Excuse Me Odisha

ଯାହା କହିବୁ ସତ କହିବୁ

ବୃଷ ରାଶିର ଜୁନ ମାସର ମାସିକ ରାଶିଫଳ : ଜାଣନ୍ତୁ ଏହି ମାସ ଆପଣଙ୍କର କେମିତି କଟିବ ?

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଜୁନ ମାସଟି ବୃଷ ରାଶି ଜାତ ବ୍ୟକ୍ତି ମାନଙ୍କର ବା ମହିଳା ପୁରୁଷ ମାନଙ୍କର କେମିତି କଟିବ କଣ କରିବେ ଅଶୁଭ ଗ୍ରହ ମାନଙ୍କର ପାଇଁ ପ୍ରତିକାର।କଣ ରହିଛି ଭଲ ମନ୍ଦ ଏ ମାସରେ ଆପଣ ମାନଙ୍କ ପାଇଁ ଆସନ୍ତୁ ଜାଣିବା।ତେବେ ଯେଉଁ ମାନଙ୍କର ରାଶି ନକ୍ଷତ୍ର ବିଷୟରେ ଜ୍ଞାନ ନାହିଁ ବା ଜାଣିନାହାନ୍ତି। ଯେଉଁ ମାନଙ୍କର ଜାତକ ନାହିଁ ବା କଷ୍ଠୀ ତିଆରି ହୋଇନି। ଯେଉଁମାନେ ଯଦି ଜନ୍ମ ତାରିଖ ଜନ୍ମ ତିଥି ଜାଣିଥିବେ ଅଥବା ଆପଣଙ୍କ ନାମର ପ୍ରଥମ ଅକ୍ଷର ଇ,ଉ,ଏ, ଅ,ବା,ବି,ବୁ,ବେ,ହୋଇଥାଏ ଯେଉଁମାନଙ୍କର ଯେକୌଣସି ମାସର ୬ ତାରିଖ, ୧୫ ତାରିଖ,୨୪ ତାରିଖରେ କିମ୍ବା ଯେକୌଣସି ପକ୍ଷର ଷଷ୍ଠୀ କିମ୍ବା ପୂର୍ଣ୍ଣିମା ଅମାବାସ୍ୟା ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ଅନୁସାରେ ସଂଖ୍ୟାର ମୂଳାଙ୍କ ୬ହେବ ବା ୬ ଅଙ୍କର ସ୍ୱାମୀ ହେଉଛନ୍ତି ଶୁକ୍ର ଗ୍ରହ ବୁଧବାର ହୋଇବଥିବାରୁ ସେମାନଙ୍କର ରାଶି ବୃଷ ରାଶି ହେବ।ତେବେ ଯେଉଁମାନଙ୍କର ବୃଷ ରାଶି ଜାତକର ମଧ୍ୟ ଯେଉଁମାନଙ୍କର ବୃଷ ରାଶି ସେମାନଙ୍କର ୩ ଟି ନକ୍ଷତ୍ର ମଧ୍ୟ ଭୋଗ ହେବ। ୩ ଟି ନକ୍ଷତ୍ର ହେଉଛି କୃତିକା ରୋହିଣୀ, ମୁର୍ଗଶୀରା। ଏହି ୩ ଟି ନକ୍ଷତ୍ରରେ ସେମାନଙ୍କର ଜନ୍ମ ହୋଇଛି। ତେଣୁ ଜାଣିବାକୁ ହେବ ଏହି ଏହି ୩ଟି ନକ୍ଷତ୍ରରେ ବୃଷ ରାଶିର ବ୍ୟକ୍ତି ମାଙ୍କର ରଙ୍ଗ ହେଉଛି ଧଳା, ରାଶିର ଶୁଭ ବାର ହେଉଛି ବୁଧବାର,ଶୁକ୍ରବାର ଓ ଶନିବାର।ରାଶିର ଶୁଭ ଦେବତା ହେଉଛନ୍ତି ଭଗବାନ ଶିବ, ବିଷ୍ଣୁ ଏବଂ ଭୈରବ। ରାଶିର ଶୁଭ ଦେବୀ ହେଉଛନ୍ତି ମା ଲକ୍ଷ୍ମୀ,କମଳା,ସନ୍ତୋସି ମାତା। ରାଶିର ଉପବାସ ବା ବ୍ରତ ସୋମବାର ଏବଂ ଶୁକ୍ରବାରରେ କଲେ ବହୁତ ଉପକାର ପାଇବେ। ରାଶିର ଅଙ୍କ ବା ସଂଖ୍ୟା ହେଉଛି ୬ ବା ରାଶିର ଭଲ ତାରିଖ ହେଉଛି ବା ଶୁଭ ତାରିଖ ହେଉଛି ୬ ତାରିଖ,୧୫ ତାରିଖ,୨୪ ତାରିଖ। ରାଶିର ମିତ୍ର ରାଶି ମକର ରାଶି, କୁମ୍ଭ ରାଶି।ରାଶିର ଶତ୍ରୁ ରାଶି ହେଉଛନ୍ତି ସିଂହ ରାଶି, ଧନୁ ରାଶି, ମୀନ ରାଶି। ଘାତ ବାର ହେଉଛି ଶନିବାର। ଘାତ ନକ୍ଷତ୍ର ହେଉଛି ହସ୍ତା ନକ୍ଷତ୍ର। ଘାତ ତିଥି ହେଉଛି ଚତୁର୍ଥୀ ତିଥି। ଘାତ ଚନ୍ଦ୍ର କନ୍ୟା ଚନ୍ଦ୍ର। କନ୍ୟା ରାଶିରେ ଯେତେବେଳେ ଚନ୍ଦ୍ର ଥିବେ ସେହି ସମୟରେ କେବେବି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ ଏହି ବୃଷ ରାଶି ଜାତ ବ୍ୟକ୍ତି ମାନଙ୍କର।

Google

ତେବେ ୨୦୨୧ ମସିହା ଜୁନକୁମ୍ଭ ରାଶି ଜାତ ବ୍ୟକ୍ତିମାନେ ବା ମହିଳା ଏବଂ ପୁରୁଷମାନଙ୍କର ସରକାରୀ କର୍ମଚାରୀ ମାନଙ୍କର ବିଶେଷ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସମାଧାନ ହୋଇ ସହକର୍ମୀଙ୍କ ଦ୍ୱାରା ବହୁତ ସୁବିଧା ସୁଯୋଗ ମଧ୍ୟ ପାଇବେ। ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା କଟି ଯାଇ ଶାନ୍ତିର ବାତାବରଣ ସୃଷ୍ଟି ହେବ। ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଆୟ ବୃଦ୍ଧି କରିପାରିବେ। ନୂତନ କର୍ମ ପ୍ରାପ୍ତିର ସୁଯୋଗ ମଧ୍ୟ ପାଇବେ। ଘୋରଇସଂସ୍ଥାରେ କର୍ମ କ୍ଷେତ୍ରରେ ନୂତନ ଦାୟିତ୍ୱ ନେଇ ଦୌଡ଼ିବାକୁ ପଡିପାରେ। ସହକର୍ମୀ ମାନେ ପରସ୍ପରକୁ ସାହାର୍ଯ୍ୟ ସହଯୋଗ କରି
ଗଠନ ମୂଳକ କାର୍ଯ୍ୟ ହାତକୁ ନେଇପାରନ୍ତି। ଦୂର ଯାତ୍ରାର ମଧ୍ୟ ସୁଯୋଗ ପାଇବେ। ଆୟ ଉପାର୍ଜନରେ ବୃଦ୍ଧି ହେବ। ସ୍ୱାସ୍ଥ୍ୟ ଗତ ସମସ୍ୟାର ଉନ୍ନତି ହେବା ସହ ଦାମ୍ଫତ୍ୟ ଜୀବନ ସୁଖମୟ ହେବ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦର ଅବସାନ ଘଟିବ।ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକସମର୍ଥନ ପାଇ ସଫଳ ହେବେ। ଶତୃମାନଙ୍କୁ ମଧ୍ୟ ମୁକାବିଲା କରିପାରିବେ।କଳା ସାହିତ୍ୟି ଚଳଚିତ୍ର ସଂଗୀତ ଆଦି କ୍ଷେତ୍ରରେ ମଧ୍ୟ ଉତ୍ସାହିତ ହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ଦେଖାଦେବା ଫଳର ଭାଇ ଭଉଣୀଙ୍କ ମଧ୍ୟରେ ମନ ମାଳିନୀ ମଧ୍ୟ ମେଣ୍ଟିଯିବ। ସନ୍ତାନ ମାନଙ୍କ ଭବିଷ୍ୟତ କଥା ଚିନ୍ତା କରି ପୁଞ୍ଜିଲଗାଣ ଧନ ଆଦାନ ପ୍ରଦାନରେ ବିଶେଷ ଲାଭବାନ ହେବେ। ସମସ୍ତ ପ୍ରକାର ବ୍ୟବସାୟରେ ମଧ୍ୟ ଉନ୍ନତି ହେବ। ବା ଲାଭବାନ ହୋଇପାରିବେ।ଆର୍ଥିକ କ୍ଷେତ୍ରରେ ଉନ୍ନତି ଶତ୍ରୁ ମାନଙ୍କୁ ପରାସ୍ତ କରିପାରିବେ। ଯେକୌଣସି କାମରେ ହାତ ଦେଲେ ସଫଳ ହେବେ। ବାଦ ବିବାଦ ମାଲିମକର୍ଦ୍ମାମା କ୍ରୀଡା ପ୍ରତିଦ୍ୱନ୍ଦିତା ପ୍ରତିଯୋଗିତା ପରୀକ୍ଷା ବା ସାକ୍ଷତକାରରେ ବିଶେଷ କୃତକାର୍ଯ୍ୟ ହେବେ।ତେବେ ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ବା ଅଶୁଭତ୍ୱକୁ ଖଣ୍ଡନ କରିବା ପାଇଁ ପ୍ରତ୍ୟକ ଦିନ ବୁଲା କୁକୁରକୁ କିଛି କିଛି ଖାଇବାକୁ ଦିଅନ୍ତୁ। ତାହେଲେ ଦେଖିବେ ମାସଟି ବହୁତ ଭଲରେ ଭଲରେ କଟିଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *