Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ ମକର କୁମ୍ଭ ବ୍ୟକ୍ତି ବିଶେଷଙ୍କ କିଛି ଗୁ-ପ୍ତ କଥା, ଆଜି ହିଁ ଜାଣି ନିଅନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ କିଛି ଗୁପ୍ତ କଥା ଜାଣିବା। ଆଜି ଆମେ ଆପଣଙ୍କୁ ଆପଣଙ୍କର କିଛି ଗୁମର କଥା କହିବାକୁ ଯାଉଛୁ। ବନ୍ଧୁଗଣ ଦେଖନ୍ତୁ କୁମ୍ଭ ରାଶି ତିନି ଭାଗରେ ବିଭକ୍ତ ହୋଇଛି। ଯେପରି ୨୩/୧୧ ଧର୍ଣିଷ୍ଠା ନକ୍ଷତ୍ର, ୨୪/୧୧ ସତଭିସା ନକ୍ଷତ୍ର , ୨୫/୧୧ ପୂର୍ବଭଦ୍ରା ନକ୍ଷତ୍ର ।

ପ୍ରଥମେ ଜାଣିବା ୨୩/୧୧ ଧର୍ଣିଷ୍ଠା ନକ୍ଷତ୍ର କୁମ୍ଭ ରାଶି। ଏମାନେ ହେଉଛନ୍ତି ଦାନବ ଗଣ। ନାନାଦି ଦେବତା ଦେବୀଙ୍କ ପୂଜାରେ ଆଗ୍ରହୀ ହୋଇଥାନ୍ତି। ୨୪/୧୧ ସତଭିସା ନକ୍ଷତ୍ର କୁମ୍ଭ ରାଶି। ଏମାନେ ହେଉଛନ୍ତି ଦାନବ ଗଣ । ଅନେକ ଦେବତାଙ୍କୁ ପୂଜା କରିବାରେ ଏମାନେ ଆଗ୍ରହୀ ହୋଇଥାନ୍ତି। ୨୫/୧୧ ପୂର୍ବଭାଦ୍ରା ନକ୍ଷତ୍ର କୁମ୍ଭ ରାଶି, ଏମାନେ ମାନବ ଗଣ ହୋଇଥାନ୍ତି ଏବଂ ରାଜସିକ କାର୍ଯ୍ୟରେ ରୁଚି ରଖିଥାନ୍ତି। ଏମାନଙ୍କ ପାଇଁ ଦେବୀ ମନ୍ତ୍ର ହେଉଛି ଓଁ କ୍ଲିଂ ନମଃ। ଏମାନଙ୍କ ପାଇଁ ଶୁଭ ବାର ହେଉଛି ସୋମବାର, ମଙ୍ଗଳବାର, ଶୁକ୍ରବାର, ଶନିବାର। ଶୁଭ ଅଙ୍କ ହେଉଛି ୨,୩,୬, ୯। ଉତ୍ତମ ଫଳ ପାଇବା ପାଇଁ ବୃଷ ରାଶି, ମିଥୁନ ରାଶି, କନ୍ୟା ରାଶି, ତୁଳା ରାଶି ଏବଂ କୁମ୍ଭ ରାଶି। ଏହି ରାଶିର ବ୍ୟକ୍ତିଙ୍କ ସହିତ ମିଳାମିଶା କଲେ ଉତ୍ତମ ଫଳ ପ୍ରାପ୍ତ ହୋଇଥାଏ। ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି କଳା ରଙ୍ଗ, ବାଇଗଣୀ ରଙ୍ଗ, ନୀଳ ରଙ୍ଗ। ଶୁଭ ଦିଗ ପଶ୍ଚିମ ଦିଗ। ଘାତ ବାର ଗୁରୁବାର ଅଟେ। ଶନି ଗ୍ରହ ଶାନ୍ତି ପାଇଁ ଲୁହା ବା ସୀସା ଶନିବାର ଦିନ ପୂଜା କରି ବ୍ୟବହାର କରିବା, ତାହା ସହିତ ପ୍ରଦୋଷ ବ୍ରତ ପାଳନ କଲେ ଶନିଙ୍କ କୋପ ରୁ ମୁକ୍ତି ମିଳିବ। କୁମ୍ଭ ରାଶିର ଲୋକଙ୍କ ସ୍ବାମୀ ଗ୍ରହ ଶନି ଗ୍ରହ ଅଟନ୍ତି। ଶନିବାର ଦିନ ଶନି ମନ୍ଦିର ଏବଂ ହନୁମାନ ମନ୍ଦିର ଯିବା ଉଚିତ।

Google

ଆସନ୍ତୁ ଜାଣିବା କୁମ୍ଭ ରାଶିର ବ୍ୟକ୍ତିତ୍ଵ ଏବଂ ଗୁଣ ବିଷୟରେ। ଏମାନେ ଚିନ୍ତାଶୀଳ, ଶାନ୍ତ, ଗମ୍ଭୀର ସ୍ୱଭାବର ହୋଇଥାନ୍ତି। ଏମାନେ କଳା ପ୍ରେମୀ ଏବଂ ଅଳ୍ପ ଶୋଇ ଥାଆନ୍ତି। ଅବିଶ୍ୱାସୀ, କପଟୀ, ଏକଯିଦିଆ ହୋଇଥାନ୍ତି। ଆଧ୍ୟାତ୍ମିକ କ୍ଷେତ୍ରରେ ଆଗ୍ରହୀ, ରାଜନୀତି ପ୍ରତି ଆଗ୍ରହୀ ହୋଇଥାନ୍ତି। ଏମାନଙ୍କ ଜୀବନରେ କିଛି ଏପରି ରୋଗର ସମ୍ମୁଖୀନ ହେବାକୁ ପଡ଼ିଥାଏ, ଯେପରି ଜଙ୍ଘ ରୋଗ, ରକ୍ତଚାପ, ପେଟ ରୋଗ, ମ୍ୟାଲେରିଆ, ପେଟ ରୋଗ ହାତରେ ଆଘାତ ଲାଗିବା, ବାତ ରୋଗ। ଏବେ ଆସନ୍ତୁ ଜାଣିବା ଜୀବିକା ଏବଂ କର୍ମ କ୍ଷେତ୍ରରେ – ଡାକ୍ତର, ଇଞ୍ଜିନିୟର, ଶିକ୍ଷକ, ବୈଜ୍ଞାନିକ, ଖଣିଜ ପଦାର୍ଥ ବ୍ୟବସାୟରେ ଏମାନଙ୍କୁ ଶୁଭ ଫଳ ପ୍ରାପ୍ତ ହେବ।ଜୀବନରେ ବିଶ୍ରାମ ଆଦୌ ମିଳି ନଥାଏ। କୌଣସି ବନ୍ଧୁଙ୍କ ସହଯୋଗ ଆପଣଙ୍କୁ ସର୍ବଦା ମିଳିବ। କିଛି ବନ୍ଧୁ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରି ପାରନ୍ତି। ପାଠପଢ଼ା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ପୂଜା ପାଠ, କାର୍ଯ୍ୟକ୍ଷେତ୍ରରେ ଆଗ୍ରହୀ ହୋଇଥାନ୍ତି। ଚଞ୍ଚଳ ପ୍ରକୃତି , ବୁଦ୍ଧିମାନ ହୋଇଥାନ୍ତି। ଏମାନଙ୍କର ଉତ୍ତମ ବ୍ୟବହାର ଲୋକଙ୍କୁ ଆକୃଷ୍ଟ କରିଥାଏ। ପଶୁ ପାଳନରେ ଆଗ୍ରହୀ ହୋଇଥାନ୍ତି। ଆପଣଙ୍କର ହସ୍ତକଳା, ଯୋଗ, ନୃତ୍ୟ କ୍ଷେତ୍ରରେ ସମ୍ମାନ ଅର୍ଜନ କରିବେ। ଦୈବୀ ଶକ୍ତିର ଆଶୀର୍ବାଦରେ ଜୀବନରେ କେବେବି ଆର୍ଥିକ ଅଭାବ ଦେଖା ଦେବ ନାହିଁ। ଅପମାନିତ, ଅପଦସ୍ଥ ହେବେ ନାହିଁ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ମିଛ କହିବା କିମ୍ବା ପରଧନର କୌଣସି ସମସ୍ୟା ନାହିଁ। ଧଳା ଏବଂ ନୀଳ ରଙ୍ଗ ପ୍ରିୟ ହୋଇଥାଏ। ନିଜ ବଚନ ଉପରେ ଏମାନେ ସର୍ବଦା ରକ୍ଷା କରିଥାନ୍ତି।କାହାକୁ କଥା ଦେଇ  କଥାକୁ ଭାଙ୍ଗିବା ଏମାନଙ୍କୁ ପସନ୍ଦ ହୋଇ ନଥାଏ। ଆପଣଙ୍କର ଶୁଭ ବାର ହେଉଛି ଶନିବାର ଏବଂ ମଙ୍ଗଳବାର ବା ମାସର ଶୁଭ ତାରିଖ ହେଉଛି ୫, ୧୦, ୧୩। ମଙ୍ଗଳବାର ଦିନ ଅଶୁଭ ହୋଇଥାଏ। ଜମିବାଡ଼ିକୁ ନେଇ ସମସ୍ୟା ଦେଖା ଦେଇଥାଏ। ପାରିବାରିକ ସମସ୍ୟା ଦେଖା ଦେବ। ଅଯଥା ଖର୍ଚ୍ଚ ପ୍ରତି ସଚେତନ ରୁହନ୍ତୁ। ୨୨ ରୁ ୪୨ ବର୍ଷ ମଧ୍ୟରେ ଆପଣଙ୍କୁ ସନ୍ତାନ ଭୋଗ,  ଆଶାନୁରୂପ ଚାକିରି ଶନିଙ୍କ କୃପାରୁ ପ୍ରାପ୍ତ ହୋଇଥାଏ । ୪୦ ବର୍ଷରୁ ୪୪ ବର୍ଷ ମଧ୍ୟରେ ଶାରୀରିକ ଆ-ଘାତ ଲାଗିପାରେ,  କାନ୍ଧ ଏବଂ ଅଣ୍ଟା ସମସ୍ୟା ଦେଖା ଦେଇପାରେ। ପରିବାର ତରଫରୁ କୌଣସି ଦୁଃଖଦ ସମାଚାର ମିଳିପାରେ। ୪୫ ରୁ ୬୮ ବର୍ଷ ପର୍ଯ୍ୟନ୍ତ ଆଶାନୁରୂପ ଫଳ ପ୍ରାପ୍ତ ହେବ।

Google

କୁମ୍ଭ ରାଶିର ବ୍ୟକ୍ତି ଗୋରା ଲୋକଙ୍କୁ ପସନ୍ଦ କରିଥାନ୍ତି। ୬୨ ରୁ ୮୨ ବର୍ଷ ପର୍ଯ୍ୟନ୍ତ ରୋଗାକ୍ରାନ୍ତ ହୋଇ ପାରନ୍ତି। ୮୨ ବର୍ଷ ବୟସରେ ଅଧିକ ଶାରୀରିକ କଷ୍ଟ ଅନୁଭବ କରି ପାରନ୍ତି । ୨୧ ଜାନୁଆରୀ ଠାରୁ ୧୦ ଫେବୃୟାରୀ ମଧ୍ୟରେ ଜନ୍ମ ହୋଇଥିଲେ ଜ୍ଞାନୀ, ବିଜ୍ଞାବନ୍ତ, ଭାଗ୍ୟବାନ ହୋଇଥାନ୍ତି ।ଜୀବନରେ ଅନୁଭବୀ ଲୋକଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭକାରୀ ଅଟେ। କୁସଂଗ ଦୃଷ୍ଟିରୁ ବୃଷ, କନ୍ୟା ରାଶି ଅଟନ୍ତି। ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ହଳଦିଆ ରଙ୍ଗ

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *