Excuse Me Odisha

ଯାହା କହିବୁ ସତ କହିବୁ

ଆରମ୍ଭ ହେବାକୁ ଯାଉଛି ଶନିଦେବଙ୍କ ଓଲଟା ଚଳନ, ଏହି ରାଶିର ଲୋକ ରୁହନ୍ତୁ ସ-ତ-ର୍କ।

ସେୟାର୍ କରନ୍ତୁ

୨୩ ମେ ରେ ଶନି ବକ୍ରୀ ହେବାକୁ ଯାଉଛନ୍ତି। ଏହାର ପ୍ରଭାବ ଅନେକ ରାଶି ଉପରେ ପଡ଼ିବ। ଜ୍ୟୋତିଷ ଗଣନା ଅନୁସାରେ ୨୩ ମେ ରବିବାର କୁ ଦ୍ୱିପ୍ରହର ୨.୫୦ ମିନିଟରେ ଶନି ବକ୍ରୀ ହେବେ ଏବଂ ଓଲଟା ଚଳନ କରିବେ। ୫ ମାସ ପର୍ଯ୍ୟନ୍ତ ଶନି ଏହି ଚଳନ କରିବେ ୧୧ ଅକ୍ଟୋବର ୨୦୨୧ କୁ ଶନି ପୁଣିଥରେ ମାର୍ଗୀ ହୋଇଯିବେ ଏବଂ ସିଧା ଚଳନ କରିବେ। ଏହି ସମୟରେ କିଛି ରାଶିର ଲୋକଙ୍କୁ ସ-ତ-ର୍କ ରହିବା ଆବଶ୍ୟକ।

ଏହି ରାଶିର ଲୋକଙ୍କ ଉପରେ ପଡ଼ିବ ପ୍ରଭାବ –

ଧନୁ, ମକର, କୁମ୍ଭ ଏହି ତିନୋଟି ରାଶିର ଲୋକଙ୍କ ଉପରେ ଶନିଙ୍କ ଓଲଟା ଚଳନର ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳିବ। ଏହି ତିନୋଟି ରାଶି ଉପରେ ଶନିଙ୍କ ସାଢେ଼ ସାତୀ ଦେଖିବାକୁ ମିଳିବ। ଏହି ତିନୋଟି ରାଶି ଉପରେ ଶନିଙ୍କ ସାଢେସାତୀ ଚାଲିବ। ଯାହାକି ମିଥୁନ ଏବଂ ତୁଳା ରାଶିର ଲୋକଙ୍କ ଉପରେ ଉପରେ ମଧ୍ୟ ଆଶଙ୍କା ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କ ଉପରେ ଶନିଙ୍କ ସାଢେ଼ ସାତୀ ଚାଲିଛି ,ସେମାନଙ୍କୁ ଶନିଙ୍କ ବକ୍ରୀ ବା ଓଲଟା ଚଳନ ସମୟରେ ସବୁଠାରୁ ସାବଧାନ ରହିବା ଆବଶ୍ୟକ। ଶନିଙ୍କ ସାଢେସାତୀ ତିନୋଟି ଚରଣରେ ହୋଇଥାଏ। ଧନୁ ରାଶିର ଲୋକଙ୍କ ଉପରେ ଏହାର ଶେଷ ଚରଣ ଚାଲିଛି। ମକର ରାଶିର ଲୋକଙ୍କ ଉପରେ ଶନିଙ୍କ ସାଢେସାତୀର ଦ୍ୱିତୀୟ ଚରଣ ଏବଂ କୁମ୍ଭ ରାଶିର ଲୋକଙ୍କ ଉପରେ ପ୍ରଥମ ଚରଣ ଚାଲିବ।

ଏହି ସମୟରେ କରନ୍ତୁ ନାହିଁ ଏଭଳି କାର୍ଯ୍ୟ –

୧/ ଶନିଙ୍କ ଓଲଟା ଚଳନ ସମୟରେ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

୨/ ଏହି ସମୟରେ କୌଣସି ସ୍ଥାନରେ ଟଙ୍କାର ନିବେଶ କରନ୍ତୁ ନାହିଁ।

୩/ ଲୁହାର ବସ୍ତୁ କିଣନ୍ତୁ ନାହିଁ।

୪/ କାହା ସହିତ ବି-ବାଦ କରନ୍ତୁ ନାହିଁ।

Google

ତଳେ ଦିଆଯାଇଥିବା ଉପାୟ ଗୁଡ଼ିକୁ କରନ୍ତୁ। ଏହି ଉପାୟ ଗୁଡ଼ିକୁ କରିବା ଦ୍ଵାରା ସାଢେସାତୀର ଶନିଙ୍କ ଖରାପ ପ୍ରଭାବ ଜୀବନରେ ପଡ଼ିବ ନାହିଁ।

୧- ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ ତାଙ୍କ କୋପରୁ ବଞ୍ଚିତ ହେବାପାଇଁ ଉତ୍ତମ କର୍ମ କରନ୍ତୁ। କାହାକୁ ଦୁଃଖ ଦିଅନ୍ତୁ ନାହିଁ। ସତ୍ ପଥରେ ଚାଲନ୍ତୁ। କାହା ସହିତ କିଛି ଖରାପ କରନ୍ତୁ ନାହିଁ।

୨- ହନୁମାନଙ୍କ ପୂଜା କରନ୍ତୁ। ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନ ଚାଳିଶାର ପାଠ କରନ୍ତୁ। ପାଠ କରିବାପରେ ସୋରିଷ ତେଲ ହନୁମାନଙ୍କୁ ଅର୍ପଣ କରନ୍ତୁ।

୩- ଭଗବାନ ଶିବଙ୍କ ପୂଜା ଦ୍ଵାରା ମଧ୍ୟ ଶନିଦେବଙ୍କୁ ପ୍ରସନ୍ନ କରିହେବ। ସୋମବାର ଦିନ ଶିବଙ୍କୁ ପୂଜା କରନ୍ତୁ ଏବଂ ନୀଳ ରଙ୍ଗର ଫୁଲ ଅର୍ପଣ କରନ୍ତୁ।

୪- ବୃଦ୍ଧ ଲୋକଙ୍କ ସେବା କରନ୍ତୁ ଏବଂ ସେମାନଙ୍କୁ କୌଣସି ପ୍ରକାରର ଦୁଃଖ ଦିଅନ୍ତୁ ନାହିଁ।

୫- ଶନିବାର ଦିନ ଶନିବାର ଦିନ କଳା ରଙ୍ଗର ବସ୍ତୁ ଅର୍ପଣ କରନ୍ତୁ ଏବଂ ସୋରିଷ ତେଲର ଘିଅ ଅର୍ପଣ କରନ୍ତୁ। ଯଦି ତେଲର ଦୀପ ପ୍ର-ଜ୍ବଳ-ନ କରୁଛନ୍ତି ତାହେଲେ ଅଶ୍ୱତ୍ଥ ଗଛ ଗଛ ତଳେ ଦୀପ ପ୍ର-ଜ୍ବଳ-ନ କରନ୍ତୁ।

୬- ଏହିସମୟରେ କୌଣସି ଗରିବ ଲୋକଙ୍କୁ ଜୋତା, ଚପଲ ଆଦି ଦାନ କରନ୍ତୁ। ଜୋତା, ଚପଲ ଦାନ କରିବା ଦ୍ୱାରା ଗ୍ରହ ଶାନ୍ତି ହୋଇଥାଏ।

୭- ତେଲ ଲଗେଇ ଏକ ରୁଟି ତିଆରି କରନ୍ତୁ, ଏହି ରୁଟିକୁ କୌଣସି କଳା କୁକୁରକୁ ଖାଇବା ପାଇଁ ଦିଅନ୍ତୁ।

୮- ଲୁହାର ମୁଦି ଧାରଣ କରିବା ଶୁଭ ମାନା ଯାଏ। ଲୁହାର ମୁଦିକୁ ଶନିବାର ଦିନ ଶନିଦେବଙ୍କ ଚରଣରେ ରଖି ଦିଅନ୍ତୁ। ଏହାପରେ ଏହାର ପୂଜା କରନ୍ତୁ। ପୂଜା କରିବା ପରେ ଏହାକୁ ଧାରଣ କରନ୍ତୁ। ଏହାକୁ ଧାରଣ କରି ରଖନ୍ତୁ। ଏହାକୁ ଭୁଲରେ ଖୋଲନ୍ତୁ ନାହିଁ। ଏହି ମୁଦି ସେତେବେଳେ ଖୋଲନ୍ତୁ ଯେତେବେଳେ ଶନିଙ୍କ ପ୍ରକୋପ କମିଯିବ।

Google

ଶନିଙ୍କ ମନ୍ତ୍ରର ଜପ କରନ୍ତୁ ଏବଂ ଶନି ଚାଳିଶା ପାଠ କରନ୍ତୁ –

ଓଁ ଶନୌଦେବୀରଭିଷ୍ଟୟ ଆପୋ ଭବନ୍ତୁ ପିତୟେ ସନ୍ୟୋରଭୀସ୍ତ୍ରବନ୍ତୁ ନଃ।

ଓଁ ପ୍ରାଂ ପ୍ରୀଂ ସଃ ଶନିଶ୍ଚରାୟ ନମଃ।।

ଓଁ ଏଁ ହ୍ଲିଂ ଶ୍ରୀଶନିଶ୍ଚରାୟ ନମଃ ।

କୋଣସ୍ଥ ପିଙ୍ଗଲୋ ବଭ୍ରୁଃ କୃଷ୍ଣ ରୌଦ୍ରନ୍ତକୋ ଯମଃ।।

ସୌରିଃ ଶନିଶ୍ଚରୌ ମନ୍ଦଃ ପିପଲାଦେନ ସଂସ୍ତୁତଃ।।

ଶନିଙ୍କ ତନ୍ତ୍ରୋକ୍ତ ମନ୍ତ୍ର ପ୍ରାଂ ପ୍ରୀଂ ସଃ ଶନିଶ୍ଚରାୟ ନମଃ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶନିଦେବ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *