Excuse Me Odisha

ଯାହା କହିବୁ ସତ କହିବୁ

ସବୁବେଳେ ଖୁସିରେ ରହିବାକୁ ଚାହୁଁଛନ୍ତି ତ ଏହି ୫ଟି କଥା ମାନନ୍ତୁ ।

ସେୟାର୍ କରନ୍ତୁ

କେବେ କେବେ ଆମେ ଏକଲା ବସି ଥାଉ ଏବଂ ନିଜ ଜୀବନ ବିଷୟରେ ବିଚାର କରିଥାଉ କି ମୋଠାରୁ କେହି ଭାଗ୍ୟହୀନ ଦୁନିଆରେ ନାହିଁ। ମୋ ସାଙ୍ଗ ଖୁସିରେ ଅଛି। ମୋ ବନ୍ଧୁ ମାନେ ଖୁସିରେ ଅଛନ୍ତି। ସମସ୍ତେ ଖୁସିରେ ଅଛନ୍ତି। କିନ୍ତୁ ମୁଁ ଖୁସିରେ ନାହିଁ। ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ଖୁସିରେ ରହିବାର କିଛି ଉପାୟ କହିବାକୁ ଯାଉଛି। ଯାହା ଶୁଣିବା ପରେ ଆପଣଙ୍କ ଜୀବନ ସୁଧୁରି ଯିବ। ଏଥିପାଇଁ ଆପଣଙ୍କୁ କଷ୍ଟ କରିବାକୁ ପଡ଼ିବ।

୧/ ବ୍ୟାୟାମ – ଆପଣଙ୍କୁ ପ୍ରତ୍ୟେକଦିନ ବ୍ୟାୟାମ କରିବାକୁ ପଡ଼ିବ। ସର୍ବଦା ବ୍ୟାୟାମ କରିବାକୁ ପ୍ରୟାସ କରନ୍ତୁ। ଏହାଦ୍ବାରା ଶରୀରର ରକ୍ତ ସଞ୍ଚାଳନ ସଠିକ ହୋଇଥାଏ। ସବୁବେଳେ ପ୍ରୟାସ କରନ୍ତୁ ସକାଳ ସମୟରେ ବ୍ୟାୟାମ କରନ୍ତୁ। ସକାଳେ ବ୍ୟାୟାମ କରିବାର ଲାଭ ହେଉଛି ଆପଣଙ୍କୁ ସକାଳୁ ଉଠିବାକୁ ପଡ଼ିବ। ବନ୍ଧୁଗଣ ସକାଳୁ ଡେରିରେ ଉଠିଲେ ଶରୀର ମାନ୍ଦା ଭଳି ଲାଗିଥାଏ। ତେଣୁ ଶୀଘ୍ର ସକାଳୁ ଉଠି ବ୍ୟାୟାମ କରନ୍ତୁ। ବ୍ୟାୟାମ କରିବା ପାଇଁ ଆପଣ ବୁଝି ପାରୁନଥିବେ କି କଣ ବ୍ୟାୟାମ କରିବେ। ବନ୍ଧୁଗଣ କୌଣସି ମଧ୍ୟ ବ୍ୟାୟାମ କରନ୍ତୁ ଯେପରି ଦୌଡ଼, ଫୁଲାପଯ ଆସନ, ପ୍ରାଣାୟାମ , ଯେକୌଣସି କସରତ କାର୍ଯ୍ୟ କରନ୍ତୁ।

Google

୨/ Everything is temporary – ସବୁକିଛି କ୍ଷଣସ୍ଥାୟୀ :- ବନ୍ଧୁଗଣ ଏହି ଦୁନିଆରେ ସବୁକିଛି କ୍ଷଣସ୍ଥାୟୀ ଏବଂ କିଛି ପ୍ରତିଷ୍ଠିତ ନୁହେଁ। This world is revolution. ଏହି ଦୁନିଆ ହେଉଛି ଏକ ସାଇକଲ ପରି। ଜାନୁଆରୀରୁ ଡିସେମ୍ବର, ଡିସେମ୍ବର ରୁ ଜାନୁଆରୀ। ସବୁକିଛି କ୍ଷଣସ୍ଥାୟୀ ନୁହେଁ। ଯଦି କିଛି ଖରାପ ସମୟ ଆସିଛି ତାହେଲେ ଏହାକୁ ସ୍ଥାୟୀ ଭାବିବା ଉଚିତ ନୁହେଁ। ଆପଣ ସେତେବେଳେ ଏପରି ଭାବନ୍ତି କି ହେ ଭଗବାନ ଏହା କଣ ହୋଇ ଗଲା! କଣ କରିବି? ଯଦି ଆପଣଙ୍କ ସହିତ ଆଜି କିଛି ଖରାପ ହେଲା ତାହେଲେ ଆଗାମୀ ସମୟରେ ଆପଣଙ୍କ ସହିତ କିଛି ନା କିଛି ଭଲ ହେବାକୁ ଯାଉଛି। ବନ୍ଧୁଗଣ ଏହା ଏକ ଚକ୍ରବ୍ୟୁହ ଅଟେ। ଏଠାରେ ଭଲମନ୍ଦ, ସୁଖଦୁଃଖ ସବୁକିଛି ଚାଲିଥାଏ। Don’t worry that will past too. Everything is changeable, time will come for you also. କେବେବି ହାର ମାନନ୍ତୁ ନାହିଁ। ଦୁଃଖ ସମୟରେ ଅଟକି ରୁହନ୍ତୁ ନାହିଁ, ଆଗକୁ ଆଗେଇ ଚାଲନ୍ତୁ। Best of luck.

୩/ ନିଜର ସ୍ଥିତି ଅପେକ୍ଷା ଅନୁଭବକୁ ଧ୍ୟାନ ଦିଅନ୍ତୁ । ବନ୍ଧୁଗଣ ଆପଣ ଯେତେବେଳେ ଗୋଟେ ସୁନ୍ଦର ଜିନିଷ ଦେଖନ୍ତି, ତାହାକୁ ପାଇବାକୁ ପ୍ରୟାସ କରିଥାନ୍ତି। କିନ୍ତୁ ତାକୁ ଅନୁଭବ କରିବା କଥା ଭୁଲି ଯାଇଥାନ୍ତି । ଯେପରି ଆମେ ଗୋଟେ ସୁନ୍ଦର ଗୋଲାପ ଫୁଲ ଦେଖିଲେ ତାହାକୁ ଖୁସିରେ ତୋଳି ଆଣିଥାଉ। କିନ୍ତୁ ତାହାର ସୁଗନ୍ଧକୁ ଅନୁଭବ କରିବା ଭୁଲି ଯାଇ ଥାଉ। ଯଦି ଆମେ ଗୋଟେ ସୁନ୍ଦର ସ୍ଥାନକୁ ଗଲେ, ସେଠାକୁ ଯାଇ ଆମେ ପ୍ରଥମେ ତାହାକୁ କ୍ୟାମେରାରେ ଉଠାଇ ନେଇଥାଉ। କିନ୍ତୁ ସେହି ସ୍ଥାନର ପ୍ରକୃତିକୁ ଅନୁଭବ ବା ଉପଭୋଗ କରି ପାରି ନଥାଉ। ଆମେ ସବୁ ଜିନିଷକୁ ପାଇ ପାରିବା ନାହିଁ କିନ୍ତୁ ସବୁ ଜିନିଷ କୁ ଅନୁଭବ କରି ପାରିବା। ତେଣୁ ସବୁବେଳେ ସ୍ଥିତି ଅପେକ୍ଷା ଅନୁଭବକୁ ଧ୍ୟାନ ଦିଅନ୍ତୁ।

Google

୪/ ନିଜକୁ ତୁଳନା କରନ୍ତୁ – don’t compare yourself :- ବନ୍ଧୁଗଣ ଲୋକମାନେ ପରସ୍ପରକୁ ତୁଳନା କରିଥାନ୍ତି। ସେ ଶୀଘ୍ର ଚାଲିଲା, ସେ ଯେତେ ଭଲ ପାଠ ପଢୁଛି। ଆରେ ସେ ଏମିତି ପଢୁଛି ତୁ ଭଲ ପଢ଼ୁନୁ। ତାଙ୍କର ପୁଅ ଭଲ ରୋଜଗାର କରୁଛି ତୁ କାହିଁକି ଅଧିକ ଆୟ କରୁନୁ। ବନ୍ଧୁଗଣ ତୁଳନା କଲେ ଯଦି ଭଲ ହୋଇ ବାହାରିଲେ ତାହେଲେ ଗର୍ବି ହୋଇଯିବେ। ତାହେଲେ ମୋ ଭଳି କେହି ନାହାନ୍ତି। ଯଦି ବେକାର ବାହାରିଲେ ତାହେଲେ ଭାଇ ମୁଁ ତ କିଛି ନୁହେଁ। ତେବେ ବନ୍ଧୁଗଣ ଯେବେ ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରନ୍ତୁ ନାହିଁ ଏବଂ ଅନ୍ୟମାନଙ୍କୁ ନେଇ ନିଜ ସହିତ ତୁଳନା କରନ୍ତୁ ନାହିଁ।

୫/make adjustment – ବନ୍ଧୁଗଣ ସାମଞ୍ଜସ୍ୟ ରଖି ଚଳିବା ଶିଖନ୍ତୁ। କିଛି କ୍ଷେତ୍ରରେ ଆପଣଙ୍କୁ ସାମଞ୍ଜସ୍ୟ ବନେଇ ରଖିବାକୁ ପଡିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *