Excuse Me Odisha

ଯାହା କହିବୁ ସତ କହିବୁ

ଯଦି କେବେ ଏହି ପରି ସ୍ୱପ୍ନ ଦେଖୁଛନ୍ତି ତାହେଲେ ଭୁଲରେ ବି କାହାକୁ କୁହନ୍ତୁ ନାହିଁ,ନହେଲେ ମିଳିବ ସ୍ୱପ୍ନର ଓଲଟା ଫଳ

ସେୟାର୍ କରନ୍ତୁ

ବନ୍ଧୁଗଣ ଏହି ୫ ଟି ସ୍ୱପ୍ନକୁ ସବୁଦିନ ପାଇଁ ଆପଣଙ୍କୁ ଗୁପ୍ତ ରଖିବା ଉଚିତ। ଏହି ୫ ଟି ସ୍ୱପ୍ନ କେବେବି କାହାରିକୁ କହିବାର ଭୁଲ କରନ୍ତୁ ନାହିଁ। ଏବେ ଆପଣଙ୍କୁ ଧନୀ ହେବାର ଦିନ ପାଖେଇ ଆସୁଛି। ୫ ଟି ସ୍ୱପ୍ନ ସବୁଦିନ ପାଇଁ ରାଜ ରଖିବା ଉଚିତ। ଯଦି ଆପଣଙ୍କୁ ଧନୀ ହେବାର ଅଛି। ବନ୍ଧୁଗଣ ଆମେ ସମସ୍ତେ ସ୍ୱପ୍ନ ଦେଖିଥାଉ। ଅଲଗା ଅଲଗା ସ୍ୱପ୍ନ ଦେଖିଥାଉ। ସ୍ୱପ୍ନ ଆମର ଜୀବନ ଆମର ବାସ୍ତବିକତା ସହ ଯୋଡି ହୋଇ ରହିଥାଏ।ରାତିରେ ଆମକୁ ବିଭିନ୍ନ ପ୍ରକାରର ଭୟଭୀତ କରିଲା ପରି କିମ୍ବା ଡର ଲାଗିଲା ଭଳି ସ୍ୱପ୍ନ ଆସିଥାଏ। ଯାହା ଆମେ ଅନୁମାନ କରିପାରି ନଥାଉ।କିନ୍ତୁ ଏହି ସ୍ୱପ୍ନ କିଛି ସଂକେତ ଆମକୁ ଦେଇଥାଏ। କିଛି ଇସାରା ଆମକୁ କରିଥାଏ। ଯାହାକୁ ବୁଝିବା ଆମକୁ ଆବଶ୍ୟକ ଅଟେ। ଶାସ୍ତ୍ରରେ କୁହାଯାଇଛି ଯେଉଁ ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ହୋଇଥାଏ ସେହି ବ୍ୟକ୍ତିକୁ ରାଜା ବନିବା ପାଇଁ କେହିବି ରୋକି ପାରିବେ ନାହିଁ। ଯଦି ଆପଣ ଚାହୁଁଛନ୍ତି ମା ଲକ୍ଷ୍ମୀ ସର୍ବଦା ପାଇଁ ଆପଣଙ୍କ ଘରେ ବାସ କରନ୍ତୁ ଆଉ ମା ଲକ୍ଷ୍ମୀଙ୍କୁ ଆପଣଙ୍କ ଘରକୁ ଡାକିବାକୁ ଚାହୁଁଛନ୍ତି ତାହେଲେ ସ୍ୱଚ୍ଛ ମନରେ ନିଷ୍ଠା ମନରେ ମାଙ୍କର ଜୟକାର ନିଶ୍ଚିତ କରନ୍ତୁ।

ବନ୍ଧୁଗଣ ସ୍ୱପ୍ନର ଦୁନିଆକୁ ଅତି ସୁନ୍ଦର ଦୁନିଆ ମାନାଯାଇଛି।ଆଉ ଭୟଙ୍କର ଦୁନିଆବି ମାନାଯାଇଛି। ଏହା ସହିତ କିଛି ସ୍ୱପ୍ନ ଏମିତି ହୋଇଥାଏ ଯାହା ସବୁ ଆପଣ ଅନ୍ୟ ସହିତ ସେୟାର କରିପାରିବେ ନାହିଁ।କାହାକୁ କହି ପାରିବେ ନାହିଁ। ଏହି ପୋଷ୍ଟରେ ଆପଣଙ୍କୁ ଯେଉଁ ସ୍ୱପ୍ନ ବିଷୟରେ କହିବାକୁ ଯାଉଛୁ ସେସବୁ ସ୍ୱପ୍ନ ଭଲରେ ବି କାହା ସହିତ ସେୟାର କରନ୍ତୁ ନାହିଁ। ଯଦି ଆପଣ ଏହି ଭୁଲ କରୁଛନ୍ତି ତାହେଲେ ଆପଣଙ୍କୁ ଫଳର ପ୍ରାପ୍ତ ହେବ ନାହିଁ। ଆଉ କୋଟିପତି ବନିବା ପୂର୍ବରୁ ଆପଣଙ୍କର ସ୍ୱପ୍ନ ଭାଙ୍ଗିଯିବ।ଏଥିପାଇଁ ବହୁତ ଜରୁରୀ ଅଟେ କେବେବି କାହାକୁ ଏହି ସ୍ୱପ୍ନ କୁହନ୍ତୁ ନାହିଁ। ସବୁବେଳେ ଆପଣଙ୍କୁ ଗୁପ୍ତ ରଖିବା ଦରକାର। ତେବେ ଆସନ୍ତୁ ଜାଣିବା ସେହିସବୁ ସ୍ୱପ୍ନ ଗୁଡିକ ବିଷୟରେ।

Google

ପ୍ରଥମ ସ୍ୱପ୍ନ ହେଲା ସ୍ୱୟଂ ଭଗବାନଙ୍କୁ ସ୍ୱପ୍ନରେ ଦେଖିବା। ଆମେ ସବୁବେଳେ ଦେଖୁଛୁ କି ଅନେକ ଲୋକ ସ୍ୱପ୍ନରେ ଭଗବାନଙ୍କୁ ଦେଖିଥାନ୍ତି।ସେମାନେ ସ୍ୱପ୍ନକୁ ଗୁପ୍ତ ରଖନ୍ତି ନାହିଁ। ସେମାନେ ଧୀରେ ଧୀରେ କରି ସାଙ୍ଗସାଥି ଘର ପରିବାର ସବୁ ସଦସ୍ୟଙ୍କୁ କହି ଦିଅନ୍ତି। କାରଣ ସେମାନଙ୍କୁ ଏତେ ପରିମାଣରେ ଖୁସି ହୋଇଥାଏ। ସେଥିପାଇଁ ସମସ୍ତଙ୍କ ସହ ଏହି କଥାକୁ ସେୟାର କରିଦିଅନ୍ତି। କିନ୍ତୁ ଏହା ଆପଣଙ୍କ ପାଇଁ ଅଶୁଭ ହୋଇପାରେ। ଶାସ୍ତ୍ର ଅନୁସାରେ ଦିବ୍ୟଶକ୍ତି ସେହି ସବୁ ସ୍ୱପ୍ନରେ ଆସିଥାଏ। ଯେଉଁମାନେ ଇଶ୍ଵରଙ୍କର ପ୍ରିୟ ହୋଇଥାନ୍ତି ଯେଉଁ ମାନଙ୍କର ହୃଦୟ କୋମଳ ହୋଇଥାଏ। ଯେଉଁମାନେ ଜୀବନରେ ଧନୀ ହେବାକୁ ଯାଉଛନ୍ତି ଆପଣ ଥରେ ଭାବୁନ୍ତୁ ଭଗବାନ ଆପଣଙ୍କୁ ଦର୍ଶନ ଦେବାକୁ ଚାହୁଁଛନ୍ତି। ଏଥିପାଇଁ ଆପଣଙ୍କ ସ୍ୱପ୍ନରେ ଆସିଥିଲେ। ସେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି ନାହିଁ ତ ଏମିତିରେ ଯଦି ଆପଣ ଏହି କଥା ସମସ୍ତଙ୍କୁ କହିବେ ତ ଏହା ଭଗବାନଙ୍କ ଇଛାର ଅନାଦର ହେବ।ଦୈବଶକ୍ତି ଭଗବାନ କେବେବି ଆପଣଙ୍କ ସ୍ୱପ୍ନରେ ଆସନ୍ତି ତ ଏହି କଥାକୁ ସବୁବେଳେ ଗୁପ୍ତ ରଖନ୍ତୁ। ଭୁଲରେ ବି ମଧ୍ୟ କାହା ସହ ସେୟାର କରନ୍ତୁ ନାହିଁ। ନଚେତ ଏହାର ପରିଣାମ ଓଲଟା ପଡିପାରେ। ଏହି ସ୍ୱପ୍ନ ଧନବାନ ବନିବାର ସଂକେତ ଅଟେ। ଭଗବାନ ଏଥିପାଇଁ ଆପଣଙ୍କୁ ଦର୍ଶନ ଦେଲେ। କଣ ପାଇଁ ନା ସେ ଆପଣଙ୍କୁ ବହୁତ ଅଧିକ ଖୁସି ଦେଖିବାକୁ ଚାହାନ୍ତି। କାରଣ ଆପଣ ବହୁତ ଭଲ ବ୍ୟକ୍ତି ଅଟନ୍ତି। ସେଥିପାଇଁ ଏହାର ଅନାଦର କରନ୍ତୁ ନାହିଁ।

ଦ୍ୱିତୀୟ କଥା। ସ୍ୱପ୍ନରେ ତୀର୍ଥସ୍ଥଳ ଦେଖିବା। ଯେବେ କେଉଁ ବ୍ୟକ୍ତି ନିଜ ସ୍ୱପ୍ନରେ ତୀର୍ଥସ୍ଥଳ ଦେଖେ ତ ସେ ବହୁତ ଖୁସି ହୋଇଯାଏ। ଆଉ ଅନ୍ୟକୁ କହିଦିଏ। ଯେବେ ମଣିଷ ବହୁତ ଅଧିକ ସକରାତ୍ମକ ଉର୍ଜାରେ ଘେରି ହୋଇ ରହିଥାଏ ତ ତାକୁ ଏହିଭଳି ସ୍ୱପ୍ନ ଆସିଥାଏ। ସେଥିପାଇଁ ଆପଣଙ୍କୁ ଏହି ସ୍ୱପ୍ନ କାହା ସହ ବି ସେୟାର କରିବା ଭଲ ନୁହେଁ।ସ୍ୱପ୍ନରେ ତୀର୍ଥସ୍ଥଳ ଦେଖିବା ଆପଣଙ୍କ ମନକାମନା ପୁର୍ଣ ହେବାର ଇସାରା ଦେଇଥାଏ। ଏବେ ଆପଣ ଜଲଦି ହିଁ ଧନବାନ ହେବେ। ଏହା ବ୍ୟତୀତ ସ୍ୱପ୍ନରେ ହରାଭରା କ୍ଷେତ ଘାସ ଦେଖାଯାଏ ତ ଆପଣଙ୍କୁ ଏହିଭଳି ସ୍ୱପ୍ନବି ଆପଣ କାହା ସହ ସେୟାର କରନ୍ତୁ ନାହିଁ। କାରଣ ଏହି ସ୍ୱପ୍ନର ଅର୍ଥ ହେଲା ଆପଣଙ୍କ ବ୍ୟାପାରରେ ଉନ୍ନତି ଏବଂ ଚାକିରୀ ମିଳିବାର ସଂକେତ ଦେଇଥାଏ। ଆପଣଙ୍କ ଖୁସିରେ ନଜର ଲାଗିପାରେ। କେଉଁଠୁ ହଠାତ ଅନେକ ଖୁସି ଆସିବାର ଇସାରା କରିଥାଏ। ଏମିତି ସ୍ୱପ୍ନ ଦେଖିଲେ କୁହାଯାଏ ଧନର ଦେବୀ ମା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଛନ୍ତି। ଏହା ସହିତ ଆପଣଙ୍କୁ କିଛି ଶୁଭ ସମାଚାର ମିଳିବାର ଯୋଗ ବନୁଛି। ସେଥିପାଇଁ ଏହି ସ୍ୱପ୍ନ ଅପଣଙ୍କୁ ସର୍ବଦା ଗୁପ୍ତ ରଖିବା ଉଚିତ।

Google

ଗଙ୍ଗା ନଦୀରେ ବହି ଯାଉଥିବା ପାଣି। ଯେତେବେଳେ ଆପଣଙ୍କୁ ଏହିଭଳି ସ୍ୱପ୍ନ ଆସେ ତେବେ ଆପଣଙ୍କୁ ବହୁତ ଖୁସି ହୋଇଯିବା ଉଚିତ। ଏମିତିରେ ଆପଣଙ୍କୁ ବୁଝିଯିବା ଉଚିତ କି ଆପଣଙ୍କ ଘରକୁ ଖୁସି ଆସିବାକୁ ଯାଉଛି। ଏମିତିରେ ଏହି ସ୍ୱପ୍ନ ବିଷୟରେ ଆପଣ ଅନ୍ୟ କାହାକୁ କିଛି କହିବା ଉଚିତ ନୁହେଁ। ଏମିତି ସ୍ୱପ୍ନ ଯେଉଁ ବ୍ୟକ୍ତିକୁ ଆସିଥାଏ ସେହି ସ୍ୱପ୍ନ ତାର ପାପର ବିନାଶ କରିଥାଏ। ଏହା ସହିତ କୁହାଯାଇଥାଏ ଆପଣ ଜଣେ ପବିତ୍ର ବ୍ୟକ୍ତି ଅଟନ୍ତି। ଆପଣଙ୍କୁ ଧନର ପ୍ରାପ୍ତି ହେବାକୁ ଯାଉଛି।

ବନ୍ଧୁଗଣ ସ୍ୱପ୍ନରେ ଯଦି ଆପଣଙ୍କ ବାପା କିମ୍ବା ମା ଆପଣଙ୍କୁ ପାଣି ପିଆଇବାର ଦେଖନ୍ତି ତାହେଲେ ବୁଝି ଯାନ୍ତୁ ବହୁତ ଜଲଦି ଆପଣ ସକ୍ସେସ ହେବାକୁ ଯାଉଛନ୍ତି। ତା ସହିତ ବାପା ମା ସ୍ୱପ୍ନରେ ଆସିବା ଇଶ୍ୱରଙ୍କର ଆଶୀର୍ବାଦର ସଂକେତ ଅଟେ। ଏମିତି ବ୍ୟକ୍ତିର ଯାହାବି ପରିସ୍ଥିତି ହେଉ ସେ ନିଶ୍ଚୟ ସକ୍ସେସ ହୋଇଥାଏ।

ଉଚପର୍ବତରୁ ଝରୁଥିବା ପାଣି ଆପଣ ଆପଣଙ୍କ ସ୍ୱପ୍ନରେ ପିଇବାର ଦେଖନ୍ତି ତାହେଲେ ଏହା ଅତି ଶୁଭ ଦାୟକ ହୋଇଥାଏ। ଏବଂ ଆପଣ ଧନୀ ନିଶ୍ଚୟ ହୋଇଯିବେ।

Google

ବନ୍ଧୁଗଣ ଏବେ ଯାହା କିଛି ଜଣେଇବାକୁ ଯାଉଛୁ ଏମିତି ସ୍ୱପ୍ନ ଖାଲି ଭାଗ୍ୟଶାଳୀ ଲୋକଙ୍କୁ ଦେଖା ଦେଇଥାଏ। ଏହି ସ୍ୱପ୍ନ ସମସ୍ତଙ୍କୁ ଦେଖା ଦେଇନଥାଏ। ବହୁତ କମ ଲୋକ ଏହି ସ୍ୱପ୍ନକୁ ଦେଖିଥାନ୍ତି।

ଯେବେ କୌଣସି ବ୍ୟକ୍ତି ସ୍ୱପ୍ନରେ ସ୍ୱୟଂ ମା ଲକ୍ଷ୍ମୀଙ୍କୁ ଦେଖିଥାନ୍ତି ସେମାନଙ୍କ ଭାଗ୍ୟରେ ବହୁତ ବଡ଼ ପରିବର୍ତ୍ତନ ଆସିବାର ସଂକେତ ଥାଏ। ସେମାନଙ୍କର ଭାଗ୍ୟ ଚମକିବାର ସଂକେତ ଥାଏ। ବନ୍ଧୁଗଣ ଏମିତିରେ ଆପଣଙ୍କୁ ଚୁପ ରହିଯିବା ହିଁ ଭଲ ହୋଇଥାଏ। ଏମିତି ସ୍ୱପ୍ନ ଭୁଲରେ ବି କାହାକୁ ବି କୁହନ୍ତୁ ନାହିଁ। କାରଣ ଆପଣଙ୍କର ଖରାପ ଦିନର ଅନ୍ତ ହେବାକୁ ଯାଉଛି। ଏମିତିରେ ଆପଣ କେବେବି କୌଣସି ଦିନବି ଧନୀ ହୋଇପାରନ୍ତି। ଏଥିପାଇଁ ଧ୍ୟାନ ରଖିଥିବେ ଏହି ସ୍ୱପ୍ନ କେବେବି କାହା ସହିତ ସେୟାର କରନ୍ତୁ ନାହିଁ। ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବା କାରଣରୁ ଆପଣଙ୍କୁ ସ୍ୱପ୍ନରେ ଦର୍ଶନ ଦେଇଛନ୍ତି। ଆପଣଙ୍କ ଘରେ ସର୍ବଦା ବାସ କରିବାକୁ ଯାଉଛନ୍ତି। ଏମିତିରେ ଭଲ ଏହା ଅଟେ ଆପଣଙ୍କୁ ଏହି ସ୍ୱପ୍ନ ଅନ୍ୟ କାହା ସହ ସେୟାର କରିବା ଉଚିତ ନୁହେଁ। ଭାଗ୍ୟରେ ଧନ ପ୍ରାପ୍ତି କରିବାକୁ ଚାହୁଁଥିଲେ ଏହାକୁ ଗୁପ୍ତ ହିଁ ରଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *