Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ ଟି ଅଭ୍ୟାସ ଥିବା ମହିଳାମାନଙ୍କ ଉପରେ ମା ଲକ୍ଷ୍ମୀ ଟଙ୍କା ବର୍ଷା କରନ୍ତି।

ସେୟାର୍ କରନ୍ତୁ

ବନ୍ଧୁଗଣ ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାନ୍ତି ଏହି ୫ ଗୁଣ ଥିବା ମହିଳାମାନେ। ମା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ।ଯଦି ଆପଣ ଜୀବନରେ ଖୁସି ଏବଂ ଧନୀ ହୋଇ ରହିବାକୁ ଚାହୁଁଥାନ୍ତି ତେବେ ଆପଣଙ୍କ ଉପରେ ମା ଲକ୍ଷ୍ମୀର ଆଶୀର୍ବାଦ ରହିବା ନିତାନ୍ତ ଆବଶ୍ୟକ ଅଟେ। ସେମିତିରେ ମା ଲକ୍ଷ୍ମୀ କେବଳ ସେହି ଲୋକମାନଙ୍କର ମନସ୍କାମନା ପୂରଣ କରିଥାନ୍ତି ଯାହାଙ୍କ ମଧ୍ୟରେ କିଛି ଖାସ ରହିଥାଏ। ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ଏମିତି ୫ ଟି ଅଭ୍ୟାସ ବିଷୟରେ ଜଣାଇବାକୁ ଯାଉଛୁ ଯାହାକୁ ପାଳନ କରିବା ଦ୍ୱାରା ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ସବୁବେଳେ ରହିଥାଏ। ତେବେ ଆସନ୍ତୁ ଜାଣିବା ସେହି ଅଭ୍ୟାସ ଗୁଡିକ ବିଷୟରେ।

ସକାଳ ଏବଂ ସନ୍ଧ୍ୟାରେ ନିୟମିତ ପୂଜା କରୁଥିବା ମହିଳା ମାନଙ୍କୁ ମା ଲକ୍ଷ୍ମୀ ସବୁବେଳେ ପସନ୍ଦ କରିଥାନ୍ତି। ଏହି ମହିଳାମାନେ ବାକି ମହିଳା ମାନଙ୍କ ତୁଳନାରେ ଅତ୍ୟନ୍ତ ପୋଜେଟିଭ ହୋଇଥାନ୍ତି।

Google

ଗୁରୁବାର ଦିନ ମା ଲକ୍ଷ୍ମୀଙ୍କର ବ୍ରତ ରଖୁଥିବା ମହିଳା ମାନଙ୍କ ଉପରେ ମା ଲକ୍ଷ୍ମୀ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ସବୁବେଳେ ରହିଥାଏ। ଏହି ମହିଳାମାନେ ମା ଲକ୍ଷ୍ମୀଙ୍କ ପାଇଁ ଭୋଗବିଳାସ ତ୍ୟାଗ କରିଥାନ୍ତି। ଏମାନଙ୍କର ବଳିଦାନ ଦେଖି ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ଘରେ ଥିବା କନ୍ୟା ସନ୍ତାନ ମାନଙ୍କୁ ଗେଲ୍ହା କରୁଥିବା ମହିଳାମାନଙ୍କୁ ମା ଲକ୍ଷ୍ମୀ ବହୁତ ପସନ୍ଦ କରିଥାନ୍ତି। କୁହାଯାଏକି ଶିଶୁ କନ୍ୟାଙ୍କ ଭିତରେ ସ୍ୱୟଂ ମା ଲକ୍ଷ୍ମୀ ବାସ କରିଥାନ୍ତି। ଏମିତିରେ ଯଦି ମହିଳାମାନେ ନିଜ ଛୋଟ ପିଲା ମାନଙ୍କୁ ସ୍ନେହ କରନ୍ତି ତେବେ ମା ଲକ୍ଷ୍ମୀ ସେହି ମହିଳା ମାନଙ୍କ ଉପରେ ପ୍ରସନ୍ନ ରହିଥାନ୍ତି

ଗୁରୁବାର ଦିନ ମା ଲକ୍ଷ୍ମୀଙ୍କର ନାମରେ ଘିଅର ଦୀପ ଲଗାଇଲେ ମା ଲକ୍ଷ୍ମୀ ଖୁସି ହୋଇଥାନ୍ତି। ଏଣୁ ଯେଉଁ ମହିଳା ଏମିତି କରନ୍ତି ତାଙ୍କୁ ମା ଲକ୍ଷ୍ମୀଙ୍କର ମହିମା ଦେଖିବାର ଅବସର ମିଳିଥାଏ।

Google

ଯେଉଁ ମହିଳାମାନେ ଗୁରୁବାର ଦିନ ଆମିଷ ଖାଆନ୍ତି ନାହିଁ ଏବଂ ରୋଷେଇ କରନ୍ତି ନାହିଁ ତାଙ୍କୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଗୁରୁବାର ଦିନ ମା ଲକ୍ଷ୍ମୀଙ୍କର ବାର ହୋଇଥାଏ। ଏହି ଦିନରେ ସମସ୍ତଙ୍କ ଘରେ ଆମିଷ ସେବନ ବାରଣ ହୋଇଥାଏ। ତେବେ ବନ୍ଧୁଗଣ ଏହି ୫ ଟି ଗୁଣ ଥିବା ମହିଳାଙ୍କୁ ମା ଲକ୍ଷ୍ମୀ ପସନ୍ଦ କରିଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *