Excuse Me Odisha

ଯାହା କହିବୁ ସତ କହିବୁ

ଅତିଶୀଘ୍ର କେମିତି ମନେ ରଖିବେ, ସ୍ମରଣ ଶକ୍ତି ବଢେଇବାର ୩ଟି ଦମଦାର ଉପାୟ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ବିଷୟ ବସ୍ତୁରେ ଆମେ ଜାଣିବା କିପରି ସ୍ମରଣ ଶକ୍ତି ବୃଦ୍ଧି କରିହେବ। ସମସ୍ତେ ଇଛା ରଖିଥାନ୍ତି ମୁଁ ସମସ୍ତଙ୍କ ଆଗରେ କ୍ଷମତାଶୀଳ ରହିବି। ଅଧିକ ବୁଦ୍ଧିମାନ ମୁଁ ରହେ। ସେଥିପାଇଁ ଦରକାର ସୁଦୃଢ ସ୍ମୃତିଶକ୍ତି। ଯଦି ତମ ପାଖରେ ତୀକ୍ଷ୍ଣ ବୁଦ୍ଧି ଏବଂ ତୀକ୍ଷ୍ଣ ସ୍ମୃତି ଶକ୍ତି ନାହିଁ, ତାହେଲେ ତୁମେ କିଛି ନୁହେଁ। ସେଥିପାଇଁ ଦରକାର ସ୍ମରଣ ଶକ୍ତି। ସ୍ମରଣ ଶକ୍ତି ବୃଦ୍ଧି କରାଯାଇ ପାରିବ, ସେଥିପାଇଁ ଦରକାର ମନୋବଳ ଏବଂ ଆତ୍ମସ୍ପୃହା, ଆୟୁର୍ବେଦ, ଯୋଗ। ଆପଣ ଅନେକ ଉପାୟରେ ସ୍ମରଣ ଶକ୍ତି ବୃଦ୍ଧି କରି ପାରିବେ। ଯଦି ଆପଣ ଚାହୁଁଛନ୍ତି ଆପଣ ସାଧାରଣ ଲୋକଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ ଓ ଜ୍ଞାନୀ ହେବା ପାଇଁ ତାହେଲେ ଏହାକୁ ଧ୍ୟାନ ସହକାରେ ବୁଝନ୍ତୁ।

ପ୍ରଥମ ଉପାୟ ହେଉଛି, ଯଦି ନିଜର ବୁଦ୍ଧି ଏବଂ ଜ୍ଞାନକୁ ବୃଦ୍ଧି କରିବାକୁ ଚାହୁଁଥିବା ବ୍ୟକ୍ତି ପ୍ରତ୍ୟେକଦିନ ୭ ଟି ତୁଳସୀ ପତ୍ର ଚୋବେଇ ଚୋବେଇ ସେବନ କରନ୍ତି ତାହେଲେ ଏହା ସ୍ମରଣ ଶକ୍ତି ବୃଦ୍ଧି କରିବାରେ ବିଶେଷ ସହାୟକ ହୋଇଥାଏ। ଏହାର ସେବନ ଦ୍ଵାରା ମସ୍ତିଷ୍କ ସୁସ୍ଥ ରହେ। ସ୍ମରଣ ଶକ୍ତି ଏବଂ ବୁଦ୍ଧିର ବିକାଶ ନିଶ୍ଚିତ ହୋଇଥାଏ। ଏହାକୁ ସେବନ କରିବାର ବିଧି ହେଉଛି ପ୍ରତ୍ୟେକଦିନ ସକାଳୁ ସ୍ନାନ ସାରି ଖାଲି ପେଟର ୭ଟି ତୁଳସୀ ପତ୍ର ଚୋବେଇ ଚୋବେଇ ସେବନ କରିବା ଉଚିତ। ଏହାପରେ ଗୋଟେ ଗ୍ଲାସ ପାଣି ପିଇ ଦିଅନ୍ତୁ। ଏହାଦ୍ବାରା ଖୁବ୍ ଶୀଘ୍ର ଆପଣଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇବ।

Google

ଦ୍ଵିତୀୟ ଉପାୟ ହେଉଛି, ବନ୍ଧୁଗଣ ଯଦି ଆପଣ ଜଣେ ଛାତ୍ର ବା ଛାତ୍ରୀ ତାହେଲେ ଅଧ୍ୟୟନ ସମୟରେ ପୂର୍ବ ବା ଉତ୍ତର ଦିଗକୁ ମୁହଁ କରି ସିଧା ବସନ୍ତୁ। ଅଧ୍ୟୟନ ସମୟରେ ନିଜର ଜିଭକୁ ତାଳୁରେ ଲଗାଇ ଅଧ୍ୟୟନ କରନ୍ତୁ। ଏହାଦ୍ବାରା ଅଧ୍ୟୟନ କରିଥିବା ବିଷୟ ଅତିଶୀଘ୍ର ମନେ ରହେ। ସ୍ମରଣ ଶକ୍ତିର ବିକାଶ ହେବା ସହିତ ମନ ଏକାଗ୍ର ରହିଥାଏ।

ତୃତୀୟ ଉପାୟ ହେଉଛି ଜଳନ୍ଧର ବନ୍ଧ ଯୋଗ। ବନ୍ଧୁଗଣ ଏହା ଏକ ଏପରି ଆସନ ଏହାକୁ କଲେ ପ୍ରଚଣ୍ଡ ସ୍ମରଣ ଶକ୍ତି ହୋଇଥାଏ। ଯଦି କେହି ଜଳନ୍ଧର ବନ୍ଧ ଯୋଗ ଯାଇଥାଏ ତାହେଲେ ତାଙ୍କ ପାଇଁ ଏହା ଅତ୍ୟନ୍ତ ଲାଭକାରୀ ଅଟେ। ଏହି ଆସନ କରିବା ଅତି ସରଳ ଏବଂ ଏହାକୁ କଲେ ଆପଣ ଯେଉଁ ବିଷୟ ପଢନ୍ତୁ ନା କାହିଁକି ତାହା ଖୁବ୍ ଶୀଘ୍ର ମନେ ରହିଥାଏ। ସାଧାରଣତଃ ଖୁବ୍ ମନେ ରଖିବା ପାଇଁ ଏହି ଆସନ କରାଯାଏ। ଏହି ଜଳନ୍ଧର ବନ୍ଧ ଯୋଗ କରିବାର ପ୍ରଣାଳୀ ହେଉଛି – ପ୍ରଥମେ ସୁଖାସନରେ ବସି ଯାଆନ୍ତୁ। ଏହାପରେ ଡାହାଣ ଗୋଡକୁ ବାମ ଗୋଡର ଜଙ୍ଘ ଉପରେ ରଖି ଦିଅନ୍ତୁ। ବାମ ଗୋଡକୁ ଡାହାଣ ଗୋଡ଼ର ଜଙ୍ଘ ଉପରେ ରଖି ଦିଅନ୍ତୁ। କେବଳ ଡାହାଣ ଗୋଡକୁ ବାମ ଗୋଡର ଜଙ୍ଘ ଉପରେ ରଖି ଦିଅନ୍ତୁ। ଏହାପରେ ଦୁଇ ହାତର ପାପୁଲିକୁ ବୁଦ୍ଧଙ୍କ ମୁଦ୍ରାରେ ରଖନ୍ତୁ। ମେରୁଦଣ୍ଡ ସିଧା ରଖି ଅଣ୍ଟାକୁ ତଳକୁ ନୁଆଁଇ ଦିଅନ୍ତୁ। ଏହାପରେ ଧୀରେ ଧୀରେ ନିଃଶ୍ୱାସ ନାକ ପାଖରୁ ନିଅନ୍ତୁ। ନିଶ୍ବାସ ଅଟକାଇ ରଖନ୍ତୁ ପୁଣି ନିଃସ୍ଵାଶକୁ ବାହାରକୁ ଛାଡନ୍ତୁ। ଏହିପରି ଯେତିକି ସମୟ କରିବେ ଆପଣଙ୍କ ପାଇଁ ବହୁତ ଲାଭ ହୋଇଥାଏ। ଏହି ଆସନର ପ୍ରୟୋଗ ଅବଶ୍ୟ କରନ୍ତୁ। There is no fake and fooling word, there is only fact. So you have all to receive words that we will give you, thank you. ବନ୍ଧୁଗଣ ଏହି ଆସନର ଫଟୋ ଆପଣ ୟୁଟ୍ୟୁବ ବା ଗୁଗୁଲ ରୁ ପାଇ ପାରିବେ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *