Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ ସିଂହ ରାଶି ବ୍ୟକ୍ତି ବିଶେଷଙ୍କ କିଛି ଗୁ-ପ୍ତ କଥା, ଆଜି ହିଁ ଜାଣି ନିଅନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଜାଣିବା ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ଜନ୍ମଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ କିଛି ଅ-ଦ୍ଭୁତ କଥା ବିଷୟରେ। ଯେମିତିକି ଚରିତ୍ର, ସ୍ଵଭାବ, ଖାଦ୍ୟ ରୁଚି କର୍ମ କ୍ଷେତ୍ର, ଶିକ୍ଷା , କ୍ୟାରିୟର, ପ୍ରେମ ଜୀବନ ଏବଂ ଆୟୁଷ କାଳ ଏମିତି ଅନେକ କିଛି ବିଷୟ ବସ୍ତୁ ଉପରେ ଆଜି ଆମେ ଆଲୋଚନା କରିବା।

ବନ୍ଧୁଗଣ ସାଧାରଣତଃ ସିଂହ ରାଶି ୩ ଭାଗରେ ବିଭକ୍ତ କରାଯାଇଛି ଯଥା ୧୦/୫ ମଘା ନକ୍ଷତ୍ର ସିଂହ ରାଶି, ଏମାନେ ହେଉଛନ୍ତି ଦାନବ ଗଣ। ୧୧/୫ ପୂର୍ବ ଫାଲଗୁନି ସିଂହ ରାଶି, ଏମାନେ ହେଉଛନ୍ତି ମାନବ ଗଣ। ୧୧/୫ ଉତ୍ତର ଫଲଗୁନୀ ନକ୍ଷତ୍ର ସିଂହ ରାଶି । ଏମାନେ ହେଉଛନ୍ତି ମାନବ ଗଣ ଏବଂ ରାଜସିକ ଭକ୍ତିରେ ଏମାନେ ଲିପ୍ତ ଥାଆନ୍ତି। ଏମାନେ ବୁଦ୍ଧିମାନ, ସାହସୀ, ସତ୍ୟପ୍ରିୟ, ଉଦାର ସ୍ୱଭାବର ହୋଇଥାନ୍ତି। ଏମାନଙ୍କର ମନ୍ଦ ଗୁଣ ହେଉଛି ଏମାନେ ଗର୍ବୀ, ଅଭିମାନୀ।ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ରୋଗ ହେଉଛି ବାତ ରୋଗ, ଶିର ରୋଗ, ଦାନ୍ତ ରୋଗ, ଗଳା ରୋଗ, ଜ୍ଵର, ଅଣ୍ଟା, ପିଠି, ଚକ୍ଷୁ ରୋଗ, ଗୁପ୍ତ ରୋଗ ଏମାନଙ୍କୁ ସାଧାରଣରେ ହୋଇଥାଏ।

ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ କର୍ମ ବା ଜୀବିକା ହେଉଛି ଏମାନେ ହେଉଛନ୍ତି ସରକାରୀ କର୍ମଚାରୀ, ବେସରକାରୀ କର୍ମଚାରୀ, ଧାତୁ ରତ୍ନ ବ୍ୟବସାୟୀ, ଧର୍ମ ପ୍ରଚାରକ, ଇଞ୍ଜିନିୟର, ଡାକ୍ତର, କବି ଓ ଲେଖକ, ଜ୍ୟୋତିଷ, ନେତା ଏବଂ ଏମାନଙ୍କ ଚାକିରି ଠାରୁ ବ୍ୟବସାୟରେ ଅଧିକ ଲାଭ ହୋଇଥାଏ। ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ଗ୍ରହ ହେଉଛି ରବି ଗ୍ରହ। ଏମାନଙ୍କ ପାଇଁ ରବି ଗ୍ରହ ଶୁଭ ଅଟେ। ତେଣୁ ସୁନା କିମ୍ବା ତମ୍ବା ରବିବାର ଦିନ ପରିଧାନ କଲେ ଏମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ହରିବଂଶ ପୁରାଣ ପାଠ କଲେ ଶୁଭ ହୋଇଥାଏ। ସିଂହ ରାଶିର ବ୍ୟକ୍ତିଙ୍କ ଶୁଭ ରଙ୍ଗ ହେଉଛି କମଳା ରଙ୍ଗ। ଏମାନଙ୍କ ବୁଦ୍ଧି ପ୍ରଖର ଅଟେ। ଏମାନେ ଯତ୍ନବାନ ଏବଂ ଜ୍ଞାନୀ ମଧ୍ୟ ହୋଇଥାନ୍ତି। ବିଦ୍ୟା ଅଳ୍ପ ଥିଲେ ମଧ୍ୟ ଚତୁର ହୋଇଥାନ୍ତି ଏବଂ ଧର୍ଯ୍ୟର ସହିତ ସବୁ କାର୍ଯ୍ୟ କରି ଥାଆନ୍ତି। ଏହି ରାଶିର ବ୍ୟକ୍ତି ଅନ୍ୟମାନଙ୍କ ଉପରେ ଅଧିକ ଭରସା କରିବା ଉଚିତ ନୁହେଁ। ଏମାନେ ନିଜ ବୁଦ୍ଧିରେ କର୍ମ କରିଥାନ୍ତି ଏବଂ ସଫଳ ମଧ୍ୟ ହୋଇଥାନ୍ତି। ସାଧୁ ଓ ସନ୍ଥ ମାନଙ୍କୁ ଏମାନେ ଅଧିକ ସମ୍ମାନ ଦେଇ ଥାଆନ୍ତି। ପ୍ରେମରେ ବୁଡି ରହିବା ପାଇଁ ଏମାନଙ୍କୁ ଭଲ ଲାଗେ। କୌଣସି କାର୍ଯ୍ୟରେ ତାଲିମ ପାଇ ପ୍ରତିଷ୍ଠିତ ହୋଇଥାନ୍ତି। ସୁସମ୍ପର୍କ ସ୍ଥାପନ କରି ଥାଆନ୍ତି। କ୍ଷତ୍ରିୟ ସ୍ଵଭାବ ହୋଇଥାନ୍ତି। ଧର୍ମ କାର୍ଯ୍ୟ ସବୁବେଳେ ପସନ୍ଦ କରିଥାନ୍ତି। ଏମାନେ ଭ୍ରମଣ ପ୍ରିୟ ହୋଇଥାନ୍ତି। ବୁଲାବୁଲି କରିବାକୁ ପସନ୍ଦ କରିଥାନ୍ତି। ଏହି ରାଶିର ଲୋକଙ୍କ ପିଲାଦିନ କଠିନ ହୋଇଥାଏ। ଏମାନେ ଏକତରଫା ପ୍ରେମ କରିଥାନ୍ତି ଏବଂ ସ୍ଵତନ୍ତ୍ର ରହିବାକୁ ପସନ୍ଦ କରି ଥାଆନ୍ତି। ଏମାନେ ବିନା କାରଣରେ କ୍ରୋଧ କରନ୍ତି ନାହିଁ। ପିଲାଙ୍କ ଉପରେ ଏମାନେ ନିଜର ଜୀବନ ସମର୍ପି ଦେଇଥାନ୍ତି। ଏମାନେ ଭଲ ପିତାମାତା ହୋଇଥାନ୍ତି। ସିଂହ ରାଶି ଲୋକଙ୍କ ପାଇଁ ପ୍ରତି ବର୍ଷ ଦ୍ୱିତୀୟ ମାସ ୩, ୧୮, ୨୪, ୨୯ ଶୁଭ ଅଟେ। ପ୍ରତ୍ୟେକ ଶନିବାର ଆପଣଙ୍କ ପାଇଁ ଶୁଭ ଅଟେ। ଏହି ରାଶିର ଲୋକଙ୍କ ପାଇଁ ବିଛା ରାଶି ଏବଂ ମୀନ ରାଶିର ଲୋକ କ୍ଷତିକାରକ ସାବ୍ୟସ୍ତ ହୋଇ ପାରନ୍ତି। କଳା ରଙ୍ଗର ବସ୍ତ୍ର ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇ ପାରନ୍ତି। ଶନି ପ୍ରହର ପରେ ଭୂସମ୍ପତ୍ତି, ଲଟେରୀ, ସନ୍ତାନ ସୁଖ ଏବଂ ଯାନବାହାନ ପ୍ରାପ୍ତ ହୋଇଥାଏ। ହଠାତ୍ ଧନ ପ୍ରାପ୍ତିର ଯୋଗ ରହିଥାଏ। ପତ୍ନୀ ଏବଂ ସନ୍ତାନଙ୍କୁ ନେଇ ଏମାନେ ସାମାନ୍ୟ ଦୁଃଖୀ ଥାଆନ୍ତି।

Google

ଏହି ରାଶିର ବ୍ୟକ୍ତିଙ୍କ ବିବାହ ବୟସ ୧୯, ୨୧, ୨୮। ସ୍ତ୍ରୀ ମନମୁତାବକ ହୋଇଥାନ୍ତି। ସନ୍ତାନ ସୁଖ ପ୍ରାପ୍ତ ହୋଇପାରେ। ଶୁଭ ଦିଗ ପୂର୍ବ ଦିଗ ଅଟେ। ପୂର୍ବ ଦିଗକୁ ଯାତ୍ରା ଏବଂ ପୂର୍ବ ଦିଗକୁ ମୂଖ କରି କାର୍ଯ୍ୟ କରିଲେ ସଫଳତା ମିଳିବ। ସିଂହ ରାଶିର ବ୍ୟକ୍ତିଙ୍କ ରବିବାର ଦିନ ଶୁଭ ଅଟେ। ଏହାଦ୍ବାରା ଆପଣଙ୍କୁ ସଫଳତା ମିଳିଥାଏ। ଚାକିରି କରିଥିଲେ ଖଳ ଲୋକଙ୍କ ଠାରୁ ସାବଧାନ ରୁହନ୍ତୁ। ପ୍ରତ୍ୟେକ ବର୍ଷ ଫେବୃଆରୀ ମାସ ୧୩,୧୮, ୨୩,୨୯ ଏହି ତାରିଖ ଅଶୁଭ ଅଟେ। ସିଂହ ରାଶିର ଘାତ ବାର ଶନିବାର ଅଟେ। ଜନ୍ମଠାରୁ ୧୨ ବର୍ଷ , ୧୨ ବର୍ଷ ଠାରୁ ୨୦ ବର୍ଷ ପର୍ଯ୍ୟନ୍ତ ଲାର, ଦୁଃଖ, ଚିନ୍ତା ଆସିବ ନାହିଁ। ସାମାନ୍ୟ ରୋଗ ସୃଷ୍ଟି ହୋଇପାରେ। ସାମାନ୍ୟ ରୋଗ ସୃଷ୍ଟି ହୋଇପାରେ। ପଉଷ ପତ୍ରରେ ଅସୁବିଧା ଦେଖା ଦେଇପାରେ। ୨୮ ଏବଂ ୨୯ ବର୍ଷରେ ଭାଗ୍ୟ ଉଦୟ ହୋଇଥାଏ। ୨୮ ରୁ ୩୭ ବର୍ଷ ପର୍ଯ୍ୟନ୍ତ ଶୁଭରେ ଜୀବନ ଅତିବାହିତ ହେବ। ଧନ , ବାହନ , ସ୍ତ୍ରୀ, ସନ୍ତାନ ସୁଖ ପ୍ରାପ୍ତ ହେବ। ୩୭ ବର୍ଷ ରୁ ୪୦ ବା ୪୭ ବର୍ଷ ବୟସରେ ଶୁଭ ବା ଅଶୁଭ ରେ ଗତି କରିବେ। ୪୫ ରୁ ୬୨ ବର୍ଷ ବୟସ ମଧ୍ୟରେ ମାନା ରୋଗ, ପାରିବାରିକ ଅଶାନ୍ତି, ମକଦ୍ଦମା ଦେଖା ଦେଇପାରେ। ସିଂହ ରାଶିର ବ୍ୟକ୍ତି ସୂର୍ଯ୍ୟର ଉପାସନା କଲେ ଶୁଭ ଫଳ ପାଇଥାନ୍ତି। ଏମାନଙ୍କର ଶୁଭ ନମ୍ବର ହେଉଛି ୩,୯,୬ ଅଟେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *