Excuse Me Odisha

ଯାହା କହିବୁ ସତ କହିବୁ

କନ୍ୟା ରାଶିର ଜୁନ ମାସର ମାସିକ ରାଶିଫଳ : ଜାଣନ୍ତୁ ଏହି ମାସ ଆପଣଙ୍କର କେମିତି କଟିବ ?

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଜୁନ ମାସରେ କନ୍ୟା ରାଶି ଜାତ ବ୍ୟକ୍ତିମାନେ କେମିତି କଟେଇବେ କଣ କରିବେ ଅଶୁଭ ଗ୍ରହମାନଙ୍କ ପାଇଁ ପ୍ରତିକାର। ଗ୍ରହ ମାନଙ୍କର କଣ ଶୁଭା ଶୁଭ ଫଳ ଭୋଗ କରିବେ ଆସନ୍ତୁ ଜାଣିବା। ତେବେ ଯେଉଁମାନଙ୍କର ରାଶି ନକ୍ଷତ୍ର ବିଷୟରେ ଜ୍ଞାନ ନାହିଁ ବା ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ବା କୋଷ୍ଠୀ ତିଆରି କରିନାହାନ୍ତି ହେଉମାନଙ୍କର ଜାତକ କୋଷ୍ଠୀ ତିଆରି ହୋଇନି ଯଦି ଜନ୍ମ ତାରିଖ ଜନ୍ମ ସମୟ ଜନ୍ମ ତିଥି ଜାଣିଥିବେ ଅଥବା ଯେକୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ଯଦି ଆପଣଙ୍କର ଟ, ପା,ପି, ପୁ,ସ,ଣ,ଠ, ପେ,ପୋ ହୋଇଥାଏ କିମ୍ବା ଯେଉଁମାନଙ୍କର ଯେକୌଣସି ମାସର ଇଂରାଜି ମାସର ୫ ତାରିଖ,୧୪ ତାରିଖ,୨୩ ତାରିଖରେ ଜନ୍ମ ହୋଇଥାଏ କିମ୍ବା ଯେକୌଣସି ପକ୍ଷର ପଞ୍ଚମୀ,ଚତୁର୍ଦୋଷୀ ତିଥିରେ ଜନ୍ମ ହୋଇଥାଏ ତେବେ ଆପଣଙ୍କର ଅଙ୍କ ଜ୍ୟୋତିଷ ହିସାବରେ ତେବେ ରାଶି ହେବ କନ୍ୟା ରାଶି। କନ୍ୟା ରାଶିର ଅଧିପତି ଗ୍ରହ ହେଉଛନ୍ତି ବୁଧ। ଏବଂ ମୂଳାଙ୍କ ୫ ସଂଖ୍ୟା। କନ୍ୟା ରାଶିର ୩ଟି ନକ୍ଷତ୍ର ହେଉଛି ଉତ୍ତରା ଫାଲ୍ଗୁନି ହସ୍ତା ଚିତ୍ରା। ଏହି ୩ ଟି ନକ୍ଷତ୍ରରେ କନ୍ୟା ରାଶି ସ୍ଥିତି।ବତେବେ କନ୍ୟା ରାଶିର ଶୁଭ ରଙ୍ଗ ହେଉଛି ଶାଗୁଆ ବା ସବୁଜ ରଙ୍ଗ। ରାଶିର ଶୁଭ ବାର ହେଉଛି ରବିବାର,ବୁଧବାର। ରାଶିର ଶୁଭ ଦେବତା ହେଉଛନ୍ତି ଶ୍ରୀ ଗଣେଶ ଭଗବାନ।ରାଶିର ଶୁଭ ଦେବୀ ହେଉଛନ୍ତି ତ୍ରିପୁରା ସୁନ୍ଦରୀ। ରାଶିର ବ୍ରତ ଏବଂ ଉପବାସ ବା ଉପାସନା ଯଦି କରିବାକୁ ଚାହୁଁଛନ୍ତି ତାହେଲେ ବୁଧବାର ଦିନ ବ୍ରତ ଉପବାସ କରନ୍ତି ତାହାଲେ ସଫଳତା ମିଳିବ। ରାଶିର ଅଙ୍କ ବା ସଂଖ୍ୟା ହେଉଛି ୫। ରାଶିର ଶୁଭ ତାରିଖ ହେଉଛି ୫,୧୪,୨୩।ଯେକୌଣସି ମାସର ୫ ତାରିଖ,୧୪ତାରିଖ ୨୩ ତାରିଖରେ ଯଦି କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ତାହେଲେ ନିର୍ବିଘ୍ନରେ ମଧ୍ୟ କାର୍ଯ୍ୟ ସଫଳ ହେବ। ତେବେ ରାଶିର ମିତ୍ର ରାଶି ମେଷ, ମିଥୁନ, ସିଂହ,ତୁଳା ରାଶିର ଶତ୍ରୁ ରାଶି ହେଉଛି କର୍କଟ ରାଶି। ଘାତ ବାର ହେଉଛି ଶନିବାର। ଘାତ ନକ୍ଷତ୍ର ହେଉଛି ସର୍ବଣା ନକ୍ଷତ୍ର। ଘାତ ତିଥି ଅଷ୍ଟମୀ। ଘାତ ୟ ହେଉଛି ମିଥୁନ ଚନ୍ଦ୍ର।ମିଥୁନ ରାଶିରେ ଯେତେବେଳେ ଚନ୍ଦ୍ର ଥିବେ ସେତେବେଳେ ଘାତ ଚନ୍ଦ୍ର ଥିବାର କୌଣସି ଶୁଭ କାର୍ଯ୍ୟ ନକରିବା ଉଚିତ।

Google

ତେବେ ୨୦୨୧ ମସିହା ଜୁନ ମାସରେ ଏହି କନ୍ୟା ରାଶି ଜାତ ମହିଳା ପୁରୁଷ ମାନଙ୍କର ସ୍ୱସଥ୍ୟରେ ଉନ୍ନତି ହୋଇ ଗୃହସ୍ଥ ଜୀବନ ସୁଖମୟ ହେବ। ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପଦଉନ୍ନତି ମଧ୍ୟ ପାଇପାରନ୍ତି। ଉଚ୍ଚ ପଦାଧିକାରୀଙ୍କ ଠାରୁ ସାହାର୍ୟ୍ଯ ସହଯୋଗ ମିଳିବ। ନୂତନ ଗୃହସ୍ଥ ଯାନବାହନ ସୁଖ ମଧ୍ୟ ମିଳିପାରେ। ସମସ୍ତ କାର୍ଯ୍ୟ ମନ ଇଛା ଅନୁସାରେ ସମ୍ପୂର୍ଣ୍ଣ କରିବେ।ଜନ ସମ୍ପର୍କ ବୃଦ୍ଧି ପାଇବ। ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ସାକ୍ଷତରେ ମଧ୍ୟ ଉନ୍ନତି ହେବ। ବାକି ଥିବା ଅର୍ଥ କିଛି ପ୍ରାପ୍ତି ହୋଇଯାଇପାରେ। ଜାଗାଜମି ଉଚ୍ଚ ସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ମଧ୍ୟ ଯୋଗାଯୋଗ କରିପାରିବେ।ପୁଞ୍ଜି ଯୋଗାଣ ଧନ ଆଦାନ ପ୍ରଦାନରେ ମଧ୍ୟ ବିଶେଷ ଲାଭବାନ ହେବେ। ପାରିବାରିକ କ୍ଷେତ୍ରରେ ସ୍ନେହ ସତଭାବ ବଜାୟ ରହିବ। ବିଦ୍ୟାର୍ଥୀ ମାନେ ବିଦ୍ୟାରେ ଉନ୍ନତି କରିବା ସହ ପରୀକ୍ଷା ପ୍ରତିଯୋଗିତାରେ ବିଜୟୀ ହେବେ।ନୂତନ କର୍ମ ନିଯୁକ୍ତି ମଧ୍ୟ ପାଇପାରନ୍ତି। କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିବେ। ଦୂର ଯାତ୍ରାରେ ଆଶାତୀତ ଫଳ ପାଇପାରନ୍ତି। ଆକସ୍ମିକ ଧନ ପ୍ରାପ୍ତି ହେବ।ବିବାଦୀୟ ସ୍ୱାସ୍ଥ୍ୟଗତ ସମସ୍ୟାର ମଧ୍ୟ ଦୂର ହୋଇଯିବ। ଲଟେରୀ ଜୁଆ ସଟା ସେୟାର ମାର୍କେଟରେ ମଧ୍ୟ ବିଶେଷ ଅର୍ଥ ପ୍ରାପ୍ତି ହେବ। ସବୁ ଦିଗରୁ ଶୁଭ ସମାଚାର ପାଇ ଖୁସି ହୋଇଯିବେ। ରାଜନୀତି କ୍ଷେତ୍ରରେ ପଦପଦବୀ ଲାଭ ହେବା ସହ ମାନ ସମ୍ମାନ ପଦ ମର୍ଯ୍ୟଦା ବୃଦ୍ଧି ପାଇବ। କଳା ସାହିତ୍ୟ ଚଳଚିତ୍ର ସଂଗୀତ ଆଦି କ୍ଷେତ୍ରରେ ମଧ୍ୟ ପ୍ରଶଂସିତ ହେବେ। ବାଦ ବିବାଦ ମାଲିମକାର୍ଦମା କ୍ରୀଡା ପ୍ରତିଦ୍ୱନ୍ଦିତା ପ୍ରତିଯୋଗିତା ପରୀକ୍ଷା ସାକ୍ଷତ କାରରେ କୃତକାର୍ଯ୍ୟ ହେବେ।ଉତ୍ସାହ ଉଲ୍ଲାସରେ ଏହି ମାସଟି ସମୟ ଅତିବାହିତ କରିବେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ମା ବାପା ଗୁରୁଗୁରୁଜନଙ୍କୁ ପ୍ରଣାମ କରନ୍ତୁ। ଏହି ମାସରେ ନୂତ କାର୍ଯ୍ୟ ଆରମ୍ଭ କରନ୍ତୁ ପ୍ରତ୍ୟକ ଦିନ ଦେଖିବେ ମାସଟି ବହୁତ ଭଲରେ ଭଲରେ କଟିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *