Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ ତୁଳା ରାଶି ବ୍ୟକ୍ତି ବିଶେଷଙ୍କ କିଛି ଗୁ-ପ୍ତ କଥା, ଆଜି ହିଁ ଜାଣି ନିଅନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଜାଣିବା ତୁଳା ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ କିଛି ଅଦ୍ଭୁତ କଥା ବିଷୟରେ। ଯେମିତିକି ଚରିତ୍ର, ସ୍ୱାଭାବ, ଖାଦ୍ୟ ରୁଚି, କର୍ମ କ୍ଷେତ୍ର ଶିକ୍ଷା, କ୍ୟାରିୟର, ପ୍ରେମ ଜୀବନ ଏବଂ ଆୟୁଷ କାଳ। ଏମିତି ଅନେକ କିଛି ବିଷୟ ବସ୍ତୁ ଉପରେ ଆଜି ଆମେ ଏହି ଠାରେ ଆଳିଚନା କରିବା।

ବନ୍ଧୁଗଣ ତୁଳା ରାଶିକୁ ସାଧାରଣତଃ ୩ ଭାଗରେ ବିଭକ୍ତ କରାଯାଇଛି। ଯଥା ୧୪/୭ ଚିତ୍ର ନକ୍ଷତ୍ର ତୁଳା ରାଶି ଏମାନେ ହେଉଛନ୍ତି ଦାନବ ଗଣ। ତାମସିକ ଭକ୍ତିରେ ବିଶ୍ୱାସ ରଖନ୍ତି। ୧୫ /୭ ସ୍ୱାତି ନକ୍ଷତ୍ର ତୁଳା ରାଶି। ଏମାନେ ହେଉଛନ୍ତି ଦେବଗଣ। ଧର୍ମ ବିଶ୍ୱାସୀ, ୧୬/୭ ବିଶାଖା ନକ୍ଷତ୍ର ତୁଳା ରାଶି। ଏମାନେ ହେଉଛନ୍ତି ଦାନବ ଗଣ। ପ୍ରକୃତି ପ୍ରିୟ ଅଟନ୍ତି। ତୁଳା ରାଶିର ବ୍ୟକ୍ତି ପରିଶ୍ରମୀ,ସହାନୁଭୂତିଶୀଳ, ଦୁଃସାହସି, ପରପକାରୀ, ବିଦ୍ୱାନ, ଉପଯୁକ୍ତ ପରାମର୍ଶ ଦାତା, ମିଳାମି, ସଂଗୀତ ପ୍ରିୟ, ଏକ ଜିଦିଆ, ଭୋଗବିଳାସୀ, ସୁସମ୍ପର୍କରେ ପ୍ରଚୁର ଅର୍ଥ ବ୍ୟୟ କରିଥାନ୍ତି। ଏହି ରାଶି ବ୍ୟକ୍ତି ବିଶେଷଙ୍କର ରୋଗ ମେରୁଦଣ୍ଡରେ ପୀଡା, ଚର୍ମ ରୋଗ, ଉଦର ରୋଗ, ତଳିପେଟ ସମ୍ବଦ୍ଧିୟ ରୋଗ, ପଶୁ ଦ୍ୱାରା ଆଘାତ, ଜ୍ଵର, ଗୁପ୍ତ ସ୍ଥାନରେ ରୋଗ ଏହି ସବୁ ରୋଗ ଏମାନଙ୍କୁ ସାଧାରଣରେ ଦେଖାଯାଇଥାଏ। ଏହି ରାଶିର ବ୍ୟକ୍ତି ବିଶେଷଙ୍କର କର୍ମ ବା ଜୀବିକା ଆୟୁ ପରାମର୍ଶ ଦାତା, ଲେଖକ, ବିକର୍ଯ୍ୟକାରୀ, କୃଷକ, ଶିକ୍ଷାଦାତାକପଡା, ବ୍ୟବସାୟୀ,ସୁଗନ୍ଧ ଦ୍ରବ୍ୟ ବ୍ୟବସାୟୀ, ଉଚ୍ଚ ମନା, ଖୋଲା ମନ, ସ୍ତ୍ରୀ ଏବଂ ସନ୍ତାନଙ୍କ ପ୍ରତି ଶ୍ରଦ୍ଧାଳୁ ଅଟନ୍ତି। କନ୍ୟା ସନ୍ତାନଙ୍କ ଠାରୁ ଯେତେ ସୁଖ ପୁତ୍ର ସନ୍ତାନ ଠାରୁ ସେତେ ସୁଖ ପାଇବେ ନାହିଁ। ବାଡ଼ି ବଗିଚା ପ୍ରତି ଯତ୍ନ, ପଶୁପକ୍ଷୀ ପାଳନ, ସର୍ବଦା ପ୍ରାଧିନତାକୁ ନା ପସନ୍ଦ କରି ସ୍ୱାଧୀନ ଭାବରେ ଜୀବନ ଯାପନ କରିବା, ଦୋଷୀକୁ କ୍ଷମା ଦେବା, ଜନ୍ମ କାଳ ସୁଖରେ କଟିବ, ମଧ୍ୟ କାଳ ସାମାନ୍ୟ ସୁଖ, ଶେଷ କାଳ ଦୁଃଖ ଅନୁଭବ କରିବେ। ବହୁ ଗୁପ୍ତ ବିଦ୍ୟା ଶିଖିବେ।ଅଶ୍ୱଭ ପ୍ରତି ବର୍ଷ ନଭେମ୍ବର ମାସ ଏବଂ ପ୍ରତ୍ୟକ ମାସର ପ୍ରତ୍ୟକ ୫ ତାରିଖ, ୧୦ ତାରିଖ, ୧୨ ତାରିଖ, ୧୪ ତାରିଖ ଏବଂ ୨୦ ତାରିଖ। ଏବଂ ପ୍ରତ୍ୟକ ଶନିବାର ଦିନଟି କ୍ଷତିକାରକ ଅଟେ। ଏହି ଦିନ ମାନଙ୍କରେ ଦେବ ପୂଜା କରିବା ଆପଣଙ୍କ ପାଇଁ ଭଲ ଅଟେ। ମେଷ ରାଶି, ସିଂହ ରାଶି, ଧନୁ ରାଶି, ଏହି ରାଶିର ବ୍ୟକ୍ତି ଏବଂ ଲାଲ ରଙ୍ଗର ବସ୍ତ୍ର ଏବଂ ଲାଲ ରଙ୍ଗର ପଦାର୍ଥ ଅଶୁଭ ହୋଇଥାଏ। ଅଧିକ ସମୟ ବିଦେଶ ଯାତ୍ରା ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଥାଏ, ପରିବାରରେ ଅଶାନ୍ତି, ଚାକିରୀରେ ପ୍ରମସମର ଯୋଗ ଅଛି। ଶତ୍ରୁ ମାନଙ୍କ ଠାରୁ ଚତୁରତାର ସହିତ ବିଜୟ ଲାଭ କରିବେ। ଧନ ହାନିର ଯୋଗ ଅଛି। ଘର, ଜମିବାଡ଼ି, ପାରିବାରିକ ସୁଖ, ଆପଣଙ୍କୁ କମ ମିଳିବ। ଶୁଭ ଗ୍ରହ ହେଉଛି ଆପଣଙ୍କ ପାଇଁ ଶୁକ୍ର, ଶୁକ୍ର ଗ୍ରହ ଆପଣଙ୍କ ପାଇଁ ଶୁଭ ଅଟେ। କୋମଳ ସ୍ୱାଭବ ଯୁକ୍ତ, ବାୟ ପ୍ରକୋପ, ସୋମଭଗ କ୍ରିୟାରେ ଅଧିକ ରୁଚି ଥାଏ। ଦାନ, ପୁଣ୍ୟ, ଧର୍ମରେ ବିମୁଖ ହୋଇଥାନ୍ତି। ଏହି ରାଶିର ବ୍ୟକ୍ତି ବିଶେଷ ପରିଶ୍ରମୀ, ପରପକାରୀ, ଭ୍ରମଣ ପ୍ରିୟ ଏବଂ ଜୀବନକୁ ଉପଭୋଗ କରିବା ପାଇଁ ଆନନ୍ଦ ନେବା ପାଇଁ ସଦାସର୍ଵଦା ଚେଷ୍ଟିତ ରହିଥାନ୍ତି। ସମସ୍ତଙ୍କ ମନରେ ଖୁସି ବାଣ୍ଟି ଚାଲିଥାନ୍ତି।ନିଜ ସ୍ୱାର୍ଥକୁ ଚିନ୍ତା କରନ୍ତି। ଅନ୍ୟ ମାନଙ୍କ ସ୍ୱାର୍ଥକୁ ମଧ୍ୟ ଦୃଷ୍ଟି ଦିଅନ୍ତି।

Google

ଏହି ରାଶିର ବ୍ୟକ୍ତି ବିଶେଷ ଯାହାବି କରନ୍ତି ହିସାବ କିତାବ କରିକି ହିଁ କରନ୍ତି। କେତେ ଲାଭ ଆସିବ, କେତେ କ୍ଷତି ହେବ କାଲକୁଲେକ୍ଟିଭ ମାଇଣ୍ଡରେ ସଦାବେଳେ ମୁଣ୍ଡରେ ଚାଲିଥାଏ। କେତେବେଳେ କଣ, କେତେ ପାଇବେ, କେତେ ଲାଭ ହେବ ସଦାବେଳେ ମନ ଭିତରେ ଚାଲିଥାଏ। ବେଳେ ବେଳେ ଦ୍ଵନ୍ଦ ମଧ୍ୟ ମନରେ ଜାତ ହୋଇଥାଏ। କେତେବେଳେ ଲାଭ କ୍ଷତି ହିସାବ କରୁ କରୁ ଦ୍ଵନ୍ଦ ଆସିଥାଏ। ଗ୍ରହ ଶାନ୍ତି ନିମନ୍ତେ ରୂପା ଶୁକ୍ରବାର ଦିନ ପୂଜା କରି ପିନ୍ଧିବା ଉଚିତ ହେବ। ହୋମ ପୂଜା ଆଦି କରିବା ମଧ୍ୟ ଆବଶ୍ୟକ। ଆପଣଙ୍କର ଶୁଭ ରଙ୍ଗ ହେଉଛି ଧଳା। ଶୁଭ ବାର ହେଉଛି ଶୁକ୍ରବାର ଏବଂ ଶୁଭ ଦିଗ ହେଉଛି ପୂର୍ବଦିଗ ଏବଂ ପଶ୍ଚିମ ଦିଗ। ଘାତ ବାର ବା ଅଶୁଭ ବାର ଗୁରୁବାର। ଉତ୍ତମ ଫଳ ବୃଷ ରାଶି, ମିଥୁନ ରାଶି, କନ୍ୟା ରାଶି, ମକର ରାଶି, କୁମ୍ଭ ରାଶି ଉତ୍ତମ ଫଳ ଦେଇଥାନ୍ତି। ଆପଣଙ୍କ ପାଇଁ ଶୁଭ ସଂଖ୍ୟା ୧,୨, ୪ ଏବଂ ୭। ଏବଂ ଆପଣଙ୍କ ପାଇଁ ଲକୀ ନମ୍ବର ହେଉଛି ୩,୫, ଏବଂ ୭। ଏହି ରାଶିର ବ୍ୟକ୍ତି ବିଶେଷଙ୍କର ବିବାହ ୧୮ ରୁ ୨୯ ବର୍ଷ ମଧ୍ୟରେ ଅଧିକ ବିବାହ ହେବାର ଯୋଗ ଅଛି। ଅନ୍ୟ ବର୍ଷରେ କିଛିଟା ଅଶୁଭ ଅଟେ। ଅନ୍ୟ ବର୍ଷରେ ବ୍ୟବସାୟରେ କ୍ଷତି, ସୁଖଶାନ୍ତିରେ ବାଧା, ପାରିବାରରେ ସଂକଟ, ଧନ ହାନି, ସ୍ଥାନାନ୍ତର, କରଜ ଏବଂ ରୋଗଗ୍ରସ୍ତ ୧୯ରୁ ୨୭ ବର୍ଷ, ୩୬ ରୁ ୪୬ ବର୍ଷ ପର୍ଯ୍ୟନ୍ତ ପରିବାର ଏବଂ ସ୍ତ୍ରୀ ଚିନ୍ତା, ଇଶ୍ୱରଙ୍କ କୃପାରେ ମୁକ୍ତି ପାଇପାରନ୍ତି। ୨୫ ବର୍ଷ ଠାରୁ ୩୨ ବର୍ଷ ମଧ୍ୟରେ ବେଶ ଲାଭ ସୁଖଶାନ୍ତି ମିଳିବ। ପରିବାରରେ ଉନ୍ନତି ହେବ। ଏବଂ ସମସ୍ତଙ୍କର ପ୍ରିୟ ହୋଇପାରିବେ। ୪୭ ବର୍ଷରୁ ୫୨ ବର୍ଷ ମଧ୍ୟରେ ସାବଧାନ କ୍ଷତି ଗ୍ରସ୍ତ ବଦନାମ କରଜ ବୃଦ୍ଧି ହୋଇପାରେ। ୮୨ ରୁ ୮୬ ବର୍ଷ ଏବଂ ୮୭ ବର୍ଷ ମଧ୍ୟରେ ରୋଗାକ୍ରାନ୍ତ। ବୃଷ, ମିଥୁନ, କୁମ୍ଭ ରାଶି ବ୍ୟକ୍ତିଙ୍କ ସହିତ ମିତ୍ରତା କଲେ ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିଥାଏ। ଅଯଥା ଭ୍ରମଣ ଯୋଗ ରହିଛି।ବୟସର ମଧ୍ୟ ଏବଂ ଶେଷ ଶୁଭ ପ୍ରାପ୍ତିର ଯୋଗ ରହିଛି। ଆପଣଙ୍କ ପାଇଁ ରିଷ୍ଟ ବା ଘାଟି୧ ବର୍ଷ, ୪ ବର୍ଷ,୯ ବର୍ଷ,୧୨ବର୍ଷ, ୧୬ ବର୍ଷ, ୧୭ ବର୍ଷ, ୨୦ ବର୍ଷ ୨୫ ବର୍ଷ, ୨୮ ବର୍ଷ, ୩୦ ବର୍ଷ, ୩୮ ବର୍ଷ, ୪୨ ବର୍ଷ,୫୨ ବର୍ଷ, ୫୮ ବର୍ଷ ଏବଂ ୬୨ ବର୍ଷ। ଏହି ବର୍ଷ ମାନଙ୍କରେ ଜଗିରଖି ଚଳନ୍ତୁ। ଆପଣ ମୌନ ବା ବହୁ କଥା କହିବା ପ୍ରିୟ ହୋଇନଥାନ୍ତି। କଥା ଅପେକ୍ଷା କାମରେ ବିଶ୍ୱାସ କରିଥାନ୍ତି। ଛାତ୍ରଛାତ୍ରୀ ପାଠ ପଢାରେ କୃତ କାର୍ଯ୍ୟ ଏବଂ ପରୀକ୍ଷାରେ ଭଲ ଫଳ ରଖିଥାନ୍ତି। ଏବେ ଆସନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କର ପରମାୟୁ ବା ଆୟୁଷ। ୧୪/୭ ର ଆୟୁଷ ୭୮ ବର୍ଷ। ୧୫/୭ ର ଆୟୁଷ ୮୬ ବର୍ଷ। ୧୬/୭ ର ଆୟୁଷ ୯୦ ବର୍ଷ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *