Excuse Me Odisha

ଯାହା କହିବୁ ସତ କହିବୁ

ପବିତ୍ର ଅକ୍ଷୟ ତୃତୀୟାରେ ଭୁଲରେ ବି କରନ୍ତୁ ନାହିଁ ଏହି ୭ ଟି କାମ ନଚେତ ହୋଇପାରେ ଭ-ୟଙ୍କ-ର କଥା।

ସେୟାର୍ କରନ୍ତୁ

ବନ୍ଧୁଗଣ ପବିତ୍ର ଅକ୍ଷୟ ତୃତୀୟାକୁ ବହୁତ ଶୁଭ ବୋଲି ମାନାଯାଇଥାଏ। ଏହି ଦିନ ଲୋକମାନେ ଦାନ ଧର୍ମ କର୍ମରେ ସମୟ ଅତିବାହିତ କରିଥାନ୍ତି। ଏଥି ସହିତ ଏହି ଦିନ ସୁନାଗହଣା ଆଦି ଘରକୁ ଅଣା ଯାଇଥାଏ। ଏହିଦିନ ସୁନା କିଣିବା ଦ୍ୱାରା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏହି ସମୟ ଶୁଭ ହୋଇଥିବାରୁ ଏହି ଦିନରେ ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟ ମଧ୍ୟ କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟରେ ଗୃହରେ ପୂଜା ପାଠ କଲେ ଶୁଭ ଫଳ ମିଳିଥାଏ।ଯଦି ଏହି ଶୁଭ ସମୟରେ ଆମେ କିଛି ଅଶୁଭ କାମ କରିଦେଇଥାଉ ତେବେ ଆମେ କରିଥିବା ସବୁ ଧର୍ମ ଓ କର୍ମର ଫଳ ଅଶୁଭ ହୋଇଥାଏ। ଯାହା ଫଳରେ ଆମକୁ ସାରାଜୀବନ ଦୁଃଖ କଷ୍ଟ ଓ ଅ-ଭା-ବ ଅନଟନରେ ଜୀବନ ବିତାଇବାକୁ ପଡିଥାଏ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଜାଣିବା ଯେ ପବିତ୍ର ଅକ୍ଷୟ ତୃତୀୟା ଦିନ କେଉଁ ୭ଟି କାମ କରିବା ଅନୁଚିତ। ତେବେ ଆସନ୍ତୁ ଜାଣିବା।

ସକାଳେ ଡେରି ଯାଏଁ ଶୋଇବା ଅନୁଚିତ। ଏହି ଦିନ ବହୁତ ପବିତ୍ର ହୋଇଥାଏ। ତେଣୁ ଏହି ସମୟରେ ବ୍ରହ୍ମ ମୁହୂର୍ତ୍ତରେ ହିଁ ଉଠିବା ଉଚିତ। ଯେଉଁ ଲୋକ ଏହିଦିନରେ ସୂର୍ଯ୍ୟ ଉଦୟ ପରେ ଶୋଇ ରହିଥାନ୍ତି ତାଙ୍କୁ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇନଥାଏ। ଏଣୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସ୍ନାନ କରି ଭଗବାନଙ୍କ ପୂଜା ଓ ଆରୋଧନା କରିବା ଉଚିତ।

Google

କ୍ରୋ-ଧ କରନ୍ତୁ ନାହିଁ। କ୍ରୋ-ଧ ଏକ ଖରାପ ଅଭ୍ୟାସ ହୋଇଥାଏ। ଏଣୁ ଏବେ ହିଁ ଖରାପ ଅଭ୍ୟାସ କୁ ନିୟନ୍ତ୍ରଣ କରିବା ଆରମ୍ଭ କରିଦିଅନ୍ତୁ। ଆପଣଙ୍କ ଘର ପରିବେଶକୁ ଶାନ୍ତ ରଖନ୍ତୁ। କ୍ରୋ-ଧ କରନ୍ତୁ ନାହିଁ ଏବଂ ଜୋରରେ ଚିତ୍କାର ମଧ୍ୟ କରନ୍ତୁ ନାହିଁ। ଏପରି କରିବା ଅତ୍ୟନ୍ତ ଅଶୁଭ ହୋଇଥାଏ। ଯେଉଁ ଲୋକ ଏହି ଦିନରେ କ୍ରୋ-ଧ କରନ୍ତି ତାଙ୍କୁ ମା ଲକ୍ଷ୍ମୀଙ୍କର କୃପା କେବେ ହେଲେ ମିଳିନଥାଏ।

ବା-ଦ ବି-ବା-ଦ କରନ୍ତୁ ନାହିଁ। ଘରେ କୌଣସି ପ୍ରକାରର କ-ଳ-ହ କିମ୍ବା ଝ-ଗ-ଡା କରନ୍ତୁ ନାହିଁ। ଯେଉଁଠି ଝ-ଗ-ଡା କିମ୍ବା କ-ଳ-ହ ହୋଇଥାଏ ସେଠାରେ ମା ଲକ୍ଷ୍ମୀଙ୍କର କୃପା ରହିନଥାଏ। ଏଥି ସହିତ ବାହାରେ ବି ଏହି କଥାର ଧ୍ୟାନ ରଖନ୍ତୁ କି କାହା ସହ କେଉଁ ପ୍ରକାରର ଝ-ଗ-ଡା ନହୁଏ। ଅଶାନ୍ତ ମନରେ କରାଯାଇଥିବା କାମ କେବେହେଲେ ସଫଳ ହୁଏ ନାହିଁ।

ଘରକୁ ଅପରିଷ୍କାର କରନ୍ତୁ ନାହିଁ। ଏହି ସମୟରେ ସଫା ସୁତରା କରିବାର ବିଶେଷ ମହତ୍ତ୍ୱ ରହିଥାଏ। ଘରେ ଅଳିଆ ରହିବା ଉଚିତ ନୁହେଁ। ଘରର କୋଣ ଅନୁକୋଣ ସଫା ରଖିବା ଉଚିତ। କୌଣସି ପ୍ରକାରର ଦୁର୍ଗଦ୍ଧ ଘରେ କିମ୍ବା ଆଖପାଖରେ ରହିବା ଉଚିତ ନୁହେଁ। ଘରେ ସୁଗନ୍ଧିତ ବାତାବରଣ ରଖିବା ପାଇଁ ଚେଷ୍ଟା କରନ୍ତୁ।

Google

ନି-ଶା ଦ୍ରବ୍ୟ ସେ-ବ-ନ କରନ୍ତୁ ନାହିଁ। ଏହି ଶୁଭ ସମୟରେ କୌଣସି ବି ପ୍ରକାରର ନି-ଶା ଦ୍ରବ୍ୟ କେବେହେଲେ ସେ-ବ-ନ କରିବା ଅନୁଚିତ। ମାନ୍ୟତା ଅନୁସାରେ ଯେଉଁ ଲୋକମାନେ ନି-ଶା ଦ୍ରବ୍ୟ ସେବନ କରନ୍ତି ତାଙ୍କର ସବୁବେଳେ ଅସୁବିଧା ହୋଇଥାଏ। ନିଶା କାରଣରୁ ଘରର ଶାନ୍ତି ଭ-ଙ୍ଗ ହେବା ସହିତ ମାନସିକ ଚିନ୍ତା ମଧ୍ୟ ବୃଦ୍ଧି ହୋଇଥାଏ। ଯାହା ଫଳରେ ଆପଣଙ୍କୁ ସବୁବେଳେ ଅଶୁଭ ଫଳ ମିଳିଥାଏ।

ବୟସ୍କ ଲୋକମାନଙ୍କୁ ଅ-ପମା-ନ କରନ୍ତୁ ନାହିଁ। ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ କି କୌଣସି ବି ପରିସ୍ଥିତିରେ ବି ମା ବାପା କିମ୍ବା ଅନ୍ୟ ବୟସ୍କ ଲୋକଙ୍କୁ ନି-ରା-ଶ କରନ୍ତୁ ନାହିଁ। ସମସ୍ତଙ୍କୁ ସମ୍ମାନ କରନ୍ତୁ। ଯେଉଁ ଲୋକ ମା ବାପା କିମ୍ବା ଅନ୍ୟ ବୟସ୍କ ଲୋକଙ୍କୁ ଅନାଦାର କରନ୍ତି ତାଙ୍କୁ ଦେବୀ ଓ ଦେବତାଙ୍କର କୃପା କେବେହେଲେ ମିଳିନଥାଏ। ଓ ସେମାନେ ସବୁବେଳେ ଦାରିଦ୍ର୍ୟ ହୋଇ ରହିଥାନ୍ତି।

ସୂର୍ଯ୍ୟସ୍ତ ସମୟରେ ବା ସୂର୍ଯ୍ୟ ଉଦୟ ପରେ ଶୋଇବା ଅନୁଚିତ। କିଛି ବିଶେଷ ପରିସ୍ଥିତିକୁ ଛାଡି ଦେଲେ ଦିନରେ କିମ୍ବା ସନ୍ଧ୍ୟା ସମୟରେ ଶୁଅନ୍ତୁ ନାହିଁ। ଯଦି କେଉଁ ବ୍ୟକ୍ତି ରୋଗାକ୍ରାନ୍ତ ଅଛନ୍ତି କିମ୍ବା ବୃଦ୍ଧା ଅଟନ୍ତି କିମ୍ବା ଗର୍ଭବତୀ ମହିଳା ଅଟନ୍ତି ସେମାନେ ଦିନ କିମ୍ବା ସନ୍ଧ୍ୟା ସମୟରେ ଶୋଇପାରିବେ। କିନ୍ତୁ ସୁସ୍ଥ ଲୋକ ଦିନରେ କିମ୍ବା ସନ୍ଧ୍ୟା ସମୟରେ ବିନା କାରଣରେ ଶୋଇବା ଅନୁଚିତ।

Google

ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଶୁଭ ଅବସରରେ ଭୁଲରେ ବି ଏହି ୭ ଟି କାମ କରନ୍ତୁ ନାହିଁ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *