Excuse Me Odisha

ଯାହା କହିବୁ ସତ କହିବୁ

୨୦୨୧ ମଇ ମାସରେ ୫ ଟି ରାଶିର ଭାଗ୍ୟ ବଦଳିଯିବ, ପ୍ରଭୁ ହନୁମାନଙ୍କ କୃପା ଦୃଷ୍ଟି ରହିବ

ସେୟାର୍ କରନ୍ତୁ

ବନ୍ଧୁଗଣ ଆସନ୍ତୁ ଜାଣିବା ଏମିତି କିଛି ରାଶିଙ୍କ ବିଷୟରେ ଯାହାଙ୍କ ଉପରେ ଭଗବାନ ବିଜରଙ୍ଗୀ ବାଲିଙ୍କ କୃପା ଦୃଷ୍ଟି ରହିବ। ବଜରଙ୍ଗୀ ବାଲିଙ୍କ ଦୟା ଦୃଷ୍ଟିରୁ ଆପଣ ମାନଙ୍କ ଜୀବନରେ ସବୁ ପ୍ରକାରର ଖୁସି ପାଇବେ। ଏହି ରାଶି ଗୁଡିକ କଠିନରୁ କଠିନ କାର୍ଯ୍ୟ ଗୁଡିକ ସହଜରେ କରି ଆଗକୁ ବଢ଼ିବେ। ପରିଶ୍ରମ ଓ ଦିନମଜୁରିଆ କାମ କରୁଥିବା ବ୍ୟକ୍ତି ବିଶେଷ ମାନେ ଅତି ଶୀଘ୍ର ହିଁ ଭଗବାନ ହନୁମାନଙ୍କର କୃପାରୁ ବହୁତ ଧନ ପ୍ରାପ୍ତ କରିବେ। ଯାହା ଦ୍ୱାରା ଆପଣ ମାନଙ୍କ ପରିବାର ସହିତ ଖୁସିରେ ରହିବେ। ଆପଣ ମାନଙ୍କ ପରିବାରରେ ଖୁସିର ବାତାବରଣ ରହିବ। ଆପଣଙ୍କ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ହେବାର ସମ୍ଭାବନା ରହିଛି। ଆଗକୁ ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ଭଲ ଦେଖାଯାଉଛି। ପ୍ରଭୁ ବଜରଙ୍ଗୀ ବାଲୀଙ୍କ ନାମ ନେଇ ଯଦି ଆପଣ ସବୁ କାର୍ଯ୍ୟ ଆରମ୍ଭ କରିବେ ତ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ। ଶନିବାର ଦିନ ବ୍ରତ ରଖନ୍ତୁ। ବ୍ରତ ରଖିବା ଦ୍ୱାରା ଆପଣଙ୍କ ଦୁଃଖ ସବୁଦିନ ପାଇଁ ଶେଷ ହୋଇଯିବ। ଆପଣଙ୍କୁ ପରିବାରର ସହଯୋଗ ମିଳିବ। ଅତି ଶୀଘ୍ର ଆପଣଙ୍କର ଭେଟ କୌଣସି ବଡ଼ ସରକାରୀ ଅଧିକାରୀଙ୍କ ସହିତ ହୋଇପାରେ। ଯାହା ଦ୍ୱାରା ଆପଣଙ୍କର ଅଟକି ରହିଥିବା ସରକାରୀ କାର୍ଯ୍ୟ ଅତିଶୀଘ୍ର ପୁର୍ଣ ହୋଇଯିବ। କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ନିଜ କାର୍ଯ୍ୟରେ ଅତିଶୀଘ୍ର ବୃଦ୍ଧି ଦେଖିବେ। ତ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ।

ତୁଳା ରାଶି:-

ଯଦି ଆପଣ ମନ ଲଗାଇ ପରିଶ୍ରମ କରିବେ ତ ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବ। ବ୍ୟାପାର ବାଣିଜ୍ୟ କରୁଥିବା ବ୍ୟକ୍ତି ବିଶେଷ ମାନେ ନିଜ ବ୍ୟାପାରରେ ବହୁତ ଧନର ଲାଭ ଦେଖିବାକୁ ପାଇବେ। କିନ୍ତୁ ଆପଣଙ୍କୁ ଏହି ସମୟରେ ନିଜ କ୍ରୋଧକୁ ନିୟନ୍ତ୍ରଣ ରଖିବାକୁ ପଡିବ। ଆପଣଙ୍କ ସଫଳତା ଦେଖି ଆପଣଙ୍କ ଶତ୍ରୁମାନେ ଆପଣଙ୍କର କ୍ଷତି କରିବା ପାଇଁ ଚେଷ୍ଟା କରିବେ। କିନ୍ତୁ ଆପଣଙ୍କ ଶ-ତ୍ରୁମାନେ କେବେ ମଧ୍ୟ ସଫଳ ହେବେ ନାହିଁ। ବିଦ୍ୟାର୍ଥୀ ମାନଙ୍କୁ ନିଜ ଗୁରୁଜନଙ୍କଠାରୁ ବହୁତ ଶୀଘ୍ର ହିଁ ପୁରସ୍କୃତ ହେବାର ସମ୍ଭାବନା ରହିଛି।

Google

କନ୍ୟା ରାଶି:-

ଘର ପରିବାରରେ ନିଜ ସ୍ତ୍ରୀର ସହଯୋଗ ଆପଣଙ୍କୁ ମିଳିବ। ଆପଣଙ୍କ ଜୀବନସାଥୀଙ୍କ ସହଯୋଗ ମିଳିବ। ଛୋଟ ଭାଇମାନଙ୍କ ଠାରୁ ଭଲ ଖବର ପାଇବେ ଯାହା ଜାଣି ଆପଣ ଖୁସି ହେବେ। ବଜରଙ୍ଗୀ ବାଲିଙ୍କ କୃପା ଦୃଷ୍ଟି ଆପଣଙ୍କ ପିଲାମାନଙ୍କ ଉପରେ ରହିବ। ଯାହା ଦ୍ୱାରା ଆପଣ ଓ ଆପଣଙ୍କ ସନ୍ତାନମାନେ ନିଜ ନାମ ସମାଜରେ ଉଚ୍ଚ ସ୍ଥାନରେ ରହିବ। ଆସୁଥିବା ସମୟରେ ଆପଣ ଶନିବାର ଦିନ ଭଗବାନ ବଜରଙ୍ଗୀ ବାଲିଙ୍କ ଆଗରେ ତେଲ ଦୀପଟିଏ ଜାଳନ୍ତୁ। ଆପଣଙ୍କର ଦୁଃଖ କଷ୍ଟ ଦୂର ହେବ।

ସିଂହ ରାଶି:-

ଆପଣଙ୍କ ଜୀବନସାଥୀଙ୍କ ଠାରୁ ଶାରୀରିକ ଏବଂ ମାନସିକ ଶାନ୍ତି ମିଳିବ। ସମୟ ସମୟରେ ହେଉଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ବିଶେଷ ଭଲ ରହିବ। ଆସୁଥିବା ସମୟ ଆପଣଙ୍କ ପାଇଁ ଶୁଭ ରହିବ। ଆପଣଙ୍କ ଆୟରେ ବୃଦ୍ଧିର ଯୋଗ ରହିଛି। ଆପଣଙ୍କୁ ହଠାତ ଧନ ପ୍ରାପ୍ତି ହୋଇପାରେ। ମା ବାପାଙ୍କର ଆଶୀର୍ବାଦ ଆପଣଙ୍କ ସହିତ ରହିବ। ଘର ପରିବାରରେ ସ୍ନେହ ଶ୍ରଦ୍ଧା ବୃଦ୍ଧି ପାଇବ।

ବୃଷ ରାଶି:-

ଏହି ସମୟରେ ଆପଣ ଖୁସିରେ ରହିବେ। ଭଗବାନ ହନୁମାନଙ୍କ କୃପାରୁ ଆପଣଙ୍କୁ ଧନଲାଭ ହେବ।ଆପଣଙ୍କ ଜୀବନ ସୁଖମୟ ହେବ। ଆପଣଙ୍କ ଉନ୍ନତିରେ ମନ ପ୍ରସନ୍ନ ରହିବ। ମୂଲ୍ୟ ବାନ ଜିନିଷ କିଣି ପାରନ୍ତି। ଆପଣଙ୍କୁ ବହୁତ ବଡ଼ ଖୁସି ଖବର ମିଳିପାରେ। ଶିକ୍ଷା କ୍ଷେତ୍ରରେ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମାର୍ଗଦର୍ଶନ ମିଳିବ।

Google

ମେଷ ରାଶି:-

ଆପଣଙ୍କ ଜୀବନରେ ଆସୁଥିବା ସବୁ ପ୍ରକାରର ଦୁଃଖ ନିବାରଣ ହେବ। ଆପଣଙ୍କ ଜୀବନରେ ଦୁଇଗୁଣା ଉନ୍ନତି ହାସଲ କରି ଆଗକୁ ବଢ଼ିବେ। ଜୀବନରେ ହେଉଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ଖାସ ରହିବ। ଭଗବାନ ବଜରଙ୍ଗୀ ବାଲୀଙ୍କ କୃପାରୁ ଆପଣଙ୍କୁ ଧନ ସହିତ ଖୁସି ମଧ୍ୟ ମିଳିବ। ଯେଉଁମାନଙ୍କର ବିବାହ ବିଳମ୍ବ ହେଉଛି ସେମାନଙ୍କର ବିବାହ ଯୋଗ ନିଶ୍ଚିତ ବନିବ। ଯେଉଁମାନେ ନୂଆ ଚାକିରୀ କରୁଛନ୍ତି ଆପଣଙ୍କୁ ଚାକିରୀ ସହିତ ଭଲ ଦରମା ମଧ୍ୟ ମିଳିବ।

କୁମ୍ଭ ରାଶି:-

ଆସୁଥିବା ସମୟରେ ଆପଣଙ୍କ ପାଇଁ ବହୁତ ବଡ଼ ଖୁସି ଖବର ନେଇ ଆସୁଛି। ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ଏବଂ ଆପଣଙ୍କ ଜୀବନରେ ଅନେକ ପ୍ରକର ଖୁସି ଆପଣଙ୍କ ସାମ୍ନାରେ ରହିଛି। ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମ୍ମାନ ବଢିବ। ଏହି ସମୟରେ କୌଣସି ବାଦ ବି-ବାଦରେ ପଡ଼ନ୍ତୁ ନାହିଁ। ଆପଣ ପ୍ରତିଦିନ ସନ୍ଧ୍ୟାରେ ହନୁମାନ ଚାଲିସା ପାଠ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *