Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ କିଛି ଗୁପ୍ତ କଥା, ଆଜି ହିଁ ଜାଣି ନିଅନ୍ତୁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ କିଛି ଅ-ଦ୍ଭୁତ କଥା ବିଷୟରେ। ଯେମିତିକି ଚରିତ୍ର, ସ୍ଵଭାବ, ଖାଦ୍ୟରୁଚି, କର୍ମ କ୍ଷେତ୍ର, ଶିକ୍ଷା କ୍ୟାରିୟର, ପ୍ରେମ ଜୀବନ ଏବଂ ଆୟୁଷ କାଳ। ଏମିତି ଅନେକ କିଛି ବିଷୟବସ୍ତୁ ଉପରେ ଆଜି ଆମେ ଏହିଠାରେ ଆଲୋଚନା କରିବା। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ମିଥୁନ ରାଶି ସାଧାରଣତଃ ୩ ଭାଗରେ ବିଭକ୍ତ କରାଯାଇଛି। ଯଥା ୫/୩ ମୃଗଶିରା ନକ୍ଷତ୍ର ମିଥୁନ ରାଶି ଏମାନେ ହେଉଛନ୍ତି ଦେବଗଣ, ଆତ୍ମବିଶ୍ୱାସୀ ଅଟନ୍ତି। ୬/୩ ଆଦ୍ରା ନକ୍ଷତ୍ର ମିଥୁନ ରାଶି ଏମାନେ ହେଉଛନ୍ତି ମାନବ ଗଣ,୭/୩ ପୁନରବସୁ ନକ୍ଷତ୍ର ମିଥୁନ ରାଶି ଏମାନେ ହେଉଛନ୍ତି ଦେବଗଣ ସତ୍ୟ ଏବଂ ନ୍ୟାୟରେ ପରିଚାଳିତ ଥାନ୍ତି। ମିଥୁନ ରାଶି ଏକ ଦାମ୍ଭିକ ରାଶି। ଏ ହେଉଛି ବାୟୁ ତତ୍ୱରାଶି। ମିଥୁନ ରାଶିର ବ୍ୟକ୍ତି ବିଶେଷ ଅନ୍ୟ ମାନଙ୍କୁ ସହଜରେ ବିଶ୍ୱାସ କରିନିଅନ୍ତି। ଏବଂ ପରପକାରୀ ସ୍ୱଭାବର ହୋଇଥାନ୍ତି। ଶାନ୍ତ ସ୍ୱଭାବର ହୋଇଥାନ୍ତି। ଅଧ୍ୟୟନ, ଅଧ୍ୟାପନା, ରାଜନୀତି ଏ କ୍ଷେତ୍ରରେ ବିଶେଷ କରି ତାଙ୍କର ରୁଚି ରହିଥାଏ। ଏହି ରାଶିର ବ୍ୟକ୍ତି ବିଶେଷ୍ୟ ବାଣିଜ୍ୟ, ବ୍ୟବସାୟାରର ମଧ୍ୟ ରୁଚି ରହିଥାଏ। ପରିବାରର ପ୍ରିୟ ହୋଇଥାନ୍ତି। ପତି ପତ୍ନୀଙ୍କ ମଧ୍ୟରେ ଭଲ ସମ୍ପର୍କ ମଧ୍ୟ ଥାଏ। ପାରିବାରିକ ଜୀବନ ବହୁତ ଭଲ ଥାଏ। ତେବେ ଏହି ରାଶିର ବ୍ୟକ୍ତି ବିଶେଷ ସରଳ ମନା ହୋଇଥିବାରୁ ଅନେକ ଲୋକ ତାଙ୍କୁ ଠକିଥାନ୍ତି ଏବଂ ଦ୍ଵନ୍ଦ ସ୍ୱଭାବର ହୋଇଥିବାରୁ ଆପଣ ଅସୁବିଧାରେ ପଡ଼ିଥାନ୍ତି।ଏମାନେ ନାନାଦି ଦେବତାରେ ଭକ୍ତି ରଖିଥାନ୍ତି। ଉନ୍ନଦ, ବାହନ ପ୍ରିୟ, ଭଲ ଲୋକଙ୍କ ସହିତ ମିଶିବା ଏମାନଙ୍କର ଅଭ୍ୟାସ ହୋଇଥାଏ। ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କର ମନ୍ଦ ଗୁଣ ହେଉଛି ପରିବେଶ ସହ ଖାପ ନଖୁଆଇ, ଭଲମନ୍ଦ ବିଚାର ନକରି ନିଜର ଇଛା ମୁତାବକ କାର୍ଯ୍ୟ କରିବାରେ ଆଗ୍ରହୀ ହୋଇଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କର ରୋଗ ହେଉଛି ଅର୍ଶ୍ଵ ରୋଗ, ଭଗନ୍ଦର ରୋଗ, ଶ୍ୱାସ ରୋଗ, କାଶ ରୋଗ, ଜ୍ଵର, ବହୁ ମୂତ୍ର ରୋଗ ଏବଂ ପେଟ ରୋଗ ଲାଗି ରହିଥାଏ। ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଜୀବିକା ହେଉଛି ଶସ୍ଯଜାତୀୟ କାଠ,ତୁଳା, ପଥର, ଓକିଲ, ଅଧ୍ୟାପକ, ଅଦ୍ଧ୍ୟାପନା, ଡାକ୍ତର, ଧର୍ମ, ପ୍ରତିନିଧି, କିରାଣୀ, ସାମ୍ବାଦିକ, ବ୍ୟାଙ୍କ କର୍ମଚାରୀ, ଡାକ ବିଭାଗ, ହିସାବ ରକ୍ଷକ ଏବଂ ପୁସ୍ତକ କଳ କାରଖାନା, ଏବଂ ବିକ୍ରେତା। ମିଥୁନ ରାଶି ଆପଣଙ୍କର ଜୀବନରେ ଏହି ଅଦୃଶ୍ୟ ଆଦେଖା ହିତ କାମ କଲା ପରି ଆପଣ ଜାଣିପାରିବେ। ଜନ୍ମ ଭୂମିଠାରୁ ଦୂରରେ ଏହି କାର୍ଯ୍ୟ କରିବା ପ୍ରାୟତଃ ଆପଣଙ୍କର ଜୀବନରେ ସଦାସର୍ଵଦା ଘଟିଥାଏ ଦେବୀ ଦେବତା ମାନଙ୍କର ଉପାସନରେ ବିଶେଷ ରୁଚି ରଖିଥାନ୍ତି।

Google

ଆପଣ ସ୍ୱୟଂ ଏକ ଭବିଷ୍ୟତ ସଷ୍ଟା ସୁଯୋଗ ଦେଖି ଶୁଭ ଅଶୁଭର ଫଳ ଆପଣ ଜାଣିପାରିଥାନ୍ତି। ଏବଂ ସତର୍କତାର ସହିତ ସେଥିରୁ ମୁକ୍ତି ପାଇଥାନ୍ତି। ଅଶୁଭ ତାରିଖ ପ୍ରତିମାସର ୨, ୭,୧୧,୨୨ ଏବଂ ୨୫ ତାରିଖ ଆପଣଙ୍କ ପାଇଁ ଅଶୁଭ ଅଟେ। ଏବଂ ପ୍ରତ୍ୟକ ରବିବାର ଏବଂ ଶୁକ୍ରବାର ଆପଣଙ୍କ ପାଇଁ ଅଶୁଭ ଅଟେ। ସେଥିପାଇଁ ଆପଣ ଏହି ଦିନ ମାନଙ୍କରେ ଯୋଗୀରଖି ଚଳନ୍ତୁ। ଆପଣଙ୍କର ଜୀବନରେ ବହୁ ପ୍ରକାରର ଝଡ଼ଝଞ୍ଜା ଉଥନ ପତନ ଲାଗି ରହିଥାଏ। ଯଦି ଜୀବନରେ କୌଣସି ମହତ୍ୱପୂର୍ଣ କାର୍ଯ୍ୟ ପାଇଁ କେତେକାଂଶରେ ଚିନ୍ତା କରିବେ ତେବେ କୌଣସି ଲୋକ ଆପଣଙ୍କୁ ପୁର୍ଣ ମାତ୍ରାରେ ସାହାର୍ଯ୍ୟ କରିବେ। କିଛି ଲୋକ ବିଶ୍ୱାସଘାତକତା କରିପାରନ୍ତି। ଏଣୁ ପ୍ରାୟ ସମୟରେ ସାବଧାନ ହୋଇ ଚଳନ୍ତୁ। ସତ୍ୟ ସନ୍ଧାନରେ ବୁଡି ରହିବେ। ଝିଅ ପୁଅର ବିବାହ କରିବେ। ସଂସାର କରିବେ। ସେମାନେ କିଛିଟା ରୋଗକ୍ରାନ୍ତ ହୋଇପାରନ୍ତି। ଅନେକ ସମୟରେ ଜମି ବାଡ଼ି ନେଇ ପାରିବାରିକ ଦୁଃଖକୁ ଆପଣ କିଛିଟା ଅଶାନ୍ତି ରହିପାରନ୍ତି। ପାଠପଢା ଲେଖାରେ ସଫଳ ହେବେ। ଛୋଟ ଛୋଟ କଥାରେ ଦୁଃଖୀ ହୋଇଯାନ୍ତି। ଏବଂ ସ୍ତ୍ରୀ ସହିତ କିମ୍ବା ସ୍ବାମୀଙ୍କ ସହିତ ସମ୍ପର୍କ ଭଲ ରହିଥାଏ। ମିଥୁନ ରାଶି ବ୍ୟକ୍ତି ବିଶେଷ ମାନଙ୍କର ଶୁଭ ଦିଗ ହେଉଛି ପଶ୍ଚିମ ଦିଗ। ପଶ୍ଚିମ ଦିଗଟି ଏମାନଙ୍କର ପାଇଁ ଶୁଭଦାୟକ ହୋଇଥାଏ। ଏଣୁ ପଶ୍ଚିମ ଦିଗକୁ ଯାତ୍ରା ବା କାର୍ଯ୍ୟ କଲେ ଅନେକ ଲାଭ ହୋଇଥାଏ। ଜୀବନରେ ଯେତେବେଳେ ଦୁଃଖ ଆସୁନା କାହିଁକି ଜୀବନର ଶେଷ ସମୟ ଆଡ଼କୁ ନିଶ୍ଚିତ ସୁଖ ମିଳିଥାଏ। ବାଲ୍ୟ ଅବସ୍ଥା ୪ ବର୍ଷ ପର୍ଯ୍ୟନ୍ତ କ୍ଷତି କାରକ ହୋଇଥାଏ। ବିବାହର ବୟସ ୨୧ ବର୍ଷ , ୨୩ ବର୍ଷ, ୨୫ ବର୍ଷ , ୨୬ ବର୍ଷ ଏବଂ ୨୮ ବର୍ଷ ମଧ୍ୟରେ ନିଶ୍ଚିତ ବିବାହ ଯୋଗ ହୋଇଥାଏ। ୨୬ ବର୍ଷ, ୨୯ ବର୍ଷ ଏବଂ ୩୩ ବର୍ଷ ସମୟ ଖରାପ ହୋଇଥାଏ। ପରିବାରରେ ଦୁଃଖ, ଅଭାବ, ଅର୍ଥହାନି, ଅପବ୍ୟୟ କରିବା ଏବଂ ଶରୀରକୁ କଷ୍ଟ। ୮ ବର୍ଷରୁ ୧୪ ବର୍ଷ ଆଉ ୩୭ ବର୍ଷ ରୁ ୪୨ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ ପୂରଣ ହୋଇନଥାଏ। ଏଣୁ ବଦନାମ, ଚୋରି, ମିଛ କେଶ, ମାଲି ମକାର୍ଦମାରେ ଫସି ଯାଇପାରନ୍ତି। ଏହି ରାଶି ବ୍ୟକ୍ତି ବିଶେଷଙ୍କର ଲାଭ ବା ଶୁଭ ସମୟ ୨୪ ବର୍ଷରୁ ୩୪ ବର୍ଷ ଏବଂ ୩୪ ବର୍ଷରୁ ୩୬ ବର୍ଷ ଲାଭ ବା ଶୁଭ ସମୟ ୪୨ ବର୍ଷରୁ ୪୬ ବର୍ଷ ଏବଂ ୪୮ ବର୍ଷରୁ ୫୨  ବର୍ଷ ମଧ୍ୟରେ ଶୁଭ ସମୟ ହୋଇଥାଏ। କିଛି ନାଁ କିଛି ଉନ୍ନତି ମୂଳକ କାର୍ଯ୍ୟ ସମାପନ ହୋଇଥାଏ। ୫୫ ବର୍ଷରୁ ୬୨ ବର୍ଷ ପର୍ଯ୍ୟନ୍ତ ଅତି ଖରାପ, ୬୪ ବର୍ଷରୁ ୬୮ ବର୍ଷ ମଧ୍ୟରେ ମୃ-ତ୍ୟୁ ତୁଲ୍ୟ କଷ୍ଟ ଅଛି। ଆପଣଙ୍କର ଶରୀରର ଧ୍ୟାନ ରଖନ୍ତୁ। ୮୧ ବର୍ଷରୁ ୮୩ ବର୍ଷ ମଧ୍ୟରେ ମୃ-ତ୍ୟୁ ଯୋଗ ରହିଥାଏ। ଆପଣଙ୍କର ଭଗବାନଙ୍କ ପ୍ରତି ଅଟଳ ବିଶ୍ୱାସ ଥାଏ। ଏଣୁ ଆପଣ ସବୁକିଛି ବାଧାବିଘ୍ନ ଏଡାଇ ନିଜର କର୍ତ୍ତବ୍ୟ କରିଥାନ୍ତି। ପର ଦୁଃଖରେ ଦୁଃଖି ହୋଇଥାନ୍ତି। ଅଳ୍ପକେ ସନ୍ତୁଷ୍ଟ ହୋଇଥାନ୍ତି। ଅଳ୍ପ ଆହାର ଗ୍ରହଣ କରିଥାନ୍ତି। ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ସନ୍ତାନ ଆପଣଙ୍କର କୌଣସି ଏକ ସନ୍ତାନ ବିଶିଷ୍ଟ କଳାକାର ହୋଇଥାନ୍ତି। ଲେଖକ ଏବଂ କବି ମଧ୍ୟ ହୋଇଥାନ୍ତି। ବଡ଼ ଅଫିସର ମଧ୍ୟ ହୋଇଥାନ୍ତି। ଆପଣଙ୍କର ପୁତ୍ର ଶେଷ ମୁହୂର୍ତ୍ତରେ ଆପଣଙ୍କୁ ଦୁଃଖ ଭୁଲାଇ ଶେଷ ଜୀବନରେ ସାହା ହୋଇଥାନ୍ତି।

Google

ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଅଶୁଭ ହେଉଛି ୫୬ ବର୍ଷ, ୫୭ ବର୍ଷ, ୫୮ ବର୍ଷ, ୬୧ ବର୍ଷ, ୬୨ ବର୍ଷ, ୬୮ ବର୍ଷ ବହୁତ ଅଶୁଭ ଅଟେ। ରିଷ୍ଟ ବା ମୃ-ତ୍ୟ ଯୋଗ ଆସିପାରେ। ଏଥିରୁ ଗତ ହେଲେ ୭୬ ବର୍ଷ, ୫ମାସ, ୧୦ ଦିନରେ ରକ୍ତ ଚାପ ରୋଗରେ ହଠାତ ମୃ-ତ୍ୟୁ ଯୋଗ ରହିଛି। ଏଣୁ ସଙ୍କଟ ସମୟରେ ପରିସ୍ଥିତିରୁ ଜାଗ୍ରତ ହେଲେ ଦେବୀ କୃପା ମଧ୍ୟ ପାଇପାରନ୍ତି। ଏଣୁ ଆପଣଙ୍କର ସିଦ୍ଧ ମନ୍ତ୍ର ହେଉଛି ଓଁ ହିଲିଂ କୃଷ୍ନାୟ ନମଃ। ଏହି ମନ୍ତ୍ର ଜପ କଲେ ସମସ୍ତ କୋହରୁ ରିଷ୍ଟ ଦୂର ହୋଇଥାଏ। ସମସ୍ତ ରୋଗରୁ ମୁକ୍ତି ମିଳିଥାଏ। ଏହି ରାଶି ବ୍ୟକ୍ତି ବିଶେଷଙ୍କର ଶୁଭ ସଂଖ୍ୟା ହେଉଛି ୪,୫,୭ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କର ଶୁଭ ବାର ହେଉଛି ବୁଧ ବାର ଏବଂ ଗୁରୁବାର। ଆପଣ ବୁଧ ବାର ଏବଂ ଗୁରୁବାରରେ ଭଗବାନ ଶିବଙ୍କ ଦର୍ଶନ କରନ୍ତୁ। ଗୋମାତାଙ୍କ ସେବା କରନ୍ତୁ। ଦେଖିବେ ଆପଣଙ୍କର ନିଶ୍ଚିତ ଭାବରେ ଉନ୍ନତି ହେବ। ଆପଣଙ୍କର ଶୁଭ ରଙ୍ଗ ହଳଦିଆ। ହଳଦିଆ ବସ୍ତ୍ର ଧାରଣ କରନ୍ତୁ। ଆପଣଙ୍କ ପାଇଁ ଲକୀ ନମ୍ବର ହେଉଛି ୨,୬ ଏବଂ ୭। ଉତ୍ତମ ଫଳ ହେଉଛି ବିଛା ରାଶି ଏବଂ ଧନୁ ରାଶି। ବିଛା ରାଶି ଏବଂ ଧନୁ ରାଶି ବ୍ୟକ୍ତି ବେଶେଷ ମାନଙ୍କ ସହ ସମ୍ପର୍କ ରଖିଲେ ବିଶେଷ ଲାଭ ହୋଇଥାଏ। ଏବଂ ବିଛା ମାସ ଏବଂ ଧନୁ ମାସରେ ବିଶେଷ ଲାଭ ହୋଇଥାଏ।

ଏବେ ଜାଣିବା ମିଥୁନ ରାଶି ବ୍ୟକ୍ତି ବିଶେଷ ମାନଙ୍କର ପରମାୟୁ ବା ଆୟୁଷ ୫/୩ ର ଆୟୁଷ ୭୫ ବର୍ଷ। ୬/୩ ର ଆୟୁଷ ୭୮ ବର୍ଷ। ୭/୩ ଆୟୁଷ ୮୧ ବର୍ଷ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *