Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ ମକର ରାଶି ବ୍ୟକ୍ତି ବିଶେଷଙ୍କ କିଛି ଗୁ-ପ୍ତ କଥା, ଆଜି ହିଁ ଜାଣି ନିଅନ୍ତୁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଜାଣିବା ମକର ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ କିଛି ଅଦ୍ଭୁତ କଥା ବିଷୟରେ। ଯେମିତିକି ଚରିତ୍ର, ସ୍ୱାଭବ, ଖାଦ୍ୟ ପ୍ରତି ରୁଚି, କର୍ମ କ୍ଷେତ୍ର, ଶିକ୍ଷା, କ୍ୟାରିୟର, ପ୍ରେମ ଜୀବନ ଏବଂ ଆୟୁଷ କାଳ। ଏମିତି ଅନେକ କିଛି ବିଷୟ ବସ୍ତୁ ଉପରେ ଆଜି ଆମେ ଏହିଠାରେ ଆଲୋଚନା କରିବା। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ମକର ରାଶି ସାଧାରଣତଃ ୩ ଭାଗରେ ବିଭକ୍ତ କରାଯାଇଛି। ଯଥା ୨୧/୧୦ ଉତ୍ତର ଫାଲ୍ଗୁନି ନକ୍ଷତ୍ର ମକର ରାଶି। ଏମାନେ ହେଉଛନ୍ତି ମାନବ ଗଣ। ରାଜସିକ ଭକ୍ତିରେ ପ୍ରିୟ ଅଟନ୍ତି। ୨୨/୧୦ ଶ୍ରାବଣ ନକ୍ଷତ୍ର ମକର ରାଶି ଏମାନେ ହେଉଛନ୍ତି ଦେବଗଣ। ଧର୍ମ ପରାୟଣ ଅଟନ୍ତି। ୨୩/୧୦ ଧ୍ୱନିଷ୍ଠା ନକ୍ଷତ୍ର ମକର ରାଶି। ଏମନେ ହେଉଛନ୍ତି ଦାନବ ଗଣ। ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରିୟ ଅଟନ୍ତି। ଅଳ୍ପ କଥା କହିବା ଏମାନେ ପସନ୍ଦ କରିଥାନ୍ତି। ଆଶାବାଦୀ, ପରିଶ୍ରମୀ ଏବଂ ଗମ୍ଭୀର। ମକର ରାଶି ବ୍ୟକ୍ତି ବିଶେଷଙ୍କର ଯଦି ଆମେ ଦେଖିବା ମନ୍ଦ ଗୁଣ ବା ଖରାପ ଗୁଣ ହେଉଛି ଯୁକ୍ତିତର୍କ ପ୍ରିୟ, ଗର୍ବୀ, ସନ୍ଦେହି, ଲୋଭୀ, ରୋଗୀ ଏବଂ କାମୁକ ଅଟନ୍ତି। ଏହି ରାଶି ବ୍ୟକ୍ତି ବିଶେଷଙ୍କର ରୋଗ ଆଣ୍ଠୁଗଣ୍ଠି ବାତ, ହୃଦରୋଗ, ଆକଜିମା, ସ୍ନାୟୁବିକ ଦୁର୍ବଳତା, ଜ୍ଵର, ହାତ ଏବଂ ଗୋଡ଼ରେ ବ୍ୟଥା ମୂତ୍ର ସମ୍ବୋଦ୍ଧିୟରୋଗ, ବାୟୁ ରୋଗ ଏବଂ ପେଟ ରୋଗ ହୋଇଥାଏ। ଜୀବିକା ବା କର୍ମ ଇଞ୍ଜିନିୟର, ସରକାରୀ କର୍ମଚାରୀ, ଖଣିଜ ପଦାର୍ଥ ବିକ୍ରୟତା, କୃଷିକର୍ମ, ହଳସେଲର, ବ୍ୟବସାୟୀ, ରାଜନୀତି, ଲେଖକ, ଗୃହ ନିର୍ମାଣ, ଲୁହା,କିରୋସିନୀ ବ୍ୟବସାୟ, କାଗଜ ଏବଂ ବସ୍ତ୍ର ବ୍ୟବସାୟ, କଳକାରଖାନା, ଆଇନଜ୍ଞ ଏବଂ ଓକିଲାତି କରିଥାନ୍ତି। ଚାକିରୀ କିମ୍ବା ବ୍ୟବସାୟରେ ଗୋଟିଏ ସ୍ଥାନରେ ସ୍ଥିୟୀ ଭାବରେ ରହିବା ଯୋଗ ରହିନଥାଏ।ବାରମ୍ବାର ପରିବର୍ତ୍ତନ ଦେଖାଦେବା ଏଥିପାଇଁ ଚିନ୍ତିତ ରହିବେ। ବହୁ ଧନ ଅର୍ଜନ କରି ମଧ୍ୟ ନଷ୍ଟ କରିବେ।

Google

ଏହି ରାଶି ବ୍ୟକ୍ତିଙ୍କର କଳା ଏବଂ ଆକାଶୀ ରଙ୍ଗ ଠାରୁ ନୀଳ ରଙ୍ଗ ଶୁଭ ହୋଇଥାଏ।ରାଶିର ଅଧିପତି ଶନି ଅଟନ୍ତି। ଏଣୁ ଥଣ୍ଡା ସ୍ଵଭାବର ହୋଇଥାନ୍ତି। ବ୍ୟୟ ପ୍ରକୃତି ପତ୍ନୀବଲକରା, ଜ୍ଞାନୀ, ସ୍ୱାର୍ଥପର, ମାତୃଭକ୍ତ, କନ୍ୟା ସନ୍ତାନ ଅଧିକ କିନ୍ତୁ ପୁତ୍ର ସନ୍ତାନ କମ, ଧନବାନ, ବହୁ ବନ୍ଧୁ ମିତ୍ର ଯୁକ୍ତ ଏବଂ ହସ୍ତଶିଳ୍ପୀ, ଏହି ରାଶି ବ୍ୟକ୍ତି ବିଶେଷଙ୍କର ଗ୍ରହ ଶାନ୍ତି ପାଇଁ ଲୁହା,ଶୀଷା ଶନିବାରରେ ପୂଜା କରି ପିନ୍ଧିଲେ ଶୁଭ ହୋଇଥାଏ। ଏହି ରାଶିର ବ୍ୟକ୍ତିଙ୍କର ବିବାହ ଯୋଗ ୨୩ ଠାରୁ ୨୫ ବର୍ଷ ମଧ୍ୟରେ କିମ୍ବା ୨୭ ବର୍ଷରୁ ୩୪ ବର୍ଷ ମଧ୍ୟରେ ବିବାହ ଯୋଗ ରହିଥାଏ। ଶୁଭବାର ଶନିବାର, ଘାତ ବାର ବା ଅଶୁଭ ବାର ମଙ୍ଗଳବାର। ଶୁଭ ଦିଗ ଦକ୍ଷିଣ ଦିଗ। ଅର୍ଦ୍ଧ ଏବଂ ସୁନା ପାଇଁ ପଶ୍ଚିମ ଦିଗ ଶୁଭ ହୋଇଥାଏ। ଅଶୁଭ ଦିନ ଜୁଲାଇ ମାସ ଏବଂ ପ୍ରତ୍ୟକ ମାସର ୮ ତାରିଖ, ୯ ତାରିଖ, ୧୨ ତାରିଖ, ୨୨ ତାରିଖ ଏବଂ ୩୦ ତାରିଖ ଅଶୁଭ ଅଟେ। ଏବଂ କ୍ଷତିକାରକ ଅଟେ। ଅଶୁଭ ରାଶି ମେଷ ରାଶି, ସିଂହ ରାଶି ଏବଂ ଧନୁ ରାଶି ବ୍ୟକ୍ତି ଅଶୁଭ ଅଟନ୍ତି। ଅଶୁଭ ରଙ୍ଗ ଧଳା ଏବଂ ନାଲି ରଙ୍ଗ। ଶୁଭ ଦାୟକ ଜନ୍ମ ଠାରୁ ୧୬ ବର୍ଷ ପର୍ଯ୍ୟନ୍ତ ୩୨ ଠାରୁ ୫୦ ବର୍ଷ ପର୍ଯ୍ୟନ୍ତ ଶୁଭଦାୟକ ରହିଥାଏ। ଏହି ସମୟରେ ସୁଖ ଶାନ୍ତି, ସ୍ତ୍ରୀ ସୁଖ, ଭୁ-ସମ୍ପତ୍ତି ସୁଖ, ଲଟେରୀ, ସନ୍ତାନ ସୁଖ, ପିତାମାତାଙ୍କ ମଧ୍ୟରୁ କାହାରି ମୃତ୍ୟୁ ମଧ୍ୟ ହୋଇପାରେ। ଅଶୁଭ ୧୬ ବର୍ଷ ଠାରୁ ୩୨ ବର୍ଷ ମଧ୍ୟରେ ଅର୍ଥ ସଂଗ୍ରହ କରିବା ଅଶୁଭ ଅଟେ। ୪୨ ବର୍ଷ  ଏବଂ ୫୧ ବର୍ଷ ଠାରୁ ୫୨ ବର୍ଷ ମଧ୍ୟରେ ଅସାଧ୍ୟ ରୋଗ ଯଥା ଅଣ୍ଡ କୋଷ ବୃଦ୍ଧି, ଝାଡା, ରକ୍ତ ହୀନତା, ଜ୍ଵର, ମୁଣ୍ଡବିନ୍ଧା ପରି ଅନେକ ରୋଗ ଦେଖା ଦେଇଥାଏ। ଜୀବନରେ ଥରେ କିମ୍ବା ଦୁଇ ଥର ଅପେଶନ ରୋଗୀ ଜିଗ ରହିଛି। ଏଥିରୁ ଗତ ହେଲେ ୫୦ ବର୍ଷ ଠାରୁ ୭୭ ବର୍ଷ ପର୍ଯ୍ୟନ୍ତ ଅତି ସୁଖ ଅଟେ। ମୃ-ତ୍ୟୁ ୮୨ ବର୍ଷ ୩ମାସ ୨୯ ଦିନରେ ମୃ-ତ୍ୟୁର ଯୋଗ ରହିଛି। ଆରୋଧନା ଶିବ କିମ୍ବା ଦୁର୍ଗା ଆରୋଧନା କରନ୍ତୁ। ଅତ୍ୟନ୍ତ ଶୁଭଫଳ ମିଳିବ। ଶନି ପ୍ରହର ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଅଧିପତି ହୋଇଥିବାରୁ କେବେ ରାଜା ଏବଂ କେବେ ଫକୀର ମଧ୍ୟ କରିଦେଇଥାନ୍ତି ଏଣୁ ତାଙ୍କର ଶାନ୍ତି ପାଇଁ ହୋମ, ଶନି ମେଳା ଏବଂ ପୂଜା ପାଠ କରନ୍ତୁ। ଶନିବାର ଦିନ ଏବଂ ଶନିଙ୍କର ଦେବୀ ଦକ୍ଷିଣ କାଳୀଙ୍କୁ ପୂଜା ଏବଂ ଆରୋଧନା କରନ୍ତୁ। କିମ୍ବା ବରଗଛ ମୂଳକୁ ଯାଇ ନୀତି ସୋରିଷ ତେଲର ଦୀପଟିଏ ଅବଶ୍ୟ ଜଳାନ୍ତୁ ଏବଂ ପ୍ରଣାମ କରନ୍ତୁ। ଏହା କଲେ ଅତ୍ୟନ୍ତ ଶୁଭଫଳ ମିଳିଥାଏ। ଗ୍ରହ ଶାନ୍ତି ପାଇଁ ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ। ଓଁ ହିଲିଂ ହରିହରାୟ ନମଃ ଏବଂ ଦେବୀ ମନ୍ତ୍ର ହେଉଛି ଓଁ କିଳିଂ ନମଃ। ଏହି ରାଶିର ବ୍ୟକ୍ତିଙ୍କର ଲକୀ ନମ୍ବର ହେଉଛି ୩,୬,୯। ଏମାନେ ହେଉଛନ୍ତି ସାହସୀ ଏବଂ ଧାର୍ମିକ, ରିଷ୍ଟ ବା ଘାଟି ୩, ୫,୯,୧୨,୧୪,୧୬୧୮,୨୦,୨୯ ୩୨,୩୬,୪୨,୫୭ ଏବଂ ୭୨ ବର୍ଷ ବୟସରେ ଘାଟି ଅଛି। ଏହି ବର୍ଷରେ ବହୁ ବିପଦ ଅଛି। ତେଣୁ ଜଗି ରଖି ଚଳନ୍ତୁ। ଏହି ବର୍ଷ ମାନଙ୍କରେ ୧ ବର୍ଷ ୭ ମାସ ୮ ଦିନରେ ପେଟ ରୋଗ, ୮ ବର୍ଷ ୩ମାସ ୧୫ ଦିନରେ ବାତ ରୋଗ ବା ଥଣ୍ଡା ରୋଗ, ୪୫ ବର୍ଷ ୭ ମାସ ୧୩ ଦିନରେ ସନ୍ତାନ କଷ୍ଟ, ୫୬ ବର୍ଷ ୪ ମାସ ୧୧ ଦିନରେ ମିତ୍ର ବିରୋଧୀ ଗତ ହେଲେ ୮୨ ବର୍ଷ ୭ ମାସ ୯ ଦିନ ଫଗୁଳ ମାସ ଶୁକ୍ଳପକ୍ଷ ଚତୁର୍ଦୋଷୀ ଶନିବାର ମଘା ନକ୍ଷତ୍ର ସିଂହ ରାଶି ରାତ୍ର ୧୬ ଦଣ୍ଡ ଠାରେ କାଶ ରୋଗରେ ମୃ-ତ୍ୟୁ ହେବାର ଯୋଗ ଅଛି। ଛାତ୍ର ଛାତ୍ରୀ ପାଠ ଅପେକ୍ଷା ସାଠରେ ଅଧିକ ରୁଚି ରହିବ। ପରୀକ୍ଷାରେ ପଛୁଆ ରହିବେ। ଶନି,କେତୁ ଏବଂ ରବି ପ୍ରତିକାର କରନ୍ତୁ। ଛାତ୍ରଛାତ୍ରୀ ମାନେ ନିଶ୍ଚୟ ଶୁଭ ଫଳ ପ୍ରାପ୍ତି କରିବେ। ଏହି ରାଶିର ବ୍ୟକ୍ତି ବିଶେଷଙ୍କର ପରମାୟୁ ବା ଆୟୁଷ ୨୧/୧୦ ର ଆୟୁଷ ହେଲା ୭୮ ବର୍ଷ। ୨୨/୧୦ ଆୟୁଷ ହେଲା ୭୪ ବର୍ଷ। ୨୩/୧୦ ର ଆୟୁଷ ହେଲା ୮୭ ବର୍ଷ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *