Excuse Me Odisha

ଯାହା କହିବୁ ସତ କହିବୁ

ମକର ରାଶିର ଜୁନ ମାସର ମାସିକ ରାଶିଫଳ : ଜାଣନ୍ତୁ ଏହି ମାସ ଆପଣଙ୍କର କେମିତି କଟିବ ?

ସେୟାର୍ କରନ୍ତୁ

ଦର୍ଶକ ବନ୍ଧୁ ୨୦୨୧ ମସିହା ଜୁନ ମାସଟିରେ ମକର ରାଶିର ମହିଳା ଓ ପୁରୁଷ ମାନେ କିପରି ଅତିବାହିତ କରିବେ। କଣ କରିବେ ଅଶୁଭ ଗ୍ରହ ପାଇଁ କଣ ପ୍ରତିକାର କରିବେ। ଗ୍ରହ ମାନଙ୍କର ପ୍ରତିକାର ରାଶି ପ୍ରତି କିପରି ରହିଛି, କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା। ଯେଉଁମାନଙ୍କର ଜାତକ ନାହିଁ ବା ରାଶି ନକ୍ଷତ୍ର ବିଷୟରେ ଜ୍ଞାନ ନାହିଁ ବା ସେମାନଙ୍କର କୋଷ୍ଠୀ ତିଆରି ହୋଇ ନାହିଁ। ସେମାନେ ଯଦି ମାସର ନିଜର ଜନ୍ମ ତାରିଖ ଜାଣିଥିବେ ବା ଜନ୍ମ ତିଥି ଜାଣିଥିବେ ଅଥବା ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର ଭୋ, ଜା, ଜୀ, ଯେ, ଜୋ, ଖା, ଗା, ଗି ହୋଇଥାଏ କିମ୍ବା ଯେଉଁମାନଙ୍କର ପ୍ରତ୍ୟେକ ମାସର ୮, ୧୮,୨୬ ତାରିଖ ହୋଇଥିବା କିମ୍ବା ଯେକୌଣସି ତିଥିର ଅଷ୍ଟମୀ ତିଥିରେ ହୋଇଥିବ, ତେବେ ସେମାନଙ୍କର ରାଶି ମକର ରାଶି ହେବ। ମକର ରାଶିର ଅଧିପତି ହେଉଛନ୍ତି ଶନିଶ୍ଚର। ଗ୍ରହ ରାଶି ଶନି ଯଦି ଗୋଚରରେ ଅଛନ୍ତି ତାହେଲେ ବହୁତ ଭଲ ଫଳ ପ୍ରାପ୍ତ ହେବ। ଯେହେତୁ ବର୍ତ୍ତମାନ ଜନ୍ମ ରାଶିରେ ଅଛନ୍ତି , ଗ୍ରହ ରାଶି ଶନିଶ୍ଚର ଜନ୍ମ ରାଶିରେ ଥିଲେ ସୂତଲାଭ ଅର୍ଥ ହାନୀ ଅର୍ଥାତ କିଛି ଟଙ୍କା ଖର୍ଚ୍ଚ ହୋଇପାରେ କିନ୍ତୁ ସନ୍ତାନ ଭଳି ଦ୍ରବ୍ୟ ପ୍ରାପ୍ତ ହେବ, ଯେପରି ଗୃହ ନିର୍ମାଣ କରି ପାରିବେ, ଜମିବାଡ଼ି କିଣାକିଣି କରି ପାରିବେ, ସେଥିପାଇଁ ତାଙ୍କ ଖର୍ଚ୍ଚ ହେବ। ପୁଅଝିଅ ବାହାଘର ହୋଇଯିବ ଆପଣଙ୍କର ଚିନ୍ତା ଦୂର ହେବ। ତେଣୁ ତିନୋଟି ରାଶିରେ ମକର ରାଶି ଓ ତିନୋଟି ନକ୍ଷତ୍ର ରେ ମକର ରାଶିର ଅବସ୍ଥିତି। ତିନୋଟି ନକ୍ଷତ୍ର ହେଉଛି ଉତରାଶ୍ରାଘା, ଶ୍ରବଣା , ଧନିଷ୍ଠା ନକ୍ଷତ୍ର। ତେଣୁ ଏହି ତିନୋଟି ୨୧/୧୦, ୨୨/୧୦, ୨୩/୧୦ ମକର ରାଶିରେ । ଯେଉଁମାନଙ୍କର ଜନ୍ମ ଜାତକ ରହିଛି , ସେମାନେ ଏହି ମାସର ରାଶିଫଳ ଦେଖି ପାରିବେ, ମକର ରାଶିରେ ହିଁ ଦେଖନ୍ତୁ।

Google

ତେବେ ୨୦୨୧ ମସିହା ଜୁନ ମାସରେ ମକର ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ସାମାଜିକ କଲ୍ୟାଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ଦେହ ଓ ମନ ଭଲ ରହିବ। ଶାନ୍ତି ମଧ୍ୟ ଅନୁଭବ କରିବେ। ଅର୍ଥ ସମ୍ପତ୍ତିର ଚୁକ୍ତିପତ୍ର କଲେ ପ୍ରଚୁର ଅଧିକ ଲାଭବାନ ହେବେ। ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇ ପାରନ୍ତି। ବ୍ୟବସାୟରେ ସଫଳତା, ନୂଆ ନୂଆ ବ୍ୟବସାୟିକ ସମ୍ପର୍କ ସ୍ଥାପନ ହେବ, ସାହାଯ୍ୟ ସହଯୋଗ ଅଚାନକ ମିଳିବ। କୌଣସି କାର୍ଯ୍ୟକ୍ଷେତ୍ରରେ ସମ୍ମାନିତ ହେବେ। ନୂତନ  କର୍ମସଂସ୍ଥା ପ୍ରାପ୍ତ ହେବାର ଯୋଗ ରହିଛି।କର୍ମ କ୍ଷେତ୍ରରେ ସମ୍ମାନିତ ହେବା ସହିତ ଉଚ୍ଚ କର୍ମକର୍ତ୍ତାଙ୍କ କୃପାଲାଭ କରିବେ। ପ୍ରେମିକ ପ୍ରେମିକା ମାନେ ଆମୋଦପ୍ରମୋଦ, ମଉଜ ମଜଲିସରେ ମଜ୍ଜି ରହିବେ। ଭାଇ ଭଉଣୀଙ୍କ ସହିତ ଉତ୍ତମ ସମ୍ପର୍କ ରହିବ। କଳକାରଖାନା ମାଲିକ ମାନେ ବିଶେଷ ଆନନ୍ଦିତ ହେବେ। ବିଦେଶ ଯାତ୍ରାରେ ସଫଳ ହେବେ। ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। କୁଶଳତା, ଗୁଣୀ, ଜ୍ଞାନୀ , ସୌଭାଗ୍ୟଶାଳୀ ହୋଇ ପାରିବେ। ପାରିବାରିକ ଜୀବନରେ ବନ୍ଧୁଙ୍କ ଠାରୁ ସମ୍ପୂର୍ଣ୍ଣ ସହଯୋଗ ପାଇ ଶାନ୍ତି ଅନୁଭବ କରିବା ସହିତ କ୍ରୀଡା ପ୍ରତିଯୋଗିତା, ମକଦ୍ଦମାରେ ଜୟଯୁକ୍ତ ହେବେ। ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ପ୍ରସଙ୍ଗରେ ସୁଫଳ ପ୍ରାପ୍ତ ହେବ। ସାମ୍ବାଦିକ ମାନେ ଶୁଭ ସମ୍ବାଦ ପାଇ ଯାତ୍ରା କରିବେ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ମଧ୍ୟ ସମ୍ମାନିତ ହେବେ। ପିତାମାତା ଓ ଗୁରୁଜନଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ ଦେଖିବେ ଆପଣଙ୍କର ସବୁ ଆଶା ଅଭିଳାଷା ପୂରଣ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *