Excuse Me Odisha

ଯାହା କହିବୁ ସତ କହିବୁ

ମାସିକ ରାଶିଫଳ (ମଇ ): ଏହି ୮ ଟି ରାଶିର ଲୋକଙ୍କ ପାଇଁ ଭାଗ୍ୟଶାଳୀ ରହିବ ମେ ମାସ, ବହୁତ ଫାଇଦା ମିଳିବାର ଯୋଗ ରହିଛି।

ସେୟାର୍ କରନ୍ତୁ

ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଥିବ କି ଆସୁଥିବା ମାସ ଆମ ପାଇଁ କିପରି ରହିବ ? ଆମେ ଆପଣଙ୍କୁ ଆସୁଥିବା ମେ ମାସର ରାଶିଫଳ କହିବାକୁ ଯାଉଛୁ। ଏହି ମାସିକ ରାଶିଫଳରେ ଆପଣ ନିଜର ରାଶି ଅନୁସାରେ ଆସୁଥିବା ମାସ ଆପଣଙ୍କ ପ୍ରେମ, କ୍ୟାରିୟର ତଥା ସ୍ବାସ୍ଥ୍ୟ ଦୃଷ୍ଟିରୁ କିପରି ରହିବ। ଏହି ମାସିକ ରାଶିଫଳରେ ଆପଣଙ୍କୁ ଆପଣଙ୍କ ଜୀବନରେ ହେବାକୁ ଥିବା ଏକ ମାସର ଘଟଣା ସଂକ୍ଷେପରେ ବର୍ଣ୍ଣନ ମିଳିବ। ତେବେ ପଢନ୍ତୁ ରାଶିଫଳ ମେ ୨୦୨୧

ମେଷ ରାଶି –

ଏହି ମାସରେ ଆପଣଙ୍କର ରଚନାତ୍ମକ ଏବଂ କଳାତ୍ମକ କ୍ଷମତା ବୃଦ୍ଧି ପାଇବ। ଆୟରେ ବୃଦ୍ଧି ହେବ। ସମ୍ପତ୍ତିକୁ ସଠିକ ଦାମରେ କିଣି ପାରିବେ। ଉଚ୍ଚ ଅଧିକାରୀଙ୍କ ସାମ୍ନାରେ ଆପଣ ନିଜର ଉତ୍ତମ ପରିଚୟ ସୃଷ୍ଟି କରିବାରେ ପ୍ରୟାସ କରିବେ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ହୋଇପାରେ। ଶିକ୍ଷଣୀୟ ମୋର୍ଚ୍ଚା ଉପରେ ସଫଳତା ପାଇବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆପଣଙ୍କୁ ନିଜ ଆଖପାଖ ଗତିବିଧି ଉପରେ ଧ୍ୟାନ ରଖିବା ଆବଶ୍ୟକ।

ପ୍ରେମ ମା-ମ-ଲାରେ, ଆପଣ କୌଣସି ନୂଆ ପ୍ରେମ ସମ୍ବନ୍ଧ ଆରମ୍ଭ କରି ପାରନ୍ତି।

କ୍ୟାରିୟର ମା-ମ-ଲାରେ, କ୍ୟାରିୟର ସମ୍ବନ୍ଧିତ ଭଲ ଖବର ମିଳିପାରେ। କୌଣସି ବଡ଼ ପ୍ରୋଜେକ୍ଟ ହାତକୁ ଆସିପାରେ।

ସ୍ବାସ୍ଥ୍ୟ ମା-ମ-ଲାରେ, ଆପଣଙ୍କୁ ହାଲକା ଖାଦ୍ୟ ସେବନ କରିବା ଉଚିତ।

ବୃଷ ରାଶି –

ପରିଶ୍ରମ ଅନୁସାରେ ଫଳ କମ ମିଳିବ। ଆପଣଙ୍କୁ ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ଅନ୍ୟମାନଙ୍କ ପ୍ରତି ସହଯୋଗ ଭାବନା ଦ୍ଵାରା ସଫଳତା ମିଳିବ। ବ୍ୟାପାର କରୁଥିବା ଲୋକଙ୍କୁ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। କାରବାରରେ ପାର୍ଟନରସିପ କରିବାର ଯୋଜନା ସଫଳ ରହିବ। ଲୋକେ ଆପଣଙ୍କ ବିଚାର ଦ୍ଵାରା ପ୍ରଭାବିତ ହୋଇ ପାରନ୍ତି। ଚାକିରୀରେ ଆପଣଙ୍କୁ ସମ୍ମାନ ପ୍ରାପ୍ତ ହେବ।

ପ୍ରେମ ମା-ମ-ଲାରେ, ପ୍ରେମୀଙ୍କ ସହଯୋଗ ଦ୍ଵାରା ଆପଣଙ୍କର କୌଣସି କାର୍ଯ୍ୟ ସମ୍ପନ୍ନ ହେବ।

କ୍ୟାରିୟର ମା-ମ-ଲାରେ, ଆୟରେ ବୃଦ୍ଧି ହେବ ଏବଂ ବ୍ୟବସାୟରେ ଫାଇଦା ମିଳିବ।

ସ୍ବାସ୍ଥ୍ୟ ମା-ମ-ଲାରେ, ସଠିକ ଖାଦ୍ୟପେୟ ଏବଂ ନିୟମିତ ବ୍ୟାୟାମ କରିବା ଦ୍ଵାରା ସ୍ବାସ୍ଥ୍ୟ ଠିକ୍ ରହିବ।

ମିଥୁନ ରାଶି –

ବ୍ୟାପାର କରିଥିବା ଲୋକଙ୍କୁ କାହାକୁ ଉ-ଦ୍ଧା-ର ଦେବା ଉଚିତ ନୁହେଁ। ଅଫର ମିଳୁଥିବା ସମୟରେ ସମ୍ପତ୍ତି କିଣିବେ। ପାଠପଢ଼ାରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯେଉଁ ମାନେ କଳା ଏବଂ ସଙ୍ଗୀତ କ୍ଷେତ୍ରରେ ଜଡ଼ିତ ରହିଛନ୍ତି, ସେମାନେ ନୂଆ କରିବାକୁ ପ୍ରୟାସ କରିବେ।

ପ୍ରେମ ମା-ମ-ଲାରେ, ପ୍ରେମ ସମ୍ବନ୍ଧ ପାଇଁ ସମ୍ବନ୍ଧ ସୁଦୃଢ ରହିବ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ପର୍କ ସୁଦୃଢ ରହିବ।

କ୍ୟାରିୟର ମା-ମ-ଲାରେ, ଚାକିରି କ୍ଷେତ୍ରରେ ଆଶାନୁରୂପ ପରିବର୍ତ୍ତନ ଦେଖିବାକୁ ମିଳିବ।

ସ୍ବାସ୍ଥ୍ୟ ମା-ମ-ଲାରେ, ଲମ୍ବା ସମୟରୁ ଚାଲିଥିବା ବେମାରୀରୁ ମୁକ୍ତି ମିଳିବ।

Google

କର୍କଟ ରାଶି –

ଏହି ମାସରେ କୌଣସି ଅବସରକୁ ହାତଛଡ଼ା କରନ୍ତୁ ନାହିଁ। ବ୍ୟାପାର ଧୀର ଗତିରେ ଚାଲିଲେ ମଧ୍ୟ ଲାଭ ପ୍ରାପ୍ତ ହେବ। କିଛି ଏଭଳି ବ୍ୟକ୍ତିଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ,ଯେଉଁ ମାନେ ଆପଣଙ୍କ କ୍ୟାରିୟର ପାଇଁ ସହଯୋଗୀ ସାବ୍ୟସ୍ତ ହେବେ। କୌଣସି ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି। କର୍ମ କ୍ଷେତ୍ରରେ ନିଜ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ । ଗ୍ରହ ମାନଙ୍କର ସ୍ଥିତି କାର୍ଯ୍ୟରୁ ଆପଣଙ୍କ ଧ୍ୟାନ ଭଟକାଇ ପାରେ। ସମୟ ଆପଣଙ୍କ ଅନୁରୂପ ରହିଛି। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ।

ପ୍ରେମ ମା-ମ-ଲାରେ, ପ୍ରେମ ଜୀବନରେ କୌଣସି ଶୁଭ ସମାଚାର ମିଳିପାରେ। ପ୍ରେମୀଙ୍କ ସହଯୋଗରେ ପ୍ରସନ୍ନ ରହିବେ।

କ୍ୟାରିୟର ମା-ମ-ଲାରେ, ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବ।

ସ୍ବାସ୍ଥ୍ୟ ମା-ମ-ଲାରେ, ଯେଉଁ ଲୋକଙ୍କୁ ଶୁଗାର ସମସ୍ୟା ରହିଛି ସେମାନଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରରି ବିଶେଷ ଧ୍ୟାନ ରଖିବାକୁ ପଡ଼ିବ।

ସିଂହ ରାଶି –

ଛୋଟ ଛୋଟ କଥାକୁ ନେଇ ବି-ବା-ଦ କରନ୍ତୁ ନାହିଁ। ଆପଣଙ୍କର ଇଛା ଏହି ମାସ ପୂରଣ ହେବ। କୌଣସି ସମସ୍ୟା ଦେଖି ବିଚଳିତ ହୁଅନ୍ତୁ ନାହିଁ, ଅଧିକ ଚିନ୍ତିତ ଥିଲେ ଅନୁଭବୀ ଲୋକଙ୍କଠାରୁ ପରାମର୍ଶ ନିଅନ୍ତୁ। ଶିକ୍ଷଣୀୟ ମୋର୍ଚ୍ଚା ଉପରେ ଆପଣଙ୍କ ଯୋଗ୍ୟତା ସବୁଠାରୁ ବଡ଼ ସମ୍ପତ୍ତି ହେବ। ସାମାଜିକ କ୍ଷେତ୍ରରେ ଦାୟରା ବୃଦ୍ଧି ପାଇବ। ଏହାସହିତ ଆପଣ ସବୁ କାର୍ଯ୍ୟରେ ପ୍ରଶଂସିତ ହେବେ।

ପ୍ରେମ ମା-ମ-ଲାରେ, ପ୍ରେମ ପକ୍ଷ ସୁଦୃଢ ରହିବ। ନୂଆ ପ୍ରେମ ପ୍ରସଙ୍ଗରେ ଆପଣଙ୍କୁ ସଫଳତା ମିଳିବ।

କ୍ୟାରିୟର ମା-ମ-ଲାରେ, ଆପଣଙ୍କୁ ନିବେଶ କରିବା ପୂର୍ବରୁ ଭଲଭାବରେ ବି-ଚା-ର କରିବା ଆବଶ୍ୟକ।

ସ୍ବାସ୍ଥ୍ୟ ମା-ମ-ଲାରେ, ବ୍ୟାୟାମ ଅବଶ୍ୟ କରନ୍ତୁ, କାରଣ ବ୍ୟାୟାମ କରିବା ଦ୍ଵାରା ଶରୀର ସୁସ୍ଥ ରହିବ।

କନ୍ୟା ରାଶି –

ଏହି ମାସରେ ଅଧିକ କାମନା କରିବା ଆପଣଙ୍କ ପାଇଁ କ୍ଷତିକାରକ ଅଟେ। ବ୍ୟାପାର କରୁଥିବା ଲୋକେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଲୋକେ ଆପଣଙ୍କ ପାଖରୁ ପରାମର୍ଶ ନେବାକୁ ଆସି ପାରନ୍ତି। ଏହି ରାଶିର ଓକିଲଙ୍କୁ ପୁରୁଣା ଗ୍ରାହକଙ୍କ ଠାରୁ ଫାଇଦା ମିଳିବ। ଆପଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇବ।

ପ୍ରେମ ମା-ମ-ଲାରେ, ପୁରୁଣା ବିପରୀତ ଲି-ଙ୍ଗ ପ୍ରତି ଆକର୍ଷିତ ହୋଇ ପାରନ୍ତି। କୌଣସି ପ୍ରେମ ପ୍ରସ୍ତାବ ମିଳିପାରେ।

କ୍ୟାରିୟର ମା-ମ-ଲାରେ, ପ୍ରେମ ସମ୍ବନ୍ଧକୁ ନେଇ ଜୀବନରେ ସମସ୍ୟା ଦେଖ ଦେଇପାରେ।

ସ୍ବାସ୍ଥ୍ୟ ମା-ମ-ଲାରେ, ଲଙ୍କାର ଅଧିକ ସେ-ବ-ନ କରନ୍ତୁ ନାହିଁ।

Google

ତୁଳା ରାଶି –

ପ୍ରଥମ ସପ୍ତାହ ପରେ କିଛି କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ମାସର ଶେଷ ସମୟରେ କିଛି ଶୁଭ ସମାଚାର ପ୍ରାପ୍ତ ହେବ। ନିଜ ମନରେ କୌଣସି ପ୍ରକାର ସନ୍ଦେହ ରଖନ୍ତୁ ନାହିଁ। ଈଶ୍ବରଙ୍କ ଉପରେ ଭରସା ରଖି ନିଜ କର୍ମ କରନ୍ତୁ। ସବୁ କଥା ନିଜ କୁଶଳତା ରେ ସମ୍ପନ୍ନ କରିବେ। ପରିବାର ସହିତ ମିଶି ମନୋରଞ୍ଜନରେ ସମୟ ଅତିବାହିତ କରିବେ।

ପ୍ରେମ ମା-ମ-ଲାରେ, ପ୍ରେମ ଜୀବନରେ ସଫଳତା ମିଳିବ।

କ୍ୟାରିୟର ମା-ମ-ଲାରେ, ଯଦି ଆପଣ ନିଜ ଚାକିରିକୁ ବଦଳିବା ପାଇଁ ଚାହୁଁଛନ୍ତି ତାହେଲେ ଏହି ବି-ଚା-ରକୁ ସ୍ଥଗିତ ରଖିବା ଉଚିତ

ସ୍ବାସ୍ଥ୍ୟ ମା-ମ-ଲାରେ, ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ, ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ।

ବିଛା ରାଶି –

ସମ୍ପତ୍ତି ମାମଲାରେ ଆପଣଙ୍କୁ ଉତ୍ତମ ଅବସର ମିଳିବ।ମେଡିସିନ ସମ୍ବନ୍ଧିତ କାରବାରରେ ଗ୍ରାହକଙ୍କ ସୁରକ୍ଷା ସହିତ ନିଜ ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଆର୍ଥିକ ମାମଲାକୁ ନେଇ ମତଭେଦ ସୃଷ୍ଟି ହୋଇପାରେ। ନୂଆ ବନ୍ଧୁଙ୍କ ସହିତ ମିଶିବେ, ଯାହା ସହିତ ଆପଣ ସେମାନଙ୍କ ଠାରୁ କିଛି ଶିଖିବେ। ଶିକ୍ଷଣୀୟ ମୋର୍ଚ୍ଚାର ଆପଣ କିଛି ନୂଆ ଜିନିଷ ଶିଖିବେ।

ପ୍ରେମ ମା-ମ-ଲାରେ, ଗୃହସ୍ଥ ଜୀବନରେ ପ୍ରେନ ଭରିଯିବ। ପ୍ରେମ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। ଏଥିପାଇଁ ଶାନ୍ତି ସହିତ କାର୍ଯ୍ୟ କରନ୍ତୁ

କ୍ୟାରିୟର ମା-ମ-ଲାରେ, ବ୍ୟବସାୟ କ୍ଷେତ୍ରରେ ବୃଦ୍ଧି ହେବ। କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ।

ସ୍ବାସ୍ଥ୍ୟ ମା-ମ-ଲାରେ, କୌଣସି ପ୍ରକାରର ଔଷଧ ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଧନୁ ରାଶି –

ଏହି ମାସରେ ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ଆପଣଙ୍କ ମନରେ ଅସନ୍ତୋଷ ଭାବନା ଜାଗ୍ରତ ହୋଇପାରେ। କ୍ରୋଧ ବଶତଃ ନିଜ କାର୍ଯ୍ୟ ବିଗାଡି ଦେଇ ପାରନ୍ତି। କିଛି ନବୁଝି କୁହନ୍ତୁ ନାହିଁ। ଚାକିରି ପେଶାରେ ଥିବା ଲୋକଙ୍କ ପାଇଁ ସମୟ କଠିନ ରହିଛି। ଆର୍ଥିକ ସ୍ଥିତି ସୁଦୃଢ ରହିବ। କିଛି ମାମଲାରେ ନୂଆ ଆରମ୍ଭ କରି ପାରନ୍ତି।

ପ୍ରେମ ମା-ମ-ଲାରେ, ପ୍ରେମ ଜୀବନରେ ଅତିବାହିତ କରୁଥିବା ଲୋକଙ୍କୁ ସୁଖଦ ପରିଣାମ ପ୍ରାପ୍ତ ହେବ।

କ୍ୟାରିୟର ମା-ମ-ଲାରେ, ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ । ସେମାନଙ୍କୁ ଆଳସ୍ୟ ଓ ଦାୟିତ୍ବହୀନ ହେବାରୁ ବଞ୍ଚିତ ହେବା ଉଚିତ।

ସ୍ବାସ୍ଥ୍ୟ ମା-ମ-ଲାରେ, ଲମ୍ବା ସମୟରୁ ଅଧିକ ଲଙ୍କା ଲୁଣର ସେବନ କରୁଥିବା ଲୋକଙ୍କୁ ପେଟ ସମସ୍ୟା ଦେଖ ଦେଇପାରେ।

Google

ମକର ରାଶି –

ଅନଲାଇନ ବ୍ୟବସାୟ କରୁଥିବା ଲୋକଙ୍କୁ ବଡ଼ ଫାଇଦା ମିଳିପାରେ। ମାନସିକ ଚିନ୍ତା ଆପଣଙ୍କର ବଢିପାରେ। ସନ୍ତାନଙ୍କ ତରଫରୁ ଚାଲିଥିବା ଚିନ୍ତା ଦୂର ହେବ। ସମସ୍ୟାକୁ ସମାଧାନ କରିବା ପାଇଁ ଆପଣ ନିଜର କୁଶଳତା ପ୍ରଦର୍ଶନ କରିବେ। ମାତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ଟଙ୍କା କ୍ଷେତ୍ରରେ ଉତ୍ତମ ଅବସର ମିଳିବ।

ପ୍ରେମ ମା-ମ-ଲାରେ, ଗୃହସ୍ଥ ଜୀବନରେ ସମସ୍ୟା ଦେଖ ଦେଇପାରେ। ପ୍ରେମ ଜୀବନ ସାମାନ୍ୟ ରହିବ।

କ୍ୟାରିୟର ମା-ମ-ଲାରେ, ଆର୍ଥିକ ମାନ୍ଦାବସ୍ଥା ଦୂର ହେବ। ଚାକିରୀରେ ଉତ୍ତମ ଅବସର ମିଳିବ।

ସ୍ବାସ୍ଥ୍ୟ ମା-ମ-ଲାରେ, ଯେଉଁ ଲୋକଙ୍କୁ ସୁଗାର ସମସ୍ୟା ରହିଛି, ସେମାନଙ୍କୁ ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ।

କୁମ୍ଭ ରାଶି –

ଘରେ ବୃଦ୍ଧଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ଆବଶ୍ୟକ। ଆପଣଙ୍କ ସମସ୍ୟା ମାନସିକ ସୁଖକୁ ନଷ୍ଟ କରିପାରେ। ଆପଣଙ୍କ ମୁଣ୍ଡରେ ଗୋଟେ ସମୟରେ ଅନେକ କଥା ଚାଲି ପାରେ ଏବଂ ବହୁତ ଯୋଜନା ରହିବ। ଆପଣ ଆର୍ଥିକ ସ୍ଥିତିକୁ ନେଇ ଚିନ୍ତିତ ରହିବେ। ଆପଣଙ୍କ ବୈବାହିକ ଜୀବନରେ କିଛି ସମସ୍ୟା ଆସିପାରେ।

ପ୍ରେମ ମା-ମ-ଲାରେ, ପ୍ରେମୀ ଯୁଗଳ ପରସ୍ପର ପ୍ରତି ସନ୍ଦେହ କରନ୍ତୁ ନାହିଁ।ଏହାଦ୍ବାରା ଆପଣଙ୍କ ସମ୍ବନ୍ଧରେ କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ।

କ୍ୟାରିୟର ମା-ମ-ଲାରେ, ବରିଷ୍ଠ ଅଧିକାରୀ ପ୍ରସନ୍ନ ରହିବେ ଏବଂ ଆପଣଙ୍କର ଉତ୍ତମ ପ୍ରଦର୍ଶନ ଦେଖି ନୂଆ ଦାୟିତ୍ୱ ମିଳିପାରେ।

ସ୍ବାସ୍ଥ୍ୟ ମା-ମ-ଲାରେ, ସ୍ୱାସ୍ଥ୍ୟରେ ଫୁସଫୁସ ଜନିତ ସମସ୍ୟା ଦେଖା ଦେଇପାରେ। ଏଥିପାଇଁ ବିଶେଷ ଧ୍ୟାନ ରଖନ୍ତୁ।

ମୀନ ରାଶି –

ଏହି ମାସରେ କିଛି ନକରାତ୍ମକ ରହିବ। ଛୋଟ ଛୋଟ କଥାକୁ ନେଇ ଆପଣ ଚିନ୍ତିତ ହୋଇ ପାରନ୍ତି। କୌଣସି ସମ୍ପର୍କୀୟଙ୍କ ଠାରୁ ଅଚାନକ ଖବର ମିଳିପାରେ। ଆପଣ କାର୍ଯ୍ୟକ୍ଷେତ୍ରରେ ସୁଧାର କରିବା ପାଇଁ ଇଚ୍ଛା ରଖି ପାରନ୍ତି। ଧାର୍ମିକ କାର୍ଯ୍ୟରେ ରୁଚି ରଖି ପାରନ୍ତି। ନୂଆ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇ ପାରେ। ସ୍ବାସ୍ଥ୍ୟ ସେବାରେ ଜଡ଼ିତ ଲୋକଙ୍କୁ ଏହି ମାସରେ ଅଧିକ କଠିନ ପରିଶ୍ରମ କରିବାକୁ ପଡ଼ିବ।

ପ୍ରେମ ମା-ମ-ଲାରେ, ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ପରସ୍ପର ସହିତ ରୋମାନ୍ସର ଅବସର ମିଳିବ।

କ୍ୟାରିୟର ମା-ମ-ଲାରେ, କ୍ୟାରିୟରରେ ଆଗକୁ ବଢିବା ପାଇଁ ଯୋଜନା ବନେଇ ପାରନ୍ତି। ବ୍ୟବସାୟରେ ସନ୍ତାନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

ସ୍ବାସ୍ଥ୍ୟ ମା-ମ-ଲାରେ, ନିୟମିତ ଭାବରେ ବ୍ୟାୟାମ କରିବା ଦ୍ଵାରା ଆପଣ ସୁସ୍ଥ ଅନୁଭବ କରିବେ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *