୍ତୁ। ଏହାକୁ ଆପଣ କୌଣସି ବୋତଲରେ ଷ୍ଟୋର କରି ରଖି ପାରିବେ। ଦେଖିବେ ଆପଣଙ୍କ ହାର୍ଟ ସୁସ୍ଥ ରହିବ। ହାର୍ଟକୁ ସୁସ୍ଥ ରଖିବା ପାଇଁ ଆଉକିଛି ଟିପ୍ସ ଦେବାକୁ ଚାହୁଁଛି, ନିଜ ହାର୍ଟ ସୁସ୍ଥ ରଖିବା ପାଇଁ ଆପଣ ଲାସୁ ରସ ସେବନ କରନ୍ତୁ। ମାର୍କେଟରେ ମଧ୍ୟ ଲାଉ ରସ ମିଳୁଛି। ଆପଣ ଚାହିଁଲେ କିଣି ପାରିବେ। ଅର୍ଜୁନ ଛାଲି ଓ ଡାଲଚିନି ପକେଇ ଚାହା ପ୍ରସ୍ତୁତ କରି ସେବନ କରନ୍ତୁ। ବନ୍ଧୁଗଣ ଏହା ହାର୍ଟର ପଏଣ୍ଟ ଅଟେ। ପ୍ରତ୍ୟେକଦିନ ଏହାକୁ ନିଚିତ ରୂପରେ ଦବାନ୍ତୁ। ପ୍ରତ୍ୟେକ ଦିନ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ ଏବଂ ପ୍ରାଣାୟାମ କରନ୍ତୁ। ଯେଉଁମାନେ ହୃଦରୋଗରେ ପୀଡ଼ିତ ଅଛନ୍ତି ସେମାନେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *