Excuse Me Odisha

ଯାହା କହିବୁ ସତ କହିବୁ

ରାମ ନବମୀରେ ବନୁଛି ମହାସଂଯୋଗ, ଏହି ୬ଟି ରାଶିକୁ ହେବ ଧନ ଲାଭ

ସେୟାର୍ କରନ୍ତୁ

ବନ୍ଧୁଗଣ ବର୍ଷ ୨୦୨୧ର ରାମ ନବମୀ ଆଜି ୨୧ ଏପ୍ରିଲ ବୁଧବାରକୁ ମାନାଯାଉଛି। ଆଉ ଏହିଦିନ ଅନେକ ପ୍ରକାରର ଦୁର୍ଲଭ ଶୁଭ ସଂଯୋଗ ବନୁଅଛି। ଏବଂ ଅନେକଙ୍କ ପାଇଁ ରାଜଯୋଗ ଏବଂ ଧନ ଯୋଗର ନିର୍ମାଣ ହେଉଛି। ଏହି କାରଣ ଯୋଗୁ ଏହିସବୁ ଦୁର୍ଲଭ ସଂଯୋଗ ଯୋଗୁ ରାମ ନବମୀ ଦିନ ଠାରୁ ୬ ଟି ରାଶିର ଲୋକଙ୍କୁ ବଡ଼ ଧନଲାଭ ହେବାକୁ ଯାଉଛି। ଏହି ୬ ଟି ରାଶିର ଲୋକଙ୍କ ଭାଗ୍ୟ ଏବେ ଚମକି ଉଠିବ। ଚୈତ୍ର ମାସର ଶୁକ୍ଳପକ୍ଷର ନବମୀ ଦିନ ଠିକ ମଧ୍ୟନ୍ନ ସମୟରେ ୧୨ ଟା ସମୟରେ ଭଗବାନ ରାମ ପ୍ରକଟ ହୋଇଥିଲେ। ବନ୍ଧୁଗଣ ଏହି ଅଭିଜିତ ମୁହୂର୍ତ୍ତ ଗୁଡିକରେ ସବୁ କାର୍ଯ୍ୟର ସିଦ୍ଧି ପାଇଁ ହୋଇଥାଏ। ଏହି ଅଭିଜିତ ମୁହୂର୍ତ୍ତରେ ଯଦି ଆପଣ କୌଣସି କାମ ଆରମ୍ଭ କରିବେ ଜୀବନରେ ସବୁ କଷ୍ଟ ଆପଣଙ୍କର ଦୂର ହୋଇଯାଇଥାଏ। ସେଥିପାଇଁ ସେବେଠୁ ରାମ ନବମୀର ଉତ୍ସ୍ୟବକୁ ସବୁଠାରୁ ବଡ଼ ଉତ୍ସବ ହିସାବରେ ପାଳନ କରାଯାଇଥାଏ। ଯେବେଠୁ ଭଗବାନ ରାମଚନ୍ଦ୍ରଙ୍କର ଜନ୍ମ ହୋଇଥିଲା। ବନ୍ଧୁଗଣ ରାମ ନବମୀ ବହୁତ ପବିତ୍ର ଦିନ ଅଟେ। ଶୁଭ ସିଦ୍ଧିର ଦିନ ଅଟେ। ଏହି ଦିନ ଯଦି ଆପଣ କିଛି ଶୁଭ ନୂତନ କାର୍ଯ୍ୟ ଆରମ୍ଭ କରିବେ ନୂତନ କାର୍ଯ୍ୟ ଆରମ୍ଭ କରିବେ, ମଙ୍ଗଳ କାର୍ଯ୍ୟର ଆରମ୍ଭ କରିବେ ତାହେଲେ ସବୁଠାରୁ ଅଧିକ ଆପଣଙ୍କ ଜୀବନରେ ଲାଭଦାୟକ ହେବ। ଏହି ବର୍ଷର ରାମ ନବମୀ ବହୁତ ଖାସ ଅଟେ।

ବନ୍ଧୁଗଣ ଆଜି ୨୧ ଏପ୍ରିଲ ଠିକ ଦିନ ୧୨ ଟା ସମୟରେ ଶ୍ରୀ ରାମଚନ୍ଦ୍ରଙ୍କର ପ୍ରକଟ ଉତ୍ସବ ରୂପେ ପାଳନ କରାଯାଇଥାଏ। ରାମ ନବମୀ ଦିନ ସକାଳୁ ଜଲଦି ଉଠି ନିତ୍ୟକର୍ମର ନିବୃତ ହୋଇ ଘରର ମନ୍ଦିରରେ ଥିବା ଦେବୀ ଦେବତା ମାନଙ୍କର ପୂଜା ପାଠ କରନ୍ତୁ। ଏହା ପରେ ଭଗବାନ ସୂର୍ଯ୍ୟଦେବଙ୍କୁ ଗୋଟିଏ ପାତ୍ରରେ ଜପ ଅର୍ପଣ କରନ୍ତୁ। ତଥା ରାମ ନବମୀର ବ୍ରତ କରିବେ। ରାମ ନବମୀ ଦିନ ଆପଣ ଗରିବ ମାନଙ୍କୁ ଦାନ ଦକ୍ଷିଣା ଦିଅନ୍ତୁ। ଏହି ଦିନ ଅନେକ ଗୁଡାଏ ଦୁର୍ଲଭ ଯୋଗ ବନିବା କାରଣରୁ ୬ ଟି ରାଶିର ଲୋକଙ୍କ ଭାଗ୍ୟ ଏବେ ଚମକିବାକୁ ଯାଉଛି। ଏହି ୬ ଟି ରାଶିର ଲୋକଙ୍କୁ ବହୁତ ଲାଭ ହେବାକୁ ଯାଉଛି। ତ ଆସନ୍ତୁ ଜାଣିବା ସେହି ୬ ଟି ରାଶି କଣ କଣ।

ମେଷ ରାଶି:-

ଏହି ରାଶିର ଲୋକଙ୍କ ଉପରେ ଭଗବାନ ଶ୍ରୀରାମଙ୍କ କୃପା ବର୍ଷା ହେବାକୁ ଯାଉଛି। ଏହି ରାମ ନବମୀ ଅଧିକ ଲାଭଦାୟକ ହେବାକୁ ଯାଉଛି। ଆପଣଙ୍କର ଜୀବନରେ ଆସିବାକୁଥିବା ପ୍ରତ୍ୟକ ଦିନ ବହୁତ ଚମତ୍କାରୀ ହେବାକୁ ଯାଉଛି। ବ୍ୟବସାୟରେ ଅଧିକ ଲାଭବାନ ହୋଇପାରିବେ। ଚାକିରୀ କ୍ଷେତ୍ରରେ ଉନ୍ନତି ଲାଭ କରିପାରିବେ। ରହିଯାଇଥିବା ଧନ ପ୍ରାପ୍ତିର ସଂଯୋଗ ବନୁଅଛି। ଆପଣଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତି ସାମାଜିକ କ୍ଷେତ୍ରରେ ସର୍ବ ପ୍ରଥମେ ଲୋକପ୍ରିୟ ଏବଂ ସର୍ବମାନ ହେବ। ଆପଣଙ୍କ କଥାରେ ଲୋକେ ସହମତ ହେବେ। ସମାଜରେ ମାନ ସମ୍ମାନ ବଢିବ। ଗୋଟିଏ କଥାର ଧ୍ୟାନ ରଖିଥିବେ ଆପଣ ଯାହାବି କାମ କରିବେ ସେସବୁ ଭାବି ଚିନ୍ତି କରିବେ। ସବୁ ନିଷ୍ପତି ଏକା ନିଅନ୍ତୁ ନାହିଁ। ଘର ପରିବାର ସମସ୍ତଙ୍କ ସହ ମିଶି ନିଷ୍ପତି ନିଅନ୍ତୁ।

Google

କନ୍ୟା ରାଶି:-

ଏହି ରାଶିର ଲୋକଙ୍କ ଏହି ରାମ ନବମୀର ସମୟ ଚମତ୍କାରୀ ହେବାକୁ ଯାଉଛି। ଏହି କାରଣ ପାଇଁ ଆପଣଙ୍କର ବିଜନେସ ଏବଂ ବ୍ୟବସାୟରେ ଉନ୍ନତି ହେବାର ଦେଖିପାରିବେ। କ୍ୟାରିୟରରେ ସବୁ ଠିକ ଠାକ ହେବାର ଯୋଗ ବନୁଅଛି। ଆପଣଙ୍କ ଆସିବା ଦିନରେ ଧନର ଲାଭ ମଧ୍ୟ ଅଛି। ଫସି ଯାଇଥିବା ଧନବି ପ୍ରାପ୍ତ ହେବ। ତା ସହିତ ଆପଣ ନୂଆ ବିଜେନେସରେ ଟଙ୍କା ଇନଭେସ୍ଟ କରିବେ। କିଛି ବ୍ୟାପାରର କାର୍ଯ୍ୟ କରିପାରନ୍ତି। ପ୍ରତ୍ୟକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ନିର୍ଣ୍ଣୟ ଆପଣଙ୍କର ସର୍ବମାନ ହେବ। ଲୋନ ପାଇଁ ଆବେଦନ କଲେ ଲୋନ ଆପଣଙ୍କୁ ଅତି ସହଜରେ ମିଳିଯିବ।

ଧନୁ ରାଶି:-

ଆପଣଙ୍କ ଆସିବା ସମୟ ମାନେ ୨୧ ଏପ୍ରିଲରୁ ଲାଭଦାୟକ ରହିବ। ଏହି ରାମ ନବମୀ ଆପଣଙ୍କ ପାଇଁ ବହୁତ ହିଁ ଶୁଭ ରହିବ। ଆପଣଙ୍କୁ ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କର ପୂଜା ଅର୍ଚ୍ଚନା କରି ଏହି ଦିନର ଆରମ୍ଭ କରିବା ଦରକାର। ଏବଂ ଖିରିର ଭୋଗ ଲଗେଇବେ। ତା ସହିତ ନିଜ ମନକାମନା ପୂରଣ କରିବା ପାଇଁ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କୁ ହଳଦିଆ ପୁଷ୍ପକୁ ନିଶ୍ଚୟ ଅର୍ପଣ କରନ୍ତୁ। ମୟୁର ପୋଙ୍ଖ ମଧ୍ୟ ଅର୍ପଣ କରିପାରିବେ। ଏହା ଦ୍ୱାରା ପ୍ରଭୁ ଶ୍ରୀରାମ ପ୍ରସନ୍ନ ହେବେ। ଏବଂ ଆପଣଙ୍କ ଉପରେ ଅପାର କୃପାଦୃଷ୍ଟି ବନେଇ ରଖିବେ। ଆପଣଙ୍କର ପରିବାରର ମହଲ ବହୁତ ଶାନ୍ତ ଏବଂ ଲୋକପ୍ରିୟ ରହିବ। ଏବେଯାଏଁ ଯେଉଁ ବି-ବାଦ ଚାଲିଥିଲା ସେସବୁ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ।

Google

ବୃଷ ରାଶି:-

ଏହି ରାଶିର ଲୋକମାନଙ୍କର ସବୁ ସମସ୍ୟା ଏବେ ଭଗବାନ ଶ୍ରୀ ରାମଚନ୍ଦ୍ର ଦୂର କରିବେ। ଏହି ରାମ ନବମୀର ସମୟ ଆପଣଙ୍କ ପାଇଁ ବହୁତ ଲାଭଦାୟକ ରହିବ। ସମାଜରେ ମାନ ସମ୍ମାନ ବଢିବ। ଆଉ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ। ଚାକିରୀ କରୁଥିବା ଲୋକଙ୍କ ପ୍ରୋମସନ ହୋଇପାରେ।

ମିଥୁନ ରାଶି:-

ଏହି ରାଶିର ଲୋକଙ୍କ ଭାଗ୍ୟ ଏବେ ଚମକିବାକୁ ଯାଉଛି। ଆପଣ ମାଲାମାଲ ହେବାକୁ ଯାଉଛନ୍ତି। ଏହି ରାମନବମୀ ଆପଣଙ୍କ ପାଇଁ ବହୁତ ଅଧିକ ଲୋକି ରହିବ।ଯଦି ଆପଣ ନୂଆ ଚାକିରୀ ପାଇଁ ଅପେକ୍ଷା କରିଛନ୍ତି ତ ଆପଣଙ୍କୁ ବହୁତ ଶୀଘ୍ର ନୂଆ ଚାକିରୀ ମିଳିବାର ସମ୍ଭାବନା ଅଛି। ଆପଣଙ୍କ ଘରେ ଖୁସିର ବାତାବରଣ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଶଂସା ହେବ।

Google

କୁମ୍ଭ ରାଶି:-

କହି ଦେଉଛୁ କି କୁମ୍ଭ ରାଶି ଆପଣଙ୍କ ଆସୁବାକୁ ଥିବା ଦିନ ବହୁତ ଚମତ୍କାର ରହିବ। ବିଭିନ୍ନ ପ୍ରକାରର ଲାଭ ମିଳିବ। ଆପଣଙ୍କ ଜୀବନରେ ବହୁତ ଅଧିକ ଲାଭ ଦେଖିବାକୁ ମିଳିବ। ତା ସହ ପ୍ରେମ ସମ୍ବଦ୍ଧରେ ସୁଦ୍ଧାର ଆସିବ। ବୈବାହିକ ଜୀବନ ଖୁସିମୟ ହେବ। ଦାମ୍ଫତ୍ୟ ଜୀବନ ଅତ୍ୟଧିକ ଭଲ ରହିବ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ କୃପା ଆପଣ ଏବଂ ଆପଣଙ୍କ ପରିବାର ଉପରେ ରହିବ। ଆଉ ଆପଣ ପରସ୍ପରକୁ ବହୁତ ଭଲ ଭାବରେ ବୁଝିପାରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶ୍ରୀରାମ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *