Excuse Me Odisha

ଯାହା କହିବୁ ସତ କହିବୁ

ଉଞ୍ଚା ସେଣ୍ଡେଲ ପିନ୍ଧୁଥିବା ଝିଅମାନେ ଧ୍ୟାନ ଦିଅନ୍ତୁ, ଆପଣ ଏହି ଚାରିଟି ଗମ୍ଭୀର ବେମାରୀ ହେବାର ରହିଛି ସମ୍ଭାବନା।

ସେୟାର୍ କରନ୍ତୁ

ଆଜିକାଲି ଝିଅମାନଙ୍କୁ ଫେସନ ପାଇଁ ହାଇ ହିଲ ପିନ୍ଧିବାକୁ ପସନ୍ଦ ଆସୁଛି। କହିବାକୁ ଗଲେ ଏହାକୁ ପିନ୍ଧିବା ଦ୍ଵାରା ଆହୁରି ସୁନ୍ଦର ଦେଖା ଯାଉଛନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି ହାଇ ହିଲ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କିପରି ନକାରାତ୍ମକ ପ୍ରଭାବ ପକାଇ ଥାଏ। ସୁନ୍ଦର ଦେଖାଯିବା ଅର୍ଥ ଏହା ନୁହେଁ ଆପଣ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ ନାହିଁ। ଆପଣଙ୍କୁ ସେହି ଜିନିଷ ବ୍ୟବହାର କରିବା ଆବଶ୍ୟକ ଯେଉଁଥିରେ ଆପଣ ଆରାମଦାୟକ ଅନୁଭବ କରିବେ।

ବହୁତ କମ୍ ଝିଅମାନେ ଜାଣିଛନ୍ତି କି ଅଧିକ ହାଇ ହିଲ ପିନ୍ଧିବା ଦ୍ଵାରା ଶରୀରରେ ଅନେକ ବେମାରୀ ଦେଖା ଦେଇଥାଏ। ଏଭଳି ସ୍ଥଳେ ଆମେ ଆପଣଙ୍କୁ ହାଇ ହିଲ ପିନ୍ଧିବା ଦ୍ଵାରା କଣ ସବୁ ରୋଗ ହୋଇଥାଏ, ତାହା ବିସ୍ତାରରେ କହିବାକୁ ଯାଉଛୁ।

Google

୧/ ହାଇ ହିଲ ପିନ୍ଧିବା ଦ୍ଵାରା ଆପଣଙ୍କ ପିଠି ଓ ଅଣ୍ଟା ବ୍ୟଥା ସମସ୍ୟା ଦେଖା ଦେଇଥାଏ। ଏହାକୁ ପିନ୍ଧିବା ପରେ ବେଲେନ୍ସ ବନେଇବା ପାଇଁ ସ-ଙ୍ଘ-ର୍ଷ କରିବାକୁ ପଡ଼ିବ। ଏହାଦ୍ବାରା ମାଂ-ସପେ-ଶୀରେ ସମସ୍ୟା ଦେଖିବାକୁ ମିଳିଥାଏ। ଏହାସହିତ ଆଣ୍ଠୁ, ଗଣ୍ଠି, ହାଡ଼ ଉପରେ ଅଧିକ ଚାପ ପଡ଼ିଥାଏ। ଏହା ଭବିଷ୍ୟତରେ ଆପଣଙ୍କୁ ସ୍ପାଇନ, ସର୍ବାଇକଲ ସମ୍ବନ୍ଧିତ ସମସ୍ୟା ହେବାର ଦେଖା ହେବାର ସମ୍ଭାବନା ରହିଛି।

୨/ ଯେତେବେଳେ ଆପଣ ହାଇ ହିଲ ପିନ୍ଧିଥାନ୍ତି, ସେତେବେଳେ ଆପଣ ସାମାନ୍ୟ ସେପ ରେ ରହି ନଥାଏ। ଏହା ତେଢା ହୋଇ ଯାଇଥାଏ। ଏହାଦ୍ଵାରା ଆପଣଙ୍କ ଶରୀରର ସମ୍ପୂର୍ଣ୍ଣ ଚାପ ଆପଣଙ୍କ ପାଦର ମାଂ-ସପେ-ଶୀ ଉପରେ ପଡ଼ିଥାଏ, ଏଥିପାଇଁ ମାଂ-ସପେ-ଶୀରେ କଷ୍ଟ ଅନୁଭବ ହୋଇଥାଏ। ଏଥିପାଇଁ ଅଧିକ ସମୟ ପର୍ଯ୍ୟନ୍ତ ହାଇ ହିଲ ପିନ୍ଧନ୍ତୁ ନାହିଁ।

୩/ ଯେତେବେଳେ ଆମେ ଅଧିକ ସମୟ ପର୍ଯ୍ୟନ୍ତ ହାଇ ହିଲ ପିନ୍ଧି ଥାଉ ଶରୀରର ମାଂ-ସପେ-ଶୀରେ କଷ୍ଟ ଅନୁଭବ ହୋଇଥାଏ। ଏହାସହିତ ହାଡ଼ ଓ ଆଣ୍ଠୁରେ ବ୍ୟଥା ହେବାକୁ ଲାଗେ। ହାର୍ବଡ ୟୁନିଭର୍ଶିଟି ର ଏକ ରିସର୍ଚ୍ଚ ଅନୁସାରେ ଚାରିରୁ ପାଞ୍ଚ ଘଣ୍ଟା ବା ଅଧିକ ସମୟ ଧରି ହାଇ ହିଲ ପିନ୍ଧିବା ଦ୍ଵାରା ଆଣ୍ଠୁ ଗଣ୍ଠି ଭଳି ଗମ୍ଭୀର ସମସ୍ୟା ଯେପରି ଆଣ୍ଟିୟୋଅର୍ଥରାଇଟିସ ହୋଇପାରେ।

Google

୪/ ୱାଶିଂଟନରେ ଛାପିଥିବା ଖବର ଓ ବିଶେଷଜ୍ଞଙ୍କ ରାୟ ଅନୁସାରେ ପ୍ରତ୍ୟେକଦିନ ଅଧିକ ସମୟ ପର୍ଯ୍ୟନ୍ତ ହାଇ ହିଲ୍ସ ପିନ୍ଧିବା ଦ୍ଵାରା ହାଡ଼ ଭା-ଙ୍ଗିବା-ର ସମ୍ଭାବନା ରହିଥାଏ। ଏହାର କାରଣ ଅଧିକ ସମୟ ପର୍ଯ୍ୟନ୍ତ ହାଇ ହିଲ ପିନ୍ଧିବା ଦ୍ଵାରା ଅଣ୍ଟାର ହାଡ଼, ପିଞ୍ଜରା ହାଡ଼ ଉପରେ ଅଧିକ ଚାପ ପଡ଼ିଥାଏ। କହିବାକୁ ଗଲେ ଗୋଇଁଠୀ ରେ ଚାପ ପଡି ଭା-ଙ୍ଗି ଯିବାର ସମସ୍ୟା ରହିଥାଏ। ଏଥିପାଇଁ ହାଇ ହିଲ ବଦଳରେ ଆରାମଦାୟକ ଫ୍ଲାଟ ଜୋତା ପରିଧାନ କରନ୍ତୁ।

ଆଶା କରୁଛୁ ଆପଣଙ୍କୁ ଏହି ସୂଚନା ପସନ୍ଦ ଆସିଥିବ। କୃପାକରି ହାଇ ହିଲ ପିନ୍ଧୁଥିବା ଯୁବତୀଙ୍କ ସହିତ ଏହାକୁ ସେୟାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *