Excuse Me Odisha

ଯାହା କହିବୁ ସତ କହିବୁ

ଏମିତି ହସୁଥିବା ମହିଳାଙ୍କ ଚରିତ୍ର କିପରି ହୋଇଥାଏ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ହସ ଯାହା ମଣିଷ ସୌନ୍ଦର୍ଯ୍ୟକୁ ଦୁଇଗୁଣିତ କରିଥାଏ। ହସ ଯାହା ଦୁଃଖକୁ ଭୁଲି ନୂଆ ଜୀବନ ବଞ୍ଚିବାର ରାହା ଦେଖାଇଥାଏ। ମଣିଷ ଯେତେ କଷ୍ଟରେ ଥାଉନା କାହିଁକି ଅନ୍ୟ ଓଠରେ ସେ ଟିକିଏ ହସ ଦେଖିଲେ ସବୁ କଥା ଭୁଲିଯାଏ। ହସ ହେଉଛି ମନୁଷ୍ୟର ଏକ ସ୍ବଭାବିକ ଗୁଣ। ହସ ମନୁଷ୍ୟର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। କେତେକ ପୁରୁଷ ନାରୀର ହସରେ ଏମିତି ଆକର୍ଷିତ ହୋଇଥାନ୍ତି ଶେଷରେ ନିଜ ଜୀବନସାଥୀ ରୂପେ ବାଛି ନେଇଥାନ୍ତି। କେତେକ ଗବେଷଣାରୁ ଜଣା ପଡ଼ିଛିକି ପ୍ରତ୍ୟକ ବ୍ୟକ୍ତିଙ୍କ ସ୍ଵଭାବ ତାଙ୍କ ଚାଲି ଚଲନରୁ ଜଣା ପଡିଥାଏ। ସେହିପରି ପ୍ରତ୍ୟକ ମନୁଷ୍ୟର ହସରେ ମଧ୍ୟ ତାର ସ୍ଵଭାବ ଜଣାପଡ଼ିଥାଏ। ସାଧାରଣତଃ ମଜାଦାର କଥା ଶୁଣିଲେ ହସ ଆପେ ଆପେ ଆସିଯାଇଥାଏ। ସେହି ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ତେବେ ଚାଣକ୍ୟ ନୀତିରେ ନାରୀ ଏବଂ ପୁରୁଷ ସହ ଜଡିତ ଅନେକ କଥା ବର୍ଣ୍ଣନା କରାଯାଇଛି। ଚାଣକ୍ୟ ମହିଳା ସମ୍ପର୍କିତ କିଛି କଥା କହିଛନ୍ତି। ଚାଣକ୍ୟକଙ୍କ ମତରେ ନାରୀର ସ୍ୱଭାବକୁ ଚିହ୍ନିବା ବହୁତ କଷ୍ଟକର ହେଲେ ଅନେକ ସମୟରେ ଏହା ତାଙ୍କ ହସରେ ପରିଲିଖିତ ହୋଇଥାଏ। ତେବେ ଏବେ ଆସନ୍ତୁ ଜାଣିବା ନାରୀର ହସ ବିଷୟରେ।

Google

ଯେଉଁ ନାରୀ ମୁହଁ ବନ୍ଦ କରି ହସୁଥାନ୍ତି ସେ ନାରୀ କାମ ହାସଲ କରିବାରେ ମାହୀର ଥାନ୍ତି। ଏହି ମହିଳାମାନେ ମୌକାର ଫାଇଦା ଉଠାଇବା ପାଇଁ ମାହୀର ଥାନ୍ତି। ଏଭଳି ନାରୀ କେବେବି ଅନ୍ୟର ଭଲ ଚାହାନ୍ତି ନାହିଁ ଓ ଆପଣଙ୍କ ଗୁପ୍ତ କଥା ମଧ୍ୟ ଅନ୍ୟ ଆଗରେ ଯାଇ ବଖାଳି ଥାନ୍ତି। ଏହି ମହିଳା ବହୁତ ଚାଲାକ ହୋଇଥାନ୍ତି। ସେମାନଙ୍କ ମନରେ ଦୟା ମନଭାବ ନଥାଏ। ଏପରିକି ନିଜ ବନ୍ଧୁମାନଙ୍କୁ ମଧ୍ୟ ଧୋକା ଦେଇଥାନ୍ତି। ଏହିପରି ମହିଳା ମାନଙ୍କ ଠାରୁ ସାବଧାନ ରହିବା ଉଚିତ। ଏହିପରି ମହିଳା ଅଂହକାରୀ ଅଟନ୍ତି। ହସିବା ଦେହ ପାଇଁ ହିତକାରକ। ଏବଂ ହସିବା ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ। କିନ୍ତୁ ଯେଉଁ ମହିଳା ଠୋ ଠୋ କରି ହସିବା ବା ଚିଲେଇ ଚିଲେଇ ହସନ୍ତି ଏଭଳି ମହିଳାଙ୍କୁ ଦେଖିବା ମାତ୍ରେ ବନ୍ଧୁତା ସ୍ଥାପନା କରିଦିଅନ୍ତୁ। କାରଣ ଚାଣକ୍ୟ ନୀତି ଅନୁସାରେ ଏଭଳି ନାରୀଙ୍କର ବ୍ୟବହାର ବହୁତ ଭଲ ହୋଇଥିବା ସହ ହୃଦୟରୁ ମଧ୍ୟ ସେମାନେ ବହୁତ ଭଲ। ସହନଶୀଳତା, ଦୟାଳୁ ଓ ଆତ୍ମବିଶ୍ୱାସୀ ହୋଇଥାନ୍ତି। ଏଭଳି ନାରୀ ଆପଣଙ୍କୁ କେବେବି ଧୋକା ଦିଅନ୍ତି ନାହିଁ। ଏମାନଙ୍କ ସହ ମିତ୍ରତା ସ୍ଥାପନ କରିଲେ ଆପଣଙ୍କର ଲାଭ ହୋଇଥାଏ।ଏବଂ ଏମାନେ ଆପଣଙ୍କ ପାଇଁ କିଛିବି କରିବା ପାଇଁ ପଛ ଘୁଞ୍ଚା ଦେଇପାରିବେ ନାହିଁ। ଏବଂ ସାରାଜୀବନ ଆପଣଙ୍କ ସହ ରହିବେ। ଏମାନଙ୍କ ମନରେ ଭଲପାଇବା ଓ ମମତା ଭରପୁର ପରିମାଣରେ ରହିଥାଏ। ଏଭଳି ମହିଳାମାନେ ଉଚ୍ଚ ଚିନ୍ତାଧାରା ହେବା ସହ ମନରେ କୌଣସି କଥା ନରଖି ଖୋଲା ହୃଦୟର ସହ କଥା ହୋଇଥାନ୍ତି। ଯେଉଁ ମହିଳା ମନ ମାରି ହସନ୍ତି କିମ୍ବା ଶାନ୍ତ ମନରେ ହସନ୍ତି ସେଭଳି ନାରୀ ମନରେ ଦୁଃଖ ଭରା ରହସ୍ୟ ରହିଥାଏ। ସେମାନେ କେବେବି ନିଜ ଦୁଃଖକୁ ଅନ୍ୟ ଆଗରେ ପ୍ରକାଶ କରନ୍ତି ନାହିଁ। ସବୁବେଳେ ନିଜ ଦୁଃଖକୁ ମନରେ ଲୁଚେଇ ରଖିଥାନ୍ତି। ଏଭଳି ନାରୀଙ୍କ ଉପରେ ଆପଣ ସମ୍ପୂର୍ଣ ବିଶ୍ୱାସ କରିପାରିବେ। ଏହି ନାରୀ ଭରସା ଯୋଗ୍ୟ ମଧ୍ୟ ହୋଇଥାନ୍ତି। ଏହି ମହିଳାଙ୍କ ମନ ଉଚ୍ଚ ଧରଣର ହେବା ସହ ଅନ୍ୟର ଭବନାକୁ ମଧ୍ୟ ସମ୍ମାନ କରିଥାନ୍ତି। ଏପରି ନାରୀ ନିଜ ଦୁଃଖ ଭୁଲି ଅନ୍ୟ ମାନଙ୍କ ଖୁସିକୁ ନିଜର ଖୁସି ବୋଲି ମାଣିନିଅନ୍ତି।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *