Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ ବୃଷ ରାଶି ବ୍ୟକ୍ତି ବିଶେଷଙ୍କ କିଛି ଗୁ-ପ୍ତ କଥା, ଆଜି ହିଁ ଜାଣି ନିଅନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଜାଣିବା ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ କିଛି ଅ-ଦ୍ଭୁ-ତ କଥା ବିଷୟରେ। ଯେମିତିକି ଚରିତ୍ର, ଅଭାବ, ଖାଦ୍ୟ ରୁଚି, କର୍ମକ୍ଷେତ୍ର, ଶିକ୍ଷା, କ୍ୟାରିୟର, ପ୍ରେମ ଜୀବନ ଏବଂ ଆ-ୟୁ-ଷ କାଳ ଏମିତି ଅନେକ କିଛି ବିଷୟ ଉପରେ ଆମେ ଆଜି ଆଲୋଚନା କରିବା। ବୃଷ ରାଶି ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇଛି। ଯଥା ୩/୨ ବୃଷ ରାଶି କୃତ୍ତିକା ନକ୍ଷତ୍ର ଏମାନେ ହେଉଛନ୍ତି ଦାନବ ଗଣ, ୪/୨ ରୋହିଣୀ ନକ୍ଷତ୍ର ବୃଷ ରାଶି ଏମାନେ ହେଉଛନ୍ତି ମାନବ ଗଣ, ୫/୨ ମୃଗଶିରା ନକ୍ଷତ୍ର ବୃଷ ରାଶି ଏମାନେ ହେଉଛନ୍ତି ଦେବଗଣ। ବୃଷ ରାଶି ବ୍ୟକ୍ତିବିଶେଷଙ୍କ ମନ୍ଦ ଗୁଣ ହେଉଛି ସହଜରେ କ୍ରୋ-ଧ କରନ୍ତି ନାହିଁ। ଯଦି କ୍ରୋ-ଧ ଏମାନଙ୍କୁ ଆସିଯାଏ ତାହେଲେ ହି-ତାହ-ତ ଜ୍ଞାନ ହରେଇ ବସିଥାନ୍ତି। ସ୍ତ୍ରୀ ଜାତି ପ୍ରତି ଆଗ୍ରହୀ ହୋଇଥାନ୍ତି। ଏଣୁ ବିନା ବି-ଚା-ରରେ ଅର୍ଥ ବ-ର୍ବାଦ କରି ଦେଇଥାନ୍ତି। ବୃଷ ରାଶିର ପୁରୁଷ ଏବଂ ମହିଳା ଉଭୟ ପରିଶ୍ରମୀ ହୋଇଥାନ୍ତି। ସମାଜ ସେବାରେ ସର୍ବଦା ନିମଗ୍ନ ରହିଥାନ୍ତି ଏବଂ ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ସର୍ବଦା ପ୍ରସ୍ତୁତ ରହିଥାନ୍ତି। ସେବା, ସଂଗଠନ, ମେଳା ଭୋଜି ଭାତ ସମସ୍ତ କାର୍ଯ୍ୟରେ ସହଯୋଗ କରିଥାନ୍ତି। ପିତାମାତାଙ୍କ ସହିତ ଏମାନେ ବନ୍ଧୁ ସମ୍ପର୍କୀୟଙ୍କ ସେବା ମଧ୍ୟ କରିଥାନ୍ତି। ଶିକ୍ଷିତ ମଧ୍ୟ ହୋଇଥାନ୍ତି । କିନ୍ତୁ ପୁରୁଷ ଏବଂ ମହିଳା ମାନଙ୍କର ଦାମ୍ପତ୍ୟ ଜୀବନ ସେତେଟା ଭଲ ହୋଇ ନଥାଏ।

ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ଫୁସଫୁସ ଜନିତ ରୋଗ, କୋଷ୍ଠ କାଠିନ୍ୟ, ନିମୋନିଆ, ଦୃଷ୍ଟିହୀନତା, ନାସା ରୋଗ, ମଧୁମେହ, ଗୁପ୍ତ ରୋଗ, ମୂଖ ର ରୋଗ ଏମାନଙ୍କର ସାଧାରଣତଃ ହୋଇଥାଏ। ବୃଷ ରାଶିର ଲୋକଙ୍କର ଜୀବିକା – ଶିଳ୍ପ ପ୍ରତିଷ୍ଠା,ଗ୍ରନ୍ଥ ପ୍ରଚାରକ, ଅଧ୍ୟାପକ, ଚିକିତ୍ସା, ଆଇନ, ବ୍ୟବସାୟ, ସୁଗନ୍ଧ ଦ୍ରବ୍ୟ ବିକ୍ରି କରିବା,ପଶୁପକ୍ଷୀ ପାଳନ ଆଦି ଜୀବିକା କରିଥାନ୍ତି।

Google

ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ଅଶୁଭ ତାରିଖ ହେଲା ପ୍ରତି ମାସର ୫,୧୪, ୨୦ ତାରିଖ ଅଶୁଭ ଅଟେ ଏବଂ ପ୍ରତ୍ୟେକ ଶନିବାର ଆପଣଙ୍କ ପାଇଁ ଅଶୁଭ ଅଟେ। ଲାଲ ରଙ୍ଗର ବସ୍ତ୍ର ଏବଂ ଲାଲ ରଙ୍ଗର ଦ୍ରବ୍ୟ ଅଶୁଭ ଅଟେ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଥାଏ। ଜନ୍ମ ସ୍ଥାନ ଛାଡ଼ି ଦୂରରେ ରହିଲେ ରୋଜଗାରରେ କିଛିଟା ପରିବର୍ତ୍ତନ ଦେଖା ଦେଇଥାଏ। ସତ୍ୟ ସନ୍ଧାନରେ ବୁଡି ରହିବେ। ଅନେକ ସମୟରେ ଜମିବାଡ଼ି ସମ୍ବନ୍ଧକୁ ନେଇ ପାରିବାରିକ ଅଶାନ୍ତି ଦେଖା ଦେଇପାରେ। ପାଠପଢ଼ା ଏବଂ ଲେଖନ ଆଦିରେ ଆପଣ ସଫଳ ପାଇବେ। ସ୍ତ୍ରୀଙ୍କ ସହିତ ସମ୍ପର୍କ ଭଲ ରଖି ନଥାନ୍ତି। ବିବାହ ଯୋଗ ୧୯, ୨୧ ଏବଂ ୨୬ ବର୍ଷରେ ବିବାହ ଯୋଗ ରହିଛି। ୧ ରୁ ଅଧିକ ବିବାହର ଯୋଗ ରହିଥାଏ। ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ କ୍ଷତି ହେଉଛି ଜନ୍ମ ଠାରୁ ୮ ବର୍ଷ ପର୍ଯ୍ୟନ୍ତ, ୨୮ ରୁ ୩୫ ବର୍ଷ ପର୍ଯ୍ୟନ୍ତ ଖରାପ ଚାଲିଥାଏ। ପରିବାରରେ ଦୁଃଖ, ଅଭାବ , ସନ୍ତାପ, ଅର୍ଥହାନୀ, ସନ୍ତାନ ଯୋଗ, ଅପବ୍ୟୟୀ, ଅଧିକ ଖର୍ଚ୍ଚ କରିବା ଏବଂ ଶରୀର କଷ୍ଟ । ୯ ବର୍ଷରୁ ୨୬ ବର୍ଷ , ୩୮ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ ପୂରଣ ହୋଇ ନଥାଏ। ଏଣୁ ଅସମ୍ମାନ, ଚୋ-ରୀ, ମ-କଦ୍ଦ-ମା ରେ ଆପଣ ଫସି ଯାଇ ପାରନ୍ତି।

ବୃଷ ରାଶିର ବ୍ୟକ୍ତିଙ୍କର ଲାଭ ବା ଶୁଭ ସମୟ ୨୬ ରୁ ୨୮ ଏବଂ ୩୦ ବର୍ଷ ମଧ୍ୟରେ ଶୁଭ ସମୟ ହୋଇଥାଏ। କିଛି ନା କିଛି କାର୍ଯ୍ୟ ସମାପନ ହୋଇଥାଏ। ୪୬ ବର୍ଷରୁ ୫୧ ବର୍ଷ ପର୍ଯ୍ୟନ୍ତ ଅତି ଖରାପ , ୫୨ ବର୍ଷ ୭ ମାସରେ ମୃ-ତ୍ୟୁ ତୁଲ୍ୟ କଷ୍ଟ ରହିଛି।୮୮ ବର୍ଷରୁ ୮୯ ବର୍ଷ ମଧ୍ୟରେ ମୃ-ତ୍ୟୁ ଯୋଗ ରହିଛି।

Google

ବୃଷ ରାଶିର ଲୋକଙ୍କ ମନ୍ଦ ଗୁଣ ଆପଣଙ୍କ ଜୀବନରେ ୧ ରୁ ଅଧିକ ସ୍ତ୍ରୀ ଲୋକଙ୍କ ସହିତ ବନ୍ଧୁତା ଥିଲେ,କିଛି ସ୍ତ୍ରୀ ଲୋକ ଶତ୍ରୁ ପାଲଟି ଯିବେ। ଏଥିପାଇଁ ସାବଧାନ ହୋଇ ରୁହନ୍ତୁ। ବୃଷ ରାଶିର ବ୍ୟକ୍ତିଙ୍କ ଶୁଭ ବାର ହେଉଛି ଶୁକ୍ରବାର। ଅନ୍ୟବାର ଗୁଡିକରେ ସେତେଟା ଶୁଭ ନଥାଏ। ପ୍ରତି ବର୍ଷ ନଭେମ୍ବର ମାସ ୫, ୬, ୧୪,୨୦ ଏବଂ ଶନିବାରରେ ଅଶୁଭ ଫଳ ମିଳିଥାଏ। ମିତ୍ରତା ବୃଷ ରାଶି, ମିଥୁନ ରାଶି, ମକର ରାଶି , କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ସହିତ ରଖିଲେ ଅନେକ ସମୟରେ ଲାଭ ହୋଇଥାଏ। ଜୀବନର ଶେଷ ଆଡକୁ ଅଶୁଭ ଫଳ ମିଳିଥାଏ। ରୋଗ, ଧନହାନୀ, ଅଯଥା ଖର୍ଚ୍ଚ ହୋଇଥାଏ। ଆପଣଙ୍କର ଶୁଭ ସଂଖ୍ୟା ହେଉଛି ୫, ୬ ଓ ୮। ଉତ୍ତମ ଫଳ ତୁଳା, କନ୍ୟା , ମିଥୁନ, ମକର , କୁମ୍ଭ ଆପଣଙ୍କ ପାଇଁ ଲାଭକାରୀ ଅଟେ। ଶୁଭ ରଙ୍ଗ ହେଉଛି ଧଳା। ଗ୍ରହ ଶାନ୍ତି ପାଇଁ ରୂପା ଶୁକ୍ରବାର ଦିନ ଶୁକ୍ର ଗ୍ରହଙ୍କ ଠାରେ ପୂଜାକରି ପରିଧାନ କଲେ ଅନେକ ଧନ ବୃଦ୍ଧି ହୋଇଥାଏ। ଦେବୀ ଭଗବତୀଙ୍କ ପାଠ, ଅଷ୍ଟମୀ ବ୍ରତ, ଗୋମାତାଙ୍କୁ ପୂଜା କଲେ ଶୁଭ ଫଳ ମିଳିଥାଏ। ବୃଷ ରାଶିର ଲୋକଙ୍କ ପାଇଁ ଶୁଭ ଦିଗ ହେଉଛି ଦକ୍ଷିଣ ଦିଗ। ଆପଣ ଦକ୍ଷିଣ ଦିଗକୁ ଯାତ୍ରା କଲେ ଆପଣଙ୍କ ପାଇଁ ଶୁଭ ହୋଇଥାଏ। ଘାତବାର ହେଉଛି ଶନିବାର । ବୃଷ ରାଶିର ଲୋକଙ୍କ ପାଇଁ ଶୁଭ ନମ୍ବର ହେଉଛି ୧, ୩ ଓ ୫। ରିଷ୍ଟ ବା ଘାଟୀ ୨ ବର୍ଷ ୩ ମାସ, ୩ ବର୍ଷ ୫ ମାସ, ୫ ବର୍ଷ,୬ ବର୍ଷ, ୯ ବର୍ଷ, ୧୨ ବର୍ଷ, ୧୬ ବର୍ଷ, ୨୨ ବର୍ଷ, ୨୪ ବର୍ଷ, ୨୮ ବର୍ଷ, ୩୨ ବର୍ଷ, ୩୪ ବର୍ଷ, ୪୨ ବର୍ଷ, ୪୬ ବର୍ଷ, ୫୨ ବର୍ଷ, ୬୩ ବର୍ଷ, ୬୪ ବର୍ଷ, ୭୯ ବର୍ଷରେ ନାନାଦି କ୍ଷତି, ରୋଗ, ଶୋକ ଅପମୃ-ତ୍ୟୁର ଯୋଗ ରହିଥାଏ। ବୃଷ ରାଶିର ବ୍ୟକ୍ତି ପାଠପଢ଼ାରୁ ମନ ଛାଡ଼ି ଅଳସୁଆ ହୋଇଥାଆନ୍ତି। ଭୋଗବିଳାସ ରେ ଦିନ କାଟି ଥାନ୍ତି। ବିଳାସ ଦିଗ ଆଡକୁ ମେଳିତ ହୋଇଥାନ୍ତି। ଗୁରୁଜନଙ୍କ ଶାନ୍ତି ଭଙ୍ଗ କରିଥାନ୍ତି। ଏଣୁ ରାହୁ ଏବଂ ଶନିଙ୍କ ପାଇଁ ପ୍ରତିକାର କରନ୍ତୁ। ଏବେ ଜାଣିବା ପରମ ଆୟୁଷ – ୩/୨ ର ବୟସ ୮୦ ବର୍ଷ, ୪/୨ ର ବୟସ ୯୦ ବର୍ଷ, ୫/୨ ର ବୟସ ୮୩ ବର୍ଷ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *