Excuse Me Odisha

ଯାହା କହିବୁ ସତ କହିବୁ

ସମ୍ପର୍କ କାହିଁକି ଭା-ଙ୍ଗିଯାଏ, ଏହି ପୋଷ୍ଟଟିକୁ ପଢିବା ପରେ ଆପଣଙ୍କ ଜୀବନରେ ନିଶ୍ଚିତ କିଛି ପରିବର୍ତ୍ତନ ଆସିବ

ସେୟାର୍ କରନ୍ତୁ

ଏଣ୍ଡୁଓ ପରି ଲକ୍ଷ ବଦଳାଇବା ଠିକ ନୁହେଁ କାହିଁକିନା ଲକ୍ଷ ମିଳିଗଲେ ରା-ୟ ବଦଳି ଯିବ। ବନ୍ଧୁଗଣ କର୍ମ ସବୁବେଳେ ବହୁତ ଧ୍ୟାନ ସହକାରେ କରନ୍ତୁ। କାରଣ କାହାର ଆଶୀର୍ବାଦ ଏବଂ କାହାର ଅଭିଶାପ କେବେବି ବ୍ୟର୍ଥ ଯିବନାହିଁ। ଯେବେ ନିଜ ଉପରେ ଟିକେବି ଗର୍ବ ଚାଲି ଆସିବ ସେହି ସମୟରେ ଯାଇ ଟିକେ ସ୍ମ-ଶା-ନ ଆଡେ ବୁଲି ଆସିବେ। ଯେବେ ଭଗବାନଙ୍କୁ ଧନ୍ୟବାଦ ଦେବାର ଥିବ ତେବେ କେଉଁ ଭୋକିଲା ଲୋକଙ୍କୁ ଖାଦ୍ୟ ଖୁଆଇଦେବେ। ଯେବେ ନିଜର ଯୌବନ ଏବଂ ଶକ୍ତି ଉପରେ ଗର୍ବ ଆସିଯିବ କେବେ ସମୟ ମିଳିଲେ ବୃଦ୍ଧାଶ୍ରମ ଆଡେ ଯାଇ ଟିକେ ବୁଲି ଆସିବେ। ଯେବେ ନିଜ ମୁଣ୍ଡ ଶ୍ରଦ୍ଧାରେ ନଇଁ ଆସିବ ତେବେ ବାପା ମାଙ୍କର ଟିକେ ପାଦ ସେବା କରିନିଅନ୍ତୁ। ଦେଖିବେ ମନକୁ ଏମିତି ଶାନ୍ତି ମିଳିବ ନିଜକୁ ଦୁନିଆରେ ସବୁଠାରୁ ଭାଗ୍ୟବାନ ବୋଲି ମନେ ହେବ। ଜୀବନରେ କାହାକୁ ପରିହାସ କରନ୍ତୁ ନାହିଁ କି କେବେ କାହାକୁ ଛୋଟ ବୋଲିବି ଭାବନ୍ତୁ ନାହିଁ। ଯେବେ ନିଜକୁ ଶକ୍ତିଶାଳୀ ଭାବିବେ ଏ କଥାବି ମନେ ରଖିବେ ଏ ଦୁନିଆର ସବୁଠାରୁ ଶକ୍ତିଶାଳୀ ହେଉଛି ସମୟ। ଏ ସମୟ ଯେତେବେଳେ ବଦଳିଯିବ ବଡ଼ ବଡ଼ ଲୋକଙ୍କର ନିୟତି ମଧ୍ୟ ବଦଳି ଦେଇଥାଏ। ତଜରୁବା ମଣିଷକୁ ବହୁତ ବି-ପ-ଦରୁ ର-କ୍ଷା କରିଥାଏ। କିନ୍ତୁ ଏହି ଅଭିଜ୍ଞତା ଆମକୁ ବିଭିନ୍ନ ବି-ପ-ଦରୁ ମଧ୍ୟ ଶିକ୍ଷା ଦେଇଥାଏ। ଜୀବନରେ ସବୁଠାରୁ ବଡ଼ ଭୁଲ ହେଉଛି ଆମେ ଯେତେବେଳେ କେଉଁ ଭୁଲରୁ କିଛି ଶିକ୍ଷା ଲାଭ ନକରିଛୁ। ସମ୍ପର୍କ ରାସ୍ତା ସେତେବେଳେ ଚାଲିଯାଇଥାଏ ଯେତେବେଳେ ପାଦ ନୁହେଁ ବରଂ ହୃଦୟ ବା ଦିଲ ଥ-କିପ-ଡିଥାଏ। ଯାହା ଆମେ କରିପାରୁ ତାକୁ ସତ ବୋଲି କୁହାଯାଏ। ଯାହାକୁ ଆମେ କହିପାରୁ ନାହିଁ ତାହାକୁ ଅନୁଭୂତି ବୋଲି କୁହାଯାଏ। ରିସ୍ତାର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ବହୁତ କଥା ଏଠି କୁହାଯାଇ ନଥାଏ। ହେଲେ ଉପର ପାର୍ଶ୍ଵରୁ ଆମ ଆଖି ଦେଖି ବୁଝିବା ପାଇଁ ହୋଇଥାଏ। ଜୀବନ କେବେ ସହଜ ହୋଇନଥାଏ। ଜୀବନକୁ ସହଜ କରିବା ପାଇଁ ଆମକୁ ହିଁ କରିବାକୁ ହୋଇଥାଏ। କିଛି ଅପେକ୍ଷା,କିଛି ସ୍ନେହ,କିଛି ତ୍ୟା-ଗ ଆମ ଜୀବନକୁ ସୁନ୍ଦର କରିଥାଏ। ବନ୍ଧୁଗଣ ଏଠି ସମ୍ପର୍କ ତ ସମସ୍ତେ ଭା-ଙ୍ଗିଥାନ୍ତି କିନ୍ତୁ ଯିଏ ସ-ମ୍ପର୍କ ଯୋଡିଥାଏ ସେ ହିଁ ହେଉଛି ପ୍ରକୃତ ମଣିଷ। ଏବଂ ତାଙ୍କ ଭିତରେ ହିଁ ବାସ୍ତବରେ ମାନବିକତା ଥାଏ। ଆମେ ସମସ୍ତେ ଛୋଟ ପିଲାଙ୍କୁ କହୁ କି ତୁ ଛୋଟ ପିଲା ତୋ ଠାରୁ ଆମେ କଣ ଶିଖିବୁ। ଗୋଟିଏ ଛୋଟ ପିଲା ଠାରୁ ଆମେ ୩ ଟି ଗୁଣ ନିହାତି ଶିଖିବା ଦରକାର।

Google

ପ୍ରଥମେ ହେଉଛି ବିନା କାରଣରେ ଖୁସି ହେବା। ଦ୍ୱିତୀୟଟି ହେଉଛି ସବୁବେଳେ କିଛି କାମ କରିବା। ତୃତୀୟଟି ହେଉଛି ସବୁବେଳେ କିଛି ଶିଖିବାର ଆଗ୍ରହ ରଖିବା। ଏହି ଦୁନିଆର ଅସଫଳ ଲୋକ ଦୁଇ ପ୍ରକାର ଅଛନ୍ତି। ଜଣେ ହେଉଛି ଯିଏ କର୍ମ କରେ କିଛି ଚିନ୍ତା କରେ ନାହିଁ। ଅନ୍ୟ ଜଣେ ହେଉଛି ଯିଏ କର୍ମ କଥା ଚିନ୍ତା କରେ ହେଲେ ଆଦୌ କିଛି କର୍ମ କରେ ନାହିଁ। ବନ୍ଧୁଗଣ ଜୀବନରେ ଆପଣଙ୍କୁ ଦୁଇ ପ୍ରକାର ଲୋକ ଠିକ ସେ ବୁଝିପାରିବେ। ଯିଏ ସେ ପରିସ୍ଥିତି ଦେଇ ଗତି କରିଛି। ଏବଂ ଅନ୍ୟ ଜଣେ ଯିଏ ଆପଣଙ୍କୁ ଯିଏ ବହୁତ ଭଲ ପାଇଛି। ଏ ଦୁଇ ଜଣଙ୍କ ବ୍ୟତୀତ ଆପଣଙ୍କୁ ଏହି ଦୁନିଆରେ କେହି ବୁଝି ପାରିବେ ନାହିଁ। ତେଣୁ ନିଜ ବିଷୟରେ କାହାକୁ ଅଧିକ ବୁଝାନ୍ତୁ ବି ନାହିଁ। ହଉ ଠିକ ଅଛି ଆପଣ ଗୋଲାପ ଫୁଲ ହୋଇ ପାରିଲେ ନାହିଁ କିନ୍ତୁ କଣ୍ଟା ହେବା ପାଇଁ କେବେ ଚେଷ୍ଟା କରନ୍ତୁ ନାହିଁ। କାରଣ ଯିଏ କେବେ କଣ୍ଟା ହୁଏ ନାହିଁ ଦିନେ ନାଁ ଦିନେ ସେ ନିଶ୍ଚୟ ଗୋଲାପ ଫୁଲ ଟିଏ ଆପେ ଆପେ ହୋଇଯିବ। ଖାଲି ନିଜ ଉପରେ ବିଶ୍ୱାସ ଏବଂ ସମୟକୁ ଅପେକ୍ଷା କରିବା ପାଇଁ ପଡିବ। ଲୋକେ ଆମର କାମ ଦେଖନ୍ତି ହେଲେ ଇଶ୍ଵର ଆମର ନିୟତି ଦେଖନ୍ତି। ନିୟତି ଅନୁସାରେ ଆମେ ସବୁବେଳେ ଫଳ ପାଇଥାଉ। ଏବଂ ଆମର ଭାଗ୍ୟ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଅନ୍ୟକୁ ମାପିବା ପାଇଁ ଯେଉଁ ନିକିତି ବ୍ୟବହାର କରୁଛନ୍ତି ସେ ନିକିତିରେ କେବେ ନିଜକୁ ମାପି ଦେଖନ୍ତୁ। ଦେଖିବେ ଆପଣଙ୍କର ଦୃଷ୍ଟିକୋଣ ନିଶ୍ଚୟ ବଦଳିଯିବ। ଘରର ଗୁରୁଜନଙ୍କ ଆଖିରେ କେବେବି ଲୁହ ଦିଅନ୍ତୁ ନାହିଁ କାରଣ ଘରର ଛାତରୁ ପାଣି ବହିଲେ ସେ ଘର ବେଶୀ ଦିନ ତିଷ୍ଠି ରହିବ ନାହିଁ। ଜୀବନରେ କେବେ ସାଗର ହୋଇପାରିଲେ ନାହିଁ ବୋଲି ମନ ଦୁଃଖ କରନ୍ତୁ ନାହିଁ କାରଣ ସାଗର କେବେବି କାହାର ତୃଷ୍ଣା ମେଣ୍ଟାଇ ପାରେ ନାହିଁ। ଯଦି ପାରୁଛନ୍ତି ଗୋଟେ ଛୋଟିଆ ପୋଖରୀ ହୁଅନ୍ତୁ କାରଣ ସେହି ଛୋଟିଆ ପୋଖରୀରୁ ସିଂହବି ଆସି ମୁଣ୍ଡ ନୁଆଁଇ ତୃଷ୍ଣା ମେଣ୍ଟାଇବ। ଜୀବନରେ କେବେବି ପଇସା ପଛରେ ଦୌଡ଼ନ୍ତୁ ନାହିଁ ନିଜକୁ ତିଆରି କରିବାରେ ସମୟ ନିଅନ୍ତୁ ଦେଖିବେ ପଇସା ଆପଣଙ୍କ ପଛରେ ଦିନେ ନିଶ୍ଚୟ ଦୌଡିବ। ଜୀବନରେ ନିଜ ପଇସା ଉପରେ କେବେବି ଗର୍ବ କରନ୍ତୁ ନାହିଁ କାରଣ ଭଗବାନ ଆପଣଙ୍କୁ ଯଦି କେବେ ଜ୍ୱର ରୋଗ ଦେଇଦେବେ ତେବେ ସେହି ଜ୍ୱର ରୋଗକୁ ଠିକ କରିବା ପାଇଁ ଦୁନିଆର ସବୁ ପଇସା ନିଅଣ୍ଟ ପଡିଯିବ। କେବେ ନିଜର ଦୁଃଖକୁ ଏବଂ ଅନ୍ୟ ମାନଙ୍କର ସୁଖକୁ ମାପିବା ପାଇଁ ଚେଷ୍ଟା କରନ୍ତୁ ନାହିଁ। କାରଣ ଏପରି କରିଲେ ମୃ-ତ୍ୟୁ ପର୍ଯ୍ୟନ୍ତ ଆପଣ କେବେବି ଖୁସିରେ ଗୋଟିଏ ଦିନ ବି କାଟି ପାରିବେ ନାହିଁ। ସେଥିପାଇଁ ପ୍ରତ୍ୟକଟି ପରିସ୍ଥିତିରେ ସବୁବେଳେ ହସୁଥାନ୍ତୁ। କାରଣ ଭଗବାନ ଏହି ସୃଷ୍ଟିରେ ଏହି ସୁନ୍ଦର ମଣିଷକୁ କେବଳ ହସ ଦେଇଛନ୍ତି ଅନ୍ୟ କେଉଁ ପଶୁ ପକ୍ଷୀଙ୍କୁ ଏ ହସ ଦେଇ ନାହାଁନ୍ତି। ଆମେ ମାନେ ହେଉଛୁ ଭଗବାନଙ୍କର ସର୍ବଶ୍ରେଷ୍ଠ ରଚନା ଏବଂ ତାଙ୍କର ପ୍ରିୟ ପୁତ୍ର ପୁତ୍ରୀ ଅଟୁ। ତେଣୁ ହସୁଥାନ୍ତୁ ନିଜ ପାଇଁ ନହେଲେ ବି ଅନ୍ୟ କାହା ପାଇଁ ହସୁଥାନ୍ତୁ। ସବୁବେଳେ ନିଜର ଯତ୍ନ ନିଅନ୍ତୁ। ହସି ହସାଇ ଏ ସୁନ୍ଦର ଦୁନିଆକୁ ଉପଭୋଗ କରୁଥାନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *