Excuse Me Odisha

ଯାହା କହିବୁ ସତ କହିବୁ

ମେଷ ରାଶିର ଜୁନ ମାସର ମାସିକ ରାଶିଫଳ : ଜାଣନ୍ତୁ ଏହି ମାସ ଆପଣଙ୍କର କେମିତି କଟିବ ?

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଜୁନ ମାସରେ ମେଷ ରାଶି ଜାତ ବ୍ୟକ୍ତିମାନେ କେମିତି କଟେଇବେ। କଣ ରହିଛି ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। କଣ କରିବେ କଣ ନକରିବେ ସେହି ବିଷୟରେ ଆମେ ଆଲୋଚନା କରିବା। ଯେଉଁମାନଙ୍କର ରାଶି ନକ୍ଷତ୍ର ବିଷୟରେ ଜ୍ଞାନ ନାହିଁ ବା ଜାଣି ନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ  ଯଦି ଜନ୍ମ ତାରିଖ ବା ଜନ୍ମ ସମୟ ଜନ୍ମ ବା ତିଥି ଜାଣିଥିବେ ବା ଆପଣଙ୍କ ନାମର ପ୍ରଥମ ଅକ୍ଷର ଚୁ,ଚେ ,ଚ,ଲା,ଲି,ଲୁ, ଲେ,ଲ,ଆ, ହୋଇଥାଏ କିମ୍ବା ଯେଉଁମାନଙ୍କର ଯେକୌଣସି ମାସର ୯ ତାରିଖ,୧୮ ତାରିଖ, ୨୭ ତାରିଖରେ ଜନ୍ମ ହୋଇଥାଏ କିମ୍ବା ନବମୀ ତିଥିରେ ଜନ୍ମ ହୋଇଥାଏ ଶୁକ୍ଳପକ୍ଷ ହେଉ କିମ୍ବା କୃଷ୍ଣ ପକ୍ଷ ହେଉ କିମ୍ବା ଯେକୌଣସି ପକ୍ଷର ନବମୀ ତିଥିରେ ଯେଉଁମାନଙ୍କର ଜନ୍ମ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ମେଷ ରାଶି ହିଁ ହେବ। ତେବେ ଜନ୍ମ ଜାତକରେ ଯଦି ମେଷ ରାଶି ହୋଇଥାଏ ତାହେଲେ ପ୍ରତ୍ୟକ ରାଶିର ୩ ଟି ନକ୍ଷତ୍ର ରହିଛି। ମେଷ ରାଶିର ଅସିନି ନକ୍ଷତ୍ର ୪ ପାଦ ଦିଜା ନକ୍ଷତ୍ର ୪ ପାଦ ଏବଂ କୃତିକା ନକ୍ଷତ୍ର ଗୋଟିଏ ପାଦରେ ମେଷ ରାଶି ହେଉଛି ବା ଗଣନା କରାଯିବ। ତେଣୁ ଏହି ୩ ଟି ନକ୍ଷତ୍ର ମେଷ ରାଶିର ଅସୀନି ଦିଜା କୃତିକା ନକ୍ଷତ୍ର ଯେଉଁମାନଙ୍କର ସେମାନଙ୍କର ଶୁଭ ରଙ୍ଗ ହେଉଛି ନାଲି ରଙ୍ଗ। ରାଶିର ଶୁଭ ବାର ହେଉଛି ସୋମବାର ମଙ୍ଗଳବାର ଗୁରୁବାର। ରାଶିର ଶୁଭ ଦେବତା ହେଉଛନ୍ତି ଶିବ ଭୈରବ ହନୁମାନ ଏବଂ ଯଦି ପୂଜା ଆରୋଧନା କରିବାକୁ ଚାହାନ୍ତି ତାହେଲେ ଏହି ଦେବତା ମାନଙ୍କୁ ପୂଜା କଲେ ନିଶ୍ଚୟ ଫଳ ପ୍ରଦ ହେବ। ରାଶିର ଶୁଭ ଦେବୀ ହେଉଛନ୍ତି ମା ମଙ୍ଗଳା। ରାଶିର ବ୍ରତ ଏବଂ ଉପବାସ ମଙ୍ଗବାର ଯଦି ପାଳନ କରନ୍ତି ତ ତେହେଲେ ବହୁତ ଭଲ ଫଳ ରହିବ। ରାଶିର ଭଲ ଅଙ୍କ ବା ଶୁଭ ଅଙ୍କ ହେଉଛି ୯। ରାଶିର ତାରିଖ ହେଉଛି ପ୍ରତ୍ୟକ ମାସର ୯ ତାରିଖ,୧୮ ତାରିଖ,୨୭ ତାରିଖ ହେଉଛି ଭାଗ୍ୟଶାଳୀ। ଅଙ୍କ ବା ଭାଗ୍ୟଶାଳୀ ସଂଖ୍ୟା। ରାଶିର ମିତ୍ର ରାଶି ହେଉଛନ୍ତି ମିଥୁନ ରାଶି,କନ୍ୟା ରାଶି, ତୁଳା ରାଶି,ମକର ରାଶି ଏବଂ କୁମ୍ଭ ରାଶି। କିନ୍ତୁ ରାଶିର ଶତ୍ରୁ ଗ୍ରହ ହେଉଛନ୍ତି  ବୁଧ ଗ୍ରହ। ରାଶିର ଘାତ ବାର ହେଉଛି ରବିବାର। ଘାତ ନକ୍ଷତ୍ର ହେଉଛି ସ୍ବାଧି ନକ୍ଷତ୍ର। ମଘା ନକ୍ଷତ୍ର ଘାତ ନକ୍ଷତ୍ର ହେଉଛି ମୋଘା ନକ୍ଷତ୍ର। ଘାତ ତିଥି ହେଉଛି ଷଷ୍ଠୀ। ଘାତ ଚନ୍ଦ୍ର ହେଉଛି ମେଷ ଚନ୍ଦ୍ର ବା ଜନ୍ମ ଚନ୍ଦ୍ର।

Google

ତେଣୁ ଏ ମାସଟି ୨୦୨୧ ମସିହା ଜୁନ ମାସ କିଏ କେମିତି କଟେଇବେ। ମେଷ ରାଶି ଜାତ ବ୍ୟକ୍ତିମାନେ ଜାଣିଲେ ଯେଉଁମାନଙ୍କର ଏଇ ପ୍ରକାର ସ୍ଥିତିରେ ଅଛି ସେମାନଙ୍କର ମେଷ ରାଶି ହେବ। ତେବେ ମେଷ ରାଶି ଜାତ ମହିଳା ପୁରୁଷ ମାନଙ୍କର ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଜାଗା ଜମି ଗୃହ ଉପକରଣ ଦ୍ରବ୍ୟ କ୍ରୟ କରିବାର ମଧ୍ୟ ସୁବିଧା ସୁଯୋଗ ପାଇବେ। ଧାର୍ମିକ ସାମାଜିକ ଉତ୍ସ୍ୟବରେ ମଧ୍ୟ ଯୋଗ ଦେଇ ପ୍ରଶଂସିତ ହେବେ। ଶତ୍ରୁ ହାନି ସହଯୋଗ ପ୍ରାପ୍ତି ମିତ୍ର ଲାଭ ଶରୀର ସୁସ୍ଥ ରହିବ। ଋଣ ପ୍ରାପ୍ତି ହୋଇପାରେ। କର୍ମ ତତ୍ପର ବ୍ୟବସାୟରେ ମଧ୍ୟ ଅଧିକ ସଫଳତା ପାଇବେ। ଉଚ୍ଚ ସମ୍ମାନ ଲାଭ କରିବେ। ମନରେ ଉତ୍ସାହ ମିଷ୍ଠାନ ଭୋଜନ ପ୍ରାପ୍ତି ହୋଇପାରେ। ବାଦ ବିବାଦ ମାଲିମକର୍ଦମା ପ୍ରତିଯୋଗିତା ପରୀକ୍ଷା ସାକ୍ଷତକାରରେ ମଧ୍ୟ ସଫଳ ହେବେ। ଚିତ ପ୍ରସନ୍ନ ରହିବ। କାର୍ଯ୍ୟ ସିଦ୍ଧି ହେବ। ସମସ୍ୟା ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଯାଇ ଉଚ୍ଚ ଆଶାରେ ଆଗେଇବେ। ବ୍ୟବସାୟରେ ସାହସି ଏବଂ ଦୃଢ଼ ସଂକଳ୍ପ ଫଳରେ ବିଶେଷ ଲାଭବାନ ହେବେ। ପୁରାତନ ବନ୍ଧୁ ବାନ୍ଧବଙ୍କ ସହଯୋଗ ଅଧିକ ଲାଭଦାୟକ ହେବ। କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ। ନୂତନ କାର୍ଯ୍ୟ ଆରମ୍ଭ କରି ଉଚ୍ଚ ପ୍ରଶଂସା ଲାଭ କରିବେ। ଅଟକି ଥିବା ଧନ ମିଳିଯିବ। ଯେଉଁ କାର୍ଯ୍ୟ ପାଇଁ ଆପଣ ଲମ୍ବା ସମୟରୁ ପ୍ରୟାସ ରତ ଥିଲେ ତାହା ଶୀଘ୍ର ପୂରଣ ହୋଇଯାଇପାରେ। ଉଚ୍ଚ ଆଶା ସଫଳ ହେବ। ବିଚାର ବିଭାଗ ରାୟ ମଧ୍ୟ ସପକ୍ଷରେ ଯିବ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବା ଫଳରେ ମିତ୍ର ସହଯୋଗୀଙ୍କ ଠାରୁ ଆଶାତୀତ ଧନଯୋଗ ପ୍ରାପ୍ତି ହେବ। ପରିବାରରେ ମାନ ମନାନ୍ତର ଦୁରେଇ ଯିବ। ବିଦେଶ ଯାତ୍ରାରେ ବିଶେଷ ଲାଭବାନ ହେବେ। ରାଜନୈତିକ କ୍ଷେତ୍ରରେ ସହକର୍ମୀ ମାନଙ୍କ ସହ ଶତ୍ରୁତା ମେଣ୍ଟି ଯିବା ଫଳରେ ପ୍ରବଳ ଶତ୍ରୁମାନେ ଦୁର୍ବଳ ହୋଇଯିବେ। ଦାମ୍ଫତ୍ୟ ସୁଖରେ ମଧ୍ୟ ମଧୁରତା ଆସିବ। ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ସମ୍ବଦ୍ଧରେ ଅଧିକ ଘନିଷ୍ଠତା ହେବ। ମା ବାପା ଗୁରୁ ଗୁରୁଜନଙ୍କୁ ପ୍ରଣାମ କରନ୍ତୁ। ଏ ମାସର କାର୍ଯ୍ୟ ଆରମ୍ଭ କରନ୍ତୁ ଦେଖିବେ ଏ ମାସଟି ବହୁତ ଭଲରେ ଭଲରେ କଟେଇବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *