Excuse Me Odisha

ଯାହା କହିବୁ ସତ କହିବୁ

ମିଥୁନ ରାଶିର ଜୁନ ମାସର ମାସିକ ରାଶିଫଳ : ଜାଣନ୍ତୁ ଏହି ମାସ ଆପଣଙ୍କର କେମିତି କଟିବ ?

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଜୁନ ମାସଟି କେମିତି କଟେଇବେ ମିଥୁନ ରାଶିର ବ୍ୟକ୍ତିମାନେ। କଣ ରହିଛି ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଗ୍ରହ ମାନେ କେଉଁ ପ୍ରକାର ଫଳାଫଳ ପ୍ରଦାନ କରୁଛନ୍ତି।କଣ ରହିଛି ରାଶିଫଳ ଆସନ୍ତୁ ଜାଣିବା।ଯେଉଁମାନଙ୍କର ଜାତକ ନାହିଁ ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣି ନାହାଁନ୍ତି ବା ଯେଉଁ ମାନଙ୍କର କୋଷ୍ଠୀ ତିଆରି ହୋଇପାରି ନାହିଁ ଯଦି ଜନ୍ମ ତାରିଖ ବା ଜନ୍ମ ସମୟ ଜନ୍ମ ତିଥି ଜାଣିଥିବେ ବା ଆପଣଙ୍କ ନାମର ପ୍ରଥମ ଅକ୍ଷର କା କି,କୁ,ଥ,ଡ଼,ଛ,କେ,କୋ,ହା ହୋଇଥାଏ କିମ୍ବା ଯେଉଁମାନଙ୍କର ଯେକୌଣସି ମାସର ୪ ତାରିଖ,୧୩ ତାରିଖ, ୨୨ ତାରିଖ, ୩୧ ତାରିଖରେ କିମ୍ବା ଚତୁର୍ଥୀ ବା ତ୍ରୟୋଦୋଷୀ ତିଥିରେ ଜନ୍ମ ହୋଇଥାନ୍ତି ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ  ରାଶି ମିଥୁନ ରାଶି ହିଁ ହେବ।ମିଥୁନ ରାଶିର ଅଧିଷ୍ଠିତ ଗ୍ରହ ହେଉଛନ୍ତି ବୁଧଗ୍ରହ। ଏବଂ ରାହୁ ମଧ୍ୟ ଏହି ରାଶିର କାରକ ଗ୍ରହ। ତେଣୁ ସେମାନଙ୍କର ମୂଳାଙ୍କ ହେଉଛି ୪ ହେଉଥିବାରୁ ମିଥୁନ ରାଶି ଯଦି ଦେଖନ୍ତି ତାହେଲେ ସେମାନେ ନିଶ୍ଚୟ ଠିକ ଦେଖିପାରିବେ ବା ଠିକ ଘଟଣା ଅନୁଭବ କରିପାରିବେ। ତେବେ ମିଥୁନ ରାଶିର ଯେଉଁମାନଙ୍କର ଜାତକ ହୋଇଛି ଯଦି ମିଥୁନ ରାଶି ହୋଇଥାଏ ତାହେଲେ ମିଥୁନ ରାଶିର ୩ ଟି ନକ୍ଷତ୍ର ହେଉଛି ମୃଗଶିରା ନକ୍ଷତ୍ର, ଆଦ୍ରା ନକ୍ଷତ୍ର,ପୁନର୍ବାସୁ ନକ୍ଷତ୍ର।ଏହି ୩ ଟି ନକ୍ଷତ୍ର ରାଶିର ବ୍ୟକ୍ତିମାନେ ବା ମିଥୁନ ରାଶିର ବ୍ୟକ୍ତିମାନଙ୍କର ଶୁଭ ରଙ୍ଗ ହେଉଛି ଶାଗୁଆ ବା ଶୁଆ ରଙ୍ଗ। ରାଶିର ଶୁଭ ବାର ହେଉଛି ବୁଧବାର। ରାଶିର ଶୁଭ ଦେବତା ହେଉଛନ୍ତି ଭଗବାନ ଶ୍ରୀ ଗଣେଶ। ରାଶିର ଶୁଭ ଦେବୀ ହେଉଛନ୍ତି ତ୍ରିଫୁଲା ସୁନ୍ଦରୀ। ରାଶିର ବ୍ରତ ଏବଂ ଉପବାସ ଯଦି କରିବାକୁ ଚାହୁଁଛନ୍ତି ତାହେଲେ ବୁଧବାର ଦିନ ବ୍ରତ ରଖିଲେ ତାହେଲେ ବହୁତ ଭଲ ଫଳ ମିଳିବ। ରାଶିର ଅଙ୍କ ବା ଶୁଭ ସଂଖ୍ୟା ହେଉଛି ୪। ରାଶିର ଭଲ ବା ଶୁଭ ତାରିଖ ବା ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିବେ ଯେକୌଣସି ମାସର ୪,୧୩,୨୨ କିମ୍ବା ୩୧ ମାସର ୩୧ ତାରିଖ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ତେବେ ମିଥୁନ ରାଶିର ମିତ୍ର ରାଶି ହେଉଛନ୍ତି ମେଷ ରାଶି,ତୁଳା ରାଶି, ସିଂହ ରାଶି,କୁମ୍ଭ ରାଶି,କନ୍ୟା ରାଶି ।କିନ୍ତୁ ରାଶିର ଶତ୍ରୁ ରାଶି ହେଉଛନ୍ତି କର୍କଟ ରାଶି। ଘାତ ବାର ହେଉଛି ସୋମବାର।ଘାତ ନକ୍ଷତ୍ର ହେଉଛି ସ୍ବାଧି ନକ୍ଷତ୍ର। ଘାତ ତିଥି ଅଷ୍ଟମୀ, ଘାତ ଚନ୍ଦ୍ର ହେଉଛି କୁମ୍ଭ ଚନ୍ଦ୍ର।

Google

ଏ ମାସରେ ଏ ମାସରେ ମାନେ ୨୦୨୧ ମସିହା ଜୁନ ମାସରେ ମିଥୁନ ରାଶି ଜାତ ପୁରୁଷ ଏବଂ ମହିଳାମାନେ ବା ପୁରୁଷ କିମ୍ବା ମହିଳା ମାନେ ବା ପୁରୁଷ କିମ୍ବା ମହିଳା ମାନଙ୍କର ସାମାଜିକ ପ୍ରତିଷ୍ଠା ଗଢିବା ସହ ସୁଖ ସମୃଦ୍ଧି ହେବ ଆର୍ଥିକ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଦେଖାହେବ। ଦାମ୍ଫତ୍ୟ ସୁଖରେ ଆଶାଜନକ ଫଳ ପ୍ରାପ୍ତ ହେବ। ଭାତୃ ବିବାଦ ପୋଡ଼ଶୀ କଳହର ସମାଧାନ କରିଦେଇପାରିବେ। କର୍ମ କ୍ଷେତ୍ରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରିବ।ସହକର୍ମୀ ମାନଙ୍କ ସହିତ ମତଭେଦ ମଧ୍ୟ ସମାପ୍ତ ହେବ। ଉଚ୍ଚ ପଦସ୍ଥ ଅଫିସର ମାନଙ୍କର ମଧ୍ୟ ସ୍ନେହ ଶ୍ରଦ୍ଧାର ପାତ୍ର ହେବେ। ବିଦ୍ୟାରେ ଉନ୍ନତି ଘଟିବା ସହ ପ୍ରତିଯୋଗିତା ପରୀକ୍ଷା ସାକ୍ଷତକାରରେ ମଧ୍ୟ ଜୟଯୁକ୍ତ ହୋଇ ନୂତନ କର୍ମ ପ୍ରାପ୍ତିର ସୁଯୋଗ ମଧ୍ୟ ପାଇପାରନ୍ତି।ବାଦ ବିବାଦ ମାଲିମକର୍ଦମାରେ କୃତକାର୍ଯ୍ୟ ହେବେ। ଜନ ସମାଜରେ ପ୍ରତିଷ୍ଠା ପ୍ରତିପତି ବୃଦ୍ଧି ପାଇବା ସହ ଭାଇ ବନ୍ଧୁ ମିତ୍ରଙ୍କର ସାହାର୍ଯ୍ୟ ସହଯୋଗ ପାଇ ସୁଖ ସମୃଦ୍ଧି ବୃଦ୍ଧି ହେବ। ପାରିବାରିକ କ୍ଷେତ୍ରରେ ପୁରୁଣା ସମସ୍ୟାର ସମାଧାନ ହୋଇ ସ୍ଥିତି ସୁଧୁରୀ ଯିବ। ତେଜରାତି ଦୋକାନ ଯଦି କରିଥାନ୍ତି ବା ସୁନା ରୁପା ଅଳଙ୍କାର ଇତ୍ୟାଦି ଲୌହ ଜାତୀୟ ଦ୍ରବ୍ୟ ଧାତୁ ଦ୍ରବ୍ୟ ପଦାର୍ଥ କ୍ରୟବିକ୍ରୟ ଯଦି କରୁଥିବା ବ୍ୟବସାୟୀ ମାନେ ବିଶେଷ ଲାଭବାନ ହେବେ।ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସମସ୍ତ ଚେଷ୍ଟା ସ୍ୱତେ ଜମି ଜମା ବିବାଦ ମେଣ୍ଟେଇ ପାରିବେ ନାହିଁ ବା ମେଣ୍ଟି ପାରିବ ନାହିଁ।ପୁରାତନ ରୋଗ ନେଇ ଚିନ୍ତିତ ରହିପାରନ୍ତି।ହାତ ପାହାନ୍ତାରେ ଥିବା ଧନ ଅଟକି ଯିବ।ଗୃହପାଳିତ ପଶୁ ଯାନବାହନ ଆଦି କ୍ରୟ କରି ବିଶେଷ ଲାଭବାନ ହୋଇପାରିବେ।ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ବହୁତ ସୁବିଧା ସୁଯୋଗ ପାଇବେ।ବ୍ୟବସାୟ କ୍ଷେତ୍ରରେ ଇଲେକ୍ଟ୍ରି ଇଲେକ୍ଟ୍ରୋନିକ ଠିକାଦାରୀ ଧାତୁ ବ୍ୟବସାୟୀ ଔଷଧ ଦୋକାନ ଭଜନାଳୟ କଳକାରଖାନା ଖଣିଜ ପଦାର୍ଥ ଗୁଡ଼ ମୋରିଚ ମସୁରଡାଲି ଧାନ ଗହମ ଇତ୍ୟାଦି ବ୍ୟବସାୟ କରୁଥିବା ବ୍ୟକ୍ତି ମାନେ ବା ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ। ତେବେ ପ୍ରତିକାର ସ୍ୱରୂପ ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଭୋକିଲା ଲୋକଙ୍କୁ କେବେହେଲେ ନିରାଶ କରିବେ ନାହିଁ। ମାଗିବା ଲୋକଙ୍କୁ କେବେହେଲେ ମନା କରିବେ ନାହିଁ। ଯେମିତି ହେଲେ ଯାହା ଆପଣଙ୍କ ପାଖରେ ଥିବ ଦିଅନ୍ତୁ। ତାହେଲେ ଦେଖିବେ ମାସଟି ବହୁତ ଭଲରେ ଭଲରେ କଟିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *