Excuse Me Odisha

ଯାହା କହିବୁ ସତ କହିବୁ

ଏହି ସମୟରେ ଆସୁଥିବା ଛିଙ୍କ ହୋଇଥାଏ ଶୁଭ, ମଣିଷ ଭିକାରୀରୁ ରାଜା ବନି ଯାଇଥାନ୍ତି।

ସେୟାର୍ କରନ୍ତୁ

ଛିଙ୍କକୁ ନେଇ ଅନେକ ପ୍ରକାରର ମାନ୍ୟତା ପ୍ରଚଳିତ ରହିଛି। ଅଧିକାଂଶ ସଠିକ ସମୟରେ ଛିଙ୍କ ଆସିବା ଅତ୍ୟନ୍ତ ଅଶୁଭ ମାନା ଯାଇଥାଏ। ଯେତେବେଳେ କେହି ଜଣେ ଛିଙ୍କି ଥାଏ, ଆମେ ଭାବିଥାଆନ୍ତି ଯେ ଏବେ କିଛି ଖରାପ ହୋଇଯିବ। କିନ୍ତୁ ଏଭଳି ସର୍ବଦା ହୁଏ ନାହିଁ। କିଛି ଖାସ୍ ମୌକାରେ ଛିଙ୍କ ଆସିବା ଶୁଭ ମାନା ଯାଇଥାଏ। ଏପରି ଭାବରେ ଆମେ ଆପଣଙ୍କୁ ଛିଙ୍କ ସହିତ ଜଡିତ ଶୁଭ ଓ ଅଶୁଭ ବିଷୟରେ ବିସ୍ତାରରେ କହିବାକୁ ଯାଉଛୁ।

ଏଭଳି ଛିଙ୍କ ଆସିବା ହୋଇଥାଏ ଅଶୁଭ –

୧/ ରୋଷେଇ ଘରେ ଛିଙ୍କ ଆସିବା ସମୟରେ ଯଦି ମହିଳାଙ୍କୁ ଛିଙ୍କ ଆସିଥାଏ, ତାହେଲେ ଏହା ଅଶୁଭ ମାନା ଯାଇଥାଏ। ମାନ୍ୟତା ରହିଛି କି ଏଭଳି ହେବା ଦ୍ବାରା ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥାଏ।

Google

୨/ ଯଦି ଆପଣ ଘରୁ ଆପଣ ବାହାରୁଛନ୍ତି ଏବଂ ସେହି ସମୟରେ ଆପଣ ବା ଅନ୍ୟ କେହି ଜଣେ ଛିଙ୍କି ଦେଲେ ଆପଣଙ୍କ ଯାତ୍ରା କଷ୍ଟଦାୟକ ହୋଇପାରେ। ଆପଣ ଯେଉଁ କାର୍ଯ୍ୟ ପାଇଁ ଯାଉଛନ୍ତି, ତାହା ଅସଫଳ ହୋଇପାରେ। ଏହି ସମୟରେ ଡାହାଣ ପାଖରେ ଛିଙ୍କ ଆସିଲେ ଆର୍ଥିକ କ୍ଷତି ହୋଇଥାଏ।

୩/ ଯଦି ଆପଣଙ୍କ ଘର ବାହାରେ ରାସ୍ତାରେ କୁକୁର ଛିଙ୍କି ଦେଲେ ବାଧା ଏବଂ ସଙ୍କଟ ଆସିବାର ଆଶଂକା ବଢ଼ି ଯାଇଥାଏ। ଯଦି କୁକୁର ଏକରୁ ଅଧିକଥର ଛିଙ୍କିଲେ ସବୁ ସମସ୍ୟା ଦୂର ହୋଇ କାଇଥାଏ।

୪/ ଯଦି ଆପଣ କୌଣସି ଶୁଭ କାର୍ଯ୍ୟ କରୁଛନ୍ତି ଏବଂ କେହି ଜଣେ ଛିଙ୍କି ଦେଲେ ଏହା ଅଶୁଭ ମାନା ଯାଇଥାଏ। ସାମ୍ନାରେ ଛିଙ୍କିଲେ ଲଢେଇ ଝ-ଗଡ଼ା ଦୂର ହୋଇ ଯାଇଥାଏ

Google

ଏହିପ୍ରକାର ଛିଙ୍କ ହୋଇଥାଏ ଶୁଭ –

୧/ ବୈଦିକ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ଶ୍ମଶାନ ତଥା କୌଣସି ଦୁର୍ଘଟଣା ସ୍ଥଳ ଉପରେ ଛିଙ୍କି ଦେଇଥାଏ ତେବେ ଏହା ଶୁଭ ମାନା ଯାଇଥାଏ।

୨/ ଯଦି ଆପଣଙ୍କୁ ଭୂକମ୍ପ, ମହାମାରୀ, ଦୁର୍ଭିକ୍ଷର ସୂଚନା ମିଳୁଛି ଏବଂ ଏହି ସମୟରେ ଯଦି କୌଣସି ଜୀବଜନ୍ତୁ ଛିଙ୍କି ଦେଉଛି ତାହେଲେ ଏହା ମଧ୍ୟ ଶୁଭ ମାନା ଯାଇଥାଏ। ଏହାର ଅର୍ଥ ଆପଣଙ୍କ ସହିତ ଯାହା ଅନିଷ୍ଟ ହେବାର ଥିଲା ତାହା ଟଳି ଯିବ।

୩/ ଯଦି ଆପଣ କୌଣସି ଶୁଭ କାର୍ଯ୍ୟ ପାଇଁ ଯାଉଛନ୍ତି ତାହେଲେ ଅଧା ଛିଙ୍କ ଦିଅନ୍ତୁ, ଆପଣଙ୍କୁ କାର୍ଯ୍ୟରେ ନିଶ୍ଚିତ ରୂପରେ ସଫଳତା ମିଳିବ। ଏଭଳି ଛିଙ୍କ ସେହି କଥାର ସୂଚନା ଦେଇଥାଏ ଆପଣଙ୍କ ପାଖରେ କେବେ ଧନର ହାନୀ ହେବ ନାହିଁ।

Google

୪/ ଯଦି ଆପଣ ଔଷଧ ସେବନ କରୁଛନ୍ତି ଏବଂ ଆପଣଙ୍କୁ ଜୋରରେ ଛିଙ୍କ ଆସିଛି ଏବଂ ଆପଣଙ୍କ ଔଷଧ ତଳେ ପଡ଼ିଥାଏ, ତାହେଲେ ଏହା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଏହାର ଅର୍ଥ ଆପଣଙ୍କୁ ଖୁବ୍ ଶୀଘ୍ର ସେହି ରୋଗରୁ ମୁକ୍ତି ମିଳିଯିବ।

୫/ ଛିଙ୍କ ଯଦି ଉଞ୍ଚା ରହିଛି ରହିଲେ ଏହା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଖାସ୍ କରି ବାମ ପାର୍ଶ୍ଵରୁ ଆସୁଥିବା ଛିଙ୍କକୁ ସୁଖ ସହିତ ଯୋଡ଼ି ଦେଖା ଯାଏ। ପଛରୁ ଆସୁଥିବା ଛିଙ୍କ ଦ୍ଵାରା ସୁଖ ପ୍ରାପ୍ତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *