Excuse Me Odisha

ଯାହା କହିବୁ ସତ କହିବୁ

ଅତ୍ୟନ୍ତ ଶୁଭ ହୋଇଥାଏ ରୁପାର ମୟୂର, ଘରେ ଏହାକୁ ଏହି ଜାଗାରେ ରଖିବା ଦ୍ୱାରା ହୋଇଥାନ୍ତି ଧନବାନ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରକୁ ଅଧିକ ମହତ୍ୱ ଦିଆ ଯାଇଥାଏ। ଏହି ଜ୍ୟୋତିଷ ଶାସ୍ତ୍ରରେ କିଛି ଏଭଳି ଉପାୟ କୁହାଯାଇଛି , ଯାହା ମାଧ୍ୟମରେ ଅନେ ନିଜ ଜୀବନର ସମସ୍ୟାରୁ ମୁକ୍ତି ପାଇ ପାରିବା। ଆଜି ଆମେ ଆପଣଙ୍କୁ ‘ ରୁପାର ମୟୂର ‘ ଦ୍ଵାରା ଜୀବନ ସରଳ ଏବଂ ସଫଳ ବନେଇବାର ଉପାୟ କହିବାକୁ ଯାଉଛୁ।

ଆପଣ ଜାଣିଥିବେ ରୂପା ଏକ ଶୁଭ ଧାତୁ ଅଟେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଧିକ ମହତ୍ୱ ଦିଆଯାଇଥାଏ। ଏଭଳି ମାନ୍ୟତା ରହିଛି କି ରୁପା ଏବଂ ରୁପାରୁ ତିଆରି ବସ୍ତୁ ବ୍ୟବହାର କରିବା ଦ୍ଵାରା ଆମକୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ମୟୂର ଦେବତା ମାନଙ୍କର ପ୍ରିୟ ପକ୍ଷୀ ଅଟେ।

ମାଆ ସରସ୍ଵତୀ, ଭଗବାନ ଶ୍ରୀକୃଷ୍ଣ, କାର୍ତ୍ତିକେୟ ଏବଂ ଶ୍ରୀଗଣେଶ ସମସ୍ତଙ୍କର ଫୋଟଚିତ୍ରରେ ଆପଣଙ୍କୁ ମୟୂର ଦେଖିବାକୁ ମିଳୁଥିବ। ଏହାଦ୍ବାରା ମୟୂର ଏକ ଶୁଭ ପକ୍ଷୀ ଅଟେ। ଆଜି ଆମେ ଆପଣଙ୍କୁ ରୁପାର ମୟୂର ଘରେ ରଖିବା ଦ୍ଵାରା କଣ ଫାଇଦା ମିଳିଥାଏ, ସେହି ବିଷୟରେ କହିବାକୁ ଯାଉଛୁ। ଏହି ଫାଇଦା ଗୁଡ଼ିକୁ ଜାଣି ଆପଣ ମଧ୍ୟ ନିଜ ଘରକୁ ରୁପାର ମୟୂର ଆଣିବେ।

Google

୧/ ଯଦି ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖା ଦେଉଛି ତାହେଲେ ଆପଣ ରୁପାର ମୟୂର ଘରକୁ ଆଣନ୍ତୁ। ଏହାକୁ ଘରେ ରଖିବା ଦ୍ଵାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦୂର ହୋଇଯିବ।

୨/ ଯଦି ବୈବାହିକ ଜୀବନରେ ପ୍ରେମ ହ୍ରାସ ପାଉଛି ବା ବି-ବାଦ ସୃଷ୍ଟି ହେଉଛି , ତାହେଲେ ଘରକୁ ରୁପାର ମୟୂର ଯୋଡି ନେଇ ଆସନ୍ତୁ। ଏହାଦ୍ବାରା ଦାମ୍ପତ୍ୟ ଜୀବନରେ ପ୍ରେମ ଏବଂ ଶାନ୍ତି ବଜାୟ ରହିବ।

୩/ ଯଦି ଆପଣ ଅଖଣ୍ଡ ସୌଭାଗ୍ୟବତୀ ହୋଇ ରହିବାକୁ ଚାହୁଁଛନ୍ତି ତାହେଲେ ରୁପାର ସିନ୍ଦୂର ଡବାରେ ରୁପାର ମୟୂର ତିଆରି କରାଇ ନିଅନ୍ତୁ। ଏହି ଉପାୟ ଦ୍ଵାରା ଆପଣଙ୍କ ସ୍ଵାମୀଙ୍କ ଆୟୁଷ ବୃଦ୍ଧି ହୋଇଥାଏ ଏବଂ ତାଙ୍କ ଉପରେ  କୌଣସି ସଙ୍କଟ ଆସି ନଥାଏ। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ହୋଇଥାଏ।

୪/  ଘରେ ବୈଠକ ରୁମରେ ରୁପାର ମୟୂର ଆପଣ ସାଜସଜ୍ଜା ପାଇଁ ରଖି ପାରିବେ। ଏଭଳି କରିବା ଦ୍ଵାରା ଘର ଲୋକଙ୍କୁ ଖୁବ୍ ଶୀଘ୍ର ସଫଳତା ମିଳିବ। କ୍ୟାରିୟର ରେ ବୃଦ୍ଧି ହେବ। ସବୁ ବାଧାବିଘ୍ନ ଦୂର ହୋଇଯିବ।

Google

୫/ ଘରର ପୁଜାଘରେ ରୁପାର ମୟୂର ରଖିବା ଶୁଭ ମାନା ଯାଇଥାଏ। ଏହାଦ୍ବାରା ଆପଣଙ୍କ ପୂଜାର ଫଳ ଦ୍ଵିଗୁଣିତ ହୋଇ ଯାଇଥାଏ।

୬/ ଯେଉଁମାନଙ୍କ ବିବାହ ହେଉ ନାହିଁ ବା ଯେଉଁମାନେ ବିବାହ କରିବାକୁ ଇଛା ରଖୁ ନାହାଁନ୍ତି, ସେମାନଙ୍କ ରୁମରେ ରୁପାର ମୟୂର ରଖି ଦିଅନ୍ତୁ। ଏହାଦ୍ବାରା ସେମାନଙ୍କ ମନରେ ପ୍ରେମ ଏବଂ ବିବାହ କରିବାକୁ ଇଛା ଜାଗ୍ରତ ହେବ। ତାଙ୍କୁ ଉତ୍ତମ ଜୀବନସାଥୀ ମିଳିଯିବ।

୭/ ରୁପାର ମୟୂର ଆପଣଙ୍କ ଭାଗ୍ୟ ଉଦୟ କରି ଦେଇଥାଏ। ଏଥିପାଇଁ ଆପଣଙ୍କୁ ପୂର୍ଣ୍ଣିମା ତିଥିରେ ଗୋଟେ ରୁପା ମୟୂର କିଣି ନିଜ ଧନ ଭଣ୍ଡାର ଘରେ ରଖିବା ଉଚିତ। ଏହାଦ୍ବାରା ଆପଣଙ୍କ ଭାଗ୍ୟ ଚମକି ଉଠିବ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *