Excuse Me Odisha

ଯାହା କହିବୁ ସତ କହିବୁ

ଏହି ୬ଟି ରାଶିକୁ ମିଳିବାକୁ ଯାଉଛି ପ୍ରବଳ ଖୁସି ଏବଂ ଟଙ୍କା, ରହିବ ଶନିଦେବଙ୍କ କୃପାଦୃଷ୍ଟି

ସେୟାର୍ କରନ୍ତୁ

ବନ୍ଧୁଗଣ ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଯଦି ଶନିଦେବଙ୍କର କୌଣସି ରାଶିର ଜାତକ ଉପରେ ଖରାପ ନଜର ପଡ଼ିଯାଏ ତେବେ ସେହି ରାଶିର ମଣିଷ ନିଜର ସବୁ ସମସ୍ୟା ଗୁଡିକ ସଜାଡ଼ିବାରେ ସମ୍ପୂର୍ଣ ଜୀବନ କଟିଯାଏ। ଯଦି ଶନିଦେବଙ୍କର କୃପାଦୃଷ୍ଟି ପଡ଼ିଯାଏ ତେବେ ସେହି ମଣିଷ ବହୁତ କମ ପରିଶ୍ରମରେ ନିଜର ଜୀବନରେ ସବୁ ପ୍ରକାରର ସୁଖର ପ୍ରାପ୍ତି କରିଥାଏ। ତେବେ ସେହିଠାରେ ମା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ। ଏବଂ ପ୍ରତ୍ୟକ ମଣିଷ ଏହା ଚାହିଁଥାଏ ଯେ ତାହାର ଉପରେ ମା ଲକ୍ଷ୍ମୀଙ୍କର ଅପାର କୃପା ବନି ରହୁ ବୋଲି। ଯେମିତିକି ତାର ଜୀବନରେ କେବେବି ସୁଖ ସମୃଦ୍ଧିର ଅଭାବ ନରହୁ। ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ମାନଙ୍କର ଚଳନ କାରଣରୁ ଏଭଳି ମହାସଂଯୋଗ ବନୁଅଛି। ଆସନ୍ତା କାଲିଠାରୁ ମା ଲକ୍ଷ୍ମୀ ଏବଂ ଭଗବାନ ଶନିଦେବ ଏକା ସହିତ କିଛି ରାଶି ମାନଙ୍କର ଉପରେ ପ୍ରସନ୍ନ ହେବେ। ଯାହା ଫଳରେ ସେହି ରାଶି ମାନଙ୍କର ଭାଗ୍ୟ ଏବେ ଚମକିବାକୁ ଯାଉଛି। ଏହି ରାଶି ମାନଙ୍କର ହେବାକୁ ଥିବା ଲାଭ ବିଷୟରେ ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟରେ କହିବୁ।

ମେଷ ରାଶି:-

ଏହି ମେଷ ରାଶିର ବ୍ୟକ୍ତି ମାନଙ୍କର ଖରାପ ସମୟ ଏବେ ଶେଷ ହୋଇସାରିଛି। ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ପ୍ରଭୁ ଶନିଦେବ ନିଜର କୃପା ଦୃଷ୍ଟି ରଖିବେ। ଏହି ରାଶିର ବ୍ୟକ୍ତି ମାନଙ୍କୁ ମାନ ସମ୍ମାନର ପ୍ରାପ୍ତି ହେବ। ଆଗାମୀ ସମୟରେ ଆପଣଙ୍କୁ ସଫଳତା ହାସଲ ହେବାର ଯୋଗ ମଧ୍ୟ ବନୁଛି। ଏହା ସହିତ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟାରୁ ମୁକ୍ତି ମିଳିପାରିବ। ଆପଣ ନିଜର ଶତ୍ରୁ ମାନଙ୍କ ଉପରେ ବିଜୟୀ ଲାଭ କରିବେ। ଘର ପରିବାରରେ ଖୁସିର ବାତାବରଣ ଲାଗିରହିବ।

Google

କର୍କଟ ରାଶି:-

ଏହି କର୍କଟ ରାଶିର ବ୍ୟକ୍ତି ମାନଙ୍କର ଉପରେ ଭଗବାନ ଶନି ମହାରାଜଙ୍କର କୃପାଦୃଷ୍ଟି ଲଗାତାର ଭାବରେ ରହିବ। ଆପଣ ମାନଙ୍କର ଜୀବନରେ ଯାହାବି ସବୁ ସମସ୍ୟା ଗୁଡିକ ରହିଥିଲା ସେହିସବୁ ସମସ୍ୟା ଗୁଡିକର ଅନ୍ତ ଘଟିବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କୁ ଆଗାମୀ ଭବିଷ୍ୟତରେ ଭଲ ଲାଭ ପ୍ରାପ୍ତ ହେବ। ଆପଣଙ୍କୁ ଆପଣଙ୍କର କିଛି ସାଙ୍ଗ ବା ବନ୍ଧୁ ମାନଙ୍କ ଠାରୁ ଲାଭ ମିଳିପାରେ। ଗୁରୁଜନ ମାନଙ୍କର ସମ୍ପୂର୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ଚାକିରୀ କରୁଥିବା ଲୋକମାନଙ୍କୁ ନିଜର ଚାକିରୀରେ ପ୍ରୋମସନ ହେବାର ସମ୍ଭାବନା ଅଧିକ ରହିଛି।

ବିଛା ରାଶି:-

ଏହି ରାଶିରେ ସବୁ ଲୋକଙ୍କୁ ଆସୁଥିବା ଆଗାମୀ ସମୟରେ ମନ ଚାହୁଁଥିବା ଚାକିରୀ ମିଳିବ। ଏହା ସହିତ ଲୋକମାନଙ୍କର ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଆଗାମୀ ସମୟରେ ପୂରଣ ହେବ। ଆପଣଙ୍କର ଜୀବନରେ ଆଗକୁ ଆସିବାକୁ ଥିବା ସବୁ କଷ୍ଟ ଦୂର ହୋଇଯିବ। ଆପଣଙ୍କୁ ଆପଣଙ୍କର ଜୀବନରେ ବହୁତ ଜୋରରେ ସଫଳତା ପାଇବାରୁ କେହିବି ଅଟକାଇ ପାରିବେ ନାହିଁ। ଯେଉଁ ଲୋକମାନେ ଚାକିରୀ ଖୋଜୁଛନ୍ତି ସେମାନଙ୍କୁ ନିଶ୍ଚିତ ଭାବରେ ନିଜର ଚାକିରୀରେ ସଫଳତା ମିଳିବ।

Google

ଧନୁ ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କର ଉପରେ ଭଗବାନ ଶନିଦେବ ଖୁସି ପୁର୍ଣ ରହିବେ। ଖାସ କରି ଯେଉଁ ବ୍ୟକ୍ତି ମାନେ ବ୍ୟାପାରି ଅଟନ୍ତି ସେମାନଙ୍କୁ ସେମାନଙ୍କ ବ୍ୟାପାର କ୍ଷେତ୍ରରେ ଭଲ ଲାଭ ମିଳିବାର ଯୋଗ ବନୁଛି। ଆପଣଙ୍କୁ ଆଗାମୀ ସମୟରେ ସଫଳତାର ଅନେକ ପ୍ରକାରର ମାର୍ଗ ପ୍ରାପ୍ତ ହେବ। ଧନ ସମ୍ବଦ୍ଧିତ ସବୁ ସମସ୍ୟା ଆପଣଙ୍କର ଦୂର ହେବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଂମ୍ମାନୀତ କରାଯାଇପାରେ। ଭଗବାନ ଶନିଦେବଙ୍କର କୃପାରୁ ଆପଣଙ୍କର କାରବାରରେ ଦିନକୁ ଦିନ ଲାଭ ବଢିଯିବ।

କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଭଗବାନ ଶନିମହାରାଜ ଅତ୍ୟନ୍ତ ପ୍ରସନ୍ନ ରହିବେ। ଆପଣଙ୍କର ଜୀବନରେ ସବୁ ପ୍ରକାରର ବାଧା ଗୁଡିକ ଦୂର ହୋଇଯିବ। ଖାସ କରି ପ୍ରେମ ସମ୍ବଦ୍ଧରେ ଯେଉଁ ବ୍ୟକ୍ତି ମାନେ ଅଛନ୍ତି ସେମାନଙ୍କର ପ୍ରେମ ବିବାହ ହେବାର ସମ୍ଭାବନା ରହିଛି। ଆପଣଙ୍କର ଦ୍ୱାରା କରାଯାଇଥିବା ସବୁ ଚେଷ୍ଟା ବହୁତ ଜଲଦି ସଫଳ ହେବ। ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ। ଆପଣ ନିଜର କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ। ନୂଆ ଘର ମଧ୍ୟ ଆପଣ କିଣିପାରନ୍ତି।

Google

ତୁଳା ରାଶି:-

ଏହି ରାଶିର ସବୁ ଲୋକମାନଙ୍କୁ କୌଣସି ନିବେଶରୁ ମଧ୍ୟ ଲାଭ ମିଳିବାର ସମ୍ପୂର୍ଣ ସମ୍ଭାବନା ରହିଛି। ଆପଣଙ୍କର ପରିବାରରେ ସୁଖ ଶାନ୍ତି ଲାଗିରହିବ। ବହୁତ ଦିନରୁ ଅଟକି ରହିଥିବା ଧନ ବା ଟଙ୍କା ପଇସା ଏହି ଲୋକମାନଙ୍କୁ ଫେରି ମିଳିବାର ସମ୍ଭାବନା ରହିଛି। ବିଦ୍ୟାର୍ଥୀ ମାନଙ୍କର ପାଇଁ ଏହି ସମୟ ବହୁତ ଶୁଭ ସମୟ ସାବ୍ୟସ୍ତ ହେବ। ବହୁତ ଜଲଦି ଚାକିରୀ ମିଳିବାର ସମ୍ଭାବନା ରହିଛି। ଚାକିରୀ ମିଳିବା ମାତ୍ରେ ଆପଣଙ୍କର ପ୍ରତି ସମସ୍ତଙ୍କର ବ୍ୟବହାର ବଦଳି ଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *