Excuse Me Odisha

ଯାହା କହିବୁ ସତ କହିବୁ

ଏହି ଦୁଇଟି ଜିନିଷ କେବେବି ଏକାଠି ପାଖାପାଖି ରଖନ୍ତୁ ନାହିଁ, ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆସନ୍ତୁ ଜାଣିବା ଘରେ କେଉଁସବୁ ଜିନିଷ ଏକାଠି ବା ଗୋଟିଏ ସ୍ଥାନରେ ରଖିବା ଅନୁଚିତ। ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁଶାସ୍ତ୍ର ନିୟମ ଅନୁସାରେ ଏମିତି କିଛି ଛୋଟିଆ ଛୋଟିଆ ଭୁଲ କରିବା ଦ୍ୱାରା ଆମ ଘରେ ଅଶାନ୍ତି ଲାଗିରହିଥାଏ। ଅନେକ ସମୟରେ ଆମ ଘରର ଆବଶ୍ୟକତା ଅନୁଯାୟୀ ଘର କୋରଣା ଜିନିଷ କିଣାକିଣି କରିଥାଉ। ଯାହା ଅବଶ୍ୟକ ହୋଇଥାଏ ତାହା ଆମେ ବଜାରରୁ କିଣି ଘରକୁ ନେଇ ଆସିଥାଉ। ଶାସ୍ତ୍ର ଅନୁସାରେ ବଜାରରେ କିଣାକିଣି କରିବା ସମୟରେ ବିଭିନ୍ନ ଦୃଷ୍ଟି ପ୍ରତି ଟିକେ ଧ୍ୟାନ ଦେବା ଉଚିତ। ଏମିତି କିଛି ଘର କୋରଣା ଜିନିଷ ରହିଛି ଯାହାକୁ ଏକା ସମୟରେ କିଣିବା ବା ଗୃହରେ ଏକାଠି କରି ରଖିବା ଦ୍ୱାରା ଆମର ବହୁତ ଅମଙ୍ଗଳ ହୋଇଥାଏ। ତେବେ ଆସନ୍ତୁ ଜାଣିନେବା ସେହିସବୁ ଜିନିଷ ଗୁଡିକ ବିଷୟରେ। ଏବଂ ଏହା ଦ୍ୱାରା ସୃଷ୍ଟି ହେଉଥିବା ନକାରାତ୍ମକ ପ୍ରଭାବ ବିଷୟରେ।

Google

ଝାଡୁ ଏବଂ କୁଲା:-

ଯେତେବେଳେ ଆପଣ କୌଣସି ସମୟରେ କିଛି ଜିନିଷ ପତ୍ର କିଣାକିଣି କରୁଛନ୍ତି ତେବେ ଏକା ସମୟରେ ଝାଡୁ ଓ କୁଲା କେବେହେଲେ କିଣନ୍ତୁ ନାହିଁ। ଝାଡୁ ଏବଂ କୁଲାକୁ ଘରେ ଏକାଠି ଗୋଟିଏ ସ୍ଥାନରେ ରଖନ୍ତୁ ନାହିଁ। ଏହା ଦ୍ୱାରା ପରିବାର ପ୍ରତି ଅଶୁଭ ହୋଇଥାଏ। ଘରେ ଯଦି ଆପଣ ଝାଡୁ ଏବଂ କୁଲାକୁ ଏକାଠି ରହିଥିବାର ଦେଖନ୍ତି ତେବେ ତାକୁ ତୁରନ୍ତ ଅଲଗା କରିଦିଅନ୍ତୁ। କାରଣ ଏପରି କରିବା ଦ୍ୱାରା ଘରେ ବାରମ୍ବାର କଳିଝ-ଗଡା ସୃଷ୍ଟି ହୋଇଥାଏ। ଏବଂ ଘରେ ଅଶାନ୍ତି ଗତ ପରିବେଶ ସୃଷ୍ଟି ହୋଇଥାଏ। ଏମିତି ବାରମ୍ବାର କଳିଝଗଡା ହେବା ଦ୍ୱାରା ଘରେ କେବେ ହେଲେ ମାତା ଲକ୍ଷ୍ମୀଙ୍କର ବାସ ହୋଇନଥାଏ। ଫଳରେ ଘରର ଅଭାବ ଓ ଅସୁବିଧା ବାସ କରିଥାଏ। ଯଦି ଆପଣଙ୍କୁ କେହି ଏହି ଦୁଇଟି ଜିନିଷକୁ ଏକାଠି ରଖିବା ପାଇଁ କହୁଥାନ୍ତି ତେବେ ଭୁଲରେ ବି ଏପରି ଭୁଲ କରିବେ ନାହିଁ। କାରଣ ଏହା ଦ୍ୱାରା ଆପଣଙ୍କ ପରିବାର ଉପରେ କ୍ଷତି ହୋଇଥାଏ।

Google

ଝାଡୁ ଏବଂ ଜୋତା:-

ଝାଡୁ ଓ ଜୋତା ଏହା ସବୁବେଳେ ଅଲଗା ରହିବା ଉଚିତ। ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଗୃହରେ ଜୋତା ଏବଂ ଝାଡୁ ଏକାଠି ରହିଥାଏ ତେବେ ଆପଣଙ୍କ ଘରେ ସବୁବେଳେ ସ୍ବାସ୍ଥ୍ୟଗତ ସମସ୍ୟା ରହିଥାଏ। ତେବେ ଆପଣ କିଛି ଜିନିଷ କିଣାକିଣି କରୁଛନ୍ତି ତେବେ ଜୋତା ଏବଂ ଝାଡୁକୁ ଏକା ସାଙ୍ଗରେ କିଣନ୍ତୁ ନାହିଁ। ନଚେତ ଆପଣଙ୍କ ଘରେ ସବୁବେଳେ ଅଭାବ ଏବଂ ଅସୁବିଧା ଲାଗିରହିବ। ଯଦି ଆପଣ ଏହି ଭୁଲ କେହି କରୁଥିବାର ଦେଖନ୍ତି ତେବେ ଏହାକୁ ଠିକ କରିନିଅନ୍ତୁ।

Google

ଦୁଇଟି ଝାଡୁ:-

ବନ୍ଧୁଗଣ ଯଦି ଆପଣଙ୍କ ଘରେ ଗୋଟିଏରୁ ଅଧିକ ଝାଡୁ ଅଛି ତେବେ ଆପଣ ନିଶ୍ଚୟ ଜାଣିରଖିବା ଉଚିତ ଯେ କେବେହେଲେ ଗୋଟିଏ ଝାଡୁ ଉପରେ ଆଉ ଗୋଟିଏ ଝାଡୁ କେବେବି ରଖିବେ ନାହିଁ। କାରଣ ଏହା ଦ୍ବାରା ଘରେ କଳିଝଗଡା ଲାଗି ରହିବ। ଆପଣ ମାନେ ନିଶ୍ଚୟ ଜାଣି ରଖିବେ ଯେ ଯେଉଁ ଘରେ ସର୍ବଦା କଳିଝ-ଗଡା ଲାଗି ରହେ ସେହିଠାରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ। ତେଣୁ ଆପଣ ମାନେ ଦୁଇଟି ଝାଡୁକୁ ଏକାଠି ନରଖି ସବୁବେଳେ ଅଲଗା ଅଲଗା ସ୍ଥାନରେ ରଖନ୍ତୁ।

ତେବେ ବନ୍ଧୁଗଣ ଏହିସବୁ ଛୋଟ ଛୋଟ କଥା ପ୍ରତି ଧ୍ୟାନ ରଖିଲେ ଆପଣଙ୍କ ଗୃହରେ ସବୁବେଳେ ହସଖୁସି ଲାଗିରହିବ। ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *