Excuse Me Odisha

ଯାହା କହିବୁ ସତ କହିବୁ

ମିଥୁନ ରାଶିର ମଇ ମାସର ମାସିକ ରାଶିଫଳ : ଜାଣନ୍ତୁ ଆପଣଙ୍କର ଏହି ମାସ କେମିତି କଟିବ

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ମଇ ମାସରେ ମିଥୁନ ରାଶିର ପୁରୁଷ ଏବଂ ମହିଳାମାନେ କେମିତି କଟେଇବେ। କଣ କରିବେ ଅଶୁଭ ଗ୍ରହ ମାନଙ୍କର ପ୍ରତିକାର। କଣ ରହିଛି ରାଶିଫଳ ଆସନ୍ତୁ ଜାଣିବା। ତେବେ ୨୦୨୧ ମସିହା ମଇ ମାସରେ ମିଥୁନ ରାଶି ଜାତ ବ୍ୟକ୍ତି ମାନେ ଅବା ଯେଉଁମାନଙ୍କର ରାଶି ନକ୍ଷତ୍ର ବିଷୟରେ ଜାଣି ନାହାଁନ୍ତି ବା ଯେଉଁ ମାନଙ୍କର ଜାତକ ହୋଇପାରି ନାହିଁ ବା ଜାତକ ନାହିଁ କେବଳ ଟିପଣା ବି ଅଛି ଯଦି ବା ଜନ୍ମ ତାରିଖ ଜନ୍ମ ସମୟ ଜନ୍ମ ତିଥି ଜାଣିଥିବେ ବା ଆପଣଙ୍କ ନାମର ପ୍ରଥମ ଅକ୍ଷର କା କି,କୁ,ଥ,ଡ଼,ଛ,କେ,କୋ,ହା ହୋଇଥିବ କିମ୍ବା ଯେଉଁମାନଙ୍କର ଯେକୌଣସି ମାସର ୪ ତାରିଖ,୧୩ ତାରିଖ, ୨୨ ତାରିଖ, ୩୧ ତାରିଖରେ କିମ୍ବା ଚତୁର୍ଥୀ ବା ତ୍ରୟୋଦୋଷୀ ତିଥିରେ ଜନ୍ମ ହୋଇଥାନ୍ତି ତେବେ ସେମାନଙ୍କୁ ଜାଣିବାକୁ ହେବ ସେମାନଙ୍କର ରାଶି ମିଥୁନ ରାଶି ହେଉଛି। ବା ଏଇ ରାଶି ଫଳ ଯେଉଁ ଦେଖୁଛନ୍ତି ତାହେଲେ ମିଥୁନ ରାଶି ଏଇ ଅକ୍ଷର ବା ଏଇ ସଂଖ୍ୟା ଜନିତ ଜନ୍ମ ହୋଇଥିବା ମହିଳା ପୁରୁଷମାନେ ଆବାଡ଼ ବୃଦ୍ଧ ବନିତା ଜାଣିବା ଜାଣିବାକୁ ହେବ ସେମାନଙ୍କର ମିଥୁନ ରାଶି।

ତେବେ ମିଥୁନ ରାଶି ହିସାବରେ ଯଦି ଏହି ରାଶିଫଳ ଦେଖନ୍ତି ତେବେ ନିଶ୍ଚୟ ଆପଣଙ୍କର ଅନେକାଂଶରେ ନିଶ୍ଚିତ କାର୍ଯ୍ୟ ସାଧିତ ହୋଇପାରିବ ଏବଂ ସମସ୍ୟାର ମଧ୍ୟ ସମାଧାନ ହୋଇଯାଇପାରିବ। ତେବେ ମିଥୁନ ରାଶିର ନକ୍ଷତ୍ର ହେଉଛି ମୃଗଶିରା ନକ୍ଷତ୍ର, ଆଦ୍ରା ନକ୍ଷତ୍ର,ପୁନର୍ବାସୁ ନକ୍ଷତ୍ର। ରାଶି ଅଶୁଭ ରଙ୍ଗ ହେଉଛି ଶାଗୁଆ ବା ଶୁଆ ରଙ୍ଗ। ରାଶିର ଶୁଭ ବାର ହେଉଛି ବୁଧବାର। ରାଶିର ଶୁଭ ଦେବତା ହେଉଛନ୍ତି ଭଗବାନ ଶ୍ରୀ ଗଣେଶ।ରାଶିର ଶୁଭ ଦେବୀ ହେଉଛନ୍ତି ତ୍ରିଫୁଲା ସୁନ୍ଦରୀ। ରାଶିର ତପ ଏବଂ ଉପବାସ ଯଦି ବୁଧବାର କରନ୍ତି ତାହେଲେ ବହୁତ ଭଲ ଫଳ ମିଳିବ। ରାଶିର ଅଙ୍କ ବା ସଂଖ୍ୟା ହେଉଛି ୫, ରାଶିର ତାରିଖ ହେଉଛି ପ୍ରତ୍ୟକ ମାସର ୫ ତାରିଖ,୧୪ ତାରିଖ, ୨୩ ତାରିଖ ମାନଙ୍କରେ ଯେକୌଣସି ଶୁଭ କାର୍ଯ୍ୟ କରନ୍ତି ବା ଯାତ୍ରା କରନ୍ତି ତ ନିଶ୍ଚିତ ଶୁଭ ଫଳ ପ୍ରାପ୍ତି ହେବ। ତେବେ ମିଥୁନ ରାଶିର ମିତ୍ର ରାଶି ହେଉଛନ୍ତି ମେଷ ରାଶି,ତୁଳା ରାଶି, ସିଂହ ରାଶି,କୁମ୍ଭ ରାଶି,କନ୍ୟା ରାଶି।କିନ୍ତୁ ରାଶିର ଶତ୍ରୁ ରାଶି ହେଉଛନ୍ତି କର୍କଟ ରାଶି। ଘାତ ବାର ହେଉଛି ସୋମବାର। ଘାତ ନକ୍ଷତ୍ର ହେଉଛି ସ୍ବାଧି ନକ୍ଷତ୍ର। ଘାତ ତିଥି ଅଷ୍ଟମୀ, ଘାତ ଚନ୍ଦ୍ର ହେଉଛି କୁମ୍ଭ ଚନ୍ଦ୍ର। କୁମ୍ଭ ରାଶିରେ ଯେତେବେଳେ ଚନ୍ଦ୍ର ବିଦ୍ୟମାନ କରିଥିବେ ସେହି ସମୟରେ କୌଣସି ଶୁଭ କାର୍ଯ୍ୟ ବା ଗୃହ ଆରମ୍ଭ କରନ୍ତୁ ନାହିଁ, ଘିଅ ଲଗାନ୍ତୁ ନାହିଁ କିମ୍ବା ଦୂର ଯାତ୍ରା କରନ୍ତୁ ନାହିଁ।

Google

ଏ ମାସରେ ମାନେ ୨୦୨୧ ମସିହା ମଇ ମାସରେ ମହିଳା ପୁରୁଷ ମାନଙ୍କର ଶ-ତ୍ରୁନା-ଶ, ଋଣ ନାଶ,ପୁରାତନ ରୋଗ ପୀଡାର ମଧ୍ୟ ଉପସମ ହୋଇ ସ୍ୱାସ୍ଥ୍ୟ ଅଧିକାଂଶରେ ଭଲ ରହିବ। ନେଇ ଥିବା ଲୋକ କିମ୍ବା ଦେଉନଥିବା ଲୋକ ବା ଯାହାକୁ ସାହାର୍ଯ୍ୟ କରିଛନ୍ତି ସେ ଲୋକ ଠାରୁ ସମସ୍ତ ଅର୍ଥ ପ୍ରାପ୍ତି ହୋଇଯିବ। ମାନସିକ ଦୁଶ୍ଚିନ୍ତା ଦୂର ହେବା ସହ ଦୀର୍ଘ ଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରିପାରିବେ। ନୂତନ ଗୃହ ଶୁଭାରମ୍ଭ କରିବାର ସୁଯୋଗ ମଧ୍ୟ ପାଇବେ। ଅବିବାହିତ ଯୁବକ ଯୁବତୀ ମନେ ବିବାହ କରିବାର ସୁଯୋଗ ପାଇବେ। ନୂତନ କର୍ମ ସଂସ୍ଥାରେ ନିଯୁକ୍ତି ପାଇବାର ଯୋଗ ମଧ୍ୟ ରହିଛି। ପ୍ରତିଯୋଗିତାରେ, ପ୍ରଶାସନ ସେବା ସମ୍ବଦ୍ଧିତ ପରୀକ୍ଷାରେ ଉର୍ତ୍ତିନ ହେବା ପାଇଁ ଅତ୍ୟନ୍ତ ଶୁଭ ସମୟ। ଚେଷ୍ଟା ଯଦି କରୁଥାନ୍ତି ତେବେ ଚେଷ୍ଟା ଜାରି ରଖନ୍ତୁ। ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ନୂଆ ନୂଆ ଉପାୟ ଚିନ୍ତା କରିବେ। ଅଚାନକ ଆୟ ବୃଦ୍ଧି ହେତୁ ଆଚମ୍ବିତ ହୋଇଯିବେ। ଉଚ୍ଚ ସ୍ତରୀୟ ଯାନ ବାହନ ମଧ୍ୟ କ୍ରୟ କରିବାର ସୁବିଧା ସୁଯୋଗ ପାଇବେ।ବ୍ୟବସାୟିକ ଆଧ୍ୟତ୍ମିକ ଉଚ୍ଚଶିକ୍ଷା ଜନିତ ବିଦେଶ ଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ। ଧନ ଧାନ୍ୟ ମାନ ସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ। ଦାମ୍ଫତ୍ୟ ସୁଖରେ ସୁଖୀ ହେବେ। ଗୃହରେ ସୁଖ ଶାନ୍ତି ବିରାଜମାନ କରିବ। ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘ ଦିନର କଷ୍ଟ ଦୂର ହୋଇ ସୁଖର ସ୍ୱପ୍ନ ଦେଖିପାରିବେ। ପୁରାତନ ବନ୍ଧୁ କିମ୍ବା ଅଚିହ୍ନା ଲୋକଙ୍କ ଠାରୁ ଅକ୍ଷ୍ମାକ ସାହାର୍ଯ୍ୟ ପାଇ ଧନ୍ୟ ହୋଇଯିବେ। ସାଂସାରିକ ଜୀବନ ସୁଖମୟ ହେବ। ଉଦବେଗ, ରେଶମୀ ବସ୍ତ୍ର, ଅଗର୍ବତୀ, ଇଟା, କ୍ଷୀର,ଦହି, ଘିଅ,ଚାନ୍ଦି, ବାଦ୍ୟଯନ୍ତ୍ର,ଚଳଚିତ୍ର, ଔଷଧ ଇତ୍ୟାଦି ବ୍ୟବସାୟକୁ ଉଚ୍ଚକୁ ମଧ୍ୟ ବଢ଼ାଇ ପାରିବେ। ସମସ୍ତ କାର୍ଯ୍ୟ ସୁରୁଖୁରୁରେ ପୁର୍ଣ ହୋଇଯିବ। ପ୍ରତିକାର ସ୍ୱରୂପ: ନିମ୍ବ କାଠରେ ଚନ୍ଦନ ଘୋରି ପ୍ରତ୍ୟକ ଦିନ ମସ୍ତକରେ ଧାରଣ କରନ୍ତୁ। ଦେଖିବେ ମାସଟି ବହୁତ ଭଲରେ ଭଲରେ କଟେଇଦେଇ ପାରିବେ। ବନ୍ଧୁଗଣ ଏହା ଥିଲା ମିଥୁନ ରାଶିର ମଇ ମାସର ରାଶିଫଳ କଣ କରିବେ କଣ ନକରିବେ ସେ ବିଷୟରେ ଆମେ ଆଲୋଚନା କଲେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *