Excuse Me Odisha

ଯାହା କହିବୁ ସତ କହିବୁ

ମି-ଛ କହିବାରେ ନିପୁଣ ହୋଇଥାଆନ୍ତି ଏହି ୪ଟି ରାଶିର ଲୋକେ, ଏମାନଙ୍କର ମି-ଛ ଧରିବା ଅତ୍ୟନ୍ତ କଠିନ ହୋଇଥାଏ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଆମ ବ୍ୟକ୍ତିଗତ ଜୀବନ ସହିତ ଜ-ଡ଼ି-ତ କୌଣସି କଥା କହିବାର କ୍ଷମତା ରଖିଥାଏ। ଏହା ଆମ କୁଣ୍ଡଳୀ, ଜନ୍ମ ତାରିଖ, ରାଶିର ଆଧାର ଉପରେ ବହୁତ କିଛି କହିଥାଏ। ଏହାଦ୍ବାରା ଆପଣ କୌଣସି ବ୍ୟକ୍ତିର ବ୍ୟକ୍ତିତ୍ଵ ବିଷୟରେ ଜାଣି ପାରିବେ। ଆଜି ଆମେ ଆପଣଙ୍କୁ ୪ ଟି ଏଭଳି ରାଶି ବିଷୟରେ କହିବାକୁ ଯାଉଛୁ, ଏହି ରାଶିର ଲୋକେ ଅଧିକ ମିଛ କଥା କହିଥାନ୍ତି। ଅର୍ଥାତ ଏହି ଚାରିଟି ରାଶିର ଲୋକଙ୍କୁ ମି-ଛ କହିବାର ଅଭ୍ୟାସ ରହିଥାଏ।

କହିବାକୁ ଗଲେ ପ୍ରତ୍ୟେକ ଲୋକ ନିଜ ଜୀବନରେ ମିଛ କହିଥାନ୍ତି। ୧୨ ଟି ରାଶି ମଧ୍ୟରୁ ଏହି ଚାରିଟି ରାଶିର ଲୋକଙ୍କୁ ସବୁଠାରୁ ଅଧିକ ମିଛ କହିଥାନ୍ତି। ତେବେ ଚାଲନ୍ତୁ ଡେରି ନକରି ଜାଣିବା ଏହି ରାଶି ବିଷୟରେ।

ମିଥୁନ ରାଶି –

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମିଥୁନ ରାଶିର ଜାତକ ମିଛ କହିବାର ନମ୍ବର ୧ ରେ ରହିଛନ୍ତି। ଏମାନେ ଅଧିକ ସୁବିଧାରେ ମିଛ କହିଥାନ୍ତି ଯେ କେହି ଏମାନଙ୍କୁ ଧରି ପାରନ୍ତି ନାହିଁ। ଏହା ରାଶିର ଲୋକଙ୍କ ନଜରିଆ ଅନ୍ୟମାନଙ୍କ ସାମ୍ନାରେ ଅଲଗା ହୋଇଥାଏ। ଅନ୍ୟମାନଙ୍କ ପାଇଁ ଯାହା ସତ୍ୟ ଅଟେ, ତାହା ଏମାନଙ୍କ ପାଇଁ ମିଥ୍ୟା ହୋଇଥାଏ।

Google

ତୁଳା ରାଶି –

ଏହି ରାଶିର ଲୋକେ ଅଧିକ ସମୟ ସନ୍ଦେହ ମଧ୍ୟରେ ରହିଥାନ୍ତି। ଏହି ଦୁର୍ବଳତାକୁ ଲୁଚାଇବା ପାଇଁ ଏମାନେ ମିଛ କହିଥାନ୍ତି। କିଛି ମାମଲାରେ ଏମାନଙ୍କୁ ସତ ଭଲ ଲାଗି ନଥାଏ। ଏଥିରୁ ଏମାନେ ପଳାୟନ କରିଥାନ୍ତି। ମିଛକୁ ଏମାନେ ସାହାରା ବନେଇ ନେଇ ଥାଆନ୍ତି। ମିଛ କହିବା ସମୟରେ ଏଭଳି ଫସି ଯାଇଥାନ୍ତି ଯେ ବାହାରକୁ ବାହାରି ପାରନ୍ତି ନାହିଁ। ତଥାପି ସେମାନେ ସରଳତାରେ ମିଛ କହିଥାନ୍ତି।

ବିଛା ରାଶି –

ଏମାନଙ୍କୁ ସତ ଦେଖିବା ଏବଂ ଦେଖାଇବା ଖାସ୍ ପସନ୍ଦ ଆସି ନଥାଏ। ଏହିକଥାକୁ ନେଇ ଏମାନେ ମିଛର ସହଯୋଗ ନେଇ ଥାଆନ୍ତି। ଏମାନଙ୍କ ସମସ୍ୟା ଏହା ହୋଇଥାଏ କି ଏମାନେ ସତ କହି ନିଜକୁ ଅପମାନିତ କରିବାକୁ ଚାହାନ୍ତି ନାହିଁ। ଯେତେବେଳେ ଏମାନଙ୍କର ମାନସମ୍ମାନ ଉପରେ କଥା ଆସିଥାଏ, ସେତେବେଳେ ଏମାନେ ମିଛ କହିବାକୁ ପଛ ଗୁଞ୍ଚା ଦେଇ ନଥାନ୍ତି। ନିଜ ସମ୍ମାନ ବଞ୍ଚାଇବା ପାଇଁ ଏମାନେ ଅଧିକ ମିଛ କହିଥାନ୍ତି। ଏମାନଙ୍କୁ ସମାଜରେ ନିଜର ସମ୍ମାନ ଅଧିକ ପସନ୍ଦ ହୋଇଥାଏ।

Google

କୁମ୍ଭ ରାଶି –

ଏହି ରାଶିର ଲୋକେ ନିଜ କାର୍ଯ୍ୟକୁ ପୂରଣ କରିବା ପାଇଁ ମିଛ କହିଥାନ୍ତି। ଯଦି କୌଣସି ମିଛ କହି ଏମାନଙ୍କର କାର୍ଯ୍ୟ ସୁବିଧାରେ ପୂରଣ ହୋଇ ଯାଉଛି ତାହେଲେ କୌଣସି ଅସୁବିଧା ନାହିଁ ବୋଲି ଏମାନେ ବୁଝନ୍ତି। ଏମାନଙ୍କ ପାଇଁ ପ୍ରେମ ଏବଂ ଯୁ-ଦ୍ଧରେ ମିଛ କହିବା ଆବଶ୍ୟକ ଅଟେ। ଏମାନେ ବହୁତ ଚାଲାକ ହୋଇଥାନ୍ତି ଏବଂ ଏଭଳି ଭାବରେ ମିଛ କହିଥାନ୍ତି କି ସାମ୍ନାରେ ଥିବା ଲୋକେ ମଧ୍ୟ ବିଶ୍ଵାସ କରି ଯାଆନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *