Excuse Me Odisha

ଯାହା କହିବୁ ସତ କହିବୁ

ବ୍ୟକ୍ତି ଜଣକ ବିଷଧର ସାପ ସହିତ ଖେଳି, ତା ପରେ ତାକୁ ଲୁଙ୍ଗିରେ ଗୋଡେଇ ଏମିତି ଅବସ୍ଥା କଲା,ଭିଡିଓ ଦେଖିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ସେୟାର୍ କରନ୍ତୁ

କହିବାକୁ ଗଲେ ସାଧାରଣତଃ ସାପ ନାମ ଶୁଣିଲେ ଲୋକଙ୍କ ଅବସ୍ଥା ଖରାପ ହୋଇ ଯାଇଥାଏ। କିନ୍ତୁ ବ୍ୟକ୍ତି ସାପ ସହିତ ଏଭଳି ମଜା କରୁଥିଲା, ଯାହାକୁ ଦେଖି ଲୋକଙ୍କର ରୁମ ଟାଙ୍କୁରୀ ଉଠି ଥିଲା। ଆପଣ ଭିଡ଼ିଓରେ ଦେଖି ପାରୁଥିବେ କି କିପରି ସାପକୁ ହାତରେ ନେଇ ଖେଳ କରୁଛି। ଏହାପରେ ସାପକୁ ସେ ଲୁଙ୍ଗୀରେ ଗୋଡେଇ ଲୁଚାଇ ଦେଉଛି।

ଦୁନିଆରେ ଏଭଳି ଅନେକ ଲୋକ ରହିଛନ୍ତି, ଯେଉଁମାନଙ୍କୁ ପଶୁପକ୍ଷୀଙ୍କ ସହିତ ରହିବା ପାଇଁ ଏବଂ ସମୟ ଅତିବାହିତ କରିବା ପାଇଁ ଭଲ ଲାଗିଥାଏ। କିଛି ଲୋକ ତ ଭୟଙ୍କର ଜୀବଜନ୍ତୁଙ୍କ ସହିତ ଏଭଳି ଖେଳନ୍ତି ଯେପରି ତାଙ୍କ ପାଇଁ ସାମାନ୍ୟ କଥା ଅଟେ। ସୋସିଆଲ ମିଡିଆରେ ଏଭଳି ଭିଡିଓ ପ୍ରତ୍ୟେକଦିନ ଭାଇରାଲ ହୋଇଥାଏ। ଏକ ଏଭଳି ମାମଲା ଏହି ଦୁଇଟି ସୋସିଆଲ ମିଡିଆରେ ଛାଇ ରହିଛି,ଜଣେ ବ୍ୟକ୍ତି ବିଷଧର ସାପ ସହିତ ଏପରି ଖେଳୁଛି ତାକୁ ଭୟ ଲାଗୁ ନାହିଁ।

ସାଧାରଣତଃ କହିବାକୁ ଗଲେ ସାପର ନାମ ଶୁଣିଲେ ଲୋକଙ୍କର ଅବସ୍ଥା ଖରାପ ହୋଇ ଯାଇଥାଏ। କିନ୍ତୁ ଜଣେ ବ୍ୟକ୍ତି ସାପ ସହିତ ଖେଳୁଥିଲା, ଯାହାକୁ ଦେଖି ଲୋକଙ୍କର ଲୋମ ଟାଙ୍କୁରି ଉଠିଲା। ଆପଣ ଭିଡ଼ିଓରେ ଦେଖି ପାରୁଥିବେ କି କିପରି ସାପକୁ ହାତରେ ନେଇ ଖେଳ କରୁଛି। ଏହାପରେ ଅଚାନକ ସାପକୁ ସେ ଲୁଙ୍ଗୀରେ ଗୋଡେଇ ଲୁଚାଇ ଦେଉଛି। ଯେପରି ଏହା ସାପ ନୁହେଁ ଏକ ଦଉଡ଼ି। ସେଠାରେ ଉପସ୍ଥିତ ଥିବା ସବୁ ଲୋକ ଏହି ଦୃଶ୍ୟକୁ ଦେଖୁ ଥିଲେ। ଏହି ଭିଡିଓ ଦେଖନ୍ତୁ।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

ଟୁଇଟର ରେ ଏହି ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସର ଅଧିକାରୀ ସୁଶାନ୍ତ ନନ୍ଦ ଏହି ଭିଡ଼ିଓକୁ ସେୟାର କଲେ। ଭିଡିଓ କ୍ୟପ୍ସନରେ ଲେଖା ଯାଇଛି ‘ ଲୁଙ୍ଗିର ଅନେକ ଉପଯୋଗ ରହିଛି’ । ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେଉଛି। ଖବର ଅନୁସାରେ ଏହି ଭିଡିଓ କୁ ୮ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ଏହି ଭିଡ଼ିଓ ଉପରେ ଲୋକେ ଲଗାତାର କମେଣ୍ଟ କରୁଛନ୍ତି। ଆସନ୍ତୁ ଜାଣିବା ଏହି ଭିଡ଼ିଓରେ ଲୋକମାନଙ୍କର କଣ ମତ?

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *