Excuse Me Odisha

ଯାହା କହିବୁ ସତ କହିବୁ

ଅନ୍ୟ ଲୋକଙ୍କର ଏହି କାମ ନିଜ ଘରେ କରନ୍ତୁ ନାହିଁ ନଚେତ ଦରିଦ୍ରତା ଆସିଥାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ଯାହାବି ହେଉନା କାହିଁକି ଅନ୍ୟ ଲୋକଙ୍କର ଏହି ୫ ଟି କାମ ନିଜ ଘରେ ଭୁଲରେବି କରାଇବେ ନାହିଁ। ନଚେତ ଜୀବନ ସାରା ଗରିବ ରହିବେ। ଏହି ୫ ଟି ଜିନିଷକୁ ଘରକୁ ଆସିବାକୁ ଦିଅନ୍ତୁ ନାହିଁ। ଆସନ୍ତୁ ଜାଣିବା ସେହି ବିଷୟରେ।

ବନ୍ଧୁଗଣ ଯାହାବି ହେଉନା କାହିଁକି ଅନ୍ୟର ଲୋକର ନଖ ନିଜ ଘରେ କାଟିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ରୋଗ ଆପଣଙ୍କ ଘରେ ବାସ କରିଥାଏ। ଏବଂ ଆପଣ ବର୍ବାଦ ମଧ୍ୟ ହୋଇଯାଇଥାନ୍ତି।

ନଜର ଲାଗିବା। ଯଦି କୌଣସି ବ୍ୟକ୍ତିକୁ ନଜର ଲାଗିଯାଇଛି ତେବେ ଆପଣଙ୍କ ଘରେ ଭୁଲରେ ବି ତାର ନଜର ଉତାରନ୍ତୁ ନାହିଁ। କାରଣ ନଜର ଉତାରି ସାରିବା ପରେ ଯେଉଁ ନକାରାତ୍ମକ ଉର୍ଜା ବାହାରିଥାଏ ସେ ଆପଣଙ୍କ ଘରେ ନିଜର ଜାଗା ବନେଇ ଦେଇଥାଏ। ଏବଂ ଆପଣଙ୍କ ଘରକୁ ନଜର ଲାଗିଯାଇଥାଏ। ସେଥିପାଇଁ ବନ୍ଧୁଗଣ ସତର୍କ ରୁହନ୍ତୁ।

Google

ଯଦି କୌଣସି ଅନ୍ୟ ବ୍ୟକ୍ତିଙ୍କର ଜୋତା ଚପଲ ବସ୍ତ୍ର ଆଦି ରହିଯାଇଛି ତେବେ ଯେତେ ଶୀଘ୍ର ହୋଇପାରିବ ତାଙ୍କୁ ସେହି ଜିନିଷକୁ ଫେରାଇ ଦିଅନ୍ତୁ। ନଚେତ ସେ ଗୁଡିକୁ ଘରୁ ବାହାର କରିଦିଅନ୍ତୁ। ଅନ୍ୟର ଜୋତା,ଚପଲ ବସ୍ତ୍ର ରହିବା ଦ୍ୱାରା ଘରକୁ ନେଗେଟିଭିଟି ଆସିଥାଏ। ଏପରି କ୍ଷେତ୍ରରେ ଘରର ବହୁତ କ୍ଷତି ହୋଇଥାଏ। ଘରେ ଟେନସନ ବଢିଥାଏ।

ପତି ପତ୍ନୀଙ୍କ ରୁମ କୌଣସି ଅନ୍ୟ ଲୋକଙ୍କ ସହିତ ସେୟାର କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ପତି ପତ୍ନୀଙ୍କ ମଧ୍ୟରେ ବ୍ୟବଧାନ ବଢିଥାଏ। କଳହ ସୃଷ୍ଟି ହୋଇଥାଏ। ଏବଂ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ସେଥିପାଇଁ ସାବଧାନ ରୁହନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *