Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ଟି ଗୁଣ ଥିବା ପୁଅ ବହୁତ ଭଲ ହୋଇଥାନ୍ତା, ଆସନ୍ତୁ ଜାଣିବା ଭଲ ପୁଅକୁ କେମିତି ଚିହ୍ନିବେ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଏମିତି ୫ଟି ଗୁଣ ଥିବା ପୁଅଙ୍କ ବିଷୟରେ କହିବୁ ଯେଉଁମାନେ ଭଲ ପୁଅ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଏମିତି ୫ଟି ଟିପ୍ସ ବିଷୟରେ ଆସନ୍ତୁ ଜାଣିବା ଯାହାକି ଆପଣ ଗୋଟେ ଭଲ ପୁଅକୁ ଚିହ୍ନି ପାରିବେ। ଆଉ ତାକୁ ପ୍ରେମ କରିପାରିବେ। ଆଉ ତାଙ୍କ ସହିତ ସାରା ଜୀବନ ରହିପାରିବେ। ତ କେମିତି ଚିହ୍ନିବେ ଗୋଟେ ଭଲ ପୁଅକୁ। ତ ଆସନ୍ତୁ ଜାଣିବା।

ପ୍ରଥମେ କେମିତି ଚିହ୍ନିପାରିବେ ନାଁ ଗୋଟେ ଭଲ ପୁଅକୁ। ଦୁଃଖ ସମୟରେ ସାଙ୍ଗରେ ରହୁଥିବା ପୁଅ। ଗୋଟେ କଥା ମନେରଖିବେ ମଣିଷକୁ ସେତେବେଳେ ଚିହ୍ନିବେ ଆପଣଙ୍କର ଦୁଃଖ ସମୟରେ। ସୁଖ ସମୟରେ ତ ସମସ୍ତେ ସାଙ୍ଗରେ ରୁହନ୍ତି କିନ୍ତୁ ଦୁଃଖ ସମୟରେ ଚିହ୍ନି ପାରିବେ ଯେ ଭଲ ମଣିଷ କିଏ। କିନ୍ତୁ ଯଦି ଦୁଃଖ ଆସେ ସେହି ସମୟରେ ଚିହ୍ନି ପାରିବା ସେହି ମଣିଷ କେମିତି ଆଉ ଗୋଟେ କଥା ସିଧା ଭାବରେ କହିଦେଉଛୁ ଯେଉଁ ମଣିଷ ଦୁଃଖ ସମୟରେ ସାଙ୍ଗରେ ଛିଡା ହୁଏ ସେହି ନିଜର ମଣିଷ। ଆଉ ସେହି ପୁଅ ବହୁତ ଭଲ।

Google

ଯେଉଁ ପୁଅ ନିଜର କର୍ତ୍ତବ୍ୟକୁ ନିଭାଇ ଥାଏ। ସେହି ପୁଅ ମାନେ ଝିଅଙ୍କ ନଜରରେ ଫେବରାଇଟ ହୋଇଥାନ୍ତି। ଆଉ ଝିମାନେ ଏମିତି ପୁଅଙ୍କୁ ଲାଇଫ ପାର୍ଟନର ଭାବରରେ ବାଛନ୍ତି। ଯଦି ଆପଣ ନିଜର କର୍ତ୍ତବ୍ୟ ନିଭଉଛନ୍ତି ତ ବହୁତ ଭଲ ମଣିଷ। ଆଉ ଏମିତି ପୁଅବି ବହୁତ ଭଲ।

ସମାନତା। ମାନେ ଯେଉଁ ମଣିଷ ଆପଣଙ୍କ ପାର୍ଟନର ସମାନତା ହୋଇଥାନ୍ତି ମାନେ ଯେଉଁ ମଣିଷ ମାନେ ଆପଣଙ୍କର ପାର୍ଟନର ଯଦି ସମାନତା ଲାଗିଥାଏ ତ ସେହି ପୁଅ ବହୁତ ଭଲ। କଣ ପାଇଁନା ବହୁତ ଜଣ ଭାବିଥାନ୍ତି ଝିଅମାନଙ୍କ ସହ ସମାନତା ନାହିଁ। ତାକୁ କମ ଫେସିଲିଟି ଦେବା ଦରକାର। ଏମିତି ଭାବନା ବହୁତ ଜଣଙ୍କ ଭିତରେ ଥାଏ। ଏମିତି ଭାବନାକୁ ବଦଳାଇ ବାକୁ ପଡିବ। ଆଉ ଯଦି ଆପଣଙ୍କ ସମାନତା ଅଛି ତ ଝିଅମାନେ ଏମିତି ପୁଅ ପ୍ରତି ଆକର୍ଷିତ ହୁଅନ୍ତି କିମ୍ବା ବହୁତ ଭଲ ହୋଇଥାନ୍ତି ଏମିତି ପୁଅ ମାନେ। ଯଦି ପୁଅଙ୍କ ମନରେ ସମାନତା ଭାବନା ଆସୁଛି।

କେୟାର କରୁଥିବା ପୁଅ। ଝିଅମାନେ ଏମିତି ପୁଅଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି ଯିଏ କେୟାର କରେ। ଆଉ କେୟାର ନାହିଁ କି ସବୁ ଜିନିଷରେ ରେଷ୍ଟିକେସନ ଲଗାଇବା। କି ତମେ ଏମିତି ସେମିତି ସେଇଟା କେୟାର ନୁହେଁ। ସେଇଟା ରେଷ୍ଟିକେସନ। ତମେ ଏଇଟା କୋଣ ପାଇଁ କଲ ତମେ ଏଇୟା କଲ ସେଇୟା କଲ ତମେ ଏମିତି କାମ କରିବା କଥା ନୁହେଁ। କେୟାର ନୁହେଁ ଭାଇ ଏହା ରେଷ୍ଟିକେସନ। ମାନେ କେୟାର ଅଲଗା ଆଉ ରେଷ୍ଟିକେସନ ଅଲଗା। କେୟାର ମାନେ ଆପଣଙ୍କୁ ଧ୍ୟାନ ଦେଉଥିବା ମଣିଷ। ଆଉ ମନେରଖିବେ ଝିଅମାନେ ତାଙ୍କୁ ଲାଇଫ ପାର୍ଟନର ଭାବେ ବାଛନ୍ତି। ଯେ କେୟାର ଫୁଲ ମଣିଷ ହୋଇଥାଏ ତାଙ୍କର ଲାଇଫରେ।

Google

ସାମଞ୍ଜସ୍ୟ। କିଛି ଲୋକ ଏମିତି ହୋଇଥାନ୍ତି ନିଜ ପ୍ରେମ ପାଇଁ ନିଜ ପରିବାରର ଧର୍ଯ୍ୟା ଉଡେଇ ଦିଅନ୍ତି। ମତେତ ଖାଲି ତମେ ହିଁ ତମେ ଦରକାର। ସେଥିପାଇଁ କିଛ ବି ଦରକାର ପଡୁ ମୁଁ ତୁମ ପାଇଁ କରିବା ପାଇଁ ରାଜିଅଛି। ମୁଁ ଏମିତି କରିଦେବି ସେମିତି କରିଦେବି। ଆଉ ଏମିତି କିଛି ନିଷ୍ପତି ନିଅନ୍ତି । ଆଉ କିଛି ଥାନ୍ତି ନିଜ ପାର୍ଟନର ପାଇଁ ପରିବାର ନିଜ ବନ୍ଧୁବାନ୍ଧବଙ୍କୁ କୁରବାନ କରିଦିଅନ୍ତି। ଯାହାକି ସାଇକୋଲଜି କହିଥାଏ ଏହି ଦୁଇଟି ତରିକା ଭୁଲ। ଆଉ ଏହି ଦୁଇଜଣଙ୍କ ଭିତରେ ଯେଉଁ ସାମଞ୍ଜସ୍ୟ ଥାଏ ମାନେ ଗୋଟେ ସାଇଟରେ ପାର୍ଟନର ଆଉ ଗୋଟେ ସାଇଟରେ ପରିବାର। ଆଉ ଏହି ପରିସ୍ଥିତିରେ ଯିଏ ତାଳମେଳ ନେଇ ବସାଇଥାଏ ବା ଆଗକୁ ଯାଇ ଏହି ମଣିଷ ଭଲ ମଣିଷ ମନାଯାଏ। କଣ ପାଇଁନା ଯଦି ଆପଣ ନିଜ ପ୍ରେମ ପାଇଁ ଫେମେଲିକୁ କୁର୍ବାନ କରୁଛନ୍ତି ତ ପରିବାର ନଜରରେ ଆପଣ ଖରାପ। ଆଉ ଯଦି ପରିବାର ପାଇଁ ପ୍ରେମକୁ କୁର୍ବାନ କରୁଛନ୍ତି ତ କଣ ଆପଣଙ୍କୁ ଲାଗୁନି ଆପଣ ନିଜ ପ୍ରେମ ଦୁନିଆରେ ବଦନାମ ହେଉଛନ୍ତି। ବଝି ପାରୁଛନ୍ତି ତ ଦୁଇଟି ଭିତରେ ସାମଞ୍ଜସ୍ୟ ବଜାୟୀ ରଖିବା ଦରକାର। ସାମଞ୍ଜସ୍ୟ ବସାଇ ରଖିବା ଦରକାର। ଯାହା ଫଳରେ ଆପଣଙ୍କ ରିଲେସନସିପ ଷ୍ଟ୍ରଙ୍ଗ ହୋଇକି ରହିବ। ତ ବୁଝି ଯାଆନ୍ତୁ ଏହି ଗୁଣ ଯଦି ଗୋଟେ ପୁଅ ପାଖରେ ଅଛି ତ ବୁଝିଯିବେ ସେହି ପୁଅ ବହୁତ ଭଲ ମଣିଷ ଆଉ ତାଙ୍କୁ କେବେ ହରେଇବା କଥା ନୁହେଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢିଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *