Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ କିଛି ଗୁପ୍ତ କଥା, ଆଜି ହିଁ ଜାଣି ନିଅନ୍ତୁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ କିଛି ଅ-ଦ୍ଭୁତ କଥା ବିଷୟରେ। ଯେମିତିକି ଚରିତ୍ର, ସ୍ୱାଭବ, ଖାଦ୍ୟ ରୁଚି, କର୍ମ କ୍ଷେତ୍ର, ଶିକ୍ଷା କ୍ୟାରିୟର, ପ୍ରେମ ଜୀବନ ଏବଂ ଆୟୁଷ କାଳ। ଏମିତି ଅନେକ କିଛି ବିଷୟ ବସ୍ତୁ ଉପରେ ଆଜି ଆମେ ଆଲୋଚନା କରିବା।

ବନ୍ଧୁଗଣ ସାଧାରଣତଃ କନ୍ୟା ରାଶି ୩ ଭାଗରେ ବିଭକ୍ତ କରାଯାଇଛି। ଯଥା ୧୨/୬ ଉତ୍ତର ଫାଲ୍ଗୁନି ନକ୍ଷତ୍ର କନ୍ୟା ରାଶି। ଏମାନେ ହେଉଛନ୍ତି ମାନବ ଗଣ, ପ୍ରକୃତି ପ୍ରିୟ ଏବଂ ସୌନ୍ଦର୍ଯ୍ୟ ପ୍ରିୟ ହୋଇଥାନ୍ତି। ୧୩/୬ ହସ୍ତାନକ୍ଷତ୍ର କନ୍ୟା ରାଶି ଏମାନେ ହେଉଛନ୍ତି ଦେବଗଣ। ନ୍ୟାୟ ଏବଂ ଧର୍ମ ଉପରେ ବିଶ୍ୱାସ କରିଥାନ୍ତି। ୧୪/୬ ଚିତ୍ରା ନକ୍ଷତ୍ରକନ୍ୟା ରାଶି।ଏମାନେ ହେଉଛନ୍ତି ଦାନବ ଗଣ। ନାନାଦି ଦେବତାରେ ଭକ୍ତି ରଖିଥାନ୍ତି। ଏବଂ ତାମସିକ ଭକ୍ତିରେ ଏମାନେ ବିଶ୍ୱାସ କରନ୍ତି। ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଗୁଣ ହେଉଛି ଧନ ଲାଭ, ଭୁ ସମ୍ପତି କ୍ରୟ କରିବା, ଗୃହ ନିର୍ମାଣ କରିବା ବ୍ୟବସାୟରେ ଲାଭ, ଚାକିରୀ ଆଦିରେ ଉନ୍ନତି, ଏହି ସମସ୍ତ ସିଦ୍ଧି ପାଇଁ ସଂଗ୍ରାମ କଲେ ସୁଫଳ ମିଳିଥାଏ। ଜନହିତକର କାର୍ଯ୍ୟ କରିବେ କିନ୍ତୁ ପ୍ରଶଂସା ବଦଳରେ ନିନ୍ଦା ପାଇପାରନ୍ତି। ଅର୍ଥାତ ଆପଣ ଅନ୍ୟର କାର୍ଯ୍ୟ କରିବେ କିନ୍ତୁ ସେମାନେ ସ୍ୱାର୍ଥ ହାସଲ କରି ସଫଳତା କରିବେ। ପରିବାରରେ ମତଭେଦ ଦେଖାଦେଇପାରେ। କିନ୍ତୁ ଆପଣ ନିୟମରେ ରହି ଚୁପ ରହିବେ। ନହେଲେ ଅପଦସ୍ତ ହୋଇପାରନ୍ତି। ବିଦ୍ୟାର୍ଜନ ନହେଲେ ଶିକ୍ଷକତାରେ ଆପଣଙ୍କର ଦିନ କଟିଥାଏ। ବନ୍ଧୁମାନେ ଉପରେ ଭଲ କଥା କହି ପଛରେ ଚେର କାଟିଥାନ୍ତି। ସେମାନଙ୍କ ଠାରୁ ଦୁରେଇ ରହିବା ଆପଣଙ୍କ ପାଇଁ ଭଲ ହେବ। ପର ପାଇଁ ଖର୍ଚ୍ଚ ଅଧିକା କରନ୍ତି। ସେଥିପାଇଁ ହତାଶ ମଧ୍ୟ ହୋଇପାରନ୍ତି। ସଞ୍ଚୟ ସେତଟା ନଥାଏ। ଏହି ରାଶିର ଅଧିପତି ହେଉଛନ୍ତି ବୁଧ। ଦାନପୁଣ୍ୟ,ଦେବପୂଜା, ଧର୍ମ ଏବଂ ନୀତିନିୟମରେ ଦିନ କାଟନ୍ତି। ଏହି କନ୍ୟା ରାଶିର ବ୍ୟକ୍ତି ସ୍ତ୍ରୀ ପ୍ରିୟ ହୋଇଥାନ୍ତି। ଚତୁର ଅଟନ୍ତି। ସ୍ମୃତି ଶକ୍ତି ପ୍ରବଳ ହୋଇଥାଏ। ଭଗବାନ ଗଣେଶଙ୍କର ପୂଜାର୍ଚ୍ଚନା କରନ୍ତୁ ଏବଂ ଚତୁର୍ଥୀ ବ୍ରତ ପାଳନ କରନ୍ତୁ।

Google

ଏହି ରାଶିର ବ୍ୟକ୍ତି ବିଶେଷ୍ୟଙ୍କର ମନ୍ଦ ଗୁଣ ହେଉଛି ନିଜ ବୁଦ୍ଧିରେ ଶିକ୍ଷା, ବ୍ୟବସାୟ ଏବଂ ମତପ୍ରିୟ ଅଟନ୍ତି। ରୋଗ, ଝାଡା, ଟାଇଫୋଏଡ, ସ୍ନାୟୁବିକ ଦୁର୍ବଳତା, ପେଟରେ ଚର୍ବି, ଚକ୍ଷୁ ରୋଗ,ଅଚିହ୍ନା ରୋଗ,ଅଣ୍ଟା ରୋଗ, ଦୁ-ର୍ଘଟ-ଣା, ପାକସ୍ଥଳୀ ରୋଗ, ମଳଦ୍ୱାର ରୋଗ,ଚର୍ମ ରୋଗ, ନାକ ରୋଗ ମେରୁଦଣ୍ଡ ରୋଗ ଇତ୍ୟାଦି ହୋଇଥାଏ। ଏହି ରାଶିର ବ୍ୟକ୍ତିଙ୍କର କର୍ମ ବା ଜୀବିକା ହେଉଛି ସେମାନେ ଲେଖକ, କବି, ବ୍ୟାଙ୍କ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଅଧ୍ୟପନା, ଇଞ୍ଜିନିୟର, କିରାଣୀ, ସମ୍ପାଦକ, ପ୍ରକାଶକ, ପୁସ୍ତକ ବିକ୍ରିୟତା, ଲୁହା,କୋଇଲା, କାଗଜ, ଛପାଖାତା, କଳାକାର, ଗାୟକ, ବାଦକ ଏବଂ ସଂଗୀତରେ ରୁଚି ଥାଏ। ଓକିଲାତି, ଗ୍ରନ୍ଥ ଅଧ୍ୟୟନ ଅଟାଳିକା ଏବଂ ମନ୍ଦିର ନିର୍ମାଣ ଇତ୍ୟାଦି ଜାର୍ଯ୍ୟ କରିଥାନ୍ତି। ଗ୍ରହଶାନ୍ତି ପାଇଁ ସୁନା ବୁଧ ବାରରେ ପୂଜା କରି ପିନ୍ଧିଲେ ଗ୍ରହ ଶାନ୍ତି ହୋଇଥାଏ। ଯାତ୍ରାରେ ଶୁଭଫଳ ମିଳିଥାଏ। ମାନସିକ ଶାନ୍ତି ମିଳିଥାଏ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଗୁଆ ରଙ୍ଗ, ସବୁଜ ରଙ୍ଗ ଏବଂ ଧଳା ରଙ୍ଗ ଏହି ସବୁ ରଙ୍ଗ ଶୁଭ ହୋଇଥାଏ। ଅଶୁଭ ରଙ୍ଗ ଲାଲ ରଙ୍ଗ ଅଶୁଭ ହୋଇଥାଏ। ଜୀବନରେ ଅଳ୍ପ ଅନେକ ଅସୁବିଧାରେ ସମୁଖୀନ ହୋଇପାରନ୍ତି। ଧବ୍ୟବସାୟ, ସନ୍ତାନ କ୍ଷେତ୍ରରେ ବହୁତ ଚିନ୍ତା ଗ୍ରସ୍ତ, ପରିବାର, ଆୟ, ମାନ ସମ୍ମାନରେ କିଛିଟା ଭଲ ଅଛି। କିନ୍ତୁ ଶତ୍ରୁ ବୃଦ୍ଧି ହୋଇପାରେ। ପରିବାରରେ ଅଶାନ୍ତି ଏବଂ ବାହାରେ ଶାନ୍ତି। ଭଲ ପାଇବା ଏବଂ ଭଲ ପିନ୍ଧିବାରେ ମଜି ରୁହନ୍ତି। ଏହି ରାଶିର ବିବାହ ଯୋଗ ୧୮ ବର୍ଷରୁ ୨୬ ବର୍ଷ ମଧ୍ୟରେ ବିବାହ ଯୋଗ ରହିଥାଏ। ପତ୍ନୀ ସୁଖ, ସନ୍ତାନରେ ସେତଟା ସୁଖ ନୁହେଁ। ଏଥିପାଇଁ ବହୁତ ସମସ୍ୟା ଦେଖାଦେଇଥାଏ। ଭୋଗବିଲାସୀ, ପୋଷ୍ୟପୁତ୍ର ଗ୍ରହଣ କରିପାରନ୍ତି। ଏହି ରାଶିର ଶୁଭ ଭାର ହେଉଛି  ବୁଧବାର। ଖାଦ ବା ଅଶୁଭ ବାର ହେଉଛି ଶନିବାର। ଏବଂ ମକର ରାଶି, ତୁଳା ରାଶି ମିଥୁନ ରାଶି, ମକର ରାଶି, ବୃଷ ରାଶିର ବ୍ୟକ୍ତି ସହିତ ମିତ୍ରତା କଲେ ଲାଭ ମିଳିଥାଏ। ପିତାଙ୍କର ମୂର୍ତ୍ତି ରୂପେ ଏବଂ ମାତାଙ୍କର ମୂର୍ତି ହୋଇଥାଏ। ଆବଶ୍ୟକ ବେଳେ ଧନ ପ୍ରାପ୍ତ ଅଧିକ ଖର୍ଚ୍ଚରେ ଅଭାବ ଦେଖାଦେଇଥାଏ। ୨୧ ବର୍ଷରୁ ୩୬ ବର୍ଷ ମଧ୍ୟରେ ମନରେ ଅନେକ ଉତ୍ସହ, ଉଦିପନା ଏବଂ ସ୍ତ୍ରୀ ସୁଖ, ବ୍ୟବସାୟରେ ଲାଭ, କର୍ମରେ ବା ଚାକିରୀରେ ଉନ୍ନତି, ସୁନ୍ଦର ଗୃହ ନିର୍ମାଣ ଏବଂ ପରପକାର କରିଥାନ୍ତି। ୩୬ ବର୍ଷରୁ ୪୮ ବର୍ଷ ମଧ୍ୟରେ ବଡ଼ ଧରଣର କାର୍ଯ୍ୟ ପ୍ରାପ୍ତି ଏବଂ ୫୦ ବର୍ଷ ଠାରୁ ବହୁ ପରିଶ୍ରମ କରି ମଧ୍ୟ ପୁର୍ଣ ସଫଳତା ପାଇପାରିବେ ନାହିଁ। ଜୀବନର ଶେଷ ଆଡ଼କୁ ସ୍ୱାସ୍ଥ୍ୟ ହାନି, ଦୁର୍ବଳତା, ସନ୍ୟାସୀ ହେବାର ଯୋଗ ଥାଏ। ୪୯ ବର୍ଷରୁ ୬୨ ବର୍ଷ ମଧ୍ୟରେ ଅସାଧ୍ୟ କର୍ମ ସହଜରେ ସୁଧୁରିଯିବ। ଉପଯୁକ୍ତ ବନ୍ଧୁତାର ସଫଳ ପାଇବେ। ଚିନ୍ତା, ଦୁଃଖ ସୁଧୁରୁ ଯିବ।କିନ୍ତୁ ସ୍ବାସ୍ଥ୍ୟରେ ହାନି ଘଟିବ। ଏବଂ ବିଦ୍ୱାନଙ୍କ ଗଣରେ ଆଦର ପାଇବେ।

Google

ଏହି ରାଶିର ଅଶୁଭ ପ୍ରତିବର୍ଷ ମାର୍ଚ୍ଚ ମାସର ଏବଂ ପ୍ରତି ମାସର ୮ ତାରିଖ, ୧୦ ତାରିଖ ୨୩ ତାରିଖ ଏବଂ ୩୦ ତାରିଖ।ଏବଂ ଶନିବାର ଅଶୁଭ ହୋଇଥାଏ। ମେଷ ରାଶି, ସିଂହ ରାଶି, ବିଛା ରାଶି, ଧନୁ ରାଶିର ବ୍ୟକ୍ତି ଅଶୁଭ ଅଟନ୍ତି। ଚାକିରୀ ଅପେକ୍ଷା ବ୍ୟାପାର ବାଣିଜ୍ୟରେ ଅଧିକ ଲାଭ ମିଳିବ। ସନ୍ତାନ ସୁଖ, ସ୍ତ୍ରୀ ସୁଖ, ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି। ଏହି ରାଶିର ଶୁଭ ସଂଖ୍ୟା ହେଉଛି ୩ ଓ ୫। ଉତ୍ତମ ଫଳ କନ୍ୟାରାଶି ଏବଂ ତୁଳା ରାଶି। ଏବଂ ମୀନ ରାଶି ସହିତ ସମ୍ପର୍କ ରଖିଲେ ଉତ୍ତମ ଫଳ ମିଳିଥାଏ। ଏହି ରାଶିର ଶୁଭ ଦିଗ ଦକ୍ଷିଣ ଦିଗ। ଏହି ରାଶିଙ୍କ ପାଇଁ ଦକ୍ଷିଣ ଦିଗ ଶୁଭ ହୋଇଥାଏ। ତେଣୁ ଦକ୍ଷିଣ ଦିଗକୁ ଯାତ୍ରା କିମ୍ବା ଦକ୍ଷିଣ ଦିଗକୁ ମୁଖ କରି କାର୍ଯ୍ୟ କଲେ ଶୁଭଫଳ ମିଳିପାରିବ। ଏହି ରାଶିର ଲକୀ ନମ୍ବର ୨,୭ ଏବଂ ୮। ରିଷ୍ଟ ୨ ବର୍ଷ, ୪ ବର୍ଷ, ୬ ବର୍ଷ, ୮ ବର୍ଷ, ୧୧ ବର୍ଷ, ୧୬ ବର୍ଷ, ୨୦ ବର୍ଷ, ୨୨ ବର୍ଷ, ୩୨ ବର୍ଷ, ୪୮ ବର୍ଷ, ୪୨ ବର୍ଷ, ୫୨ ବର୍ଷ, ୫୮ ବର୍ଷ ଏବଂ ୭୪ ବର୍ଷ କ୍ଷତି କାରକ ଅଟେ।ଏହି ରାଶିର ଆୟୁଷ ୧୨/ ୬ ର ଆୟୁଷ ୭୯ ବର୍ଷ।୧୩/ ୬ର ଆୟୁଷ ୯୨ ବର୍ଷ, ୧୪/୬ର ଆୟୁଷ ୯୪ ବର୍ଷ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *