Excuse Me Odisha

ଯାହା କହିବୁ ସତ କହିବୁ

ମହାସତ୍ୟ : ରାବଣ କହିଛନ୍ତି ସ୍ତ୍ରୀଙ୍କ ବିଷୟରେ ଏହି ୩ଟି କଥା ଯାହା ଅଭଦ୍ର ଅଟେ କିନ୍ତୁ ସତ୍ୟ ଅଟେ |

ସେୟାର୍ କରନ୍ତୁ

ବନ୍ଧୁଗଣ ରାବଣ କହିଥିଲା କି ନାରୀ ମାନଙ୍କ ବିଷୟରେ କିଛି ଏମିତି ନାରୀ ମାନଙ୍କ ଠାରୁ ଦୁରେଇ ଯାନ୍ତୁ ତାହା ଭଲ ହେବ। ଆହୁରି ବି କେତେ କଥା ରାବଣ କହିଛି। ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ରାବଣର ଏହି କଥାକୁ ଜାଣିଲା ପରେ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ। ବନ୍ଧୁଗଣ ରାବଣ ରାମାୟଣର ଏକ ପ୍ରମୁଖ ଚରିତ୍ର ଅଟେ। ରାବଣ ଲଙ୍କାର ରାଜା ଥିଲେ। ନିଜକୁ ୧୦ ଟି ନାମ ଥିବା ନାମରେ ମଧ୍ୟ ପରିଚିତ କରାଇଥିଲେ। ଶାସ୍ତ୍ରରେ କୁହାଯାଇଛି ରାବଣ ଜଣେ ମହାନ ପଣ୍ଡିତ ଥିଲେ। ତା ସହିତ ସେ ମହା ଜ୍ଞାନୀ ମଧ୍ୟ ଥିଲେ। ଯାହାକୁ ପ୍ରତ୍ୟକ କଥା ଜଣାଥିଲା। ରାବଣ ଏତେ ଜ୍ଞାନୀ ଥିଲେ ଯେ ଆରମ୍ଭରୁ ହିଁ ଜଣା ପଡିଯାଉଥିଲା କି ଆଗକୁ କଣ ହେବାର ଅଛି। ଯାହାର କାରଣରୁ ରାବଣର ପ୍ରଶଂସା ମଧ୍ୟ କରାଯାଉଥିଲା। ବାନ୍ଧିଗଣ ରାବଣ ଜଣେ ରାକ୍ଷସ ତ ଥିଲେ କିନ୍ତୁ ସେ ମା ସୀତାଙ୍କର ଅପହରଣ ନିଜ ସୀମା ଭିତରେ ରହିକି କରିଥିଲେ। ନିଜର ଛାଇକୁ ବି ମାତା ସୀତାଙ୍କ ଉପରେ ପଡ଼ିବାକୁ ଦେଇନଥିଲେ। କିନ୍ତୁ ରାବଣର ଏହା ଭୁଲ ଥିଲା କି ରାବଣକୁ ନିଜେ ଆମର ହେବା ଏବଂ ସୁନାର ଲଙ୍କା ଉପରେ ଏତେ ଗର୍ବ ହେବାକୁ ଲାଗିଥିଲା କି ସେ ନିଜର ହିଁ ନିଜର ସର୍ବନାଶ କରିବାକୁ ଲାଗିଲେ।କିନ୍ତୁ ରାବଣ ସ୍ତ୍ରୀ ଲୋକମାନଙ୍କ ବିଷୟରେ ଏମିତି ୪ ଟି କଥା କହିଛନ୍ତି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନାରୀଙ୍କ ବିଷୟରେ ସେହି ୪ ଟି କଥା ଜାଣିବାକୁ ବହୁତ ଆବଶ୍ୟକ ଅଟେ। ତ ରାବଣର ଏହି ୪ ଟି କଥା ଆସନ୍ତୁ ଜାଣିବା।

ସ୍ତ୍ରୀର ଲୋଭ। ବନ୍ଧୁଗଣ ରାବଣ ପ୍ରା-ଣ ତ୍ୟା-ଗ କରିବା ପୂର୍ବରୁ ସ୍ତ୍ରୀ ଲୋକମାନଙ୍କ ବିଷୟରେ ଏହା କହିଥିଲେ କି ସ୍ତ୍ରୀ ଲୋକମାନେ ବହୁତ ସ୍ୱାର୍ଥ ପର ଅଟନ୍ତି।

ଏବେ ଆସନ୍ତୁ ଜାଣିବା ରାବଣ ମଧ୍ୟ ମହିଳାମାନଙ୍କ ବିଷୟରେ ଠିକ ଏପରି କଥା କହିଛନ୍ତି ଯାହା ଖରାପ ଅଟେ କିନ୍ତୁ ପୁରା ସତ୍ୟ ଅଟେ।ଆସନ୍ତୁ ସେହି କଥା ଉପରେ ମଧ୍ୟ ନଜର ପକାଇବା।

Google

ବନ୍ଧୁଗଣ ରାବଣ ମହିଳାଙ୍କ ବିଷୟରେ ଏମିତି ୪ ଟି ସତ କହିଛନ୍ତି ଯାହା ଜାଣିଲା ପରେ ଆପଣ ଭାବିବେ ଯେ ରାବଣ ସତରେ ବହୁତ ବଡ଼ ଜ୍ଞାନୀ ଥିଲେ। ରାବଣ କହିଥିଲେ କି ଏମିତି ମହିଳା ଠାରୁ ଯେତେ ଜଲଦି ହେବ ଦୁରେଇ ଯାଅନ୍ତୁ ତାହା ଭଲ ହେବ।ଆହୁରିବି କେତେ କଥା ରାବଣ କହିଥିଲେ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବନ୍ଧୁଗଣ ରାବଣ ରାମାୟଣର ଏକ ପ୍ରମୁଖ ଚରିତ୍ର ଅଟେ। ରାବଣ ଲଙ୍କାର ରାଜା ଥିଲେ। ସେ ନିଜକୁ ୧୦ ଟି ନାମ ଥିବା ନାମରେ ପରିଚିତ ଥିଲେ। ଶାସ୍ତ୍ରରେ କୁହାଯାଏ ଯେ ରାବଣ ଜଣେ ମହା ପଣ୍ଡିତ ଥିଲେ। ତା ସହିତ ସେ ମହା ଜ୍ଞାନୀ ମଧ୍ୟ ଥିଲେ। ଯାହାକୁ ପ୍ରତ୍ୟକ କଥାର ଜ୍ଞାନ ଥିଲା। ରାବଣ ଏତେ ଜ୍ଞାନୀ ଥିଲେ ଯେ ଆରମ୍ଭରୁ ହିଁ ଜଣା ପଡିଯାଉଥିଲା କି ଆଗକୁ କଣ ହେବାର ଅଛି। ଯାହାର କାରଣରୁ ରାବଣର ବହୁତ ପ୍ରଶଂସା କରାଯାଉଥିଲା। ବନ୍ଧୁଗଣ ରାବଣ ଜଣେ ରାକ୍ଷସ ଥିଲେ। କିନ୍ତୁ ସେ ମାତା ସୀତାଙ୍କର ଅପହରଣ ନିଜ ସୀମା ଭିତରେ ହିଁ ରହି କରିଥିଲେ।ନିଜ ଛାଇ ବି ମାତା ସୀତାଙ୍କ ଉପରେ ପଡ଼ିବାକୁ ଦେଇନଥିଲେ। କିନ୍ତୁ ରାବଣର ଏହା ଭୁଲ ଥିଲା କି ରାବଣକୁ ନିଜେ ଅମର ହେବା ଏବଂ ସୁନାର ଲଙ୍କା ଉପରେ ନିଜର ଗର୍ବ ଏତେ ହେବାକୁ ଲାଗିଲା ଯେ ସେ ନିଜର ହିଁ ନିଜେ ସର୍ବନାଶ କରିବାକୁ ଲାଗିଲେ। କିନ୍ତୁ ରାବଣ ସ୍ତ୍ରୀ ଲୋକମାନଙ୍କ ବିଷୟରେ ଏମିତି ୪ ଟି କଥା କହିଛନ୍ତି ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନାରୀଙ୍କ ବିଷୟରେ ୪ ଟି କଥା ଜାଣିବା ପାଇଁ ଆପଣଙ୍କୁ ବହୁତ ଆବଶ୍ୟକ ଅଟେ। ତ ରାବଣର ଏହି କଥା ଉପରେ ଆସନ୍ତୁ ଜାଣିବା।

ସ୍ତ୍ରୀର ଲୋଭ। ରାବଣ ପ୍ରାଣ ତ୍ୟାଗ କରିବା ପୂର୍ବରୁ ସ୍ତ୍ରୀ ଲୋକମାନଙ୍କ ବିଷୟରେ ଏହା କହିଥିଲେ ଯେ ସ୍ତ୍ରୀ ଲୋକମାନେ ବହୁତ ସ୍ୱାର୍ଥପର ଅଟନ୍ତି। ନିଜର ସ୍ୱାର୍ଥ ହାସଲ କରିବା ପାଇଁ ବହୁତ ତଳକୁ ବି ଖସି ଯାଇପରନ୍ତି। ତ ସେଥିରେ ଆପଣଙ୍କୁ ଧକା ବି ଦେବାକୁବି ହେଉ କିମ୍ବା କାହାକୁ ରାସ୍ତାରୁ ହଟାଇ ଦେବାକୁ ହେଉ ବା କାହାକୁ ଆପଣେଇବାକୁ ପଡିଲେ ତାହାବି ସ୍ତ୍ରୀ ଲୋକମାନେ କରିଦେବେ। ଏମିତି ନାରୀମାନେ ନିଜର ଲୋଭରେ କିଛିବି କରିପରନ୍ତି। ନାରୀମାନେ କୌଣସି ବି ଲୋକରେ ବହୁତ ଶୀଘ୍ର ପହଞ୍ଚି ଯାଇପାରନ୍ତି। ଆପଣଙ୍କୁ ବି ଫସେଇଦେଇ ପାରନ୍ତି। ତ ଆପଣ ଏବେ ଜାଣି ପାରୁଥିବେ କି ନାରୀ ମାନଙ୍କ ବିଷୟରେ ଏହି କଥା କେତେ ଦୂର ସତ୍ୟ ଅଟେ ବା କେତେ ପର୍ଯ୍ୟନ୍ତ ମିଥ୍ୟା ଅଟେ।

Google

ରାବଣ ଏହାବି କହିଥିଲେ କି ସ୍ତ୍ରୀ ଲୋକମାନେ କୌଣସିବି କଥାରେ ବହୁତ ଜଲଦି ଓଲଟି ଯାଇଥାନ୍ତି ଏମିତିରେ ତ ଏମାନେ କେବେବି ସତ କୁହନ୍ତି ନାହିଁ।ଏହାର କାରଣ ଅଟେ କି ସ୍ତ୍ରୀ ମାନଙ୍କ ଉପରେ ବହୁତ ଭାବି ଚିନ୍ତି ଖର୍ଚ୍ଚ କରିବା ଉଚିତ ଅଟେ। ଏମିତିରେ ତ ସ୍ତ୍ରୀ ଲୋକମାନେ ୟା କଥା ନେଇ ତା ଅଗରେ ତା କଥା ନେଇ ୟା ଆଗରେ କହିବା ଏମିତି କାମ ଏମନେ ଅଧିକ କରିଥାନ୍ତି। ଓ ଏମିତି ପ୍ରକାରରେ କରି ନାରୀମାନେ ତାଙ୍କ ମଝିରେ ଲଢେଇ ଝଗଡା ମଧ୍ୟ କରିଥାନ୍ତି। ତ ଏମିତିରେ ଏମାନେ ପୋଲିସ ଓ କୋର୍ଟ କେଶ ମଧ୍ୟ କରି ଦେଇପାରନ୍ତି। ଏବେ ହିଁ ଆପଣଙ୍କ ଦୈନିକ ଜୀବନରେ ଆପଣଙ୍କ କଥା ଜାଣି ପାରୁଥିବେ କି ରାବଣ ଦ୍ୱାରା କୁହାଯାଇଥିବା ଏହି କଥା ଆପଣ ସତ୍ୟ ମାନନ୍ତି ନାଁ ନାହିଁ।

ରାବଣ ନିଜର ପ୍ରାଣ ତ୍ୟାଗ କରିବା ପୂର୍ବରୁ ଏହା ମଧ୍ୟ କହିଥିଲେ କି ନାରୀମାନଙ୍କ ପେଟରେ କୌଣସି ବି କଥା ରାଜ ଲୁଚିକି ରହିପାରେ ନାହିଁ। ଏମିତିକି ଆପଣଙ୍କର କେତେ ନିଜର ହୋଇଥାଉ। ସେମାନେ ଆପଣଙ୍କର ରହସ୍ୟ ଦିନେନା ଦିନେ ଖୋଲା କରିଦେବ। ଏମିତିରେ ସ୍ତ୍ରୀମାନେ ଗୁପ୍ତ ରାଜ କଥାକୁ ବହୁତ ଜଲଦି ହିଁ ନିଆଁ ପରି ଖେଳେଇ ଦେଇଥାନ୍ତି। ଏହି କାରଣରୁ କେବେବି କୌଣସି ସ୍ତ୍ରୀଙ୍କୁ ନିଜର ଗୁପ୍ତ ରାଜ କହିବା ଜରୁରୀ ହୋଇନଥାଏ। ଯଦି ଏମିତି କରାଯାଏ ତ ସ୍ତ୍ରୀ ମାନେ ଆପଣଙ୍କ ପାଇଁ ଖରାପ ବନି ଯାଇପାରନ୍ତି। ଏବଂ ଏହି କଥା ବିଲକୁଲ ସତ୍ୟ ଅଟେ।

Google

ସ୍ତ୍ରୀ ଲୋକମାନେ ସେମାନେ କାହାର କଥାରେ ବହୁତ ଶୀଘ୍ର ଆସିଯାଇ ଥାନ୍ତି ଓ କାହାର ବି ଜାଲରେ ବହୁତ ଜଲଦି ଫସି ଯାଇପରନ୍ତି। ତେଣିକି ସେ କେଉଁ ପୁରୁଷ ହେଉ କିମ୍ବା ସ୍ତ୍ରୀ ହେଉ। ଏମିତି ସ୍ତ୍ରୀ ମାନେ ପର ଲୋକଙ୍କ କଥାରେ ଆସି ନିଜ ଘରର ବିନାଶ କରିବାକୁ ଲାଗି ଯାଇଥାନ୍ତି। ପରଙ୍କ କଥାରେ ବିଶ୍ୱାସ କରି ପରଙ୍କ କଥାରେ ଆସିକି ସେମାନେ ଶେଷରେ ନିଜର ସଂସାରକୁ ହିଁ ବିନାଶ କରିଦେଇଥାନ୍ତି। ଯେବେ ସେମାନେ ରାଗି ଯାଆନ୍ତି ତ ସାମ୍ନା ବାଲାଙ୍କୁ ସେମାନେ କେବେବି ଛାଡ଼ନ୍ତି ନାହିଁ। ତେଣିକି ସେ ତାର ସ୍ୱାମୀ ହୋଇଥାଉନା କାହିଁକି। ଆଉ କିଛି ମହିଳା ମାନେ ମଧ୍ୟ ଅଛନ୍ତି ଯିଏ ଏମାନଙ୍କର ଠିକ ବିପରୀତ ହୋଇଥାନ୍ତି। ଯେଉଁମାନେ ଅନ୍ୟ କାହାର ଟିକେ ଟିକେ କଥା ଶୁଣି କାନ୍ଦି ପକାଇଥାନ୍ତି। ଏମାନଙ୍କ ଭିତରେ ବହୁତ ସହନଶୀଳତା ଗୁଣ ଲୁଚି ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *