Excuse Me Odisha

ଯାହା କହିବୁ ସତ କହିବୁ

ବନୁଛି ଶିବ ଯୋଗ ଏହି ରାଶି ମାନଙ୍କ ପାଇଁ ଖୁସି ଖବର, ଧନପ୍ରାପ୍ତି ହେବ

ସେୟାର୍ କରନ୍ତୁ

ବନ୍ଧୁଗଣ ଦୀର୍ଘ ୫୦୦ ବର୍ଷ ପରେ ଏହି ଦୁଇ ରାଶିରେ ଖୋଲିବାକୁ ଯାଉଛି ସୌଭାଗ୍ୟ ଏବଂ ଏହି ଦୁଇ ରାଶି ଉପରେ ବର୍ଷିବ ଶିବଙ୍କର ଅପାର କୃପା। ଭଗବାନ ଶିବଙ୍କର ବିଶେଷ କୃପା ବର୍ଷିବା ଦ୍ୱାରା ଏହି ଦୁଇ ରାଶିର ଲୋକମାନଙ୍କୁ ଏବେ ମାଲାମାଲ ହେବା ଠାରୁ କେହିବି ଅଟକାଇ ପାରିବେ ନାହିଁ। ତେବେ ଆସନ୍ତୁ ବନ୍ଧୁଗଣ ଜାଣିନେବା କଣ ସେହି ଦୁଇ ଗୋଟି ରାଶି ଯାହାର ଉପରେ ବର୍ଷିବାକୁ ଯାଉଛି ଶିବଙ୍କର ଅପାର କୃପା। ଆପଣଙ୍କୁ କହିରଖୁଛୁ ଯେ ଆପଣଙ୍କର ମାନସିକ ରୂପରେ ଧାର୍ମିକ ଭାବନାର ଉଦୟ ହେବ। ଏମାନଙ୍କର ପାଇଁ ଏହି ରାଜଯୋଗ ବହୁତ ଭଲ ଏବଂ ସୁଭଫଳ ଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ଜୀବନସାଥୀଙ୍କ ସହିତ ସମ୍ବଦ୍ଧ ମଧୁର ରହିବ। ଆରାମ କରିବା ପାଇଁ ଆଗାମୀ ଦିନ ବହୁତ ସୁନ୍ଦର ରହିବ। ସ୍ୱାମୀ ସ୍ତ୍ରୀ କୌଣସି ବାହାରକୁ ବୁଲିବାକୁ ଯାଇପାରନ୍ତି।ଏହି ସମୟ ଏବଂ ଆଗାମୀ ସମୟ ଆପଣଙ୍କର ଲଭ ଲାଇଫ ପାଇଁ ବହୁତ ଉଚିତ ଏବଂ ଶୁଭ ସାବ୍ୟସ୍ତ ହେବ। ଏବଂ ବିବାହିତ ଲୋକଙ୍କର ପାଇଁ ଏହି ଦିନ ସବୁଠାରୁ ଅଧିକ ଶୁଭ ହେବାକୁ ଯାଉଛି। ଯାହାକୁ ଆପଣ ଜାଣିଲେ ବହୁତ ଅଧିକ ଖୁସି ହେବେ ଏବଂ ଏହି ଖୁସି ଖବର ଆପଣଙ୍କର ପାଇଁ ପ୍ରେମ ମାମଲାରେ ବହୁତ ଲାଭଦାୟକ ହେବ।ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ। ଆପଣଙ୍କର ଗୁଣାତ୍ମକ ଏବଂ ରଚନାତ୍ମକ କାର୍ଯ୍ୟର ପ୍ରଶଂସା ହେବ। ବ୍ୟର୍ଥ କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ। ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ। ଆପଣଙ୍କର ଆର୍ଥିକ ସମସ୍ୟା ଗୁଡିକ ଦୂର ହେବ।ଆପଣଙ୍କୁ ଖୁବଶୀଘ୍ର ଚାକିରୀ ମିଳିବାର ବହୁତ ସମ୍ଭାବନା ବନୁଛି। ଅବିବାହିତ ଲୋକମାନଙ୍କର ବିବାହ ଖୁବଶୀଘ୍ର ହେବାକୁ ଯାଉଛି। ଆପଣଙ୍କର ଜୀବନସାଥୀଙ୍କର ସହିତ କୌଣସି ପ୍ରକାରର ଦର୍ଶନୀୟ ସ୍ଥାନ ବା କୌଣସି ଜାଗାକୁ ବୁଲିବାକୁ ଯାଇପାରନ୍ତି। ଆପଣଙ୍କୁ ଏକ ବଡ଼ ଖୁସି ଖବର ମିଳିବା ପାଇଁ ଯାଉଛି। ନିଜର ଉପରେ ବିଶ୍ୱାସ ରଖନ୍ତୁ। ଆପଣଙ୍କର ସବୁ ବିଗିଡି ଯାଇଥିବା କାର୍ଯ୍ୟ ସୁରୁଖୁରୁରେ ଚାଲୁହେବ। ଆପଣଙ୍କର ଆତ୍ମବିଶ୍ୱାସ କମ ହେବାକୁ ଦିଅନ୍ତୁ ନାହିଁ। ଆପଣଙ୍କୁ ପ୍ରେମ ପ୍ରସ୍ତାବ ମଧ୍ୟ ମିଳିପାରେ।ଲଭଲାଇଫ କଥା କହିଲେ ଯଦି ଆପଣ କାହାକୁ ନିଜର ମନ କଥା ଖୋଲି କହିବାକୁ ଚାହୁଁଛନ୍ତି ତେବେ ଏବେ କହିଦିଅନ୍ତୁ। ଏହା ସବୁଠାରୁ ଆପଣଙ୍କର ପାଇଁ ଭଲ ସମୟ ଚାଲିଛି। ଆପଣଙ୍କର ପାର୍ଟନରଙ୍କର ଉପରେ ଅଧିକ ଧ୍ୟାନ ଦିଅନ୍ତୁ। କାର୍ଯ୍ୟ କ୍ଷେତ୍ରରେ ବଡ଼ ବଡ଼ ମୌକା ମିଳିବ।କ୍ୟାରୀୟରରେ ବଡ଼ ପ୍ରଗତି ହାସଲ କରିବେ।ଆପଣଙ୍କର ଦ୍ୱାରା ଭାବିଥିବା କାର୍ଯ୍ୟ ପୂରଣ ହେବ। ସ୍ୱାସ୍ଥ୍ୟ କଥା କହିଲେ ଆପଣଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରହିବ। ଚାକିରୀ ଅପେକ୍ଷାରେ ଥିବା ଲୋକମାନଙ୍କୁ ବହୁତ ବଡ଼ ଖୁସି ଖବର ମିଳିବାକୁ ଯାଉଛି। ସମାଜରେ ଆପଣଙ୍କର ମାନସମ୍ମାନ ମିଳିବ। ଆପଣଙ୍କ କୁଣ୍ଡଳୀରେ ଅଚାନକ ଭାବେ ଧନଲାଭ ହେବାର ଯୋଗ ବନୁଅଛି। ଆପଣ ଏହି ସମୟରେ ନିଜର ସ୍ୱାସ୍ଥ୍ୟକୁ ନେଇ ସଚେତନ ରହିବାର ଆବଶ୍ୟକତା ରହିଛି।

Google

ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା କଣ ସେହି ଦୁଇ ରାଶି ଯାହାର ବିଷୟରେ ଆମେ ଏହିଠାରେ କଥା ହେଉଛେ। ଯାହାର ବିଷୟରେ ଆପଣ ଏବେ ସବୁ କଥା ଜାଣିସାରିଛନ୍ତି। ତେବେ ବନ୍ଧୁଗଣ ସେହି ଦୁଇ ଗୋଟି ରାଶିର ନାମ ହେଉଛି ସିଂହ ରାଶି ଏବଂ କୁମ୍ଭ ରାଶି। ଯାହାର ଉପରେ ଭଗବାନ ମହାଦେବଙ୍କର ଅପାର କୃପା ବର୍ଷିବାକୁ ଯାଉଛି। ଦୀର୍ଘ ୫ ୦୦ ବର୍ଷ ପରେ ଏହି ଦୁଇ ରାଶିର ଭାଗ୍ୟ ଖୋଲିବାକୁ ଯାଉଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ନମଃ ଶିବାୟ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *