Excuse Me Odisha

ଯାହା କହିବୁ ସତ କହିବୁ

ଏହି ୩ ଜଣ ଲୋକଙ୍କୁ ଭୁଲରେ ମଧ୍ୟ ସାହାର୍ଯ୍ୟ କରନ୍ତୁ ନାହିଁ। ନଚେତ ସର୍ବନାଶ ହୋଇଯିବ।

ସେୟାର୍ କରନ୍ତୁ

ବନ୍ଧୁଗଣ ବାସ୍ତବରେ ଏମିତି ବି ଲୋକ ଅଛନ୍ତି ଯେଉଁମାନଙ୍କୁ କୌଣସି ବି ପରିସ୍ଥିତିରେ ସାହାର୍ଯ୍ୟ କରିବା ଅନୁଚିତ। ନଚେତ ଜୀବନ ସାରା ପସ୍ତାଇବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଜୀବନରେ ଉନ୍ନତି ନିମନ୍ତେ ଭଲ ବନ୍ଧୁଟିଏର ଆବଶ୍ୟକତା ଅଛି। ଯିଏକି ସବୁ ପରିସ୍ଥିତିରେ ସାହାର୍ଯ୍ୟର ହାତ ବଢ଼ାଉଥିବ। ସଠିକ ମାର୍ଗ ଦେଖାଉଥିବ। ଏଥି ସହିତ ଗୋଟିଏ ଭଲ ସାଙ୍ଗ ସବୁବେଳେ ଭଲ ପ୍ରେଣଣା ମଧ୍ୟ ଦେଇଥାଏ। ଯଦି ଆପଣ ଅଧିକ ସଫଳତା ଚାହାନ୍ତି ତେବେ ଭଲ ଶତ୍ରୁଟିର ଆବଶ୍ୟକତା ଅଛି। କାରଣ ଗୋଟେ ଭଲ ଶତ୍ରୁ ହିଁ ଭଲ ଭାବରେ ଶତ୍ରୁତା କରିଥାଏ। ଯାହା ଦ୍ୱାରା ଆପଣଙ୍କୁ ଅଧିକ ସଫଳତା ପାଇବା ପାଇଁ ଆଗ୍ରହ ବଢିଥାଏ। ଓ ଆପଣ ସଫଳତା ନିଶ୍ଚୟ ଭାବରେ ହାସଲ କରିଥାନ୍ତି। କିନ୍ତୁ ଆମ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯାହାକୁ ସାହାର୍ଯ୍ୟ କଲେ ଆପଣ ସବୁବେଳେ ଦୁଃଖ କଷ୍ଟରେ ରହିବେ। ଆପଣ ଚିନ୍ତା କରୁଥିବେ ଯେ ସବୁବେଳେ କୁହାଯାଏ ଅନ୍ୟର ସାହାର୍ଯ୍ୟ କଲେ ମଙ୍ଗଳ ହୁଏ ବୋଲି। କିନ୍ତୁ ଏ କ୍ଷେତ୍ରରେ କାହିଁକି ମନାକରାଯାଉଛି। ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଜଣାଇବୁ ଯେ କେଉଁ ୩ ପ୍ରକାରର ଲୋକଙ୍କୁ ସାହାର୍ଯ୍ୟ କରିବା ଅନୁଚିତ। ତେବେ ଆସନ୍ତୁ ଜାଣିନେବା।

Google

କେବେବି କୌଣସି ମୂର୍ଖ ସ୍ତ୍ରୀ କିମ୍ବା ପୁରୁଷ ମାନଙ୍କୁ ଜ୍ଞାନ ଦେବା ଅନୁଚିତ। କାରଣ ସେମାନେ ଜ୍ଞାନ ମାନେ କିଛି ବୁଝନ୍ତି ନାହିଁ। ସେମାନେ ଆପଣ ଦେଉଥିବା ଜ୍ଞାନର ମାନେ କିଛି ବୁଝନ୍ତି ନାହିଁ। ସେମାନଙ୍କୁ ଜ୍ଞାନ ଦେବାର ଅର୍ଥ ସମୟ ନଷ୍ଟ କରିବା। ଆପଣ ସେମାନଙ୍କର ଭଲ ନିମନ୍ତେ ଜ୍ଞାନ ପ୍ରଦାନ କରିଥାନ୍ତି ହେଲେ ସେମାନେ ଆପଣଙ୍କୁ ଖରାପ ଭାବିବେ। ଏବଂ ଆପଣ ଦେଇଥିବା ଜ୍ଞାନର ଅସତ ଉପଯୋଗ କରିବେ। ଯାହା ଫଳରେ ଆପଣ ନିନ୍ଦିତ ହେବେ। ତେଣୁ ସେଭଳି ଲୋକଙ୍କୁ ଜ୍ଞାନ ଦେବା ଅନୁଚିତ।

ଚରିତ୍ର ହୀନ ଓ ଝଗଡା କରୁଥିବା ନାରୀଙ୍କ ସହ ସମ୍ବଦ୍ଧ ରଖନ୍ତୁ ନାହିଁ। ଏଭଳି ନାରୀଙ୍କ ସହ ସମ୍ବଦ୍ଧ ରଖୁଥିବା ପୁରୁଷ କିମ୍ବା ଏମାନଙ୍କୁ ଭରଣ ପୋଷଣ କରୁଥିବା ପୁରୁଷ ତାଙ୍କ ଜୀବନରେ କେବେହେଲେ ସୁଖରେ ରହିପାରନ୍ତି ନାହିଁ। ଏମାନେ ଆପଣଙ୍କୁ କେବଳ ଆପଣଙ୍କ ସମ୍ପତ୍ତିକୁ ହିଁ ଭଲ ପାଆନ୍ତି। ଏବଂ ଏମାନେ ନିଜ ସ୍ୱାର୍ଥ ପାଇଁ କିଛିବି କରିପାରନ୍ତି। ଏମାନଙ୍କର କାର୍ଯ୍ୟ କଳାପ ପାଇଁ ସମାଜରେ ଆପଣ ମାନଙ୍କର ମାନ ସମ୍ମାନ ଚାଲିଯାଇପାରେ। ତେଣୁ ଏଭଳି ଲୋକ ମାନଙ୍କ ଠାରୁ ସବୁବେଳେ ଦୁରେଇ ରୁହନ୍ତୁ।

Google

ପାଖରେ ଥିବା ଜିନିଷରେ ଯିଏ ସନ୍ତୁଷ୍ଟ ହୁଏ ନାହିଁ ଓ ସବୁ ସମୟରେ ଦୁଃଖ କରେ ସେମାନେଙ୍କ ଠାରୁ ଦୂରେଇ ରୁହନ୍ତୁ। ଏଭଳି ଲୋକ ଆଶା କରୁଥିବା ଜିନିଷ ନ ପାଇଲେ ଭଗବାନଙ୍କୁ ଏବଂ ନିଜ ଭାଗ୍ୟକୁ ଦୋଷ ଦିଅନ୍ତି। ଏମାନେ କର୍ମରୁ ଅଧିକ ଫଳ ଆଶା କରନ୍ତି। ତେଣୁ ସେମାନେ କେବେହେଲେ ଖୁସିରେ ଖୁସିରେ ରୁହନ୍ତି ନାହିଁ।ଏମାନଙ୍କ ପାଖରେ ରହୁଥିବା ଲୋକ ମଧ୍ୟ କେବେହେଲେ ଖୁସିରେ ରହିପାରନ୍ତି ନାହିଁ।ତେଣୁ ଏଭଳି ଲୋକମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ତେବେ ବନ୍ଧୁଗଣ ଏହି ୩ ପ୍ରକାରର ଲୋକଙ୍କୁ କେବେବି ସାହାର୍ଯ୍ୟ କରିବା ଉଚିତ ନୁହେଁ।ଯଦି କରନ୍ତି ତାହେଲେ ଆପଣ ମାନେ ଜୀବନସାରା ବହୁତ ଦୁଃଖ କଷ୍ଟ ପାଇବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *